ଭୁବନେଶ୍ୱର: କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେଡି ରାଜ୍ୟସଭା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ସେ ଏଠାରେ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହିତ ଲଢ଼ିବେ। ସେହିପରି ସମ୍ବଲପୁର ଲୋକସଭା ଆସନରୁ ଦଳ ପୂର୍ବତନ ପୂର୍ତ୍ତ ସଚିବ ନଳିନୀ ପ୍ରଧାନଙ୍କୁ ପ୍ରାର୍ଥୀ...
ଆନନ୍ଦପୁର (ମୁନା ସିଂ): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ନଦୀରେ ବୁଡ଼ି ଦୁଇ ଜଣ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ ଘଟିଛି। ବୈତରଣୀ ନଦୀର କୋଡ଼ପଡ଼ା ଘାଟରେ ଗାଧଉ ଥିବା ବେଳେ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ ଶଢା ଗାଁର ଜଗନ୍ନାଥ ସୁତାରଙ୍କ ପୁଅ...
ଭୁବନେଶ୍ୱର: ବିଜେଡିରେ ସାମିଲ ହୋଇଛନ୍ତି ସୁବାସ ଚୌହ୍ୱାନ। ଟିକେଟ ବଣ୍ଟନକୁ ନେଇ ବିଜେପିର ଏହି ନେତା ଅସନ୍ତୁଷ୍ଟ ଥିଲେ। ବରଗଡ଼ ଲୋକସଭା ଆସନରୁ ସୁବାସଙ୍କ ଟିକେଟ୍ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଗତକାଲି ବିଜେପିରୁ ଇସ୍ତଫା ଦେଇଥିଲେ। ଆଜି ସେ ନବୀନ ନିବାସରେ ପହଞ୍ଚି...
ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ କନ୍ଦଳ ବିସ୍ଫୋରକ ରୂପ ନେଇଛି। ଦଳରୁ ସାମୂହିକ ଇସ୍ତଫା ଦେଇଛନ୍ତି ୩ ଜଣ ପୂର୍ବତନ ବିଧାୟକ। ଜୁନାଗଡ଼ର ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ, ପୂର୍ବତନ ବିଧାୟକ କୁମରମଣି ଶବର ଏବଂ ଯୁଗରାମ ବେହେରା ଦଳରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହ କଳାହାଣ୍ଡିର ଶତାଧିକ କର୍ମୀ...
ଭୁବନେଶ୍ୱର: ଚିଟ୍ଫଣ୍ଡ କମ୍ପାନୀ ମନଭରି ଠକିଲେ। ଦୀର୍ଘ ବର୍ଷର ଅପେକ୍ଷା ପରେ ସରକାରଙ୍କ ଟଙ୍କା ଫେରସ୍ତ ପ୍ରତିଶ୍ରୁତି ଜମାକାରୀଙ୍କ ପାଇଁ ଉପହାସ ସାଜିଲା। ୭ ବର୍ଷ ତଳେ ୪ ହଜାର ଲେଖାଏଁ ଜମା ରଖିଥିବା କାକଟପୁର ଅଞ୍ଚଳର ଶତାଧିକ ଚିଟ୍ଫଣ୍ଡ ଜମାକାରୀଙ୍କୁ କ୍ଷତିପୂରଣ ମିଳିଛି ମାତ୍ର ୨ଶହ ଲେଖାଏଁ...
ଭୁବନେଶ୍ୱର: ଦୁଇଟି ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ପରେ ବିଜେଡିର ଦଳୀୟ କନ୍ଦଳ ବିସ୍ଫୋରକ ରୂପ ନେଇଛି। ଜଣଙ୍କ ପରେ ଜଣେ ସିଟିଂ ବିଧାୟକ ଓ ସାଂସଦ ଦଳ ଛାଡୁଛନ୍ତି। ସେତିକିରେ ଦଳୀୟ ଅସନ୍ତୋଷ ସୀମିତ ରହିନାହିଁ। ସ୍ଥିତି ଏମିତି ହୋଇଛି ଯେ, ନବୀନ ନିବାସ ଆଗରେ...
ଭୁବନେଶ୍ୱର: ବିଜୟ ସଂକଳ୍ପ ଅଭିଯାନରେ ନିର୍ବାଚନ ପ୍ରଚାରର ବିଗୁଲ ଫୁଙ୍କିଛନ୍ତି ବିଜେପିର ହେଭିୱେଟ ନେତା। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସମେତ କେନ୍ଦ୍ର ଶକ୍ତିମନ୍ତ୍ରୀ ରାଜକୁମାର ସିଂ ଓ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଆଜି ପ୍ରଚାର ମଇଦାନକୁ ଓହ୍ଲାଇ ଥିଲେ। କେନ୍ଦ୍ରର ଜନହିତକର ଯୋଜନା...
ଆନନ୍ଦପୁର (ମୁନା ସିଂ)/କେନ୍ଦୁଝର (ପ୍ରଣୟ ପାଣି): ନିର୍ବାଚନ ପୂର୍ବରୁ ନେତାଙ୍କୁ ଜଘନ୍ୟ ହତ୍ୟା। ଏପରି ଘଟଣା ଘଟିଛି ଘସିପୁରାରେ। ଘସିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କୁ ଅତି ନୃଶଂସ ଭାବେ ହାତଗୋଡ଼ କାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଘଟଣାରେ ୫ଜଣଙ୍କୁ ଗିରଫ କରି ତଦନ୍ତ ଚଲାଇଛି ପୁଲିସ୍।...
ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଆଜି ଶେଷ ଦିନରେ ବିଭିନ୍ନ ଦଳର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଜିନ୍ଦାବାଦ ଧ୍ୱନି ସହ ସମର୍ଥକଙ୍କ ରାଲିରେ ଆଜି କମ୍ପିଥିଲା ରାଉରକେଲା ସହର। ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ...
ଭୁବନେଶ୍ୱର: ରାଜ୍ୟ ସରକାର ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା କଥା କହୁଛନ୍ତି। ହେଲେ ଗୋଟିଏ ବର୍ଷରେ ୫୦ ମହିଳା ଦୁଷ୍କର୍ମ ଓ ଗଣ ଦୁଷ୍କର୍ମର ଶିକାର ହୋଇଛନ୍ତି। ବଢ଼ି ଚାଲିଥିବା ନାରୀ ନିର୍ଯାତନା ତଥ୍ୟ ଲୁଚାଇବାକୁ ରାଜ୍ୟ ସରକାର ୩୩ ପ୍ରତିଶତ ମହିଳା କାର୍ଡ ଖେଳିଛନ୍ତି ବୋଲି...
ଯାଜପୁର (ଗୁଲାମ ଗସ୍): ଯାଜପୁର ଜିଲ୍ଲାର ଐତିହାସିକ ଧର୍ମଶାଳା ମୁନସି ମେଳଣ ଉଦ୍ଯାପିତ ହୋଇଯାଇଛି। ସୁସଜ୍ଜିତ ବିମାନରେ ରାଧାକୃଷ୍ଣ ଓ ଗୋପିନାଥଜିଉଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ। ଆଉ ପରମ୍ପରା ଅନୁସାରେ ପୁଲିସଙ୍କ ସହ ହୋଲି ଖେଳି ଉତ୍ସବ ମନାଇଛନ୍ତି ଲୋକେ। ମେଳଣ ପଡ଼ିଆରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ସହ...
ବିନିକା (ଦିଲୀପ କୁମାର ସାହୁ): ଗାଁ ଗାଁକୁ ରାସ୍ତା ହେବ। ପାନୀୟ ଜଳଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ ସୁବିଧା ହାତ ପାହାନ୍ତାରେ ମିଳିବ। ନିର୍ବାଚନ ସମୟରେ ଏମିତି କେତେ କ’ଣ ପ୍ରତିଶ୍ରୁତି ମିଳୁଛି। ହେଲେ ନିର୍ବାଚନ ସରିଲା ପରେ ସବୁ ପ୍ରତିଶ୍ରୁତି ପାଣି ଫଟକା ପରି ମେଳାଇ...
ଲଖନପୁର/ବିନିକା: ସମସ୍ତଙ୍କ ପାଖରେ ଶିକ୍ଷା ପହଞ୍ଚାଇବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ବିଶେଷ କରି ଝିଅମାନଙ୍କୁ ଶିକ୍ଷିତ କରିବାକୁ ବହୁ ଯୋଜନା କରାଯାଉଛି। ଛାତ୍ରୀନିବାସ ନିର୍ମାଣ କରାଯାଉଛି, ସେଠାରେ ଝିଅମାନେ ରହି ପାଠ ପଢ଼ିବାକୁ। ହେଲେ ଝାରସୁଗୁଡାର ଲଖନପୁର ଏବଂ ସୁବର୍ଣ୍ଣପୁରର ବିନିକାରେ ଥିବା ଛାତ୍ରୀନିବାସକୁ ଦେଖିଲେ,...
ବ୍ରହ୍ମପୁର: ହିଞ୍ଜିଳି ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ପାର୍ଥିପତ୍ର ଦାଖଲ କରିଛନ୍ତି। ଏହି ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୟୀ ହୋଇ ଆସୁଛନ୍ତି। ବିକାଶକୁ ନେଇ ହିଞ୍ଜିଳିବାସୀଙ୍କ ମଧ୍ୟରେ ଅସନ୍ତୋଷ ଥିବା ବେଳେ ଏଥର ନିର୍ବାଚନୀ ବୈତରଣୀ ପାର ହେବା ନବୀନଙ୍କ ପାଇଁ ସହଜ...
ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): “କେବଳ ଉପକୂଳ ଓଡ଼ିଶା ନୁହେଁ, ରାଜ୍ୟର ଯେଉଁଠିକୁ ଗଲେ ଲୋକେ ପରିବର୍ତ୍ତନ ଚାହୁଁଥିବା କହୁଛନ୍ତି। ପରିବର୍ତ୍ତନର ନାରା ହେଲେ, ‘ହେଇ ଯାଉ’ ଶୁଣିବାକୁ ମିଳୁଛି।” ଆଜି ବାଲେଶ୍ୱର ଜିଲ୍ଲା ରେମୁଣା ନିର୍ବାଚନମଣ୍ଡଳୀରେ ଆୟୋଜିତ ବିଜେପିର ସଂକଳ୍ପ ସମାବେଶରେ ଯୋଗ ଦେଇ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା...
ଭୁବନେଶ୍ୱର: ୨୦୧୯ ମହାସମର ଲାଗି ବିଧିବଦ୍ଧ ନାମାଙ୍କନ ଭରିଛନ୍ତି ରଥୀ-ମହାରଥୀ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନପତ୍ର ଦାଖଲ ଶେଷ ଦିନ ଥିଲା। ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିବାର୍ଚଚନ ପାଇଁ ମଧ୍ୟ ପ୍ରାର୍ଥିପତ୍ର ଦାଖଲ ସମୟସୀମା ଶେଷ ହୋଇଯିବ। ଏହା ଭିତରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ...
ଭୁବନେଶ୍ୱର: ଚିଟଫଣ୍ଡ ଲିଙ୍କରେ ଗିରଫ ନେତାଙ୍କୁ ନେଇ ବିଜେଡିର ଚିନ୍ତା ବଢ଼ିଯାଇଛି। ଏହାର ମୁକାବିଲା ପାଇଁ ଦଳ ଏବେ ଗଳାବାଟ ଖୋଜୁଥିବା ଚର୍ଚ୍ଚା ହେଉଛି। ଶୁଣାଯାଉଛି ଏହି ମାମଲାରେ ଗିରଫ ହୋଇଥିବା କିଛି ନେତାଙ୍କୁ ବିଜେଡି ଟିକେଟ୍ ମିଳିନପାରେ। ତେବେ ଯେଉଁ ସ୍ଥାନରେ ସେଭଳି ନେତାଙ୍କ ପ୍ରଭାବ ଏବେ...
କଟକ (ବିବର୍ତ୍ତନ ପଣ୍ଡା): ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା। ମାଟ୍ରିକ, ମଧ୍ୟମା ଏବଂ ମୁକ୍ତ ବିଦ୍ୟାଳୟ ପାଇଁ ଚଳିତବର୍ଷ ରାଜ୍ୟରେ ମୋଟ ୬୦ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି। ଚଳିତବର୍ଷ ମୂଲ୍ୟାୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ତ୍ରୁଟିଶୁନ୍ୟ କରିବାକୁ ବୋର୍ଡ ଯୋଜନା କରିଥିବାବେଳେ ମୂଲ୍ୟାୟନ କେନ୍ଦ୍ରକୁ...
ଆସିକା (ମନୋଜ ମୁନି): ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଏବ ବ୍ୟସ୍ତବହୁଳ ଅଞ୍ଚଳ। ପ୍ରତିଦିନ ଏଠାରୁ ସହ ସହ ଯାତ୍ରୀ ବିଭିନ୍ନ ସ୍ଥାନକୁ ଯାତାୟତ କରିଥାନ୍ତି। ବିଡ଼ମ୍ବନାର ବିଷୟ ଆଜି ପର୍ଯ୍ୟନ୍ତ ଏଠାରେ ବସ୍ଷ୍ଟାଣ୍ଡଟିଏ ହୋଇପାରିଲା ନାହିଁ। ଏହାସହ ରାସ୍ତା ଉପରକୁ ମାଡ଼ି ଦୋକାନ ରହିଥିବାରୁ ବହୁ ସମସୟରେ ଟ୍ରାଫିକ୍...