ଭୁବନେଶ୍ୱର: କ୍ଷମତାକୁ ଆସିଲେ ୬ ମାସ ଭିତରେ ସବୁ ଚିଟ୍ଫଣ୍ଡ କ୍ଷିତଗ୍ରସ୍ତଙ୍କୁ ଚିହ୍ନଟ କରାଯିବ। ପରବର୍ତ୍ତୀ ୬ ମାସ ମଧ୍ୟରେ ଅର୍ଥ ଫେରସ୍ତ କରିବ। ନିଜ ନିର୍ବାଚନୀ ଇସ୍ତାହାର ପତ୍ରରେ ଏକଥା ସ୍ଥାନିତ କରିବାକୁ ବିଜେପି ଇସ୍ତାହାର କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଏହାସହ ଦଳ କ୍ଷମତାକୁ ଆସିଲେ...
ଜଳେଶ୍ୱର (ଅଜିତ ଦାସ): ୪ ମାସ ତଳେ ଦଶହରା ମେଳା ବୁଲିବାକୁ ଯାଇଥିବା ବେଳେ, ଜଣେ ୧୭ ବର୍ଷୀୟା ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଦୁଷ୍କର୍ମକାରୀ କେବଳ ଦୁଷ୍କର୍ମ କରିନଥିଲେ, ନିଜେ କରିଥିବା କୁକର୍ମର ଭିଡିଓ ଉତ୍ତୋଳନ ମଧ୍ୟ କରିଥିଲେ। ଆଉ ୪ ମାସ ତଳର ସେହି ଅଶ୍ଳୀଳ...
ଭୁବନେଶ୍ୱର: ଦିଲ୍ଲୀରେ ପଦ୍ମ ଧରିବା ପରେ ବରିଷ୍ଠ ନେତା ଡା. ଦାମୋଦର ରାଉତ ଆସି ଓଡ଼ିଶା ଫେରିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ ଏକ ରାଲିରେ ତାଙ୍କୁ ବିଜେପି କାର୍ଯ୍ୟାଳୟକୁ ଅଣାଯାଇଥିଲା। ସେଠାରେ ତାଙ୍କ ପାଇଁ ଏକ...
ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଜାହର ବିରୋଧରେ ଫ୍ରାନ୍ସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଫ୍ରାନ୍ସ ସରକାର ନିଜ ଦେଶରେ ଥିବା ମାସୁଦର ସମସ୍ତ ସମ୍ପତ୍ତି ଫ୍ରିଜ କରିବା ସହ ତା’ ଆକାଉଣ୍ଟ ଅଚଳ କରିବାକୁ ନିଷ୍ପତ୍ତି ନେଇଛଇ। ଏନେଇ ଫ୍ରାନ୍ସର ଆଭ୍ୟନ୍ତରୀଣ ବ୍ୟାପାର ଏବଂ ଅର୍ଥ ମନ୍ତ୍ରାଳୟ...
ପାରଳାଖେମୁଣ୍ଡି (ଆଦର୍ଶ ଦାସ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଏସଡିପିଓଙ୍କ କାର୍ଯ୍ୟାଳୟ ପରିସରରେ ଓଡିଶା ଓ ଆନ୍ଧ୍ର ପୁଲିସ ପକ୍ଷରୁ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏସ୍ଡିପିଓ ଠାକୁର ପ୍ରସାଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆନ୍ଧ୍ର ପାଲକୋଣ୍ଡା ଏସଡିପିଓ ଡା.ପ୍ରେମ କାଜଲ ଯୋଗଦେଇଥିଲେ। ଆସନ୍ତା ନିର୍ବାଚନ ସମୟରେ...
ବାଲିଗୁଡା (ଅଜିତ ନାୟକ): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରୁ ଏକ ବେଆଇନ ବନ୍ଧୁକ ତିଆରି କାରଖାନା ଠାବ କରାଯାଇଛି। ବେଆଇନ୍ ଭାବେ ବନ୍ଧୁକ ତିଆରି କରୁଥିବା ଅଭିଯୋଗରେ ପୁଲିସ୍ ମୁନିବର ମଲିକ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି। ଗିରଫ ବ୍ୟକ୍ତିର ଘଣ କତିଙ୍ଗିଆ ପଞ୍ଚାୟତ ଋଷିଗୁଡ଼ା...
ବାଲେଶ୍ୱର (ରଞ୍ଜିତ ପାକଳ): ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ନରହରିପୁର ପଡ଼ିଆ ପାଖ ବାଉଁଶ ବୁଦାରୁ ଜଣେ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଛାତ୍ରୀଙ୍କ ବେକରେ କଟା ଦାଗ ରହିଛି। ତାଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଗତକାଲି ନରହରିପୁର ଗାଁକୁ ଟ୍ୟୁସନ୍ ଯାଇ ଛାତ୍ରୀ...
ଭୁବନେଶ୍ୱର: ଭୁବନେଶ୍ୱରର ନନ୍ଦନକାନନ ରଘୁନାଥପୁର ବ୍ରିଜ ନିକଟରୁ ଦମ୍ପତିଙ୍କୁ ଆକ୍ରମଣ କରି ଲୁଟ୍ କରାଯାଇଛି। ଆଜି ସକାଳେ ପୂର୍ବତନ ସେନା କର୍ମଚାରୀ ଶରତ ରାୟ, ପତ୍ନୀଙ୍କ ସହ ମର୍ଣ୍ଣିଂ ୱାକରେ ଯାଉଥିଲେ। ଏହି ସମୟରେ ୬ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ମାରଣାସ୍ତ୍ର ଦେଖାଇ ଦମ୍ପତିଙ୍କୁ ଧମକାଇ ସୁନା...
ଭୁବନେଶ୍ୱର: ପେଟ ପାଇଁ କାମ ଖୋଜିବାକୁ ବାହାର ରାଜ୍ୟକୁ ଯାଇ ବନ୍ଧା ପଡୁଛି ଜୀବନ। ଦଲାଲର ପ୍ରଲୋଭନରେ ପଡ଼ି ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହେଉଛନ୍ତି ଦାଦନ ଶ୍ରମିକ। ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଥିଲେ ମଧ୍ୟ ଶ୍ରମିକ କିମ୍ବା ପ୍ରଶାସନର ଚେତା ପଶୁନି। ନିକଟରେ ଦୁବାଇ...
ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ପରବର୍ତ୍ତୀ ସଂସ୍କରଣ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର ଆଇଭାଇଜର ନିଯୁକ୍ତ ହୋଇଛନ୍ତି। ଏହି ନୂଆ ଭୂମିକା ସହ ଗାଙ୍ଗୁଲି ଏବେ ଟିମର ମୁଖ୍ୟ କୋଚ୍ ରିକି ପଣ୍ଟିଂଙ୍କ ସହ କାମ କରିବେ। ଏ ନେଇ ଗାଙ୍ଗୁଲି...
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ପଚରାଉଚରା ପ୍ରକ୍ରିୟା ସରିବା ପରେ ତାଙ୍କୁ ‘ଅସୁସ୍ଥତା ଜନିତ ଛୁଟି’ରେ ଯିବା ପାଇଁ କୁହାଯାଇଛି। ସେ ବର୍ତ୍ତମାନ ଚିକିତ୍ସାଧୀନ ଥିବା ସ୍ୱତନ୍ତ୍ର ହସ୍ପିଟାଲର ଡାକ୍ତରମାନଙ୍କ ଉପଦେଶରେ ଦିଆଯାଇଥିବା ଏହି ଛୁଟି ଅବଧି ୩ ସପ୍ତାହ ଯାଏ ବଢ଼ାଯିବାର ଅଛି।...