ସମ୍ବଲପୁର (ସଞ୍ଜୟ ଜେନା): ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଆଜି ଦ୍ୱିତୀୟ ଦିନ। ସମ୍ବଲପୁରରେ ଆଜି ବିଜେଡି ବିଧାନସଭା ପ୍ରାର୍ଥୀ ରାସେଶ୍ୱରୀ ପାଣିଗ୍ରାହୀ ଏବଂ ଲୋକସଭା ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସମ୍ବଲପୁରରେ ରାସେଶ୍ୱରୀ ଏବଂ ବିଜେପିର ଜୟ ନାରାୟଣ ମିଶ୍ରଙ୍କ ମଧ୍ୟରେ...
ଭୁବନେଶ୍ୱର: ଜୟପୁର ନିର୍ବାଚନୀ ସଭାରେ ପରୋକ୍ଷରେ ନବୀନ ସରକାରଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚିଟଫଣ୍ଡ ଦୁର୍ନୀତି, ନାରୀ ନିର୍ଯାତନା, ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର କାର୍ଯ୍ୟକାରୀ ନକରିବା, କାଳିଆ ଯୋଜନା, ଖଣି ଦୁର୍ନୀତି ଭଳି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ମୋଦି କଡ଼ା ସମାଲୋଚନା...
ଭୁବନେଶ୍ୱର : ଲୋକସଭା ନିର୍ବାଚନ ଲାଗି ନୂଆ ମୁହଁ, ବିଧାନସଭା ପାଇଁ ପୁରୁଣା। ଗତକାଲି ବିଜେଡିର ପ୍ରାର୍ଥୀ ତାଲିକାରୁ ଏହା ସ୍ପଷ୍ଟ ବାରି ହୋଇପଡୁଛି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ଅନେକ ବିଧାୟକ, ସାଂସଦ ଓ ନେତା ଦଳ ଛାଡିବା ସହ ଖୋଲାଖୋଲି...
ବ୍ରହ୍ମପୁର (ଅଶୋକ ବ୍ରହ୍ମା): ଶୁକ୍ରବାର ମଧ୍ୟରାତ୍ରରେ ବ୍ରହ୍ମପୁରର ଆରାଧ୍ୟ ଦେବୀ ମାଆ ବୁଢ଼ୀ ଠାକୁରାଣୀ ବାପ ଘରକୁ ଯିବେ। ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବାପଘର ଲୋକ ପ୍ରଥମେ ଆସି ମା’ଙ୍କୁ ସମୟ ଜଣାଇବା ପରେ ମଧ୍ୟରାତ୍ରରେ ମାଆଙ୍କ ଘଟ ଓ ଫୁଲ ବାପଘର ଦେଶୀ ବେହେରାଙ୍କ...
ବ୍ରହ୍ମଗିରି (ରବି ନାରାୟଣ ପୂଜାରୀ): ପୁରୀ ଜିଲ୍ଲା ବ୍ରହ୍ମଗିରିର ପ୍ରସିଦ୍ଧ ପଞ୍ଚୁପାଣ୍ଡବ ମେଳନ ଉଦ୍ଯାପିତ ହୋଇଯାଇଛି। ମହାଭାରତ କଥାବସ୍ତୁକୁ ନେଇ ଏହି ମେଳଣ ହୋଇଥାଏ। ତିନି ଦିନ ଧରି ଆୟୋଜିତ ହେଉଥିବା ଏହି ମେଳନରେ ଶ୍ରୀକୃଷ୍ଣଙ୍କ ସହ ପଞ୍ଚୁପାଣ୍ଡବ ଓ ସୋମନାଥ ଦେବଙ୍କ ମହାମିଳନ ଆୟୋଜିତ ହୋଇଥାଏ। ଏହି...
ଭୁବନେଶ୍ୱର: ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ରାଜ୍ୟ ରାଜନୀତି ସେହି ପରିମାଣରେ ସରଗରମ ହେବାରେ ଲାଗିଛି। ଦଳଡିଆଁ ରୋଗ ଚରମସୀମାରେ ପହଞ୍ଚି ଥିବା ବେଳେ ଆରୋପ, ପ୍ରତ୍ୟାରୋପ ରାଜନୀତି ବ୍ୟାପକ ହୋଇଛି। ନିଜ ସରକାରର ସଫଳତାକୁ ଦଳ ତୁଣ୍ଡ ବାଇଦ କରୁଥିବା ବେଳେ ବିରୋଧୀଙ୍କ ବିଫଳତାକୁ ଜନତାର କାଠଗଡ଼ାରେ...
