ଭୁବନେଶ୍ୱର: କାଳିଆ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନିର୍ବାଚନ କମିଶନ କାଳିଆ ପାଇଁ ଲାଭାର୍ଥି ତାଲିକା ଓ ବଜେଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତେବେ ଦୁଇଟି ଯାକ ବ୍ୟବସ୍ଥା ନକରି ରାଜ୍ୟ ସରକାର ଓଡ଼ିଆଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି...
ଯାଜପୁର (ଗୁଲାମ ଗସ୍): ଯାଜପୁର ଜିଲ୍ଲା ବରୀ ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରି ନାହିଁ। ଏହାକୁ ନେଇ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଯାହା ନବୀନ ନିବାସରେ ପହଞ୍ଚିଲାଣି। ଗତକାଲି ଟିକେଟ ଆଶାୟୀ ବିଜୟ ନାୟକଙ୍କ ସମର୍ଥକମାନେ ନବୀନ ନିବାସ...
ଭୁବନେଶ୍ୱର: ଜଣେ ସରକାରୀ ବାବୁଙ୍କୁ ଏତେ ଅନୁକମ୍ପା କାହିଁକି? ବର୍ଷେ ନୁହେଁ କି ଦୁଇ ବର୍ଷ, ଦୀର୍ଘ ସାତ ବର୍ଷ ହେଲା ବଢ଼ି ଚାଲିଛି ତାଙ୍କ କାର୍ଯ୍ୟକାଳ। ଏହି ସରକାରୀ ବାବୁ ଜଣଙ୍କ ହେଲେ ବିଧାନସଭା ସଚିବ ଅମୀୟ କୁମାର ଷଡ଼ଙ୍ଗୀ। ପଞ୍ଚମ ଥର ଲାଗି ତାଙ୍କ ଏକ୍ସଟେନସନ...
ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଆଜି ଅପହୃତ ହୋଇଥିବା ବଲାଙ୍ଗିର ଜିଲ୍ଲା ପୁଇଁତଳା ବିଡିଓ ସରୋଜ ମିଶ୍ର ଫେରିଛନ୍ତି। ତାଙ୍କୁ ବ୍ଲକ ଉପାଧ୍ୟକ୍ଷ ରଘୁନାଥ ଗୁରାଣ୍ଡି ଅପହରଣ କରିଥିବା ଅଭିଯୋଗ ହୋଇଛି। ଏହା ପଛରେ ଅନ୍ୟ କିଛି ଲୋକଙ୍କ ହାତ ରହିଛି। ଖୁବ୍ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ବଲାଙ୍ଗିର...
ଭୁବନେଶ୍ୱର: ୨୦୧୯ ନିର୍ବାଚନରେ ଦେଖିବାକୁ ମିଳିପାରେ କଳା ଟଙ୍କାର ଖେଳ। ଯାହାର ଆଭାସ ଏବେଠୁ ମିଳିଲାଣି। ଝାରସୁଗୁଡ଼ାରୁ ରାୟଗଡ଼ା, ଗୁଣପୁରରୁ ଗଞ୍ଜାମ ଗତକିଛି ଦିନ ହେଲାଣି ଏସବୁ ଅଞ୍ଚଳରେ ନିତିଦିନ ଠାବ ହେବାରେ ଲାଗିଛି ପୁଳା ପୁଳା ଟଙ୍କା। ଅବଶ୍ୟ ଜବତ ଟଙ୍କା କାହାର ଏବଂ କୌଣସି ଦଳର...
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପୁରୀ ଲୋକସଭା ଆସନ ଲାଗି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର। ସେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଏକ ଶୋଭାଯାତ୍ରାରେ ନିଜ ସମର୍ଥକଙ୍କ ସହିତ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିପରି ପିପିଲି ବିଧାନସଭାରୁ...
କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): କାହାର ହେବେ ବିବାଦୀୟ କୋଟିଆ ଅଞ୍ଚଳବାସୀ ? ଓଡ଼ିଶା-ଆନ୍ଧ୍ର ସୀମାରେ ଥିବା ଏହି ବିବାଦୀୟ ଅଞ୍ଚଳର ଲୋକେ କାହାକୁ ଦେବେ ଭୋଟ୍ ? ସାଧାରଣ ନିର୍ବାଚନକୁ ଦେଖି ରାଜନେତାଙ୍କ ଭିତରେ ଏପରି କଳ୍ପନାଜଳ୍ପନା ଲାଗି ରହିଛି। ତେବେ ରାଜ୍ୟ ପ୍ରଶାସନର ଦୃଷ୍ଟି ଆଢୁଆଳରେ ଥିବା...
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବିଜେଡି ଆଜି ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଆଜି ୧୮ଟି ବିଧାନସଭା ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଥିବାବେଳେ ଏଥିରୁ ୯ଟି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି। ଉଲ୍ଲେଖନୀୟ ଘଟଣାକ୍ରମରେ ବିଜେଡି ଆଜି ବିଜେପିର ରାଜ୍ୟ ପ୍ରଚାର କମିଟି ମୁଖ୍ୟ ଡାକ୍ତର...
ଭୁବନେଶ୍ୱର: ଧୀରେ ଧୀରେ କଂଗ୍ରେସ ତା’ର ପ୍ରାର୍ଥୀ ତାଲିକା ଘୋଷଣା କରୁଛି। ବର୍ତ୍ତମାନ ସୁଦ୍ଧା ଘୋଷଣା ହୋଇଥିବା ପ୍ରାର୍ଥୀଙ୍କ ନାଁରୁ ଜଣାପଡ଼ୁଛି, କଂଗ୍ରେସ୍ ପୁରୁଣା ପ୍ରାର୍ଥୀଙ୍କୁ ଭରଷାକୁ ନେଇପାରୁନାହିଁ। କାରଣ ବହୁ ମାନସମନ୍ଥନ ପରେ ଏପର୍ଯ୍ୟନ୍ତ ଘୋଷିତ ୧୧୧ ନାଁରେ ଅଛି ୮୦ଟି ନୂଆ ମୁହଁ। ଏପଟେ ଆଜି...
ଦେବଗଡ଼: ଦେବଗଡ ଜିଲ୍ଲା ଝରାକଣ୍ଢଳ ପଞ୍ଚାୟତ ପୁରୁଣାପାଣି ଗାଁରେ ଅଙ୍ଗନଓ୍ୱାଡି କର୍ମୀ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଓ ଲାଞ୍ଚ କାରବାର ଅଭିଯୋଗ ହୋଇଛି। ଯୋଗ୍ୟ ପ୍ରାର୍ଥୀନୀଙ୍କୁ ନିଯୁକ୍ତି ଦିଆ ନଯାଇ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା ଜଣଙ୍କୁ କର୍ମୀ ଭାବେ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ,...
କଟକ: ସୁଧୁରିବାର ନାଁ ଧରୁନି କଟକ ବାଙ୍କୀ ବସଷ୍ଟାଣ୍ଡର ଅବସ୍ଥା। ରାସ୍ତା କଡରେ ବସ୍ ଛିଡ଼ା ହେଉଥିବାରୁ ନାହିଁନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି ସ୍ଥାନୀୟ ଲୋକେ। ଏମିତିକି ଯାତ୍ରୀଙ୍କ ପାଇଁ କୌଣସି ବ୍ୟବସ୍ଥା ମଧ୍ୟ ନାହିଁ। ଫଳରେ ଦିନକୁ ଦିନ ବାଙ୍କୀ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।...
ମାଲକାନଗିରି: ମାଲକାନଗିରି ଗୌଡଗଡା ଏବଂ ତମସା ପଞ୍ଚାୟତର ୬ଟି ଗାଁକୁ ପକ୍କା ରାସ୍ତା ନହେଲେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ। ଭଲ ରାସ୍ତା ପାଇଁ ପ୍ରଶାସନ ଅଧିକାରୀଙ୍କୁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ...
ଫୁଲବାଣୀ (ତ୍ରୀନାଥ ସାହୁ): ଗ୍ରାମାଞ୍ଚଳରୁ ସହର ପର୍ଯ୍ୟନ୍ତ ଯାତାୟତ ସୁବିଧା ପାଇଁ ସରକାରଙ୍କ ରହିଛି ଅନେକ ଯୋଜନା। ହେଲେ ଏହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁଡିପାଜୁ ପଞ୍ଚାୟତରେ। ପଞ୍ଚାୟତର ୨୫ଟି ଗାଁର ମୁଖ୍ୟ ସମସ୍ୟା ପାଲଟିଛି ସାଙ୍କୁଳୀ ନଦୀ। ନଦୀରେ ପୋଲ ନଥିବାରୁ ଲୋକେ...
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ବିଡ଼ିଓଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। କିଏ ଓ କ’ଣ ପାଇଁ ଅପହରଣ କରିଛି, ତାହା ସ୍ପଷ୍ଟ ହୋଇନି। ଅପହରଣ ସୂଚନା ପାଇବା ପରେ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ଅଭିଯୋଗରୁ ପ୍ରକାଶ, ଆଜି ଅପରାହ୍ଣରେ ବିଡିଓ ସରୋଜ ମିଶ୍ର ଅଫିସ୍ରେ ଥିଲେ।...
ଭୁବନେଶ୍ୱର: ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ଏହି ତାଲିକାରେ ବିଜେପିର ବରିଷ୍ଠ ନେତା ଦାମୋଦର ରାଉତଙ୍କ ପୁଅଙ୍କ ନାଁ ରହିଛି। ବିଜେଡି ଦାମଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ପାରାଦୀପରୁ ପ୍ରାର୍ଥୀ କରିଛି। ତାଲିକାରେ...