କଣ୍ଟାବାଞ୍ଜି (ସୁରଦାସ ବାଗ୍): କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାନଙ୍କ ସପକ୍ଷରେ ବାହାରିଲେ ସମର୍ଥକ। ଆୟୁବଙ୍କ ସମର୍ଥକମାନେ ଆଜି ନବୀନ ନିବାସ ଆସି କଣ୍ଟାବାଞ୍ଜି ପାଇଁ ଦିଆଯାଇଥିବା ଦଳୀୟ ଟିକେଟର ପୁର୍ନବିଚାର କରାଯିବାକୁ ଦାବି କରିଛନ୍ତି। ସେମାନେ କହିଛନ୍ତି, “ଆୟୁବଙ୍କ ସମୟରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ବହୁ ବିକାଶମୂଳକ କାର୍ଯ୍ୟ...
ଭୁବନେଶ୍ୱର: ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଭୋଟରଙ୍କୁ ଖୋଲାଖୋଲି ଟଙ୍କା ବାଣ୍ଟୁଥିବା ବିଜେପି ଅଭିଯୋଗ କରିଛି। ଏନେଇ ଦଳ ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଛି। ଗତକାଲି ଖରିଆର ରୋଡ୍ ନିକଟରେ ଢୋଲକିଆ ଏକ ରାଲିରେ ଯାଉଥିବା ବେଳେ ତାଙ୍କୁ ସ୍ୱାଗତ...
ନୂଆଦିଲ୍ଲୀ: ଭାରତର ଶୀର୍ଷ ଶଟଲର ସାଇନା ନେହ୍ୱାଲ ପେଟଜନିତ ସମସ୍ୟା କାରଣରୁ ଇଣ୍ଡିଆ ଓପନ୍ ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର ସୁପର-୫୦୦ ଟୁର୍ଣ୍ଣାମେଣ୍ଟରୁ ଓହରିଯାଇଛନ୍ତି। ସୋମବାର ୨୯ ବର୍ଷରେ ପଦାର୍ପଣ କରିଥିବା ସାଇନା ଯନ୍ତ୍ରଣା ସତ୍ତ୍ବେ ଅଲ ଇଂଲଣ୍ଡ ଚାମ୍ପିଅନଶିପ୍ ଖେଳିଥିଲେ। ଏହି କାରଣରୁ ସେ ଗତ ସପ୍ତାହରେ ସ୍ୱିସ...
ନୂଆଦିଲ୍ଲୀ: ବୁଧବାର ପଞ୍ଚକୁଲାର ସ୍ୱତନ୍ତ୍ର କୋର୍ଟ ବହୁ ଚର୍ଚ୍ଚିତ ସମଝୌତା ଏକ୍ସପ୍ରେସ ବିସ୍ଫୋରଣ ମାମଲାର ଶୁଣାଣି କରି ସ୍ୱାମୀ ଅସୀମାନନ୍ଦଙ୍କ ସମେତ ସମସ୍ତ ୪ ଜଣ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ଅନ୍ୟ ୩ ଜଣ ହେଉଛନ୍ତି ଲୋକେଶ ଶର୍ମା, କମଲ ଚୌହାନ ଏବଂ ରାଜିନ୍ଦର ଚୌଧୁରୀ। ଏହା ପୂର୍ବରୁ...
ନୂଆଦିଲ୍ଲୀ: ଭାରତ ସୀମା ଉପରେ କଡ଼ା ନଜର ରଖିବା ପାଇଁ ପାକିସ୍ତାନ ଚାଇନା ପାଖରୁ ଅତ୍ୟାଧୁନିକ ଡ୍ରୋନ କିଣିବ। ଚାଇନା ଦ୍ବାରା ନିର୍ମିତ ଅନମ୍ୟାନଡ ଏରିଆଲ ଭେଇକିଲ(ୟୁଏଭି) କିଣିବ। ଏହି ଡ୍ରୋନର ନାମ ରେନବୋ ସିଏଚ-୪ ଏବଂ ସିଏଚ-୫ ରହିଛି। ଜାତିସଂଘରେ ମାସୁଦ ଆଝାରକୁ ଆତଙ୍କବାଦୀ ଘୋଷଣା ଦାବିକୁ...
ଭୁବନେଶ୍ୱର: ନିର୍ବାଚନ ଯେତେ ପାଖେଇ ଆସୁଛି, ବିଭିନ୍ନ ରାଜନୀତିକ ଦଳ ଅନ୍ୟ ଦଳ ଉପରେ ଦୋଷ ଲଦି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କଠାରେ ଫେରାଦ ହେଉଛନ୍ତି। ଆଜି ବିଜେପି ଡିଆଇଜି ଆଶିଷ ସିଂଙ୍କ ବିରୋଧରେ ଫେରାଦ ହୋଇଥିବା ବେଳେ ବିଜେଡି ଦୂରଦର୍ଶନ ନାଁରେ ଅଭିଯୋଗ କରିଛି। ଯାହାକୁ ନେଇ...
ନୂଆଦିଲ୍ଲୀ: ‘ମେଁ ଭି ଚୌକିଦାର’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୨୫ ଲକ୍ଷ ଚୌକିଦାରଙ୍କ ସହ କଥା ହୋଇଛନ୍ତି। ଅଡିଓ ବ୍ରିଜ୍ ମାଧ୍ୟମରେ ଦେଶର ଚୌକିଦାରମାନଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ। ହୋଲି ଅବସରରେ ଦେଶର ସମସ୍ତ ଚୌକିଦାରଙ୍କୁ ଶୁଭେଚ୍ଛା ଦେବା ସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ...
କଟକ: ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାୟନର ପ୍ରକ୍ରିୟା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କ୍ୟାମ୍ପ ଅଫିସର ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ୨୫ରୁ ଆରମ୍ଭ ହେବାକୁ ଥିବା ମୂଲ୍ୟାୟନ ପ୍ରକ୍ରିୟା ପାଇଁ ନିଯୁକ୍ତ ୬୩ଟି କ୍ୟାମ୍ପ ଅଫିସରଙ୍କୁ ବୋର୍ଡ ପକ୍ଷରୁ ତାଲିମ ଦିଆଯାଇଛି। ସ୍ୱଚ୍ଛ ଏବଂ...
ଭୁବନେଶ୍ୱର: ସରକାରୀ ଜମି ଜବରଦଖଲ ଉଚ୍ଛେଦ ଆଇନକୁ ସରକାରୀ ଦଳ ବିଧାୟକଙ୍କ ଫୁ। ପ୍ରାୟ ଏକ ଏକର ସରକାରୀ ଜମିକୁ ମାଡ଼ି ବସି ଦଳୀୟ ଅଫିସ ଖୋଲିଛନ୍ତି। ଏପରି ଅଭିଯୋଗ ଆସିଛି କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀଙ୍କ ନାଁରେ। ଗାଁ ଲୋକ ବିଧାୟକଙ୍କ ବେନିୟମ କାମକୁ ବିରୋଧ କରୁଥିଲେ...
ଭଦ୍ରକ(ତପନ ସ୍ୱାଇଁ)/ଯାଜପୁର(ଗୁଲାମ ଗସ୍): ରାଜ୍ୟରେ ଚାଷ ଓ ଚାଷୀଙ୍କ ସମସ୍ୟା ଗୁରୁତର ରହିଛି। କେଉଁଠି ଫସଲହାନୀରୁ ଚାଷୀର ଆତ୍ମହତ୍ୟା ହେଉ ତ ଆଉ କେଉଁଠି ମଣ୍ଡିରେ ଅବ୍ୟବସ୍ଥା ଏବଂ ଅଭାବୀ ବିକ୍ରି ଜନିତ ସମସ୍ୟା। ବର୍ଷ ତମାମ ଉପାନ୍ତରୁ ଉପକୂଳ ଯାଏଁ, ଚାଷୀ ପରିବାରକୁ ଦହଗଞ୍ଜ ହେବାକୁ ପଡ଼ିଛି।...
ଭୁବନେଶ୍ୱର: ବିଜେଡି ଛାଡୁଥିବା ନେତା ଏବେ ବିଜେପି ମୁହାଁ ହୋଇଥଇବା ଦେଖିବାକୁ ମିଳୁଛି। ଟିକେଟ ନ ମିଳିବାରୁ ଦଳ ଛାଡ଼ିଥିବା ସାଂସଦ, ବିଧାୟକ, ପୂର୍ବତନ ବିଧାୟକ ଓ ଆଗଧାଡିର ନେତା ପଦ୍ମ ଧରିଛନ୍ତି। ଆଜି ଗୋଟିଏ ଦିନରେ ବିଜେପିରେ ସାମିଲ ହୋଇଛନ୍ତି ବିଜେଡିର ୩ ଜଣ ସାଂସଦ, ୩...
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିବା ବେଳେ ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ତାଲିକା ଦେଇଛନ୍ତି। ନବୀନ ଦେଇଥିବା ତଥ୍ୟ ଅନୁସାରେ ତାଙ୍କ ପାଖରେ ମାତ୍ର ନଗଦ ୨୫ ହଜାର ଟଙ୍କା ଅଛି। ଦିଲ୍ଲୀ ଜନପଥରେ ଥିବା...
ଭୁବନେଶ୍ୱର: ଟିକେଟ୍ ବଣ୍ଟନକୁ ନେଇ ବିଜେଡିରେ ଜାରି ରହିଛି ଅସନ୍ତୋଷ। ଯାହାକି ଦଳ ପାଇଁ ଗୋଟିଏ ପଟେ ଖାଇ ଓ ଅନ୍ୟପଟେ ନିଆଁ ସଦୃଶ ହୋଇଛି। ଟିକେଟ୍ ନମିଳିବାରୁ ୩ ଜଣ ସିଟିଂ ଏମ୍ପି ବିଜେଡିକୁ ବାଏ ବାଏ କରିଥିବା ବେଳେ ସିଟିଂ ଏମ୍ଏଲ୍ଏଙ୍କ ତାଲିକା ବି ଲମ୍ବି...
କେନ୍ଦ୍ରାପଡ଼ା: ଗରିବୀ ସାଙ୍ଗକୁ ରୋଗ ଦାଉ। ୨୦ ବର୍ଷ ହେଲା ଗଳା କର୍କଟ ରୋଗରେ ଯନ୍ତ୍ରଣା ଭୋଗୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ବାରୁଅ ଗାଁର ପୁରୁଷୋତ୍ତମ ଦାସ। ଯାହା କିଛି ସମ୍ବଳ ଥିଲା ସବୁ ବିକିଭାଙ୍ଗି ପୁରୁଷୋତ୍ତମଙ୍କ ଚିକିତ୍ସା କଲେ ପରିବାର ଲୋକେ। ହେଲେ ରୋଗ ଭଲ ହେଲାନି। ଏଣେ...
ଚାନ୍ଦବାଲି (ବାସୁଦେବ ଦାସ): ଭଦ୍ରକ ଜିଲ୍ଲା ଚାନ୍ଦବାଲି କୁଆଁରସର ଗାଁରେ ଅଗ୍ନିକାଣ୍ଡ ଘଟି ୫ଟି ପରିବାରର ୧୦ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଘରର ଆସବାବପତ୍ର ସାଙ୍ଗକୁ ଧାନ, ଚାଉଳ ସବୁ କିଛି ପୋଡି ପାଉଁଶ ହୋଇଯାଇଛି। ଚାନ୍ଦବାଲି ଓ ଗଦି ଦମକଳ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି...