ଭୁବନେଶ୍ୱର: ବର୍ଷକ ଭିତରେ ୧୩.୭୭ କେଜି ସୁନା ଭୁବନେଶ୍ୱର ଏୟାରପୋର୍ଟରୁ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ସାଢେ ଚାରି କୋଟି ଟଙ୍କା ହେବ। ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ଜୋନ କଷ୍ଟମ ଓ ଜିଏସ୍ଟି ବିଭାଗର ଚିଫ୍ କମିଶନର ନରେଶ ପେନୁ ମକା। ସୁନା ଚୋରାଚାଲାଣ...
ଭୁବନେଶ୍ୱର: ଆଜି ଥିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଶେଷ ଦିନ। ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନ ନିର୍ବାଚନ ପାଇଁ ମୋଟ ୪୬୮ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ୪୨ ବିଧାନସଭା ପାଇଁ ମୋଟ ୩୯୯ଜଣ ଓ...
ଜଳେଶ୍ୱର (ଅଜିତ ଦାସ): ବିଜେପିର ଲୋକସଭା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀଙ୍କୁ ଦଳୀୟ କର୍ମୀ ତାଲା ପକାଇ ଦେଇ ଅଟକ ରଖିଥିବା ଅଭିଯୋଗ ହୋଇଛି। ଭୋଗରାଇ ଆସନର ଅସନ୍ତୁଷ୍ଟ ବିଜେପି କର୍ମୀ ଏପରି କରିଥିବା ଜଣାପଡ଼ିଛି। ଭୋଗରାଇର ବିଜେପି ପ୍ରାର୍ଥୀ ମାନସ ମହାନ୍ତିଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି କର୍ମୀ ଏଭଳି...
ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୁଲିସ ଚଢଉ କରି ୨୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହାସହ ଗୋଟିଏ ପିସ୍ତଲ, ଗୋଟିଏ ଜବନ୍ତ ଗୁଳି, ୪ଟି ମୋବାଇଲ, ୨ଟି ବାଇକ ସହ ନଗଦ ୨ଲକ୍ଷ ୩୦ ହଜାର ଟଙ୍କା ମଧ୍ୟ ଜବତ କରିଛି ପୁଲିସ। ଜଟଣୀର...
ଟିଟିଲାଗଡ଼: ଶବକୁ ଅସମ୍ମାନ ଓଡ଼ିଶାରେ କିଛି ନୂଆ କଥା ନୁହେଁ। କେତେବେଳେ ଏଠି କାନ୍ଧରେ ତ ଆଉ କେତେବେଳେ ରିକ୍ସାରେ ଶବ ବୁହା ହେବାର ବହୁ ନଜିର ରହିଛି। ଏପରି ଘଟଣା ଯେତେବେଳେ ଲୋକଲୋଚନକୁ ଆସେ ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ସରକାରଙ୍କ ଚେତା ପସେ। ଆଗକୁ ଏପରି...
କେନ୍ଦୁଝର (ପ୍ରଣୟ ପାଣି): ଶେଷ ମୁହୂର୍ତ୍ତରେ ୩ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। କେନ୍ଦୁଝର ଲୋକସଭା ସହିତ ଦୁଇଟି ବିଧାନସଭା ଆସନରେ ଦଳ ପ୍ରାର୍ଥୀ ବଦଳାଇଛି। ପୂର୍ବରୁ ଦଳ ଫକୀର ମୋହନ ନାୟକଙ୍କୁ କେନ୍ଦୁଝର ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା। ଆଜି ତାଙ୍କୁ ବଦଳାଇ ମୋହନ ହେମ୍ବ୍ରମଙ୍କୁ ପ୍ରାର୍ଥୀ କରାଯାଇଛି।...
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ବିଜୟ ମହାପାତ୍ରଙ୍କ ପାଇଁ ନିର୍ବାଚନ ପ୍ରଚାର କରିପାରନ୍ତି ଦିଲୀପ ରାୟ। ସିଧାସଳଖ କିଛି କହି ନଥିଲେ ମଧ୍ୟ ଏପରି ଇସାରା ଦେଇଛନ୍ତି ରାଉରକେଲାର ପୂର୍ବତନ ବିଧାୟକ ଦିଲୀପ ରାୟ। ରାଉରକେଲାରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଦିଲୀପ କହିଛନ୍ତି, “ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ଓ...
ଭୁବନେଶ୍ୱର: ଗତକାଲି କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ ଆଜି ବିଜେପିରେ ଯୋଗଦେଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା, ବିଶ୍ୱଭୂଷଣ ହରିଚନ୍ଦନ ଓ ସମୀର ମହାନ୍ତିଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି।...
ଭୁବନେଶ୍ୱର: ଆସନ୍ତା ୭ ତାରିଖରେ ପୁଣି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଗଞ୍ଜାମ ଜିଲ୍ଲା ପୋଲସରା ଓ ବରଗଡ଼ରେ ବିଜେପି ସମାବେଶରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ବିଜେପି ସମ୍ପାଦକ ଯତୀନ ମହାନ୍ତି ସୂଚନା ଦେଇଛନ୍ତି। ଗତ ଏକ ତାରିଖରେ ଅମିତ ଶାହ...
କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଘୋଷଣା ପରେ ତେଜିଛି ବିରୋଧର ସ୍ୱର। ବିଜେପିରୁ ମହାକାଳପଡ଼ା ବିଧାନସଭା ଆସନ ଲାଗି ବିଜୟ ପ୍ରଧାନ ଟିକେଟ ପାଇବା ପରେ ପ୍ରତିବାଦ ଦେଖାଦେଇଛି। ମାର୍ଶାଘାଇ କୁସୁନୁପୁରସ୍ଥିତ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ନିର୍ବାଚନମଣ୍ଡଳୀର ୪୮ଟି ପଞ୍ଚାୟତର...
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିକଟରେ ମା ତାରାତାରିଣୀ ନାମକ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହେବା କାରଣରୁ ୧୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ହିଞ୍ଜିଳିକାଟୁ ନିକଟରେ ବସ୍ଟି ଏକ କଲଭର୍ଟରେ ଧକ୍କା ହୋଇ ନାଳକୁ ଖସି ପଡ଼ିଥିଲା। ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଛି। ଆହତମାନଙ୍କୁ...
କେନ୍ଦୁଝର: ବିଜେଡି କେନ୍ଦୁଝର ଲୋକସଭା ଆସନ ଚନ୍ଦ୍ରାଣୀ ମୁର୍ମୁ ଏବଂ ଚମ୍ପୁଆ ବିଧାନସଭା ଆସନ ପାଇଁ ମୀନାକ୍ଷୀ ମହନ୍ତଙ୍କୁ ପ୍ରାର୍ଥୀ କରିଛି। ତେବେ ଏହି ଦୁଇ ନେତ୍ରୀଙ୍କୁ ବିଧାୟକ ସନାତନ ମହାକୁଡ଼ଙ୍କ ସୁପାରିଶରେ ଟିକେଟ୍ ମିଳିଥିବା ଚର୍ଚ୍ଚା ହେଉଥିଲା। ନିଜେ ସନା ମହାକୁଡ଼ ଏହାକୁ ସ୍ୱୀକାର କରିଛନ୍ତି। ତାଙ୍କ...
ଭୁବନେଶ୍ୱର: କଂଗ୍ରେସ ଗତକାଲି ରାତିରେ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭଙ୍କ ନାଁ ରହିଛି। ତାଙ୍କୁ ବେଗୁନିଆ ବିଧାନସଭା ଆସନରୁ ଦଳ ପ୍ରାର୍ଥୀ କରିଛି। ତେବେ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି...
ଭୁବନେଶ୍ୱର: ଆଜି ଜଣେ ମହିଳା ନବୀନ ନିବାସ ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଥିଲେ। ସେ ତାଙ୍କ ଦେହରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କଲା ବେଳେ ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀମାନେ ତାଙ୍କୁ କାବୁ କରି ନେଇଥିଲେ। ମହିଳା ଜଣଙ୍କ ବିଜେଡିର ଉଦଳା ପ୍ରାର୍ଥୀ ଶ୍ରୀନାଥ ସୋରେନ୍ଙ୍କ ବିରୋଧରେ...
ଖୋର୍ଦ୍ଧା: ଟାଉନ ଥାନା ଜାମୁ ସାହି ଗାଁରେ ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ ହେବା ସହ ବୋମାମାଡ଼ ହୋଇଛି। ଏଥିରେ କିଛି ଗାଡ଼ି, ଘର ଭଙ୍ଗା ଯାଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଦୋଳ ମେଳଣକୁ ନେଇ ଆଗରୁ ଦୁଇ ସାହି ମଧ୍ୟରେ ବିବାଦ ଥିଲା। ଗତ ରାତିରେ...
ବାରିପଦା (ମାଣିକଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ପୁରୁଣାପାଣି କମଳି ସେବାଶ୍ରମ ବିଦ୍ୟାଳୟରେ ବାସି ଖାଦ୍ୟ ଖାଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି ୫୦ରୁ ଅଧିକ ଛାତ୍ରଛାତ୍ରୀ। ରବିବାର ଦିନ ସେବାଶ୍ରମରେ ଏକ ଭୋଜିର ଆୟୋଜନ କରାଯାଇଥିଲା। ବଳକା ଖାଦ୍ୟକୁ ସୋମବାର ଅନ୍ତେବାସୀଙ୍କୁ ଖାଇବାକୁ ଦିଆଯାଇଥିଲା। ବାସି ଖାଦ୍ୟ...
ଢେଙ୍କାନାଳ (ରାଜଶ୍ରୀ ଶତପଥୀ): କାମାକ୍ଷାନଗର ଓ ଆଖପାଖ ଅଞ୍ଚଳରେ ଆତଙ୍କରାଜ୍ ଚଳାଇଥିବା ଏକ ଡକାୟତ ଗ୍ରୁପ୍କୁ ପୁଲିସ ଗିରଫ କରିଛି। ଗତ ମାସକ ମଧ୍ୟରେ ସାରୁଆଳି ଜଙ୍ଗଲ ରାସ୍ତାରୁ ଦମ୍ପତିଙ୍କ ଠାରୁ ସୁନା ଚେନ୍ ଲୁଟ୍, ବିଜାଦିହ ଜଙ୍ଗଲ ରାସ୍ତାରୁ ମାଇକ୍ରୋ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଲୁଟ୍ କରିଥିଲେ...
କଳାହାଣ୍ଡି (ରାଜକିଶୋର ସିଂଦେଓ): କଳାହାଣ୍ଡି ଜିଲ୍ଲା କାର୍ଲପଡ଼ା ଫାଣ୍ଡି ଗୁଡ଼ିପଦର ଗାଁର ଦୁଇ ନିଖୋଜ ନାବାଳକଙ୍କୁ ଉଦ୍ଧାର କରିଛି ପୁଲିସ୍। ଗତ ୩୦ତାରିଖରୁ ନିଖୋଜ ଥିବା ଦୁଇ ଭାଇଙ୍କୁ ଅପହରଣ କରାଯାଇଥିବା ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଥିଲା। ସେମାନଙ୍କ କୌଣସି ସନ୍ଧାନ ନମିଳିବାରୁ ଗତକାଲି ପୁଣି...