• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Inside pictures of Puri Jagannath Temple go viral again
ରଥଯାତ୍ରାରେ କାହାକୁ କେଉଁ ଦାୟିତ୍ୱ

ପୁରୀ: ଆଗାମୀ ରଥଯାତ୍ରା ପାଇଁ ବରିଷ୍ଠ ଅଧିକାରୀଙ୍କୁ ସରକାର ଦାୟିତ୍ୱ ବାଣ୍ଟିଛନ୍ତି। ଜୁନ ୧୭ ତାରିଖରେ ହେବାକୁ ଥିବା ଦେବସ୍ନାନ ପୂର୍ଣ୍ଣିମାଠାରୁ ଜୁଲାଇ ୧୫ ତାରିଖରେ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଦାୟିତ୍ୱ ବଣ୍ଟନ କରାଯାଇଛି। ରେଳ ସୁରକ୍ଷା ଦାୟିତ୍ୱରେ ରହିବେ ADG ପ୍ରଣବିନ୍ଦୁ ଆଚାର୍ଯ୍ୟ। SRP କଟକ ତାଙ୍କୁ...

6
ଜଳିଗଲା ୧୪ ବଖରା

ଉଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ତୋଟାପଡା ଜେନା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ଯାଇଛି। ଅଗ୍ନିକାଣ୍ଡରେ ୭ଟି ପରିବାରର ୧୪ ବଖରା ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି ରାତିରେ ଗାଁର ଚିନ୍ତାମଣି ଜେନାଙ୍କ ଘରେ ପ୍ରଥମେ ନିଆଁ ଲାଗିଥିଲା। ଚାହୁଁ ଚାହୁଁ ପାଖ ୭ଟି ଘରକୁ ମାଡ଼ି ଯାଇଥିଲା...

naveen
ପ୍ରତି ମାସରେ ରିପୋର୍ଟ ଦେବାକୁ ମନ୍ତ୍ରୀଙ୍କୁ ତାଗିଦ୍‌ କଲେ ନବୀନ

ଭୁବନେଶ୍ୱର: ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ପ୍ରତି ମାସରେ ସମସ୍ତ ବିଭାଗ ଓ ମନ୍ତ୍ରୀଙ୍କ କାମକୁ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ। ମାସ ସାରା କ’ଣ କ’ଣ କାମ କରାଯାଇଛି, କେଉଁ କାମରେ କେତେ ଅଗ୍ରଗତି ହୋଇଛି ସେ ସଂପର୍କରେ ପ୍ରତି...

5
ମୋବାଇଲ୍‌ ଫାଟି ବାଳକ ଗୁରୁତର

ନବରଙ୍ଗପୁର: ମୋବାଇଲ ବ୍ୟାଟେରୀ ଫାଟି ଜଣେ ନାବାଳକ ଗୁରୁତର ହୋଇଛନ୍ତି। ଏପରି ଘଟଣା ନବରଙ୍ଗପୁର ଝରିଗାଁ ବଡ଼ପାଲିଆ ଗାଁରେ ଘଟିଛି। ଗତକାଲି ଲଛମନ ଭୁଞ୍ଜିଆ ନାମକ ଜଣେ ନାବାଳକ ତାଙ୍କ ମୋବାଇଲକୁ ସିଧାସଳଖ ଭାବରେ ସୋଲାର ତାର ସହ ସଂଯୋଗ କରି ଚାର୍ଜରେ ବସାଇଥିଲେ। ଚାର୍ଜରେ ବସାଇବାର ଅଳ୍ପ...

Indian-cricket-team
ଆଜି ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ ଭାରତ, ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ଦେବ ଟକ୍କର

ନୂଆଦିଲ୍ଲୀ: ଆଜିଠାରୁ ବିଶ୍ୱକପ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ। ବିଶ୍ୱକପ୍‌ର ପ୍ରଥମ ମୁକାବିଲାରେ ସାଉଥ ଆଫ୍ରିକା ବିରୋଧରେ ପଡ଼ିଆକୁ ଓହ୍ଲାଇବ ‘ବିରାଟ’ ବାହିନୀ। ଗତ ୨ ବର୍ଷ ମଧ୍ୟରେ ୧୩ଟି ସିରିଜରୁ ୧୦ଟିରେ ବିଜୟୀ ହୋଇଥିବା ଟିମ୍ ଇଣ୍ଡିଆ ତୃତୀୟ ଥର ପାଇଁ ବିଶ୍ୱକପ ଟ୍ରଫି ଜିତିବା...

3
ଆଜି ଇଦ୍‌, ଚଳଚଞ୍ଚଳ ହେଲା ସହର

କଟକ: ଆଜି ପବିତ୍ର ଇଦ୍‌ ।  ଚଳଚଞ୍ଚଳ ହୋଇ ପଡ଼ିଛି ସହର, ବଜାର। ଏହି ଅବସରରେ ମସଜିଦ୍‌ରେ  ସମୂହ ନମାଜପାଠ ପାଇଁ ଭିଡ ଜମିଛି। ଇଦ୍‌ ପାଇଁ ମସଜିଦକୁ ରଙ୍ଗୀନ ଆଲୋକମାଳାରେ ସଜା ଯାଇଛି। ଦୀର୍ଘ ୧ ମାସ ଧରି ଧର୍ମ ମାସ ରମଜାନରେ ଉପବାସ ରଖିଥିଲେ ମୁସଲମାନ...

