• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

prakesh-behera
୯୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି

ଭୁବନେଶ୍ୱର: ବିଜେପି ପକ୍ଷରୁ ଲୋକସଭା ପରେ ଆଜି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୪୭ଟି ଆସନରୁ ୯୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି ଦଳ। ସମ୍ବଲପୁରରୁ ଜୟନାରାୟଶ ମିଶ୍ରଙ୍କୁ ଟଇକେଟ୍‌ ମିଳିଥିବା ବେଳେ ଚିଲିକାରୁ ପୃଥ୍ୱୀରାଜ ହରିଚନ୍ଦନ, ପଦ୍ମପୁରରୁ ପ୍ରଦୀପ...

rt-4
ଶେଷ ହେଲା ଏଲ୍‌.କେ ଆଡ଼ଭାନୀଙ୍କ ରାଜନୀତିକ କ୍ୟାରିୟର!

ନୂଆଦିଲ୍ଲୀ: ଦୀର୍ଘ ୨୦ ବର୍ଷ ହେଲା ଗୁଜରାଟର ଗାନ୍ଧିନଗରରୁ ପ୍ରାର୍ଥୀ ହୋଇ ଜିତୁଥିବା ବରିଷ୍ଠ ବିଜେପି ନେତା ଏଲ୍‌କେ ଆଡ଼ଭାନୀଙ୍କ ରାଜନୀତିକ କ୍ୟାରିୟର ଏକ ପ୍ରକାରର ଶେଷ ହୋଇଯାଇଛି। ଚଳିତ ବର୍ଷ ଆଡ଼ଭାନୀଙ୍କ ଗାନ୍ଧିନଗର ଆସନରୁ ବିଜେପି ଅମିତ ଶାହଙ୍କୁ ପ୍ରାର୍ଥୀ କରିଛି। ଶ୍ରୀ ଶାହ ପ୍ରଥମଥର ପାଇଁ...

soldier
ଆତଙ୍କବାଦୀ କବଳରୁ ୨ ସାଧାରଣ ନାଗରିକଙ୍କୁ ଉଦ୍ଧାର କଲା ସେନା

ଶ୍ରୀନଗର: ଆତଙ୍କବାଦୀଙ୍କ କବଳରୁ ଉଦ୍ଧାର ହେଲେ ହଜିନ ଓ ବାନ୍ଦିପୋର ଅଞ୍ଚଳର ୨ ସାଧାରଣ ନାଗରିକ। ସେନା ସହିତ ଗୁଳିବର୍ଷଣ ଚାଲିଥିବାବେଳେ ଆତଙ୍କବାଦୀ ଏହି ଦୁଇ ନାଗରିକଙ୍କୁ ଅପହରଣ କରିନେଇ ଯାଇଥିବା ସୂଚନା ମିଳିଥିଲା। ପରେ ସେନାର ବାରମ୍ବାର ଲଗାତାର ଗ୍ରେନେଡ ମାଡ଼ ହେବାପରେ ସେହି ଦୁଇ ନାଗରିକଙ୍କୁ...

n
ବାରଣାସୀରୁ ମୋଦି ଓ ଗାନ୍ଧିନଗରରୁ ଲଢ଼ିବେ ଶାହ

ନୂଆଦିଲ୍ଲୀ: ୪ ଦିନର କସରତ ପରେ ଶେଷରେ ବିଜେପି ଆସନ୍ତା ସାଧାରଣ ନିର୍ବାଚନ ପାଇଁ ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଆଜି ବିଜେପି ସିଇସି ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଥିବା ୧୮୪ ଜଣ ନେତାଙ୍କ ନାଁ...

dharmendra
ରାଜନୀତିକ ବ୍ୟକ୍ତିମାନଙ୍କୁ ଏସ୍‌ଟିଏଫ୍‌ ଅଫିସକୁ ଡାକି ଧମକ ଦିଆଯାଉଛି: ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜନୀତିକ ବ୍ୟକ୍ତିମାନଙ୍କୁ ଏସ୍‌ଟିଏଫ୍‌ ଅଫିସକୁ ଡାକି ଧମକ ଦିଆଯାଉଛି। ରାଜ୍ୟର ୪ରୁ ୫ ଜଣ ଅଣ ଓଡ଼ିଆ ଅଫିସର ଏପରି ଷଡ଼ଯନ୍ତ୍ର ଚଳାଉଛନ୍ତି। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଅଭିଭାଷଣ ରଖି ଧର୍ମେନ୍ଦ୍ର କହିଛନ୍ତି,...

