• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

college
ଏନ୍ଆଇଆର୍‌ଏଫ୍ ରାଙ୍କିଂରେ ନାହିଁ ଓଡ଼ିଶାର କୌଣସି ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ଏନ୍ଆଇଆର୍‌ଏଫ୍ ରାଙ୍କିଂରେ ଓଡ଼ିଶାର କୌଣସି ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ ସ୍ଥାନ ନ ପାଇବା ଘଟଣାକୁ ନେଇ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଗୁରୁତ୍ୱର ସହ ନେଇଛି । ଏନେଇ ବିପିୟୁଟି, ଆଇଜିଆଇଟି ସରାଙ୍ଗ, ସିଇଟି ଭୁବନେଶ୍ୱର ସମେତ ୮ଟି ବୈଷୟିକ ଶିକ୍ଷାନୁଷ୍ଠାନକୁ ବିଭାଗ ରିପୋର୍ଟ ତଲବ...

utkal-divas
ବାହାରିନ୍‌ରେ ଓଡ଼ିଆ ନବ ବର୍ଷ ପାଳିତ

ଭୁବନେଶ୍ୱର: ଉପସାଗରୀୟ ଦେଶ ବାହାରିନ୍‌ରେ ଓଡ଼ିଆ ନବ ବର୍ଷ ପାଳିତ ହୋଇଯାଇଛି। ବାହାରିନ ଓଡ଼ିଆ ସମାଜ ପକ୍ଷରୁ ଆଡଲିୟାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଗଜପତି ମହାରାଜ ଦିବ୍ୟସିଂହ ଦେବ, ଅବସରପ୍ରାପ୍ତ କୁଟନୀତିଜ୍ଞ ଲଲିତ୍ ମାନସିଂହ ଏବଂ ବାହାରିନ ଶ୍ରମ ଓ ସମାଜ...

Untitled-1
୪ଟି ଟିମ୍ ଗଠନ, ଆଇଜିଙ୍କ ତଦାରଖରେ ହେବ ତଦନ୍ତ

ଖୋର୍ଦ୍ଧା(ବଳରାମ ଲେଙ୍କା): ୨୦୧୯ ସାଧାରଣ ନିର୍ବାଚନରେ ରାଜନୈତିକ ହିଂସା ଦିନକୁ ଦିନ ତୀବ୍ରତର ହେଉଛି। ଫଳସ୍ୱରୂପ ଗୁଳିକାଣ୍ଡରେ ଜଣେ ସକ୍ରିୟ ରାଜନୀତିକ କର୍ମୀଙ୍କର ପ୍ରାଣ ଯାଇଛି। ସୂଚନା ଅନୁସାରେ ଗତକାଲି ଖୋର୍ଦ୍ଧାରେ ବିଜେପି ବିଧାୟକ ପ୍ରାର୍ଥୀ କାଳୁ ଖଣ୍ଡାୟତରାୟଙ୍କ ସହଯୋଗୀ (ଖୋର୍ଦ୍ଧା ଜିଲ୍ଲା ବିଜେପି ମଣ୍ଡଳ ସଭାପତି) ମଙ୍ଗୁଳି...

medical
ମେଡିକାଲରେ ଦୟନୀୟ ଅବସ୍ଥାରେ ଚାଲିଛି ଚିକିତ୍ସା

କେନ୍ଦୁଝର (ପ୍ରଣୟ କୁମାର ପାଣି)/କରଞ୍ଜିଆ (ସତ୍ୟବ୍ରତ ବେହେରା) : କରଞ୍ଜିଆ ମେଡିକାଲରେ ଦୟନୀୟ ଅବସ୍ଥାରେ ଚାଲିଛି ଚିକିତ୍ସା। ବାରଣ୍ଡାରେ ପ୍ରସୂତୀ ଓ ନବ ଜାତ ପଡ଼ିରହିଥିବାବେଳେ ଦୟନୀୟ ଅବସ୍ଥାରେ ଶୋଇଛନ୍ତି ମାଆ ଓ ଶିଶୁ। ବର୍ଷେ ତଳେ ଏହି ମେଡିକାଲରେ ୧୦ କୋଟି ଟଙ୍କା ବ୍ୟୟରେ ୫୦ ଶଯ୍ୟା...

adityanath
ଯୋଗୀ ଓ ମାୟାବତୀଙ୍କୁ ଇସିଙ୍କ ଝଟକା

ନୂଆଦିଲ୍ଲୀ: ଯୋଗୀଙ୍କୁ ନିର୍ବାଚନ କମିଶନଙ୍କ ଝଟକା। ଆସନ୍ତା ଗୁରୁବାର ଯାଏ, ୩ ଦିନ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୌଣସି ନିର୍ବାଚନ ପ୍ରଚାର କରିପାରିବେ ନାହିଁ କି କୌଣସି ନିର୍ବାଚନୀ ସଭାରେ ଭାଷଣ ଦେଇପାରିବେ ନାହିଁ। କେବଳ ଯୋଗୀ ନୁହେଁ ମାୟାବତୀ ମଧ୍ୟ ଦୁଇ ଦିନ ପର୍ଯ୍ୟନ୍ତ...

cricket-.
ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ କ୍ରିକେଟ ଟିମ୍ ଘୋଷଣା

ନୂଆଦିଲ୍ଲୀ: ଆସନ୍ତା ବିଶ୍ୱକପ କ୍ରିକେଟ ୨୦୧୯ ପାଇଁ ଘୋଷଣା ହୋଇଛି ଭାରତୀୟ କ୍ରିକେଟ ଟିମ୍। ଦଳରେ ବିରାଟ କୋହଲି ଅଧିନାୟକ ଏବଂ ରୋହିତ ଶର୍ମାଙ୍କୁ ଉପଅଧିନାୟକ ଭାବେ ଚୟନ କରାଯାଇଛି। ଏମାନଙ୍କ ବ୍ୟତୀତ ଦଳରେ ଅନ୍ୟ ଖେଳାଳି ଶିଖର ଧାୱନ, କେଏଲ୍ ରାହୁଲ, ବିଜୟ ଶଙ୍କର, ମହେନ୍ଦ୍ର ସିଂ...