2
ଦେବ ବିବାହ ପାଇଁ ସରିଲା ନିମନ୍ତ୍ରଣ କାର୍ଯ୍ୟ

ସମ୍ୱଲପୁର: ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ନନ୍ଦପଡାର ବମବରାଡ ବାଲୁଙ୍କେଶ୍ୱର ବାବାଙ୍କ ଦେବ ନିମନ୍ତ୍ରଣ କାର୍ଯ୍ୟ ‘ଗୁଆଗୁଣ୍ଡା’ ସମ୍ପନ୍ନ ହୋଇଛି। ପରମ୍ପରା ଅନୁସାରେ ଗତକାଲି ରାତିରେ ନୃସିଂହ ମହାପ୍ରଭୁ ଏକ ସୁସଜ୍ଜିତ ବିମାନରେ  ନିମନ୍ତ୍ରଣ ଦେବାକୁ ବାହାରିଥିଲେ। ସହରର ବିଭିନ୍ନ ଦେବାଦେବୀଙ୍କ ମନ୍ଦିରକୁ ଯାଇ ଗୁଆ-ହଳଦି-ମିଠେଇ...

1
ଆଜି ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ରାୟପୁରକୁ ଉଡ଼ିବ ବିମାନ

ଭୁବନେଶ୍ୱର: ଆଜି ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ରାୟପୁରକୁ ବିମାନ ସିଧା ଉଡ଼ିବ। ଏନେଇ ଝାରସୁଗୁଡ଼ା ବିମାନ ବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ପ୍ରତିଦିନ ସକାଳ ୧୦ଟା ୩୫ମିନିଟ୍‌ରେ ଝାରସୁଗୁଡ଼ାରୁ ଭୁବନେଶ୍ୱରକୁ ବିମାନ ଉଡ଼ିବ। କିନ୍ତୁ ଆଜି ପ୍ରଥମ ଦିନ ହୋଇଥିବାରୁ ଝାରସୁଗୁଡ଼ାରୁ...

1559233692-sarangi
ପ୍ରତାପଙ୍କୁ ମନ୍ତ୍ରୀପଦରୁ ହଟାଇବା ପାଇଁ ଚାଲିଛି କି ଷଡ଼ଯନ୍ତ୍ର !

ଭୁବନେଶ୍ୱର: ମନ୍ତ୍ରିମଣ୍ଡଳରୁ ବିଦା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବିରୋଧରେ ହେଉଛି କି ଷଡ଼ଯନ୍ତ୍ର? ଏପରି କହିବାର କାରଣ ହେଉଛି ଏକ ନିର୍ଦ୍ଦଷ୍ଟ କୋଟେରୀ ଗ୍ରୁପ୍‌ ତାଙ୍କ ବିରୋଧରେ ପ୍ରତିଦିନ ନାନା ଅପପ୍ରଚାର କରିଚାଲିଛନ୍ତି। ଏପରିକି ତାଙ୍କ ନାଁ ବିଭିନ୍ନ ଅପରାଧିକ ମାମଲାରେ ଯୋଡ଼ା ଯାଉଛି। ବିଶେଷ...

shiva_1559296887_800x420
ଭାରତରେ ତିଆରି ହେବ ଶିବଙ୍କର ସବୁଠାରୁ ବଡ଼ ମୂର୍ତ୍ତି

ଜୟପୁର: ଗୁଜରାଟରରେ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ମୂର୍ତ୍ତି ପରେ ପୁଣି ଏକ ସୁଉଚ୍ଚ ମୂର୍ତ୍ତି ଏବେ ଚର୍ଚ୍ଚାରେ। ରାଜସ୍ଥାନରେ ସଂହାରକର୍ତ୍ତା ଶିବଙ୍କର ଉଚ୍ଚତମ ମୂର୍ତ୍ତି ଏବେ ନିର୍ମାଣାଧୀନ ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଏହାର କାମ ଏବେ ଜୋରସୋରରେ ଚାଲିଛି ଏବଂ...

ura
ମହିଳାଙ୍କୁ ହତ୍ୟା କରି ଶାରୀରିକ ସମ୍ପର୍କ ରଖୁଥିବା ଅପରାଧୀ ଗିରଫ

କୋଲକାତା: ଶୀର୍ଷକ ପଢ଼ି ଆପଣମାନେ ନିଶ୍ଚିତ ଏକ କ୍ରାଇମ୍‌ ଥ୍ରୀଲର୍ ଫିଲ୍ମ କଥା ଭାବୁଥିବେ। କିନ୍ତୁ ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନରେ ଦୀର୍ଘଦିନ ହେଲା ମହିଳାଙ୍କୁ ପ୍ରଥମେ ହତ୍ୟା ଓ ପରେ ସେମାନଙ୍କ ସହ ଶାରିରୀକ ସମ୍ପର୍କ ରଖୁଥିବା ଜଣେ କୁଖ୍ୟାତ୍‌ ଓ ବିକୃତ ମାନସିକତାର ସିରିଏଲ୍‌ ହତ୍ୟାକାରୀକୁ ପୁଲିସ୍‌...