• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

baripada
ମେଳା ପଡ଼ିଆରେ ଟିକସ୍‌ ଆଦାୟକୁ ନେଇ ଉତ୍ତେଜନା

ବାରିପଦା (ମାଣିକଲାଲ ପାଣି): ମେଳା ପଡ଼ିଆରେ ଟିକସ୍‌ ଆଦାୟକୁ ନେଇ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ଉତ୍ତ୍ୟକ୍ତ ଲୋକେ ରାସଗୋବିନ୍ଦପୁର-ଅମର୍ଦ୍ଧାରୋଡ଼ ରାସ୍ତା ଅବରୋଧ କରିଥିଲେ। ସୂଚନାଯୋଗ୍ୟ, ମହାଶିବରାତ୍ରୀଠାରୁ ରାସଗୋବିନ୍ଦପୁର ଦେବଶୂଳ ମେଳା ପଡ଼ିଆରେ ମେଳା ଓ ମୀନା ବଜାର ଲାଗିଛି। ଦୋକାନୀଙ୍କଠାରୁ...

akash1
ବିରୂପାରେ ବୁଡ଼ିଗଲେ ଦୁଇ: ଜଣେ ମୃତ, ଅନ୍ୟ ଜଣେ ନିଖୋଜ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ଦୁଇ ସାଙ୍ଗ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ଜଣେ ବୁଡ଼ି ଯାଉଥିବା ଦେଖି ଅନ୍ୟ ଜଣେ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ହେଲେ ଦୁହେଁ ନଦୀରେ ବୁଡ଼ି ଯାଇଥିଲେ। ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ପତ୍ତା ମିଳିନାହିଁ। ଆଜି...

pratap
ପ୍ରତାପ ଜେନାଙ୍କ ନାଁରେ ଥାନାରେ ଏତଲା ଦେଲା ବିଜେପି

ସାଲେପୁର (ମନୋଜ ଆଚାର୍ଯ୍ୟ): ଭୋଟରଙ୍କୁ ପ୍ରଲୋଭିତ କରିବା ପ୍ରସଙ୍ଗରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଅଡୁଆ ବଢ଼ିବାରେ ଲାଗିଛି। କାରଣ ଏ ଘଟଣାରେ ତାଙ୍କ ନାଁରେ ସାଲେପୁର ଥାନାରେ ଏତଲା ଦିଆଯାଇଛି। କଟକ ଜିଲ୍ଲା ବିଜେପି ସଭାପତି ଚୌଧୁରୀ ହେମନ୍ତ ସାହୁ ଏହି ଏତଲା ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି,...

j
କଂଗ୍ରେସରେ ଯୋଗଦେଲେ ଯଜ୍ଞେଶ୍ୱର ବାବୁ

ଭୁବନେଶ୍ୱର: କଂଗ୍ରେସରେ ଯୋଗ ଦେଇଛନ୍ତି ଓଡ଼ିଶା ଜନମୋର୍ଚ୍ଚାର ପୂର୍ବତନ ମହାସଚିବ ଯଜ୍ଞେଶ୍ୱର ବାବୁ। ଆଜି କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। କଂଗ୍ରେସର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଯୋଗ ଦେଇଥିବା ଯଜ୍ଞେଶ୍ୱର କହିଛନ୍ତି। ତାଙ୍କ ସହ ବିଜେପିରୁ କିଛି...

w
ସନ୍ଧ୍ୟା ୭ଟା ଯାଏ ସତର୍କ ସୂଚନା

ଭୁବନେଶ୍ୱର: ଆଜି ସନ୍ଧ୍ୟା ୭ଟା ଭିତରେ ରାଜ୍ୟର ୫ଟି ଜିଲ୍ଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ଘଡ଼ଘଡ଼ି ବି ମାରିପାରେ। ଏଥିପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡିକ ହେଲା କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ। ଏଠାରେ...

rahul-gandhi
୧୫ରେ ବରଗଡ଼ ଆସିବେ ରାହୁଲ

ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସନ୍ତା ୧୫ ତାରିଖରେ ବରଗଡ଼ ଜିଲ୍ଲା ଗସ୍ତରେ ଆସିବେ। ବରଗଡ଼ ଉପକଣ୍ଠ ସରସରା ଗାଁରେ ସମାବେଶ ସ୍ଥଳ କରାଯିବାକୁ ନିଷ୍ପତ୍ତି ହୋଇଛି। ରାହୁଲଙ୍କ ସମାବେଶ ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ତାଙ୍କ ଗସ୍ତ ପୂର୍ବରୁ ଛତିଶଗଡ଼  ସ୍ୱାସ୍ଥ୍ୟମନ୍ତ୍ରୀ ତଥା...

rti
ଜଙ୍ଗଲରେ ପାଟ୍ରୋଲିଂ ପାଇଁ ମିଳୁଥିବା ଗାଡ଼ିରେ ମଉଜ କରୁଛନ୍ତି ମନ୍ତ୍ରୀ ଓ ଅଫିସର

ଭୁବନେଶ୍ୱର: ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଲାଗି ଜଙ୍ଗଲ ଭିତରେ ପାଟ୍ରୋଲିଂ ପାଇଁ ଗାଡ଼ି ଯୋଗାଇ ଦେଉଛନ୍ତି ଖଣି କମ୍ପାନୀ। ମାତ୍ର ବନ ବିଭାଗ ବଦଳରେ ଏହାକୁ ବ୍ୟବହାର କରୁଛନ୍ତି ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀ। ସୂଚନା ଅଧିକାର ଆଇନ୍‌ ବଳରେ ଏପରି ଭୟଙ୍କର ତଥ୍ୟ ପଦାକୁ ଆସିବା...

