ଜୟପୁର: ବାଙ୍ଗାଲୋରକୁ ହରାଇ ଆଇପିଏଲ୍ରେ ପ୍ରଥମ ବିଜୟ ହାସଲ କରିଛି ରାଜସ୍ଥାନ ରୋୟାଲ୍ସ। ୧୫୯ ରନକୁ ପିଛା କରୁଥିବା ରାଜସ୍ଥାନ ଶେଷ ଓଭରରେ ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଖାତା ଖୋଲିଛି। ଦଳ ପକ୍ଷରୁ ଜୋସ ବଟଲର ୫୯ ରନ, ଷ୍ଟଭ୍ ସ୍ମିଥ ୩୮ ରନ ଏବଂ ରାହୁଲ...
ଭୁବନେଶ୍ୱର: ମହିଳା କଂଗ୍ରେସ ସଭାନେତ୍ରୀ ପଦ ଛାଡ଼ି ପାରନ୍ତି ସୁମିତ୍ରା ଜେନା। ଓଟିଭିକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ ଏପରି ସଙ୍କେତ ଦେଇଛନ୍ତି। ଏହାସହ ଆସନ୍ତା ନିର୍ବାଚନରେ ସେ କୌଣସି ଆସନରୁ ପ୍ରାର୍ଥୀ ହେବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି। ଆଜି ଅପରାହ୍ଣରେ ସେ ମହିଳା ସଭାନେତ୍ରୀ...
ଭୁବନେଶ୍ୱର: ମଙ୍ଗଳବାର ବିଜେଡି ୭ ବିଧାନସଭା ଓ ୨ ଲୋକସଭା ଆସନ ପାଇଁ ତା’ର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ଏହି ପର୍ଯ୍ୟାୟ ଘୋଷଣାରେ ୫ ଜଣ ବିଧାୟକଙ୍କ ଟିକେଟ୍ କାଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ ମହାନ୍ତିଙ୍କ ଟିକେଟ କଟିଛି। ଭୁବନେଶ୍ୱର ଉତ୍ତର...
ବାଲେଶ୍ୱର (ରଶ୍ମିରଞ୍ଜନ ଦାସ): ବାଲେଶ୍ୱର ସହର ଦର୍ଜି ପୋଖରୀ ଛକରେ ଜଣେ ଯୁବତୀ ମରଣାନ୍ତକ ଆକ୍ରମଣର ଶିକାରହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ଯୁବତୀ ଜଣଙ୍କ ଘରକୁ ଫେରୁଥିବା ବେଳେ ମହେଶ୍ୱର ମହାନ୍ତି ନାମକ ଜଣେ ଯୁବକ ତାଙ୍କୁ ବ୍ଲେଡରେ ଆକ୍ରମଣ କରିଥିଲେ। ତାଙ୍କ ବେକ ଓ ଗାଲରେ କ୍ଷତ ହୋଇଛି।...
ବାରିପଦା (ମାଣିକଲାଲ ପାଣି): ବାରିପଦା-ଉଦଳା ରାସ୍ତାରେ ଏକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇଜଣ ହେଲେ ଉଠାଣି ନୂଆଗାଁର ହୃଷିକେଶ ସରଘରିଆ ଓ ଅନ୍ୟ ଜଣେ ବିଶିକେସନ ପୃଷ୍ଟି। କରଞ୍ଜିଆ ଛକରେ ଏକ ଘରୋଇ ଆମ୍ବୁଲାନ୍ସ ତାଙ୍କ ବାଇକ୍ ସହ ଧକ୍କା ହେବାରୁ ଏହି ଅଘଟଣ...
ଭୁବନେଶ୍ୱର: ବଳକା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ବିଳମ୍ବିତ ରାତିରେ ଓଡ଼ିଶାର ୨ ଲୋକସଭା ଓ ୯ ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି। କଟକ ଲୋକସଭା ଆସନରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଓ ଯାଜପୁର ଲୋକସଭା ଆସନରୁ ମାନସ...
ଭୁବନେଶ୍ୱର : ମହିଳାଙ୍କୁ ଟିକେଟ ଦେବାରେ ଅଣଦେଖା ଅଭିଯୋଗକୁ ନେଇ ରାଜ୍ୟ କଂଗ୍ରେସରେ ଦେଖିବାକୁ ମିଳିଛି ଘମାସାନ। ଗତ ଦୁଇ ଦିନ ହେଲାଣି କମ୍ପୁଛି କଂଗ୍ରେସ ଭବନ ପରିସର। ମହିଳା ସଭାନେତ୍ରୀ ସୁମିତ୍ରା ଜେନାଙ୍କ ନେତୃତ୍ୱରେ ଦଳୀୟ କର୍ମୀ ମୁଖ୍ୟାଳୟରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଗତକାଲି...
ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ଜମିବ ଷ୍ଟାର ପ୍ରଚାରକଙ୍କ ଭିଡ଼। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବିଏସ୍ପି ସୁପ୍ରିମୋ ମାୟାବତୀଙ୍କ ଯାଏଁ ଓଡ଼ିଶାରେ କରିବେ ନିର୍ବାଚନୀ ପ୍ରଚାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି କଳାହାଣ୍ଡି ଗସ୍ତରେ ଆସୁଛନ୍ତି। ଦିନ ୧୧ଟା ବେଳେ ଭବାନୀପାଟଣାରେ ଆୟୋଜିତ ବିଜେପିର ବିଜୟ...
ବାରିପଦା (ମାଣିକଲାଲ ପାଣି): ଗାଁରେ ନଳକୂପ ଅଛି, ହେଲେ ଏଥିରୁ ବାହାରୁଛି ଫ୍ଲୋରାଇଡ୍ ପାଣି। ଫଳରେ ବାଧ୍ୟ ହୋଇ ବର୍ଷ ବର୍ଷ ନଦୀ ଓ ନାଳ ପାଣି ପିଇବାକୁ ପଡୁଛି। ନେତାଠାରୁ ପ୍ରଶାସନ ସମସ୍ତଙ୍କୁ ଜଣାଇଲେ ମଧ୍ୟ ଜଳକଷ୍ଟରୁ ମିକ୍ତି ମିଳୁନି। ଏପରି ସମସ୍ୟା ଭୋଗୁଛନ୍ତି ମୟୂରଭଞ୍ଜ ଜିଲ୍ଲା...
ଭୁବନେଶ୍ୱର: ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଜେପିର ମିଶନ ଓଡ଼ିଶାରେ ପାରଳାଖେମୁଣ୍ଡି ଓ ଉମରକୋଟ୍ ନବୀନଙ୍କ ଉପରେ ବର୍ଷିଛନ୍ତି ଅମିତ ଶାହା। ଦକ୍ଷିଣ ଓଡ଼ିଶାର ଏହି ଦୁଇଟି ସ୍ଥାନରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ନବୀନ ସରକାରଙ୍କୁ ଉପାଡି ଫୋପାଡି ଦେବାକୁ ଆହ୍ୱାନ ଦେଇଛନ୍ତି ବିଜେପି...
ଭୁବନେଶ୍ୱର: ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛନ୍ତି। ଗୋଟିଏ ଲୋକସଭା ଓ ୯ଟି ବିଧାନସଭା ଆସନ ପାଇଁ ପ୍ରାଇ ତାଲିକା ଘୋଷଣା କରିଛନ୍ତି। ଏଥର ଘୋଷଣାରେ ଏକ ବଡ଼ କଥା ହେଉଛି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ଟିକେଟ ମିଳିନି। ତାଙ୍କ ସ୍ଥାନରେ...
ଆଠଗଡ଼(ନୀଳକଣ୍ଠ ଦୋରା): କଟକ ଜିଲ୍ଲାର ୫୫ ନମ୍ବର ଜାତୀୟ ରାଜପଥର ରାଧାକିଶୋରପୁର ନିକଟରେ ବିଜେଡିର ପ୍ରଚାର ଗାଡ଼ି (led van) ରେ ନିଆଁ ଲାଗିଯାଇଛି। ଗାଡ଼ିଟି ସଂପୂର୍ଣ୍ଣ ଜଳି ଯାଇଛି। ଏଥିରେ କାହାର କୌଣସି କ୍ଷତି ହୋଇନାହିଁ। ଘଟଣାସ୍ଥଳରେ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ...
ଚାନ୍ଦବାଲି (ବାସୁଦେବ ଦାସ): ଭଦ୍ରକର ଧାମରା ପୋର୍ଟ କମ୍ପାନୀକୁ କାମ କରିବାକୁ ଯାଉଥିବା ଜଣେ ଶ୍ରମିକର ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତ ଶ୍ରମିକ ହେଲେ କାର୍ତ୍ତିକ ଭୁଇଁଆ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନେ ବଳଭଦ୍ରପ୍ରସାଦ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।...
ଭୁବନେଶ୍ୱର: ଦିନିକିଆ ଓଡିଶା ଗସ୍ତରେ ଆସି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଭୁବନେଶ୍ୱର ସାଇ ଇଣ୍ଟରନାସନାଲ ସ୍କୁଲ ପ୍ରତିଷ୍ଠାର ୧୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ ଉତ୍କଳ ଦିବସ ପାଇଁ ଓଡ଼ିଶାବାସୀଙ୍କୁ ଶୁଭକାମନା ଜଣାଇଥିଲେ। ସ୍କୁଲରେ ଭ୍ୟାଲୁ ଏଜୁକେସନ ଉପରେ ଉପରାଷ୍ଟ୍ରପତି ଗୁରୁତ୍ୱ ଦେଇଥିଲେ।...