ବାଲିଗୁଡ଼ା (ଅଜିତ ନାଏକ): ଶୌଚ ପାଇଁ ଯାଇ ପୋଖରୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଏପରି ଏକ ହୃଦୟବିଦାରକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ। ମୃତ ୩ ନାବାଳିକାଙ୍କ ବୟସ ୭ରୁ ୮ ବର୍ଷ ମଧ୍ୟରେ ହେବ। ଆଜି ସନ୍ଧ୍ୟାରେ ଦାରିଙ୍ଗବାଡ଼ି ବ୍ଲକ ପର୍ତମାହା ଗାଁର ବାୟାବନ୍ଧୁ ନାୟକଙ୍କ ଦୁଇ...
ଭୁବନେଶ୍ୱର: ବିନା ତାଲିକା ଓ ବିନା ବଜେଟରେ କାଳିଆ ଯୋଜନା କରି ଚାଷୀଙ୍କୁ ଠକୁଛନ୍ତି ସରକାର। ଆଜି ନୟାଗଡରେ ପୂର୍ବତନ ସାଂସଦ ହେମେନ୍ଦ୍ର ସିଂହଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ରାଜ୍ୟ ସରକାରଙ୍କ ଉପରେ ଏଭଳି ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, “କାଳିଆ’ର ବଜେଟ ଓ...
ଭୁବନେଶ୍ୱର: ବିଜେଡି ଟିକେଟ୍ ବଣ୍ଟନର ମୂଳ ଆଧାର କ’ଣ ? କାହାକୁ ଭିତ୍ତି କରି ପ୍ରାର୍ଥୀ ଚୟନ କରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ? ଏ ନେଇ ନାନା ପ୍ରଶ୍ନ ଓ ପ୍ରହେଳିକା ଭିତରେ ଗୁମର ଖୋଲିଛନ୍ତି ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା। କିଏ ଟିକେଟ୍...
ଭୁବନେଶ୍ୱର: ହାଇୱେ ଲୁଟେରାଙ୍କୁ କାବୁ କରି ମଞ୍ଚେଶ୍ୱର ଥାନାର ଦୁଇ ପିସିଆର ଷ୍ଟାଫଙ୍କୁ ପୁଲିସ କମିଶନର ପୁରସ୍କୃତ କରିଛନ୍ତି। ଠିକଣା ସମୟରେ କାର୍ଯ୍ୟଦକ୍ଷତା ଯୋଗୁଁ ଏହି ସମ୍ମାନ ଦିଆଯାଇଛି। କିଛିଦିନ ତଳେ ପାଟ୍ରୋଲିଂ କରୁଥିବାବେଳେ ରାଜ୍ୟ ବାହାରର ଏକ ଟ୍ରକକୁ ହାଇୱେ ଉପରେ ଲୁଟ୍ କରାଯାଇଥିଲା। ଟ୍ରକ ଡ୍ରାଇଭର...
ପୁରୀ: ବିଭିନ୍ନ ଚୋରି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୁରୀ ପୁଲିସ୍ ୪ ଜଣ ଚୋରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଉମାକାନ୍ତ ବେହେରା, ପହଲି, ରାଜୁ ଓ ରାହୁଲ। ସେମାନଙ୍କ ପାଖରୁ ପୁଲିସ୍ ଗୋଟିଏ ଟିଭି, ଦୁଇଟି ଲାପଟପ୍, ୨ଟି ମୋବାଇଲ୍ ଓ ଏକ ଟ୍ୟାବ୍...
ଭୁବନେଶ୍ୱର: ସାଧାରଣ ନିର୍ବାଚନ ଲାଗି ମଇଦାନକୁ ଓହ୍ଲେଇଛନ୍ତି ବିଜେପିର ବିଧାନସଭା ଓ ଲୋକସଭା ପ୍ରାର୍ଥୀ। କଟକ ବାରବାଟୀ ନିର୍ବାଚନ ମଣ୍ଡଳୀରେ ବିଜେପିକୁ ସୁଦୃଢ କରିବା ପାଇଁ ସଙ୍କଳ୍ପ ନେଇଛି ବିଜେପି। କଟକ ସିଏମସି କଲ୍ୟାଣୀ ମଣ୍ଡପ ପରିସରରେ ଆୟୋଜିତ ବୈଠକରେ ବିଜେପି ନେତା ଏନେଇ ଆହ୍ୱାନ ଦେଇଛନ୍ତି। ଏହି...
