ପାରାଦୀପ (ରମାକାନ୍ତ ନାୟକ): ଜଗତସିଂହପୁର ଜିଲ୍ଲା ଜାଲପଦା ଗାଁରୁ ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ ଆସିଛି। ମୃତକ ହେଲେ ଜୋତ୍ସ୍ନା। ଯୌତୁକ ପାଇଁ ଶାଶୁ ଘର ଲୋକେ ଜୋତ୍ସ୍ନାଙ୍କୁ ହତ୍ୟା କରିଥିବା ତାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଜାଲପଦା ଗାଁ ନେତ୍ରାନନ୍ଦ ରାଉତ...
ଭୁବନେଶ୍ୱର: ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଶେଷ ଦିନ। ହେଲେ ବିଜେଡି ଏବେ ବି ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ। ଏହି ଦୁଇଟି ଆସନ ହେଲା ଫୁଲବାଣୀ ଓ ବୀରମିତ୍ରପୁର। ଫଳରେ ଫୁଲବାଣୀ ଓ ବୀରମିତ୍ରପୁର କ୍ଷେତ୍ରରେ ବିଜେଡି ଆଶାୟୀ ଆଶା...
ବ୍ରହ୍ମପୁର (ଅଶୋକ ବ୍ରହ୍ମା): ହିଞ୍ଜିଳି ବିଧାନସଭା ଆସନ ପାଇଁ ବିଜେପି ରାଜ୍ୟ ଉପସଭାପତି ପୀତାମ୍ବର ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି। ପୂର୍ବରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରାର୍ଥିପତ୍ର ଦାଖଲ କରି ସାରିଛନ୍ତି। ଏବେ ହିଞ୍ଜିଳିରେ ନବୀନ-ପୀତାମ୍ବର ଲଢ଼େଇ ହେବ ବୋଲି ଚର୍ଚ୍ଚା ଜୋର ଧରିଛି। ସେହିପରି ୯ଟି ବିଧାନସଭା...
ଭୁବନେଶ୍ୱର: ସରକାରଙ୍କ ନାରା ‘ସଭିଏଁ ପଢ଼ିବେ, ସଭିଏଁ ବଢ଼ିବେ’। କିନ୍ତୁ ଆଜି ବି ଗାଁ ଗହଳିର ଶିଶୁଙ୍କ ପାଇଁ ଭଲ ଶୈକ୍ଷିକ ପରିବେଶ ନାହିଁ। ସରକାର ବଦଳୁଛନ୍ତି, ସରକାରୀ ବାବୁ ବି ବଦଳୁଛନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା, ଗ୍ରାମାଞ୍ଚଳର ଶିଶୁଙ୍କ ଭାଗ୍ୟ ବଦଳିପାରୁନି। ଆମର ସ୍ୱତନ୍ତ୍ର ସେଗମେଣ୍ଟ ଭୋଟରଙ୍କ...
ନୟାଗଡ଼ (ସତ୍ୟନାରାୟଣ ସୁରଜଗଦ୍ଦେବ): ଡାକ୍ତରଖାନା ଅଛି। ହେଲେ ରୋଗୀଙ୍କ କାମରେ ଲାଗୁନାହିଁ। କାରଣ ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ପଡ଼ିଛି। ଏହା ହେଉଛି ନୟାଗଡ଼ ଜିଲ୍ଲାର ସ୍ୱାସ୍ଥ୍ୟ ସେବା। ଫଳରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ନୟାଗଡ଼ ଜିଲ୍ଲା...
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ସହକାରୀ ଜିଲ୍ଲାପାଳ ଶିବପ୍ରସାଦ ପାଣିଗ୍ରାହୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମାତ୍ରାଧିକ କାର୍ଯ୍ୟଚାପରୁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଶନିବାର ବିଳମ୍ବିତ ରାତିରେ ଅଫିସରୁ ଘରକୁ ଫେରିଥିଲେ ଶିବ ପ୍ରସାଦ। ଆଜି ସକାଳେ ମାତ୍ରାଧିକ କ୍ଲୋରୋକୁଇନ୍ ଖାଇଦେବାରୁ ଗୁରୁତର ହୋଇଯାଇଥିଲେ। ତାଙ୍କୁ...