f2
ସରକାରଙ୍କୁ ଉଚିତ ଶିକ୍ଷା ଦେବାକୁ ପ୍ରସ୍ତୁତ ହେଉଛନ୍ତି ଚାଷୀ

ବାଲେଶ୍ୱର(ରଞ୍ଜିତ ପାକଳ)/ବାସୁଦେବପୁର(କିରିଟି ଚନ୍ଦ୍ର ଦାସ)/ ରାଇରଙ୍ଗପୁର (ରାଜେଶ କୁମାର ଶର୍ମା):  ଦୁନିଆକୁ ଦାନା ଯୋଗାଉଥିବା ଚାଷୀଙ୍କ ଅବସ୍ଥା ସଙ୍ଗୀନ। କ୍ଷେତରେ ହାଡ ଭଙ୍ଗା ପରିଶ୍ରମ କରି ଫଳ ଫଳାଇବା ପରେ ବି ତାକୁ ମିଳୁନି ଉଚିତ୍ ପ୍ରାପ୍ୟ। ଫଳରେ ରାଜରାସ୍ତାକୁ ଆସି ହକ୍ ପାଇଁ ଲଢ଼େଇ କରୁଛି ଚାଷୀ।...

child
କ୍ୟାପିଟାଲ ହସ୍ପିଟାଲ୍‌ରେ ପିଲା ବିକ୍ରି ଉଦ୍ୟମ କରୁଥିଲା ମାଆ

ଭୁବନେଶ୍ୱର: ଅର୍ଥ ଅଭାବରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ନିଜ ଜନ୍ମ କଲା ଝିଅକୁ ମାଆ ବିକ୍ରି ଉଦ୍ୟମ କରୁଥିଲା। ସ୍ଥାନୀୟ ଲୋକେ ବିରୋଧ କରିବାରୁ ମହିଳାଙ୍କ ପିଲା ବିକ୍ରି ଉଦ୍ୟମ ସଫଳ ହୋଇପାରିନଥିଲା। ଖବର ପାଇ ଚାଇଲ୍ଡ ଲାଇନ୍ ଅଧିକାରୀ ମେଡିକାଲରେ ପହଞ୍ଚି ମାଆ ଓ ଛୁଆଙ୍କୁ ଉଦ୍ଧାର...

basanti
ବିଜେଡି ଛାଡିଲେ ମୋହନା ବିଧାୟିକା

ଭୁବନେଶ୍ୱର: ଟିକଟ ବଣ୍ଟନକୁ ନେଇ ବିଜେଡିରେ କୁହୁଳୁଛି ଅସନ୍ତୋଷ। ଏହି କ୍ରମରେ ଆଜି ଦଳ ଛାଡ଼ିଛନ୍ତି ଆଉ ଜଣେ ନେତ୍ରୀ। ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ଟିକଟ ନମିଳିବା ନେଇ ଅସନ୍ତୁଷ୍ଟ ଥିଲେ ବାସନ୍ତୀ। କେବଳ ବାସନ୍ତୀ ନୁହେଁ ବିଜେଡିରୁ ଏକାଧିକ ନେତା...

bjd
ଦଳ ଡିଆଁ ଓ ଅସନ୍ତୋଷ ରୋକିବାକୁ ବିଜେଡିର ନୂଆ ଷ୍ଟ୍ରାଟେଜି

ଭୁବନେଶ୍ୱର: ଦଳରେ ବଢ଼ୁଥିବା ବିଦ୍ରୋହକୁ ଦେଖି ପ୍ରାର୍ଥୀ ଘୋଷଣା ଷ୍ଟ୍ରାଟେଜିରେ ପରିବର୍ତ୍ତନ କରୁଛି ବିଜେଡି। ଖାସ୍ ସେଥିପାଇଁ ପ୍ରଥମ ଦଫାରେ ବାକିଥିବା ୯ଟି  ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ପ୍ରାର୍ଥୀ ଚୂଡାନ୍ତ ହୋଇଥିଲେ ବି ଘୋଷଣା କରାଯାଉନି। ଚର୍ଚ୍ଚା ହେଉଛି, ସେସବୁ ସ୍ଥାନରେ ପ୍ରାର୍ଥୀମାନଙ୍କୁ ପ୍ରସ୍ତୁତ ରହିବାକୁ ସବୁଜ ସଙ୍କେତ...

congress
କଂଗ୍ରେସ ପାଇଁ ଜଟିଳ ହେଉଛି ପ୍ରାର୍ଥୀ ଗଣିତ: ବିଦ୍ରୋହୀଙ୍କୁ ଚକମା ଦେବାକୁ ଖୋଜୁଛି ଗଳାବାଟ

ଭୁବନେଶ୍ୱର: କଂଗ୍ରେସ ପାଇଁ ଜଟିଳ ହେଉଛି ପ୍ରାର୍ଥୀ ଚୟନ ଗଣିତ। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲାଗି ମାତ୍ର ୬ ଲୋକସଭା ଓ ୩୬ ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଥିଲେ ମଧ୍ୟ ଚରମସୀମାରେ ପହଞ୍ଚିଛି ଅସନ୍ତୋଷ। ଆଶାୟୀମାନେ ଖୋଲାଖୋଲି ନିଜ ଦାବି ଜଣାଉଥିବାରୁ କାହାକୁ ଟିକଟ ଦେବେ...

