ସୋରୋ(ଶଶିକାନ୍ତ ବେହେରା): ମୁମ୍ବାଇରୁ ଚୋରି କରି ପଳାଇ ଆସିଥିବା ଯୁବକ ବାଲେଶ୍ୱରରେ ଗିରଫ। ବାଲେଶ୍ୱର ଖଇରା ଥାନା ଗଣ୍ଡୁଆ ଗାଁର ମାନସ ନାମରେ ଜଣେ ଯୁବକ ଗତ କିଛି ବର୍ଷ ଧରି ମୁମ୍ବାଇ ଦାଦର ଥାନା ଅଞ୍ଚଳରେ ଜଣଙ୍କ ଘରେ ରହି କାମ କରୁଥିଲା। ତେବେ ମାନସ ମାଲିକଙ୍କ...
ବାଲିଗୁଡ଼ା(ଅଜିତ୍ କୁମାର ନାୟକ): ଆସନ୍ତାକାଲି କନ୍ଧମାଳ ଜିଲ୍ଲାର ମାଓପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା ବାଲିଗୁଡା ଓ ଜି.ଉଦୟଗିରି ବିଧାନସଭା କ୍ଷେତ୍ରରେ ଭୋଟ ଗ୍ରହଣ କରାଯିବ। ଏ ନେଇ ଉଭୟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଉଭୟ ଅଞ୍ଚଳର ବହୁ ମତଦାନ କେନ୍ଦ୍ର ମାଓପ୍ରବଣ ତଥା...
ଭୁବନେଶ୍ୱର: ଖୋର୍ଦ୍ଧାର ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ଘଟଣାରେ କ୍ରାଇମ୍ବ୍ରାଞ୍ଚ ତଦନ୍ତ ହେବ। ଭାରପ୍ରାପ୍ତ ଡିଜିପି ବି.କେ. ଶର୍ମା ଆଜି ଏହି ସୂଚନା ଦେଇଛନ୍ତି। କ୍ରାଇମବ୍ରାଞ୍ଚ ଡିଏସ୍ପି ପ୍ରମୋଦ ରଥଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ଏଥିସହ ଆଇଜି ଅରୁଣ ବୋଥ୍ରା ଏହାର ତତ୍ୱାବଧାନ କରିବେ। ରବିବାର ରାତିରେ ଖୋର୍ଦ୍ଧା...
ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଉଦଳା-ବାରିପଦା ମୁଖ୍ୟ ରାସ୍ତାର ସାନକେରକ ଛକଠାରେ ଏକ ଚଳନ୍ତା କାର୍ରେ ନିଆଁ ଲାଗିଯାଇଛି। ରାସ୍ତା ମଝିରେ କାର୍ଟି ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା। ତେବେ ଗାଡ଼ିରେ ଥିବା ଡ୍ରାଇଭରଙ୍କ ସମେତ ୩ ଜଣ ବ୍ୟକ୍ତି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ...
ଚେନ୍ନାଇ: ତାମିଲନାଡୁର ଭେଲ୍ଲୋର ଲୋକସଭା ଆସନରେ ନିର୍ବାଚନ ବାତିଲ ଲାଗି ସୁପାରିଶ। ବେଆଇନ୍ ଭାବେ ଟଙ୍କା କାରବାର ଓ ବହୁ ପରିମାଣର ଟଙ୍କା ଜବତ ହେବା ଘଟଣାକୁ ନେଇ ନିର୍ବାଚନ ବାତିଲ କରିବା ଲାଗି ରାଷ୍ଟ୍ରପତିଙ୍କୁ ନିର୍ବାଚନ କମିଶନ ସୁପାରିଶ କରିଛନ୍ତି। ଭେଲ୍ଲୋର ଲୋକସଭା ଆସନର ଡିଏମ୍କେ ପ୍ରାର୍ଥୀ...
ଥିରୁଭନନ୍ତପୁରମ: ଚିକିତ୍ସାଧୀନ କଂଗ୍ରେସ ନେତା ଶଶି ଥରୁରଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଭେଟିଛନ୍ତି। କେରଳ ଗସ୍ତରେ ଥିବା ସୀତାରମଣ ଥିରୁଭନନ୍ତପୁରମରେ ଏକ ସୁପର ସ୍ପେଶିଆଲିଟି ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ଥରୁର୍ଙ୍କୁ ଭେଟିବା ସହ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଗତକାଲି ପ୍ରଚାର ପୂର୍ବରୁ ଥରୁର୍ କେରଳର ଥାମ୍ପନୁରରେ ଗାନ୍ଧାରୀ...