• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

china
ଭାରତରେ ବଢ଼ୁଛି ଚୀନ୍‌ ଦ୍ରବ୍ୟ ବୟକଟ୍‌ ଦାବି

ନୂଆଦିଲ୍ଲୀ: ପାକିସ୍ତାନର ବନ୍ଧୁ ଚୀନ୍‌ କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାର ସମର୍ଥନ କରିଥିବାରୁ ଏବେ ଭାରତରେ ବେଜିଂ ବିରୋଧରେ ଜନମତ ପ୍ରକାଶ ପାଇଛି। ଭାରତରେ ପ୍ରଚଳିତ ହେଉଥିବା ସମସ୍ତ ଚୀନ୍‌ ଦ୍ରବ୍ୟକୁ ବୟକଟ୍‌ କରିବାକୁ ବିଭିନ୍ନ ସୋଶାଲ୍‌ ମିଡିଆ ବ୍ୟବହାରକାରୀ ଅଭିଯାନ ଆରମ୍ଭ କରିଛନ୍ତି। ଆମେରିକା, ଫ୍ରାନ୍ସ ଓ...

gun
ବନ୍ଧୁକ ଫେରାଇଲେ ୫୮୦, ଆହୁରି ୧୧୨୨ ଫେରାଇ ନାହାନ୍ତି

ଭୁବନେଶ୍ୱର: ନିର୍ବାଚନକୁ ଆଖି ଆଗରେ ରଖି ସ୍ମାର୍ଟ ସିଟି ଭୁବନେଶ୍ୱରର ଲାଇସେନ୍ସ ପ୍ରାପ୍ତ ବନ୍ଧୁକଧାରୀଙ୍କୁ କମିଶନରେଟ ପୁଲିସ ସପ୍ତାହକ ମଧ୍ୟରେ ଲାଇସେନସ୍ ପ୍ରାପ୍ତ ବନ୍ଧୁକ ଜମା କରିବାକୁ ନୋଟିସ ପଠାଇଥିଲା। ନୋଟିସ ପାଇବା ପରେ ୫୮୦ ଜଣ ଲାଇସେନ୍ସଧାରୀ ନିଜ ପିସ୍ତଲ, ରିଭ୍‌ଲଭର୍‌ ଓ ୧୨ ରାଉଣ୍ଡ ଗୁଳି...

bmc
ଫୁଟ୍‌ ଓଭରବ୍ରିଜ୍‌ ଭୁଶୁଡ଼ି ୩ ମୃତ, ୩୦ରୁ ଅଧିକ ଆହତ

ମୁମ୍ବାଇ: ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍‌ ରେଲୱେ ଷ୍ଟେସନ୍‌ ନିକଟରେ ଏକ ଫୁଟ୍‌ ଓଭରବ୍ରିଜ୍‌ ଭୁଶୁଡ଼ିଥିବା ସୂଚନା ମିଳିଛି। ଏଥିରେ ୩ ଜଣ ପ୍ରାଣ ହରାଇଥିବାବେଳେ ୩୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ମୁମ୍ବାଇର ସବୁଠାରୁ ଜନଗହଳିପୂର୍ଣ୍ଣ ଏହି ଷ୍ଟେସନ୍‌ରେ ବ୍ରିଜ୍‌ର କ୍ଷମତାଠାରୁ ଅଧିକ ଲୋକ...

immfa
ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ଚୌଦ୍ୱାର ଇମ୍ପାରେ ଅନୁଷ୍ଠିତ ହୋଇଯାଇଛି। ଏନେଇ ଚୌଦ୍ୱାର ରୂପଯାତ୍ରା ପଡିଆ ନିକଟରେ ଏକ ମେଗା ସ୍ୱାସ୍ଥ୍ୟସେବା ଶିବିର ଆୟୋଜିତ ହୋଇଥିଲା। ପବ୍ଲିକ ୱାଲଫେୟାର ସୋସାଇଟିର ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିଶୁରୋଗ, ଚର୍ମରୋଗ, ସ୍ତ୍ରୀ ଓ ପ୍ରସୂତି ବିଭାଗ...

dama-ok
ପଦ୍ମ ଧରିଲେ ଦାମ

ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ବିଜେପିରେ ଯୋଗଦେଲେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଓଡ଼ିଶା ପ୍ରଭାରୀ ଅରୁଣ ସିଂ ଓ କେଭି ସିଂଦେଓଙ୍କ ଉପସ୍ଥିତିରେ ସେ ଆଜି...

school
ଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ

ଅନୁଗୁଳ (ବିରଜା ପ୍ରସାଦ ଦାସ): ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷୟିତ୍ରୀ ଦୁର୍ବ୍ୟବହାର କରିବା ଅଭିଯୋଗ କରିବା ସା ତାଙ୍କ ବଦଳି ଦାବିରେ ସ୍କୁଲରେ ତାଲା ପକାଇଛନ୍ତି ଅଭିଭାବକ। ଏହାସହ ଅଭିଭାବକମାନେ ପିଲାମାନଙ୍କ ସହ ଧାରଣାରେ ବସିଛନ୍ତି। ଏଭଳି ଅଭିଯୋଗ ଆସିଛି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ କୁମଣ୍ଡ ଉଚ୍ଚ ପ୍ରାଥମିକ...

loot
ଡକାୟତି ଉଦ୍ୟମ ପଣ୍ଡ, ୫ ଗିରଫ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ବ୍ରହ୍ମପୁରରେ ଏକ ବଡ଼ ଧରଣର ଡକାୟତି ଉଦ୍ୟମ ପଣ୍ଡ ହୋଇଯାଇଛି। ଗତକାଲି ଗୋଷାଣି ନୂଆଗାଁ ଥାନା ଅନ୍ତର୍ଗତ ହଳଦିଆପଦର ଅଞ୍ଚଳରୁ ପୁଲିସ ୫ଜଣ ଡକାୟତଙ୍କୁ ଗିରଫ କରିଛି। ଏମାନଙ୍କଠାରୁ ଗୋଟିଏ ପିସ୍ତଲ, ୨ଟି ଗୁଳି, ୨ଟି ବୋମା, ୩ଟି ଖଣ୍ଡା ଓ ୨ଟି ବାଇକ...

rape
ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଦୁଷ୍କର୍ମ

କୋଣାର୍କ(ସଞ୍ଜୟ ପତି): ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଆଜି ଏପରି ଅଭିଯୋଗ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଚାରିଛକ ଅଞ୍ଚଳର...

bolangiri
ବଲାଙ୍ଗିରରେ ବଢ଼ିବାରେ ଲାଗିଛି ରାଜନୈତିକ ଉଷ୍ମତା

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ନିର୍ବାଚନ ଯେତେ ପାଖେଇ ଆସୁଛି ବଲାଙ୍ଗିରରେ ରାଜନୈତିକ ଉଷ୍ମତା ମଧ୍ୟ ସେତିକି ବଢ଼ିବାରେ ଲାଗିଛି। ୫ଟି ବିଧାନସଭା ମଣ୍ଡଳୀରୁ କାଁ ଭାଁ ଗୋଟିଏ, ଅଧେକୁ ଛାଡିଦେଲେ, ସବୁଠି ମାଳ ମାଳ ଆଶାୟୀ। ତେଣୁ କେଉଁଠୁ କିଏ ଟିକେଟ ପାଇବ ? ବିଧାୟକଙ୍କ ଟିକେଟ ରହିବ...

accident
ବାଇକ୍‌ ଧକ୍କାରେ ଦୁଇ ମୃତ

କଲ୍ୟାଣସିଂହପୁର (ମାଉଡ଼ି ବାରିକ): ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏ ଦୁର୍ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ ଅନ୍ତର୍ଗତ ଚମ୍ପାଯୋଡ଼ି ଗାଁ ନିକଟରେ। ମୃତକମାନେ ହେଲେ ଗୋବିନ୍ଦ ମାଝି ଓ ପରିକ୍ଷିତ ନାୟକ। ଏଥିରେ ଜଣେ ଗୁରୁତର ଭାବେ...

murder
ଶିଳପୁଆରେ ଛେଚି ସାବତ ମାଆକୁ ମାରିଦେଲା ପୁଅ

ପଟ୍ଟାମୁଣ୍ଡାଇ (ପ୍ରବୀର କୁମାର ନାୟକ): କେନ୍ଦ୍ରାପଡ଼ା ଜିଲ୍ଲା ଚକଡ଼-ଗୋଗୁଆ ଗାଁରେ ଜଣେ ଯୁବକ ତାଙ୍କ ମାଆଙ୍କୁ ଶିଳପୁଆରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ୍‌ ଅଭିଯୁକ୍ତ ପୁଅକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଅଭିଯୋଗ ଅନୁସାରେ, ପାରିବାରିକ କଳହକୁ କେନ୍ଦ୍ର କରି ବିନୋଦ ଘଡେଇ ନାମକ...

ganja-seazed
ଏକ ଟନ୍‌ରୁ ଅଧିକ ଗଞ୍ଜେଇ ଜବତ

ଜୟପୁର (ଟି.ଗୌରୀଶଙ୍କର): ଆଜି ଜୟପୁର ପୁଲିସ୍‌ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ୧୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ଜଣେ ମହିଳା ଥିବା ପୁଲିସ୍‌ କହିଛି। ମହିଳା ଜଣକ ଗଞ୍ଜେଇ ଚାଲାଣରେ ସହଯୋଗ କରୁଥିଲେ। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପୁଲିସ୍‌ ଜୟପୁର...

dama
ନବୀନ ଗୋଇଠା ମାରି ବିଦା କରିଛନ୍ତି, ତାଙ୍କୁ ଶାସନରୁ ବିଦା କରିବି: ଦାମ

ଭୁବନେଶ୍ୱର: ବିଜେଡିରୁ ବହିଷ୍କାର ହେବାକୁ ନେଇ ଆଜି ବରିଷ୍ଠ ନେତା ଦାମୋଦର ରାଉତ ପୁଣି ଥରେ ନବୀନଙ୍କୁ ଟାର୍ଗେଟ କରିଛନ୍ତି। ଏପରିକି ୨୦୧୯ରେ ନବୀନଙ୍କୁ ଶାସନରୁ ବିଦା କରିବାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, “ମୋର ଗୋଟିଏ ଲକ୍ଷ୍ୟ ନବୀନ ଯେମିତି ସରକାର ଗଢ଼ି ନପାରିବେ। ଅଣଓଡ଼ିଆ ଅଫିସରଙ୍କ...