• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

mamata banerjee
ମୋଦିଙ୍କ ଶପଥ ଉତ୍ସବରେ ଯୋଗ ଦେବେନି ମମତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ନେଇ ନିଷ୍ପତ୍ତି ବଦଳାଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗତକାଲି ସେ ଏହି ଉତ୍ସବରେ ଯୋଗ ଦେବେ ବୋଲି ସୂଚନା ମିଳିଥିଲା। ଏମିତିକି ଆଜି କୋଲକାତାରୁ ଅପରାହ୍ନ ୫ଟାରେ ବିମାନ ଯୋଗେ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ...

chhavi_0
ପ୍ରସବ ସମୟର ଅନୁଭୂତି କହିଲେ ଏହି ଅଭିନେତ୍ରୀ

ମୁମ୍ୱାଇ: ଟେଲିଭିଜନ ଜଗତର ଜଣାଶୁଣା ଚେହେରା ଛବି ମିତ୍ତଲ ଦ୍ୱିତୀୟ ଥର ଲାଗି ମା’ ହୋଇଛନ୍ତି। ମା’ ହେବା ଏକ ସୁନ୍ଦର ଅନୁଭବ। କିନ୍ତୁ ଦ୍ୱିତୀୟ ଥର ମା’ ହେବା ଅନୁଭବ ଛବିଙ୍କ ଲାଗି ବହୁତ ଭୟାନକ ଥିଲା ବୋଲି ସେ ବଖାଣିଛନ୍ତି। ଏହି ସମୟରେ ଡାକ୍ତରଙ୍କ ସେବା...

77
ନକଲି ମଦ କାରଖାନା ଠାବ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ନୂଆ ଭୁବନରୁ ଅବକାରୀ ବିଭାଗ ନକଲି ମଦ କାରଖାନା ଠାବ କରିଛି। ବିଶେଷ ସୂତ୍ରରୁ ଖବର ପାଇ ବିଳମ୍ୱିତ ରାତିରେ ଅବକାରୀ ବିଭାଗ ,ମୋବାଇଲ ସ୍କ୍ୱାଡ ଓ ପୋଲିସ ମିଳିତ ଭାବରେ ଚଢ଼ାଉ କରିଥିଲେ। ଚଢ଼ାଉ ପରେ ସେହି ସ୍ଥାନରୁ ବିପୁଳ ପରିମାଣର ମଦ...

infant
ଅଳିଆଗଦାରୁ ମିଳିଲା ନବଜାତକ

କୋରାପୁଟ: କୋରାପୁଟର ଜୟପୁରସ୍ଥିତ ପାରାବେଡ଼ାର ଏକ ସପିଂ ମଲ୍‌ ସାମ୍ନା ଅଳିଆଗଦାରୁ ଏକ ନବଜାତକର ମୃତଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକେ ଦେଖି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଟିକୁ ଜବତ କରିଥିଲା। ନବଜାତକଟି ଶିଶୁପୁତ୍ର ବୋଲି ଜଣାପଡ଼ିଛି। ଜନ୍ମ ପରେ ଶିଶୁ ପୁତ୍ରଟିକୁ କେହି...

modi
ହଙ୍ଗକଙ୍ଗରେ ମୋଦି ଲହର, ନମୋ ରେଷ୍ଟୁରାଣ୍ଟରେ ପାଳିତ ହେଲା ମୋଦିଙ୍କ ବିଜୟ ଉତ୍ସବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନରେ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ତାଙ୍କର ଲୋକପ୍ରିୟତା ଦ୍ୱିଗୁଣିତ ହୋଇଛି। ଭାରତରେ ନୁହେଁ, ଭାରତ ବାହାରେ ବି। ହଙ୍ଗକଙ୍ଗ୍‌ରେ ମୋଦିଙ୍କ ବିଜୟ ଉତ୍ସବ ଯେପରି ପାଳନ କରାଯାଇଛି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ହଙ୍ଗକଙ୍ଗ୍‌ରେ ଖୁବ୍‌ ଲୋକପ୍ରିୟ ମୋଦି ।...