ଗଜପତି(ଆଦର୍ଶ ଦାଶ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ମା’ କଦମଖଣ୍ଡିଙ୍କ ଗଜାମୁଆଁ ଯାତ୍ରା ମହାସମାରୋହରେ ପାଳିତ ହୋଇଛି। ପ୍ରତ୍ୟେକ ବର୍ଷ ଚୈତ୍ର ମାସରେ ପାରଳାଖେମୁଣ୍ଡିରେ ଏହି ଯାତ୍ରା ବେଶ୍ ଧୂମଧାମରେ ପାଳିତ ହୁଏ। ଚୈତ୍ର ମାସର ପ୍ରତ୍ୟେକ ମଙ୍ଗଳବାର ଏହି ଯାତ୍ରା ବାହାରିଥାଏ। ମୁଖ୍ୟତଃ ଶେଷ ମଙ୍ଗଳବାର ରାତିରେ ସହରର...