ଭୁବନେଶ୍ୱର: ବିଜେଡିର ଦ୍ୱିତୀୟ ନିର୍ବାଚନୀ ଇସ୍ତାହାର କମିଟି ବୈଠକ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଧାୟକ ଅରୁଣ ସାହୁ, ସସ୍ମିତ ପାତ୍ର, ଅରୁପ ପଟ୍ଟନାୟକଙ୍କ ସମେତ ସୁବାଷ ସିଂ ପ୍ରମୁଖ ଯୋଗ ଦେଇଥିଲେ। ବିଶେଷ କରି ମାର୍ଚ୍ଚ ୫ ତାରିଖରୁ ବିଜେଡି ତରଫରୁ କରାଯାଉଥିବା ଘରେ ଘରେ...
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର। ସେ କହିଛନ୍ତି, “ଏପ୍ରିଲ ୧ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ଏକ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ...
ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପାଇଁ ବିଜେଡି ଆଜି ଆଉ ୩୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏହା ସହିତ ଦଳ ମୋଟ ୧୦୧ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହା ପୂର୍ବରୁ ଦଳ ୩ଟି ପର୍ଯ୍ୟାୟରେ ୬୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ଆଜି...
ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଚଳିତ ନିର୍ବାଚନରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ବରଗଡ଼ ଜିଲ୍ଲାର ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ହିଞ୍ଜିଳି ଆସନ ପାଇଁ ନବୀନ ଦାଖଲ କରିଥିବା ନାମାଙ୍କନପତ୍ରରେ ତ୍ରୁଟି ଥିବା ଅଭିଯୋଗ କରିଛନ୍ତି ବିଜେପି ନେତା...
ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାରେ ବହୁ ଆନ୍ଦୋଳନ ପରେ ମଣ୍ଡିରୁ ଧାନ ଉଠାଇ ଥିଲା ପ୍ରଶାସନ। ହେଲେ ଏ ପର୍ଯ୍ୟନ୍ତ ଚାଷୀଙ୍କ ଅକାଉଣ୍ଟରେ ଟଙ୍କା ଆସି ନଥିବା ଅଭିଯୋଗ ହେଉଛି। ଏପରି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାର କାଲିମେଳା ଓ ପଡ଼ିଆ ବ୍ଲକରୁ। ଏନେଇ କିଛି ଚାଷୀ...
ସାଲେପୁର (ମନୋଜ ଆଚାର୍ଯ୍ୟ): ମୌଳିକ ସୁବିଧା ମିଳୁ ନଥିବାରୁ କଟକ ଜିଲ୍ଲା ସାଲେପୁରର ଶୁଖୁଆ ସାହି ବାସିନ୍ଦା ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି। ଦୀର୍ଘଦିନ ହେଲା ରାସ୍ତାଘାଟ, ପାନୀୟ ଜଳ, ଭତ୍ତା ଆଦି ମୌଳିକ ସୁବିଧାରୁ ବଞ୍ଚିତ ଶୁଖୁଆ ବାସିନ୍ଦା ଏପରି ନିଷ୍ପତ୍ତି ନେଇଛନ୍ତି। ରାସନ କାର୍ଡରେ...
ଉଦଳା (ମାନସ ପାଣି): ଜମି ଦେବା ନାଁରେ ଟଙ୍କା ଠକେଇ ଅଭଯୋଗରେ ଜଣଙ୍କୁ ଅଟକ ରଖି ପୁଲିସ୍ ଜିମା ଦେଉଛନ୍ତି ଲୋକେ। ଏପରି ଘଟଣା ଘଟିଛି ଉଦଳା ଅଞ୍ଚଳରେ। ଅଭିଯୁକ୍ତ ଜଣଙ୍କ ହେଲେ କପ୍ତିପଦା ଥାନା ଅଞ୍ଚଳର ଦେବାଶିଷ ପଟ୍ଟନାୟକ। ଦେବାଶିଷ ଉଦଳା ଓ କପ୍ତିପଦା ଅଞ୍ଚଳରୁ ପ୍ରାୟ...