ପୁରୀ: ଦୋଳ ଅବସରରେ ପୁରୀ ଜିଲ୍ଲା ନିମାପଡ଼ା ଭଗବତୀପୁରରେ ନିଆରା ବାଣ ଉତ୍ସବ ଆୟୋଜିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଭଗବତୀପୁରରେ ଦୋଳ ଉତ୍ସବ ମହାସମାରୋହରେ ପାଳିତ ହୋଇଥିବା ବେଳେ ପାରମ୍ପରିକ ବାଣଫୁଟା ଉତ୍ସବର ମଧ୍ୟ ମଜା ନେଇଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଦୋଳ ପୂର୍ଣ୍ଣିମାର ମାସେ ପୂର୍ବରୁ...
ସାଲେପୁର (ମନୋଜ ଆଚାର୍ଯ୍ୟ): ସାଲେପୁର ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ପ୍ରକାଶ ବେହେରା ଆଜି ଏକ ବିରାଟ ନିର୍ବାଚନୀ ରାଲି କରିଛନ୍ତି। ଏହି ରାଲିରେ ବିଜେପିର କେନ୍ଦ୍ରାପଡ଼ା ଲୋକସଭା ଆସନ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ମଧ୍ୟ ସାମିଲ ହୋଇଛନ୍ତି। କାଜିବଜାର ନୃସିଂହନାଥ ମନ୍ଦିରରେ ପୂଜାର୍ଚ୍ଚନା ପରେ ଉଭୟ ନେତା...
ନୂଆଦିଲ୍ଲୀ: ଗତକାଲି ବିଜେପି ସାଧାରଣ ନିର୍ବାଚନ ପାଇଁ ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତେବେ ଆଶ୍ଚର୍ଯ୍ୟଜନକ ଭାବେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା କେରଳର ଟମ୍ ୱଡକନ୍ଙ୍କୁ ଲୋକସଭା ଟିକେଟ୍ ଦିଆଯାଇନାହିଁ। କେରଳର ଅନ୍ୟତମ ନେତା ତଥା କେନ୍ଦ୍ରମନ୍ତ୍ରୀ ଆଲଫନ୍ସ କନ୍ନଥନମ ଏବଂ...
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ କ୍ରିକେଟର ଗୌତମ ଗମ୍ଭୀର ବିଜେପିରେ ଯୋଗ ଦେଇଛନ୍ତି। ଆଜି ସେ ଦିଲ୍ଲୀରେ ଥିବା ବିଜେପିର ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି। ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଓ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଉପସ୍ଥିତ ଥିଲେ।...
ଜଳେଶ୍ୱର (ଅଜିତ କୁମାର ଦାସ): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗର ରାଜନଗରରୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଜଣେ ଯୁବ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଜଳେଶ୍ୱର ଥାନା ଅନ୍ତର୍ଗତ ବଳରାମପୁର ଗାଁର ଯୁବ ବ୍ୟବସାୟୀ ବପୁନ ଭୂୟାଁ। ଗତକାଲି ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ଦାନ୍ତୁନ ଥାନା ଅନ୍ତର୍ଗତ...
ନୂଆଦିଲ୍ଲୀ: ସବୁ ପ୍ରମାଣ ସତ୍ତ୍ଵେ ବାୟୁସେନାର ବାଲାକୋଟ ଏୟାର ଷ୍ଟ୍ରାଇକ ପ୍ରସଙ୍ଗରେ ପୁଣି ସରକାର ବିରୋଧରେ ବିଷ ଓଗାଳିଛନ୍ତି ଆଉ ଜଣେ ବରିଷ୍ଠ କଂଗ୍ରେସ ନେତା। କଂଗ୍ରେସ କୋର ଗ୍ରୁପର ସଦସ୍ୟ ତଥା ଗାନ୍ଧି ପରିବାର ସହ ଘନିଷ୍ଠ ସମ୍ପର୍କ ଥିବା ସାମ ପିଟ୍ରୋଡ଼ା ଆଜି ଅତ୍ୟନ୍ତ ବିବାଦୀୟ...
ନୂଆଦିଲ୍ଲୀ: ନିର୍ବାଚନ ବେଳେ ମୋଦି ସରକାରଙ୍କ ଶାସନ କାଳରେ ଦେଶର ଅର୍ଥନୀତିକୁ ପ୍ରଶଂସା କରିଛି ଆଇଏମଏଫ। ବିରୋଧୀ ଯେଉଁ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯାଉଛନ୍ତି ସେହି ପ୍ରସଙ୍ଗରେ ଆଇଏମଏଫ ମୋଦି ସରକାରଙ୍କ ପିଠି ଥାପୁଡ଼େଇଛି। ଆଇଏମଏଫ ଅନୁସାରେ ଭାରତ ଏବେ ବି ବିଶ୍ୱର ସବୁଠୁ ଦ୍ରୁତ ଅଗ୍ରଗତି...
ମାଲକାନଗିରି (ଜିତେନ୍ଦ୍ର ବେଉରା): ଭାରରେ ବୁହା ହେଲେ ହାତ ଯୁବକ। ଏହି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ତାଗବେଡ଼ା ଗାଁରେ। ଗାଁର ସମା କିର୍ଷନି ଗଛରୁ ପଡ଼ି ଗୋଡ଼ ଭାଙ୍ଗି ଯାଇଥିଲା। ତାଙ୍କୁ ଡାକ୍ତରଖାନା ନେବାକୁ ଆମ୍ୱୁଲାନ୍ସକୁ ଫୋନ କରାଯାଇଥିଲା। ହେଲେ ଗାଁର ରାସ୍ତା ଖରାପ ଥିବାରୁ...
ମାଲକାନଗିରି(ଜିତେନ୍ଦ୍ର ବେଉରା)/ ନୂଆପଡ଼ା(ମାୟାଧର ସରାଫ୍): ମାଲକାନଗିରି ଓ ନୂଆପଡ଼ା ଜିଲ୍ଲାରେ ମାଓବାଦୀମାନେ ପୋଷ୍ଟର ଓ ବ୍ୟାନର ଲଗାଇ ଲୋକସଭା ଓ ବିଧାନସଭା ଭୋଟ ବର୍ଜନ କରିବାକୁ ଆହ୍ୱାନ ଦେଇଛନ୍ତି। ମାଲକାନଗିରି ଜିଲ୍ଲା କାଲିମେଳା ବସ୍ଷ୍ଟାଣ୍ଡ ସହ ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲାଗିଛି। ନିର୍ବାଚନକୁ ବିରୋଧ କରିବା ସହ...
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବିଜେପି ଗତକାଲି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ସାରା ଦେଶର ୧୮୪ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଦିଆଯାଇଛି। ଏଥିରେ ଓଡ଼ିଶାରୁ ୧୦ ଜଣଙ୍କ ନାଁ ରହିଛି। ତା’ସହିତ ଓଡ଼ିଶାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ...
ଭୁବନେଶ୍ୱର: ଆଜି ଦିଲ୍ଲୀରେ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିବ। ଏଥିରେ ଓଡ଼ିଶାର ପ୍ରଥମ ଦୁଇ ପର୍ଯ୍ୟାୟର ଅବଶିଷ୍ଟ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ ହେବାର ସମ୍ଭାବନା ରହିଛି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟର ୩ ଲୋକସଭା ଓ ୨୭ ବିଧାନସଭା ଆସନ ଲାଗି ଏଯାଏ ତାଲିକା ଚୂଡ଼ାନ୍ତ...
ଭୁବନେଶ୍ୱର: ଆସନ୍ତାମାସରେ ଲୋକସଭା ଓ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ସମସ୍ତଙ୍କ ଦଳ ସେମାନଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିବାରେ ଲାଗିଛି। ଗତକାଲି ବିଜେପି ତାର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଆଜି ବିଜେଡି ପ୍ରଥମ ଦୁଇ ପର୍ଯ୍ୟାୟର ବାକି ଥିବା ଆସନ ପାଇଁ ପ୍ରାର୍ଥୀ...
ଭୁବନେଶ୍ୱର: ଗତକାଲି ବିଜେପି ଲୋକସଭା ଓ ବିଧାସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତେବେ ପ୍ରଥମ ପର୍ଯ୍ୟାୟରେ ୧୪୭ଟି ଆସନରୁ ୯୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛି ଦଳ। ପ୍ରାର୍ଥୀ ତାଲିକା ଘୋଷଣା ପରେ ଭୁବନେଶ୍ୱର ଏକାମ୍ର ଆସନକୁ ନେଇ ଅସନ୍ତୋଷ...
ଭୁବନେଶ୍ୱର: ଚୋରା ବନ୍ଧୁକ କାରବାର ଅଭିଯୋଗରେ ପୁଲିସ୍ ବିଜେଡି ଛାତ୍ର ନେତା ଚିନ୍ମୟ ନନ୍ଦ ବଡ଼ଜେନାଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ସେ ଭୁବନେଶ୍ୱରର ଏକ ସ୍ଥାନରେ ଚୋରା ବନ୍ଧୁକକୁ ୪୫ ହଜାର ଟଙ୍କାରେ ବିକ୍ରି ପାଇଁ ଡିଲ୍ କରିଥିଲେ। ଏମିତିକି ବନ୍ଧୁକ ଠିକ୍ ଅଛି କି ନାହିଁ...