advejary
ଶୃଙ୍ଖଳିତ ନିର୍ବାଚନ ପାଇଁ ଗାଇଡ୍‌ଲାଇନ୍‌ ଜାରି କଲା କମିଶନରେଟ ପୁଲିସ

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ନେଇ ସବୁ ଦଳ ମଧ୍ୟରେ ଚାଲିଛି ଜୋରଦାର କସରତ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର କମିଶନରେଟ ପୁଲିସ ପକ୍ଷରୁ ପ୍ରାର୍ଥୀଙ୍କ ପାଇଁ ଆଡ୍‌ଭାଇଜାରୀ ସହ ପବ୍ଲିକ୍ ମିଟିଂ, ରାଲି ଓ ରୋଡ୍‌ ଶୋ’ ପାଇଁ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି। ସେହିପରି ଶିଶୁ,...

pratap
ପ୍ରତାପ ଜେନାଙ୍କ ଭୋଟ ପାଇଁ ପ୍ୟାକେଜ୍‌ ଘୋଷଣା: ଦେବେ ୩୫ ଲକ୍ଷ !

ସାଲେପୁର: ଭୋଟରଙ୍କୁ ପ୍ରଲୋଭିତ କରିବାକୁ ମନ୍ତ୍ରୀ ପ୍ରତାପ ଜେନା ଖୋଲା ଅଫର ଘୋଷଣା କରିଛନ୍ତି। ସାଲେପୁରର ମାଳଠାରେ ଆୟୋଜିତ ବିଜେଡି ସଭାରେ ମନ୍ତ୍ରୀ ଭୋଟ୍ ପାଇଁ ଟଙ୍କା ଲୋଭ ଦେଖାଇଥିବା ଅଭିଯୋଗ ହୋଇଛି। ସାଲେପୁର ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କୁ ଯେଉଁ ପଞ୍ଚାୟତ ଅଧିକ ଭୋଟ୍...

mamata
ମମତାଙ୍କ ମହିଳା କାର୍ଡ ବଢ଼ାଇଲା ଓଡ଼ିଶାରେ ଚିନ୍ତା

ଭୁବନେଶ୍ୱର: ମମତା ବାନାର୍ଜୀ ଲୋକସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗର ୪୨ ସାଂସଦ ସିଟ୍‌ରେ ୧୭ ଜଣ ମହିଳା (୪୧ ପ୍ରତିଶତ)ଙ୍କୁ ପ୍ରାର୍ଥୀ କରି ପୂରା ଦେଶରେ ହଇଚଇ ସୃଷ୍ଟି କରିଛନ୍ତି। ଯାହାର ପ୍ରଭାବ ଓଡ଼ିଶା ରାଜନୀତିରେ ପଡ଼ିବାକୁ ଲାଗିଛି। ମମତାଙ୍କ ମାଷ୍ଟର ଷ୍ଟ୍ରୋକ୍‌ ପରେ ୧୫ ଲୋକସଭା ଆସନ...

bjd1
ସମ୍ଭାବ୍ୟ ବିଦ୍ରୋହ ଏଡ଼ାଇବାକୁ ବିଜେଡିର ନୂଆ ଯୋଜନା!

ଭୁବନେଶ୍ୱର: ଏକାଧିକ ଆଶାୟୀ ତା’ସାଙ୍ଗକୁ ସିଟିଂ ବିଧାୟକ ଓ ସାଂସଦଙ୍କ ବିରୋଧରେ ଜନମତ। ଏହାକୁ ନେଇ ପ୍ରାର୍ଥୀ ଚୟନ ଦ୍ୱନ୍ଦ୍ୱରେ ପଡ଼ିଛି ବିଜେଡି। ତେଣୁ ସମ୍ଭାବ୍ୟ ଅସନ୍ତୋଷ ଓ ବିଦ୍ରୋହକୁ ଏଡ଼ାଇବା ଲାଗି ଦଳ ଏକାଥରକେ ବଦଳରେ ପର୍ଯ୍ୟାୟ କ୍ରମେ କରିପାରେ ପ୍ରାର୍ଥୀ ଘୋଷଣା। ପ୍ରଥମ ପର୍ଯ୍ୟାୟ ପାଇଁ...

clg
ସମୂହ କପି କରିଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ କଲେଜରେ ଯୁକ୍ତଦୁଇ ପରୀକ୍ଷା ବେଳେ ସମୂହ କପି କରିଥିବା ସମସ୍ତ ଛାତ୍ରାଛାତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଘଟଣା ସମ୍ପର୍କରେ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କଠାରୁ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପ ପରୀକ୍ଷା...

dama
କେଉଁ ଦଳକୁ ଯିବେ ଦାମ ?

ଭୁବନେଶ୍ୱର: ବରିଷ୍ଠ ନେତା ତଥା ବିଧାୟକ ଦାମୋଦର ରାଉତ ବିଜେଡିରୁ ବହିଷ୍କୃତ ହେବା ପରେ ତାଙ୍କ ରାଜନୈତିକ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଏବେ ନିର୍ବାଚନ ତାରିଖ ଘୋଷଣା ହୋଇ ସାରିଥିବା ବେଳେ ସେ ବିଜେପି ନା କଂଗ୍ରେସ୍‌କୁ ଯିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।...

basudev
ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥ ଗୁରୁତର

କଟକ: ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥ ଗୁରୁତର ଭାବେ ଅସୁସ୍ଥ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତ ୩ ମାସ ହେଲା ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା। ଗତ ୮ତାରିଖରେ ସେ ହଠାତ ଗୁରୁତର ଅସୁସ୍ଥ ଅନୁଭବ କରିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ...