• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

borad
ଅମୀମାଂସିତ ରହିଲା ପରୀକ୍ଷା ପରିଚାଳନା କମିଟି ବୈଠକ

ଭୁବନେଶ୍ୱର : ମାଟ୍ରିକ ପରୀକ୍ଷା ସମୟରେ ବ୍ୟାପକ କପି କାରବାର ଏବଂ ୩ଟି କେନ୍ଦ୍ରରେ ପରୀକ୍ଷା ବାତିଲ୍ ନେଇ ବସିଥିବା ପରୀକ୍ଷା ପରିଚାଳନା କମିଟି ବୈଠକରେ ଅମୀମାଂସିତ ରହିଛି। ବୈଠକରେ କୌଣସି ନିଷ୍ପତ୍ତି ହୋଇପାରନାହିଁ। ଏଥିପାଇଁ ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ବୋର୍ଡ ସଂପାଦକ କହିଛନ୍ତି। ଚଳିତ...

niranjan
କଂଗ୍ରେସର କାହାରି ଟିକଟ ଚୂଡ଼ାନ୍ତ ହୋଇନି: ନିରଞ୍ଜନ  

ଭୁବନେଶ୍ୱର: କଂଗ୍ରେସର ଟିକଟ କସରତ ନେଇ ସ୍ପଷ୍ଟ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, କାହାରି ଟିକଟ ଫାଇନାଲ ହୋଇ ନାହିଁ। ଦିଲ୍ଲୀରେ ଅନୁଷ୍ଠିତ ଏଆଇସିସିର ବୈଠକରେ ପ୍ରଥମ ୩ଟି ପର୍ଯ୍ୟାୟ ନିର୍ବାଚନ ନେଇ ଆଲୋଚନା ହୋଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏଥିସହିତ...

viral
ଆଗାମୀ ନିର୍ବାଚନରେ ବିଜେଡି ସଫା: ଅରୁଣ ସିଂହ

ଭୁବନେଶ୍ୱର: ନବୀନଙ୍କ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଛି। ଆଗାମୀ ନିର୍ବାଚନରେ ବିଜେଡି ପୂରା ସଫା ହୋଇଯିବ। ଆଜି ଏଭଳି ଢଙ୍ଗରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବହୁତ ନେତା ବିଜେପିକୁ ଆସିବାକୁ ଚାହୁଁଛନ୍ତି। ବିଜେଡିରେ କମ୍ପନ...

achari chicken in odia
ଘରେ ପ୍ରସ୍ତୁତ କରନ୍ତୁ ଆଚାରି ଚିକେନ୍‌ | Achari Chicken

How to Prepare Achari Chicken ଆବଶ୍ୟକ ସାମଗ୍ରୀ: ଚିକେନ୍‌, କଟା ପିଆଜ, ପିଆଜ-ଅଦା-ରସୁଣ ବଟା, ଟମାଟୋ, କାଜୁ ପେଷ୍ଟ୍‌, ତେଲ, ଲବଙ୍ଗ, ଗୁଜୁରାତି, ଡାଲଚିନି, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଆମଚୁର ପାଉଡର, ଦହି, ଚାଟ୍‌ ମସଲା, ଆଚାର ଓ ଲୁଣ।...

janaki
ରାଜନୀତିରେ ପାଦ ଦେବେ ଜାନକୀଙ୍କ ପୁଅ!

ଭୁବନେଶ୍ୱର : ରାଜନୈତିକ ମୈଦାନକୁ ଓହ୍ଲାଇପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ। ଚର୍ଚ୍ଚା ହେଉଛି ସେ ବେଗୁନିଆ-ବୋଲଗଡ଼ ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇପାରନ୍ତି। ଏ ବିଷୟରେ ସେ ପରୋକ୍ଷରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ବେଗୁନିଆ-ବୋଲଗଡ଼ରେ କଂଗ୍ରେସ କର୍ମୀ ଉତ୍ସାହିତ ଅଛନ୍ତି। ସ୍ଥାନୀୟ କଂଗ୍ରେସ...

Untitled
ଦଗାଦିଆ ଡାକ୍ତର ବାବୁ: ବିବାହର ପ୍ରଲୋଭନ ଦେଖାଇ କରୁଥିଲେ ଯୌନ ଶୋଷଣ

ଭଦ୍ରକ (ତପନ ସ୍ୱାଇଁ): ରୋଗୀ ସେବା ଛାଡ଼ି ଡାକ୍ତର ବାବୁ ପ୍ରେମରେ ମାତି ଥିଲେ। ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖୁଥିଲେ। ମନ ଭରିଯିବା ପରେ ବିବାହ କରିବାକୁ ରୋକ୍‌ଠୋକ୍‌ ମନା କରିଦେଇଥିଲେ। ଏପରି ଏକ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାରୁ। ବରପଦା ଡାକ୍ତରଖାନାରେ କାର୍ଯ୍ୟରତ ଜନୈକ...

congress1
ଦିଲ୍ଲୀ ଦଖଲ ପାଇଁ କସରତ: କଂଗ୍ରେସ ଓ୍ୱାର୍କିଂ କମିଟି ବୈଠକରେ ଚାଲିଛି ମାନସମନ୍ଥନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଗୁଲ୍‌ ବାଜିବା ପରେ ନିଜ ନିଜ ରଣନୀତି ପ୍ରସ୍ତୁତିରେ ସମସ୍ତ ରାଜନୈତିକ ଦଳ ଲାଗି ପଡ଼ିଛନ୍ତି। ପୁଣି ଥରେ ଦିଲ୍ଲୀ ଗାଦି ଦଖଲ ପାଇଁ କଂଗ୍ରେସ କଡ଼ା କସରତ କରୁଛି। ଆଜି ଅହମ୍ମଦାବାଦରେ ଦଳ ଆୟୋଜନ କରୁଛି ଓ୍ୱାର୍କିଂ କମିଟି ବୈଠକ। ବୈଠକରେ...

cm
ଏକାକୀ ଲଢ଼ିବ ବିଜେଡି: ନବୀନ

ଭୁବନେଶ୍ୱର: ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେଡି ଏକାକୀ ଲଢ଼ିବ। ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାହା ସହିତ ମେଣ୍ଟ ହେବ କି ବୋଲି ସାମ୍ବାଦିକମାନେ ଏକ ପ୍ରଶ୍ନର ଉତ୍ତର ଦେଇ ନବୀନ କହିଛନ୍ତି, “କାହା ସହିତ ମେଣ୍ଟ ହେବନି, ବିଜେଡି ନିଜ ବଳରେ ଏକାକୀ...

hanging
ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମିର୍ଜାପୁର ଗାଁ ନିକଟରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ରାସ୍ତା କଡ଼ର ଏକ ଗଛରେ ସଂପୃକ୍ତ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖି ପୁଲିସ୍‌କୁ ଖବର ଦେଇଥିଲେ।...

cash
ନିର୍ବାଚନରେ ଟଙ୍କା କାରବାର ରୋକିବାକୁ ପଦକ୍ଷେପ

ଭୁବନେଶ୍ୱର: ନିର୍ବାଚନକୁ ଅବାଧ ଓ ନିରପେକ୍ଷ ରଖିବା ଓ ଟଙ୍କା କାରବାର ରୋକିବା ପାଇଁ ଆୟକର ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ରାଜ୍ୟ ଆୟକର ଭବନରେ ଦିନ ରାତି ୨୪ ଘଣ୍ଟିଆ ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନ ସହ ଟୋଲ୍‌ ଫ୍ରି ନମ୍ବର ବ୍ୟବସ୍ଥା ହୋଇଛି। ନିର୍ବାଚନ...

tea
ନକଲି କାରଖାନା ଠାବ: ଚା’ ପତି, ତେଲ ଜବତ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଖର୍ଦ୍ଧା ସାହିରୁ ଏକ ନକଲି କାରଖାନା ଠାବ କରାଯାଇଛି। ଗତକାଲି ସନ୍ଧ୍ୟାରେ ପୁଲିସ୍‌ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ବହୁ ପରିମାଣର ନକଲି ଚା’ ପତି ଓ ନକଲି ଦେହ ଲଗା ତେଲ ଜବତ କରାଯାଇଛି। ଏହାସହ ବିଭିନ୍ନ...

lifestyle
ବାରମ୍ବାର ଗୋଇଠି ଫାଟୁଛି କି ? ଶନିଙ୍କ କୋପ ହୋଇପାରେ କାରଣ

ଭୁବନେଶ୍ୱର: ଆପଣଙ୍କ ଗୋଇଠି ବାରମ୍ୱାର ଫାଟୁଛି କି? ଏଥିପାଇଁ ଆପଣ ଚିନ୍ତାରେ ରହୁଥିବେ। ଏହାକୁ ଭଲ କରିବା ପାଇଁ ଔଷଧ ମଧ୍ୟ ବ୍ୟବହାର କରୁଥିବେ। ଏହାଦ୍ୱାରା ଗୋଇଠି ଫାଟିବା ଭଲ ହୋଇଯାଇଥାଏ। ହେଲେ ବେଳେ ବେଳେ ଯେତେ ଔଷଧ ବ୍ୟବହାର କଲେ ମଧ୍ୟ କିଛି କାମ ଦେଇନଥାଏ। ବିଜ୍ଞାନ...

padma-awards
ପ୍ରଭୁଦେବା ଓ ଶଙ୍କରଙ୍କୁ ପଦ୍ମଶ୍ରୀ ସମ୍ମାନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତକାଲି ରାଷ୍ଟ୍ରପତି ଭବନରେ ପଦ୍ମ ସମ୍ମାନ ପ୍ରଦାନ କରିଛନ୍ତି। ଅଭିନେତା ତଥା ଡ୍ୟାନସର ପ୍ରଭୁଦେବା, ବିଶିଷ୍ଟ ଗାୟକ ଶଙ୍କର ମହାଦେବନ ଏବଂ ବରିଷ୍ଠ ସାମ୍ବାଦିକ କୁଲଦୀପ ନାୟର (ମରଣୋତ୍ତର) ଓ ଉଦ୍ୟୋଗପତି ଜନ୍‌ ଚ୍ୟାମ୍ବର୍ସ ପ୍ରମୁଖଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରାଯାଇଛି। ଚଳିତବର୍ଷ ସାଧାରଣତନ୍ତ୍ର...

hardik
ଆଜି କଂଗ୍ରେସରେ ମିଶିବେ ହାର୍ଦ୍ଦିକ

ନୂଆଦିଲ୍ଲୀ: ଆଜି କଂଗ୍ରେସରେ ମିଶିବେ ପଟିଦାର ଆନ୍ଦୋଳନ ନେତା ହାର୍ଦ୍ଦିକ ପଟେଲ। ଏନେଇ ସେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗଦେବେ। ଅହମଦାବାଦରେ କଂଗ୍ରେସର ୱାର୍କିଂ କମିଟି ବୈଠକ ହେଉଥିବା ବେଳେ ହାର୍ଦ୍ଦିକଙ୍କ...

thunder
ରାଜ୍ୟର କିଛି ସ୍ଥାନରେ ୧୫ ତାରିଖ ଯାଏ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ଧୀରେ ଧୀରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବଢ଼ିବା ସହ ଗରମ ଅନୁଭୂତ ହୋଇଛି। ଆଗାମୀ ଦୁଇ ଦିନ ମଧ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ଡିଗ୍ରୀ ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁମାନ କରିଛି। ତେବେ ଆସନ୍ତାକାଲିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି...

fair
ଜଳିଗଲା ୪ ବଖରା ଘର

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକର ତଳକୁସୁମା ଗାଁରେ ଅଗ୍ନିକାଣ୍ଡରେ ୪ ବଖରା ଘର ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ବିଦ୍ୟୁତ୍‌ ସର୍ଟ ସର୍କିଟରୁ ନିଆଁ ଲାଗିଯାଇଥିଲା। ଫଳରେ ଗାଁର ଦିଲୀପ ବେଉରା, ବିଦ୍ୟୁତ୍‌ଲତା ବେଉରା,...

angul
ନାବାଳକଙ୍କ ଆତ୍ମହତ୍ୟା ଅଭିଯୋଗ

ଅନୁଗୁଳ (ବିରଜା ପ୍ରସାଦ ଦାସ): ଅନୁଗୋଳ ଜିଲ୍ଲା ଶିଳ୍ପାଞ୍ଚଳ ନିଶା ଥାନା ଅନ୍ତର୍ଗତ ଜେଏସ୍‌ପିଏଲ୍‌ ପ୍ଲାଣ୍ଟ ପରିସର କଲୋନୀ ମଧ୍ୟରେ ଗତକାଲି ଜଣେ ନାବାଳକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପରିବାର ଲୋକ ନାବାଳକକୁ ପ୍ରଥମେ ଜେଏସ୍‌ପିଏଲ୍ ହସପିଟାଲ ଓ ପରେ ଅନୁଗୁଳ ଡାକ୍ତରଖାନାକୁ ଆଣିଥିଲେ। ନାବାଳକ ଜଣକ...