• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

10
ରାଜ୍ୟ ସଂଗ୍ରହାଳୟରେ ଶୋଭାପାଉଛି କଳ୍ପନା ଦାଶଙ୍କ ପୋଷାକ

ଭୁବନେଶ୍ୱର: ଏଭେରେଷ୍ଟ ପର୍ବତରେ ପ୍ରାଣ ହାରିଥିବା ପର୍ବତ ରାଣୀ କଳ୍ପନା ଦାଶଙ୍କ ମରଶରୀର ଏଯାଏଁ ଓଡ଼ିଶା ଫେରିପାରିନାହିଁ। ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଥିବା ବେଳେ ଆଜି ରାଜ୍ୟ ସଂଗ୍ରହାଳୟରେ କଳ୍ପନାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ୨୦୦୮ ମସିହାରେ...

sona_salman
ସଲମାନ୍‌ ବିଷାକ୍ତ ପୁରୁଷ: ସୋନା ମହାପାତ୍ର

ମୁମ୍ୱାଇ: ବଲିଉଡ୍‌ର ଦବଙ୍ଗ ଖାନ୍‌ଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଗାୟିକା ସୋନା ମହାପାତ୍ର। ଏଥର ସୋନା ବଲିଉଡ଼ ସୁପରଷ୍ଟାର ସଲମାନ ଖାନ୍‌କୁ ସମାଲୋଚନା କରିଛନ୍ତି। ଏମିତିକି ସେ ସଲମାନଙ୍କୁ ବିଷାକ୍ତ ପୁରୁଷତ୍ୱ ବୋଲି କହିବାକୁ ବି ପଛାଇ ନାହାନ୍ତି। ପୁଣିଥରେ ସୋନା ସଲମାନ୍‌ଙ୍କୁ...

salman
ସଲମାନ୍‌ଙ୍କ ଖୁଲାସା, ଆଜିଯାଏଁ କାହିଁକି ରହିଛନ୍ତି ଅବିବାହିତ

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ଏଲିଜିବଲ୍‌ ବ୍ୟାଚ୍‌ଲର୍‌ ଭାବେ ଜଣାଶୁଣା ସଲମାନ୍‌ ଖାନ୍‌। ଭାଇଜାନ୍‌ ସଲ୍‌ମାନଙ୍କ ବାହାଘରକୁ ନେଇ ସବୁବେଳେ ଚର୍ଚ୍ଚା ଜୋର୍‌ ଧରିଥାଏ। ଯେତେବେଳେ ବି ତାଙ୍କୁ ବାହାଘର ବିଷୟରେ ପଚରାଯାଏ ସେତେବେଳେ ସେ କିଛି ଅଲଗା କଥା କହି ବିବାହ କଥାକୁ ଏଡ଼ାଇ ଦେଇଥାନ୍ତି। କେବଳ ବଲିଉଡ୍‌...

CM Naveen Patnaik
ମୋ ପରେ ଆମ ପରିବାରରୁ କେହି ରାଜନୀତିକୁ ଆସିବେ ନାହିଁ: ନବୀନ

ଭୁବନେଶ୍ୱର: ମୋ ପରିବାରରୁ କେହି ବି ରାଜନୀତିକୁ ଆସିବେ ନାହିଁ। ମୋ ପରେ କିଏ ଉତ୍ତରଦାୟିତ୍ୱ ଗ୍ରହଣ କରିବ ତାହା ଜନସାଧାରଣ ନିଷ୍ପତ୍ତି କରିବେ। ଏ ରାଜ୍ୟର ଜନତା ହିଁ ତାଙ୍କ ନେତା ବାଛିବେ। ଲଗାତାର ପଞ୍ଚମଥର ପାଇଁ ବିଜୟ ହାସଲ କରିଥିବା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ...

nu
ଦିନକ ପରେ ଶପଥ ଗ୍ରହଣ ଉତ୍ସବ, ଜାଣନ୍ତୁ କାହା ଭାଗ୍ୟରେ ମନ୍ତ୍ରିପଦ ?

ଭୁବନେଶ୍ୱର : ବିଜେଡ଼ି ଏଥର ପଞ୍ଚମଥର ପାଇଁ ସରକାର ଗଠନ କରୁଥିବା ବେଳେ ଦଳର କେଉଁ ନେତାଙ୍କୁ ମିଳିବ ମନ୍ତ୍ରୀପଦ? କାହାକୁ ମିଳିବ କେଉଁ ବିଭାଗ? ରାତି ପାହିଲେ ହେବ ଶପଥପାଠ ଉତ୍ସବ। ତେବେ କାହା ମୁଣ୍ଡରେ ହାତୀ ଢାଳିବ ସୁନାକଳସ, ଏହାକୁ ନେଇ ବିଜୟୀ ବିଜେଡ଼ି ନେତାଙ୍କ...

Eid-al-Fitr-in-Birgunj-3
ସପ୍ତାହେ ପରେ ଇଦ୍‌, ବଜାର ଏବେଠୁ ଭିଡ଼

କଟକ: ଆସନ୍ତା ୫ ତାରିଖରେ ଭାଇଚାରାର ସହର କଟକରେ ପାଳନ ହେବାକୁ ଯାଉଛି ଇଦ୍‌। ଖାସ୍ ରମଜାନ ମାସ  ପାଇଁ ଏବେ ବେଶ୍ ସରଗରମ କଟକ ବଜାର। ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀକୁ ନେଇ ଖୋଲା ଯାଇଛି ଅନେକ ଗୁଡ଼ିଏ ଅସ୍ଥାୟୀ ଦୋକାନ। ଖରା ସତ୍ତ୍ୱେ ମଧ୍ୟ ଏହି...

5
ଏଥର ଶୀତଳଷଷ୍ଠୀରେ ବାହାରିବ ଜଳହସ୍ତୀ

ସମ୍ବଲପୁର (ସଞ୍ଜୟ ଜେନା): କୁହାଯାଏ ଶୀତଳଷଷ୍ଠୀ ନ ଆସିଲା ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମର ପ୍ରଭାବ କମେ ନାହିଁ। ସେଇଥି ପାଇଁ ସମସ୍ତେ ସ୍ଥାନୀୟ ଅଞ୍ଚଳର ଏହି ପ୍ରସିଦ୍ଧ ଗଣପର୍ବକୁ ଅପେକ୍ଷା କରିଥାଆନ୍ତି। ଆଉ ଦିନ କେଇଟା ଗଲେ ଚଳିତ ବର୍ଷର ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହେଉଥିବା ବେଳେ...

prickly-heat
ଖରାଦିନେ ଘିମିରିକୁ ନେଇ ଚିନ୍ତିତ କି? ଆପଣାନ୍ତୁ ଏହିସବୁ ଉପାୟ

ଭୁବନେଶ୍ୱର: ଅସହ୍ୟ ତାତିରେ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଟାଣ ଖରା ସାଙ୍ଗକୁ ଗୁଳୁଗୁଳି ସମସ୍ତଙ୍କୁ ନାକେଦମ କରି ଦେଉଛି। ଆଉ ଏହି ଗରମରେ ଯେଉଁଟା ମୁଖ୍ୟ ସମସ୍ୟା ହୋଇ ଠିଆ ହୋଇଛି ସେଇଟା ହେଉଛି ଘିମିରି। ଗରମ ଦିନରେ କେମିତି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ, ଆସନ୍ତୁ ତା’ର...