markendaya
ମାର୍କଣ୍ଡେୟ ପୁଷ୍କରିଣୀ ପାଣି ପୂତିଗନ୍ଧମୟ

ପୁରୀ (ମଧୁସୂଦନ ମିଶ୍ର): ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥରେ ସ୍ନାନ କଲେ ମହାପୁଣ୍ୟ ମିଳିଥାଏ ବୋଲି ଦୂର ଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ମନରେ ଅଖଣ୍ଡ ବିଶ୍ୱାସ ରହିଛି। ତେଣୁ ପଞ୍ଚତୀର୍ଥର ଆଦ୍ୟ ତୀର୍ଥ ମାର୍କେଣ୍ଡେୟ ପୁଷ୍କରିଣୀରେ ବୁଡ଼ ପକାଇବା ପାଇଁ ଧାଇଁ ଆସନ୍ତି ଶ୍ରଦ୍ଧାଳୁ। ହେଲେ ବର୍ତ୍ତମାନ ସେହି ପୁଷ୍କରିଣୀର ପାଣି...

rape
ମହିଳାଙ୍କୁ ଉଠାଇ ନେଇ ଦୁଷ୍କର୍ମ

ଆଠଗଡ଼ (ନୀଳକଣ୍ଠ ଦୋରା): ଅର୍ଥ ଲୋଭରେ ଜଣେ ମହିଳାଙ୍କୁ ରାସ୍ତାରୁ ଉଠାଇ ନେଇ ଜଙ୍ଗଲ ଭିତରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅଞ୍ଚଳରୁ ଆସିଛି। ପୀଡ଼ିତାଙ୍କ ସ୍ୱାମୀଙ୍କ ଅଭିଯୋଗ କ୍ରମେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଗତକାଲି ଜଣେ ମହିଳା...

loot
ଲୁଟ୍‌ କରି ଫେରାର ହେବା ବେଳେ ଗାଁ ଲୋକଙ୍କ ହାବୁଡ଼ରେ ପଡ଼ିଗଲେ

ନୟାଗଡ଼ (ସତ୍ୟନାରାୟଣ ସୁରଜଗଦ୍ଦେବ): ତିନି ଜଣ ଦୁର୍ବୃତ୍ତ ଗୋଟିଏ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲୁଟ କରିବା ଘଟଣା ମହଙ୍ଗା ପଡ଼ିଛି। ଲୁଟ୍‌ କରି ଫେରାର ହୋଇଯାଉଥିବା ବେଳେ ଗାଁ ଲୋକେ ଦୁଇ ଜଣଙ୍କୁ କାବୁ କରିନେଇ ନିଧଉମ ଛେଚିବା ପରେ ପୁଲିସ୍‌ ଜିମା ଦେଇଛନ୍ତି। ଏମିତି...

sex
ସେକ୍ସ ସୌଦାଗର ସୁନୀଲର ଘନିଷ୍ଠ ସହଯୋଗୀ ଉମାକାନ୍ତ ଗିରଫ

ଭୁବନେଶ୍ୱର: ସେକ୍ସ ସୌଦାଗର ସୁନୀଲ ମେହେରର ଘନିଷ୍ଠ ସହଯୋଗୀ ଉମାକାନ୍ତ ଦଳେଇ ଶେଷରେ ପୁଲିସ କବ୍‌ଜାକୁ ଆସିଛି। ସେ ଏକାଧିକ ମାମଲାରେ ଅଭିଯୁକ୍ତ ଥାଇ ଫେରାର ଥିଲା। କ୍ୟାପିଟାଲ ଥାନା ପୁଲିସ ତାଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଉମାକାନ୍ତ ଅନ୍‌ଲାଇନରେ ଦେହ ବ୍ୟବସାୟ କରିବା...

aparajita-otv
ବିଜେପିର ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା: କେନ୍ଦ୍ରାପଡ଼ାରୁ ବୈଜୟନ୍ତ, ଭୁବନେଶ୍ୱରରୁ ଅପରାଜିତା

ଭୁବନେଶ୍ୱର: ଓଡ଼ିଶାର ୧୦ଟି ଲୋକସଭା ଆସନ ପାଇଁ ବିଜେପି ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦଳ କେନ୍ଦ୍ରାପଡ଼ାରୁ ଲୋକସଭା ପ୍ରାର୍ଥୀ କରିଛି। ସେହିପରି ଭୁବନେଶ୍ୱର ଲୋକସଭା ଆସନରେ ଅପରାଜିତା ଷଡଙ୍ଗୀଙ୍କୁ ଦଳ ପ୍ରାର୍ଥୀ କରିଛି। ଜୁଏଲ ଓରାମ ପୂର୍ବ ପରି ସୁନ୍ଦରଗଡ଼...