ଭୁବନେଶ୍ୱର : ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ବିଜେଡି ପାର୍ଟି ଅଫିସ୍ରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ତାଙ୍କ ସହ ବହୁ ଦଳୀୟ ନେତା ଓ କର୍ମୀ ମଧ୍ୟ ବିଜେଡି କାର୍ଯ୍ୟାଳୟ ଯାଇ...
ରାଉରକେଲା: ନିର୍ବାଚନ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଯାଇଥିବା ହେଲିକପ୍ଟରର ଯାଞ୍ଚ ହୋଇଛି। ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କାଡ୍ ପକ୍ଷରୁ ଏହି ଯାଞ୍ଚ କରାଯାଇଛି। ମୁଖ୍ୟମନ୍ତ୍ରୀ ବସିଥିବା ହେଲିକପ୍ଟର ଯାଞ୍ଚ ବେଳର ଏକ ଭିଡିଓ ଏବେ ଭାଇରାଲ୍ ହେଉଛି। ଭିଡିଓଟି ଗତକାଲିର ବୋଲି ସୂଚନା ମିଳିଛି। ରାଉରକେଲାକୁ ମୁଖ୍ୟମନ୍ତ୍ରୀ...
ମୟୂରଭଞ୍ଜ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜରେ ନିର୍ବାଚନ ପ୍ରଚାର କରିଛନ୍ତି। କେନ୍ଦୁଝର ଲୋକସଭା କ୍ଷେତ୍ରର କରଞ୍ଜିଆ ବିଧାନସଭା ନିର୍ବାଚନ ମଣ୍ଡଳୀର ଠାକୁରମୁଣ୍ଡାରେ ଆୟୋଜିତ ଏକ ସମାବେଶରେ ସେ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ସମାଲୋଚନା କରିଛନ୍ତି। ପୁଣିଥରେ କାଳିଆ ଯୋଜନା ପ୍ରସଙ୍ଗ ଉଠାଇ ସେ କେନ୍ଦ୍ରକୁ...
ବରଗଡ଼(ଦୀପକ ଶର୍ମା): ଆସନ୍ତାକାଲି ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ବରଗଡ଼ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତାକାଲି ଭୋଟ୍ ଗ୍ରହଣ ପାଇଁ ପୋଲିଂ ଅଫିସର୍ ନିଜ ନିଜର ବୁଥକୁ ଯାଇଛନ୍ତି। ବରଗଡ଼ରୁ ଭଟଲି ଓ ଅତାବିରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ୍ରେ ପୋଲିଂ ଅଫିସର୍...
ନୂଆଦିଲ୍ଲୀ: ଗତକାଲି ଦେଶର ୩ଟି ରାଜ୍ୟରେ ପ୍ରବଳ ବର୍ଷା, ଝଡ଼ ତୋଫାନ, ଧୂଳିଝଡ଼, ବଜ୍ରପାତ ଓ କୂଆପଥର ମାଡ଼ରେ ୩୩ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଗୁଜରାଟ୍ରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମଧ୍ୟପ୍ରଦେଶର ୧୩ ଓ ରାଜସ୍ଥାନରେ ୯ ଜଣଙ୍କ ମୃତ୍ୟୁ ହୋଇଛି। An ex- gratia...