ବେଇଜିଂ: ଚୀନ ବଜାରରେ ବିକ୍ରି ହେଉଛନ୍ତି ପାକିସ୍ତାନୀ ଯୁବତୀ। ଯୁବତୀ କହିଲେ ଭୁଲ୍ ହେବ, ନବବଧୂ। ବିଭିନ୍ନ ପ୍ରଲୋଭନ ଦେଖାଇ ବିବାହ ନାମରେ ପାକିସ୍ତାନୀ ଯୁବତୀଙ୍କୁ ଚୀନ ଆଣି ଏଠାରେ ଦେହ ବ୍ୟବସାୟରେ ଲଗାଯାଉଥିବା ଅଭିଯୋଗ ଆସିଛି। ଏହି ଘଟଣାକୁ ନେଇ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଛି ଖୋଳତାଡ଼।...
ମୁମ୍ବାଇ: ରାସ୍ତା କଡ଼ରେ ଇଡ୍ଲି ଦୋକାନ କରିଥିବା ଜଣେ ବ୍ୟବସାୟୀ ଟଏଲେଟ୍ ପାଣିରେ କେମିତି ଚଟଣୀ ତିଆରି କରୁଛନ୍ତି, ତା’ର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ବୋରିଭଲି ରେଳ ଷ୍ଟେସନ ନିକଟରେ ଥିବା ଟଏଲେଟ୍ର ଟ୍ୟାପ୍ରୁ ପାଣି ଆଣି ଏହାକୁ ଚଟଣୀ ତିଆରିରେ ବ୍ୟବହାର...
ନୂଆଦିଲ୍ଲୀ: ଶୁକ୍ରବାର ଠାରୁ ଦେଶରେ ଆରମ୍ଭ ହୋଇଛି ମୋଦି-୨ ସରକାର। ମୋଦିଙ୍କ ନୂଆ ଟିମ୍ରେ ୫୭ ଜଣ ସାଂସଦ ମନ୍ତ୍ରୀ ପଦ ପାଇଛନ୍ତି। ଏମାନଙ୍କ ମଧ୍ୟରେ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଥିବା ଓଡ଼ିଶାର ପ୍ରତାପ ଷଡ଼ଙ୍ଗୀ ହେଉଛନ୍ତି ସବୁଠାରୁ ଗରିବ ମନ୍ତ୍ରୀ। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୩...
ନୂଆଦିଲ୍ଲୀ: ୧୭ତମ ଲୋକସଭାର ପ୍ରଥମ ଅଧିବେଶନ ଜୁନ୍ ୧୭ରୁ ଆରମ୍ଭ ହେବ। ଆରମ୍ଭ ହେଉଥିବା ସଂସଦର ଏହି ବିଜେଟ୍ ଅଧିବେଶନ ଜୁଲାଇ ୨୬ ଯାଏ ଚାଲିବ। ଏହି ଅଧିବେଶନ ମଧ୍ୟରେ ଏନ୍ଡିଏ-୨ ସରକାର ପୂର୍ଣ୍ଣକାଳୀନ ବଜେଟ୍ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି। ଜୁଲାଇ ୫ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ...
ନୂଆଦିଲ୍ଲୀ: କଂଗ୍ରେସର ସଂସଦୀୟ ଦଳ ନେତା ଭାବେ ସୋନିଆ ଗାନ୍ଧି ନିର୍ବାଚିତ ହୋଇଛନ୍ତି। କଂଗ୍ରେସର ସଂସଦୀୟ ଦଳ ନେତା ଚୟନ ନେଇ ଆଜି ସାଂସଦଙ୍କ ବୈଠକ ବସିଥିଲା। ଏହି ବୈଠକରେ ସୋନିଆ ଗାନ୍ଧିଙ୍କ ନାଁ ମନମୋହନ ସିଂହ ପ୍ରସ୍ତାବ ଦେଇଥିଲେ ଏବଂ ଏହାକୁ ଅନ୍ୟମାନେ ସମର୍ଥନ କରିଥିଲେ। ଏହା...
ଭୁବନେଶ୍ୱର: ଆଜି ଓଡ଼ିଶାରେ ପହଞ୍ଚିବ ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାଶଙ୍କ ମର ଶରୀର। ରାତି ୮ଟା ୫୫ରେ ଭୁବନେଶ୍ୱର ଏୟାରପୋର୍ଟରେ ବିମାନ ଯୋଗେ ତାଙ୍କ ମୃତଦେହ ଓଡିଶାରେ ପହଞ୍ଚିବ। ଗତକାଲି କାଠମାଣ୍ଡୁସ୍ଥିତ ଟି.ୟୁ. ଟିଚିଂ ହସପିଟାଲରେ କଳ୍ପନାଙ୍କ ଶବ ବ୍ୟବଛେଦ କରାଯାଇଥିଲା। ଶବ ବ୍ୟବଛେଦ ରିପୋର୍ଟ ସହ ମୃତ୍ୟୁ...
କର୍ଣ୍ଣାଟକ: କର୍ଣ୍ଣାଟକରୁ ଅପହରଣ ହୋଇଥିବା ନାବାଳିକାଙ୍କୁ ଉଦ୍ଧାର କରିବାକୁ ପୁଲିସକୁ ହଟହଟା ହେବାକୁ ପଡ଼ିଛି। ଉଭୟ କର୍ଣ୍ଣାଟକ ଓ ସ୍ଥାନୀୟ ପୁଲିସକୁ ଅଟକ ରଖାଯାଇଛି। ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ତାରକୁରୁଣିଆ ଗାଁ ଲୋକେ କର୍ଣ୍ଣାଟକ କେଜି ହିଲ୍ ଥାନା ଅଞ୍ଚଳରେ ରୋଷେଇ କାମ କରୁଥିବା...
କୋଲକାତା: ‘ଜୟ ଶ୍ରୀରାମ’ ନାରାକୁ ନେଇ ପଶ୍ଚିମବଙ୍ଗ ରାଜନୀତି ବେଶ ଉଷ୍ମ ହେବାରେ ଲାଗିଛି। ଶ୍ରଦ୍ଧାରେ ସମ୍ବୋଧନ କରାଯାଉଥିବା ଏହି ନାରା ଶୁଣିବା ମାତ୍ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କାହିଁକି ରାଗରେ ପାଚି ଲାଲ ହୋଇଯାଉଛନ୍ତି, ତାହା ଏବେ ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟର କାରଣ ପାଲଟିଛି। ଗତକାଲି ୨୪...
ନୂଆଦିଲ୍ଲୀ: ମୋଦି-୨ ସରକାରରେ ସବୁଠାରୁ ବଡ଼ ‘ସରପ୍ରାଇଜ୍ ପ୍ୟାକେଜ୍’ ହେଉଛନ୍ତି ଏସ୍ ଜୟଶଙ୍କର। ମୋଦି-ଶାହ ଯୋଡ଼ି ସମସ୍ତଙ୍କୁ ଚକମା ଦେଇ ପୂର୍ବତନ ବୈଦେଶିକ ସଚିବ ଏସ୍ ଜୟଶଙ୍କରଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ବାଛିବା ଓ ତାଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଦାୟିତ୍ଵ ଦେବା। ମୋଦି-୧ ସରକାରରେ ଏସ୍ ଜୟଶଙ୍କର...