• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

azam-khan-jaya-prada
ଜୟାପ୍ରଦା ଓ ଆଜମ ଖାନ୍‌ଙ୍କ ମଧ୍ୟରେ ତେଜିଲା ବିବାଦ

ଲକ୍ଷ୍ନୌ: ଆପତ୍ତିଜନକ ମନ୍ତବ୍ୟକୁ ନେଇ ଉତ୍ତରପ୍ରଦେଶ ରାମପୁରରେ ବିଜେପି ପ୍ରାର୍ଥୀ ଜୟାପ୍ରଦା ଓ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ଙ୍କ ମଧ୍ୟରେ ବିବାଦ ଉଗ୍ରରୂପ ଧରିଛି। ଆଜମ୍ ଖାନ୍ ଦେଇଥିବା ଅଶାଳୀନ ମନ୍ତବ୍ୟର ଦୃଢ଼ ଜବାବ ଦେଇଛନ୍ତି ଜୟା। ଏଭଳି ବ୍ୟକ୍ତିକୁ ନିର୍ବାଚନ ଲଢିବାରୁ ସୁଯୋଗ ଦିଆଯିବା ଉଚିତ୍...

quater
ସରକାରୀ କ୍ୱାର୍ଟର୍ସରେ ବନ୍ଧୁକ କାରଖାନା ଠାବ

ଭୁବନେଶ୍ୱର: ଭୁବନେଶ୍ୱରର ଏକ ସରକାରୀ କ୍ୱାର୍ଟର୍ସରେ ବନ୍ଧୁକ କାରଖାନା ଠାବ କରାଯାଇଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ଜଣେ କର୍ମଚାରୀଙ୍କ ସରକାରୀ ବାସଭବନରେ ଏହି ବନ୍ଧୁକ କାରଖାନା ଠାବ କରାଯାଇଛି। ଏହି କାରଖାନାରୁ ୩ଟି ଅର୍ଦ୍ଧ ନିର୍ମିତ ବନ୍ଧୁକ ସହ ବିପୁଳ ପରିମାଣର ବାରୁଦ ଓ ଗୁଳି...

rahul
ରାହୁଲ ଗାନ୍ଧିଙ୍କୁ ରାଫେଲ୍ ଅଡ଼ୁଆ: ସୁପ୍ରିମକୋର୍ଟ ଦେଲେ ରେଡ୍ ସିଗ୍‌ନାଲ୍‌

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କୁ ରାଫେଲ୍ ଅଡ଼ୁଆ। ରାଫେଲ ଜେଟ୍ ମାମଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟ ରେଡ୍ ସିଗ୍‌ନାଲ୍‌ ଦେଇଛନ୍ତି। କୋର୍ଟଙ୍କ ରାୟକୁ ରାହୁଲ କଦର୍ଥ କରିଥିବା ନେଇ ସୁପ୍ରିମକୋର୍ଟ ତାଙ୍କୁ ନୋଟିସ୍ ଜାରି କରିଛନ୍ତି। ବିଜେପି ପକ୍ଷରୁ ଦାୟର ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟ ଏହି...

utkal-divas
ସାଉଦି ଆରବରେ ଉତ୍କଳ ଦିବସ ପାଳିତ

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ସାଉଦି ଆରବରେ ଉତ୍କଳ ଦିବସ ପାଳନ କରାଯାଇଛି। ଓଡ଼ିଶା ଆସୋସିଏସନ୍ ଅଫ୍ ସାଉଦି ଆରବିଆ କଳିଙ୍ଗାନ୍-KSA ପକ୍ଷରୁ ଏହ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଆ ଶିଳ୍ପପତି ଡକ୍ଟର ଦେବ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେଠାରେ...

panjika
ପଣା ସଂକ୍ରାନ୍ତି ଅବସରରେ ନୂତନ ପଞ୍ଜିକା ପ୍ରଚଳନ

ପୁରୀ(ମଧୁସୂଦନ ମିଶ୍ର): ପବିତ୍ର ପଣା ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ହନୁମାନଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଛି। ଏହି ଅବସରରେ ନୂତନ ପଞ୍ଜିକା ପ୍ରଚଳନ ହୋଇଥିଲା। ନୂତନ ପଞ୍ଜିକାରେ ଚଳିତ ବର୍ଷର ତିଥି ବାର, ନକ୍ଷତ୍ର ଓ ପର୍ବପର୍ବାଣୀର ସମସ୍ତ ସୂଚନା ଦିଆଯାଇଛି। ଚଳିତ ବର୍ଷ ବନ୍ୟା,...

bjp
ବିଜେପିରେ ଯୋଗ ଦେଲେ ୩ ହଜାରରୁ ଅଧିକ ବିଜେଡି ଓ କଂଗ୍ରେସ କର୍ମୀ

ଭୁବନେଶ୍ୱର: ବିଜେପିରେ ମହାମିଳନ। ୩ ହଜାରରୁ ଅଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି। ଜଗତସିଂହପୁର ଜିଲ୍ଲାର ବାଲିକୁଦା ଏରସମା, ପୁରୀ, ପିପିଲି, ଡେଲାଙ୍ଗ, ଯାଜପୁରର କୋରେଇ ଓ ମାହାଙ୍ଗା ଅଞ୍ଚଳରୁ ୩ ହଜାରରୁ ଅଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ଭୁବନେଶ୍ୱର...