ଭୁବନେଶ୍ୱର: ଆସନ୍ତା ୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ। ୫୮ଟି ଅପ୍ଲାଇନ୍ ଓ ୩୬ଟି ଅନ୍ଲାଇନ୍ ମୂଲ୍ୟାୟନ କେନ୍ଦ୍ରରେ ମୂଲ୍ୟାୟନ ପ୍ରକ୍ରିୟା ହେବ। ଯେଉଁଥିରେ ନିୟୋଜିତ ହେବେ ପ୍ରାୟ ୮ ହଜାର ଅଧ୍ୟାପକ ଓ ଅଧ୍ୟାପିକା। ଦୁଇଟି ପର୍ଯ୍ୟାୟରେ ହେବ ଖାତା ମୂଲ୍ୟାୟନ। ଏପ୍ରିଲ୍...
ଭୁବନେଶ୍ୱର : ନିର୍ବାଚନୀ ସଭାରେ ଗ୍ରାମବାସୀଙ୍କୁ ମନ୍ତ୍ରୀ ତଥା ସୋନପୁରର ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଧମକାଇ ଥିବା ଅଭିଯୋଗ ହୋଇଛି। ମନ୍ତ୍ରୀ ସଭା ମଝିରେ ଜଣେ ବ୍ୟକ୍ତିଙ୍କୁ ଧମକ ଦେଉଥିବାର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ କର୍ଲାଜୁରୀ...
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ସର୍ବ ବରିଷ୍ଠ ତଥା ପ୍ରତିଷ୍ଠାତା ସଦସ୍ୟ ଲାଲକୃଷ୍ଣ ଆଡଭାନୀଙ୍କୁ ଏଥର ନିର୍ବାଚନୀ ଟିକେଟ୍ ଦିଆଯାଇନଥିବା ନେଇ ବିବାଦ ଘନେଇଥିବାବେଳେ ଏହା ପରେ ପ୍ରଥମ ଥର ପାଇଁ ସେ ମୁହଁ ଖୋଲିଛନ୍ତି। ଗୁରୁବାର ଏକ ବାର୍ତ୍ତା ପଠାଇ ସେ କହିଛନ୍ତି, “ପ୍ରଥମେ ରାଷ୍ଟ୍ର, ତାପରେ...
ଥିରୁଅନନ୍ତପୁରମ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କେରଳର ୱାୟନାଡ଼ ଲୋକସଭା ଆସନରୁ ନାମାଙ୍କନ ଭରିଛନ୍ତି। ନାମାଙ୍କନ ଭରିବା ବେଳେ ତାଙ୍କ ସହିତ ଭଉଣୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଉପସ୍ଥିତ ଥିଲେ। ଚଳିତ ଥର ରାହୁଲ ଗାନ୍ଧି ଉଭୟ ଉତ୍ତର ପ୍ରଦେଶର ଆମେଥି ଓ କେରଳର ୱାୟନାଡ...
ଭୁବନେଶ୍ୱର: ଏବେ କିନ୍ତୁ ରାଜତନ୍ତ୍ର ନାହିଁ, ଚାଲିଛି ଗଣତନ୍ତ୍ର। ଏଥିରେ ମଧ୍ୟ ପ୍ରମୁଖ ଭୂମିକା ନେଉଛନ୍ତି ପୂର୍ବତନ ରାଜ୍ୟର ରାଜା ଓ ରାଣୀ। ପ୍ରଜାଙ୍କ ସେବାରେ ନିଜକୁ ନିୟୋଜିତ କରିବାକୁ ନିର୍ବାଚନ ମଇଦାନରେ ବେଶ୍ ଚଳଚଞ୍ଚଳ ହେଉଛନ୍ତି। ୨୦୧୯ ମହାସମରରେ ଏମିତି ଅନେକ ରାଣୀଙ୍କୁ ନେଇ ଚାଲିଛି ଚର୍ଚ୍ଚା।...
ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁ’ରେ ହୋଇଛି ଫିଲ୍ମ। ନାଁ ରହିଛି ‘ବିଜୁ ବାବୁ’। ପୋଷ୍ଟରରେ ମଧ୍ୟ ରହିଛି ବିଜୁ ବାବୁଙ୍କ ଫଟୋ। ହେଲେ ଫିଲ୍ମରେ କିନ୍ତୁ ଜମାରୁ ନାହିଁ ପ୍ରବାଦ ପୁରୁଷଙ୍କ ଜୀବନୀ କି ଆଦର୍ଶ ଉପରେ ଗୋଟିଏ ବି...
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ମିଳେ କେତେ ଆଶା କେତେ ପ୍ରତିଶ୍ରୁତି। ନୂଆ ନୂଆ ଯୋଜନାର ଭେଳିକି ଦେଖାଇ ଭୋଟରଙ୍କୁ ଆକର୍ଷିତ କରନ୍ତି ସରକାରୀ ଦଳ। ହେଲେ ନିର୍ବାଚନ ସରିଗଲେ ଯେମିତି ଲୋକଙ୍କ ଦୁଃଖ ଦେଖିବାକୁ କାହାରି ପାଖରେ ସମୟ ନଥାଏ। ଏମିତିକି ବର୍ଷ ବର୍ଷ ଧରି ମୌଳିକ...
ଭୁବନେଶ୍ୱର: ରାଜ୍ୟରେ ତିନି ପ୍ରମୁଖ ଦଳ ପ୍ରାୟତଃ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ତେବେ କୌଣସି ଦଳ ଏଯାଏ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରକାଶ କରିନାହାନ୍ତି। ଆସନ୍ତୁ ଜାଣିବା କେଉଁ ଦଳ ଆଉ କେତେ ଆସନରେ ଘୋଷଣା କରିନାହାନ୍ତି ସେମାନଙ୍କ ପ୍ରାର୍ଥୀଙ୍କ ନାଁ। ବିଜେଡି ବାରିପଦା ଓ କେନ୍ଦ୍ରାପଡ଼ା...
ଭୁବନେଶ୍ୱର: କଂଗ୍ରେସରେ ଘଡ଼ିକେ ଘୋଡା ଛୁଟୁଛି। ଏ ଘଣ୍ଟାରେ ପ୍ରାର୍ଥୀଙ୍କ ନାଁ ଘୋଷଣା, ଆର ଘଣ୍ଟାକୁ ପରିବର୍ତ୍ତନ। ଟିକେଟ ବଣ୍ଟାକୁ ନେଇ ଦଳରେ ଅସନ୍ତୋଷ ଏମିତି ବଢିଛି ଯେ କାହାକୁ ପ୍ରାର୍ଥୀ କରିବେ କାହାକୁ କରିବେନି, ସିଦ୍ଧାନ୍ତରେ ପହଞ୍ଚି ପାରୁନାହାନ୍ତି ନେତୃବୃନ୍ଦ। ମହିଳା କଂଗ୍ରେସ ସଭାନେତ୍ରୀ ହୁଅନ୍ତୁ କି...
ଭୁବନେଶ୍ୱର: ଛକାପଞ୍ଝା ରାଜନୀତି ଭିତରେ ଏଥର ଟିକେଟକୁ ନେଇ ବିଜେପିରେ ଶେଷ ଯାଏଁ ଲାଗି ରହିଛି ସସ୍ପେନ୍ସ। କଂଗ୍ରେସରୁ ଇସ୍ତଫା ଦେଇଥିବା ବିଭୁପ୍ରସାଦ ତରେଇ ଆଜି ପଦ୍ମ ଧରିବା ପରେ ଦଳ ତାଙ୍କୁ ଜଗତସିଂହପୁର ଲୋକସଭାରୁ ପ୍ରାର୍ଥୀ କରିବ ବୋଲି କୁହାଯାଉଛି। ତାଙ୍କ ପରି ଶେଷ ମୁହୁର୍ତ୍ତରେ ପଦ୍ମ...