ନୂଆଦିଲ୍ଲୀ: ‘ଓଡ଼ିଶାର ମୋଦି’ ଓ ‘ନନା’ ଭାବେ ପରିଚିତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ମୋଦିଙ୍କ ଟିମ୍ରେ ସେ ରାଷ୍ଟ୍ରମନ୍ତ୍ରୀ ହୋଇ ଏମ୍ଏସ୍ଏମ୍ଇ, ପଶୁ, ଗୋ ସମ୍ପଦ ଓ ମତ୍ସ୍ୟ ସମ୍ପଦ ମନ୍ତ୍ରଣାଳୟ ଦାୟିତ୍ୱ ପାଇଛନ୍ତି। ତେବେ ନିଜର ସାଦା ସିଧା ଜୀବନ...
ଲଣ୍ଡନ: ଆଇସିସି ବିଶ୍ୱକପ୍ର ଉଦ୍ଘାଟନୀ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୧୦୪ ରନ୍ରେ ଇଂଲଣ୍ଡ ଶୋଚନୀୟ ଭାବେ ପରାସ୍ତ କରିଛି। ଲଣ୍ଡନର ଓଭାଲରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୮ ଓ୍ୱିକେଟ୍ ହରାଇ ୩୧୧ ରନ୍ କରିଥିଲା। ଏହାର ଜବାବ୍ରେ ଦକ୍ଷିଣ ଆଫ୍ରିକା...
ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜୁନ ୬ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ(FIH) ପୁରୁଷ ହକି ସିରିଜ୍ ଅନୁଷ୍ଠିତ ହେବ। ଏହି ହକି ସିରିଜ୍ ଲାଗି ଭୁବନେଶ୍ୱରରେ ବିଭିନ୍ନ ଦଳର ଟିମ୍ ପହଞ୍ଚିବାକୁ ଲାଗିଛନ୍ତି। ଆୟୋଜକ ଭାରତୀୟ ଟିମ୍ ପୂର୍ବରୁ ଭୁବନେଶ୍ୱରରେ ପହଞ୍ଚିି କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କରିଛି।...
ଭୁବନେଶ୍ୱର: ନନ୍ଦନକାନନରେ ଓରାଙ୍ଗଓଟାନ୍ ପରେ ନୀଳଗିରି ପ୍ରଜାତି ଲଙ୍ଗୁରର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ଲଙ୍ଗୁରର ବୟସ ୧୭ ବର୍ଷ ହୋଇଥିଲା। କିଛି ମାସ ପୂର୍ବରୁ ସେ ଜ୍ୱର ଏବଂ ହଇଜାରେ ଆକ୍ରାନ୍ତ ଥିଲା। ନନ୍ଦନକାନନ କର୍ତ୍ତୃପକ୍ଷ ତୁରନ୍ତ ସ୍ୱତନ୍ତ୍ର ଓ୍ୱାର୍ଡକୁ ଲଙ୍ଗୁରକୁ ସ୍ଥାନାନ୍ତର କରି ଚିକିତ୍ସା କରିଥିଲେ।...
ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ଆଜି ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ସମାରୋହରେ ଦେଶ-ଦୁନିଆରୁ ୬୦୦୦ ଅତିଥିଙ୍କୁ ଆମନ୍ତ୍ରିତ କରାଯାଇଛି। ସବୁଠାରୁ ବଡ଼ କଥା ହେଉଛି ମୋଦି ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ, ଏତେ ଅତିଥି...
ଭୁବନେଶ୍ୱର: ଏଭରେଷ୍ଟରୁ ଉଦ୍ଧାର ପରେ କଳ୍ପନା ଦାଶଙ୍କ ମୃତଦେହ କାଠମାଣ୍ଡୁ ବିମାନବନ୍ଦରରେ ଆସି ପହଞ୍ଚିଛି। ଏହାପରେ କାଠମାଣ୍ଡୁରୁ ଭୁବନେଶ୍ୱର ଅଣାଯିବ। ସଫଳତାର ସହ ଗତ ରାତିରେ କଳ୍ପନାଙ୍କ ମରଶରୀରକୁ ଏଭରେଷ୍ଟ ଶୃଙ୍ଗରୁ ବେସ୍ କ୍ୟାମ୍ପକୁ ଆଣିଥିଲେ ସେର୍ପା। ଗତକାଲି ଅପରାହ୍ନ ଗୋଟାଏରେ କଳ୍ପନାଙ୍କ ମୃତଦେହ ଏଭରେଷ୍ଟ ଶୃଙ୍ଗରୁ ଉଦ୍ଧାର...
ଭୁବନେଶ୍ୱର: ରାଜ୍ୟରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ନେଇ ଆଜି ସମୀକ୍ଷା ଆରମ୍ଭ ହୋଇଛି। ବିଧାୟକ ଓ ନେତାଙ୍କ ସହ କେନ୍ଦ୍ରୀୟ କମିଟି ୱାନ୍-ଟୁ-ୱାନ୍ ଆଲୋଚନା କରୁଛନ୍ତି। ବୈଠକରେ ଜଣ ଜଣ କରି ବିପର୍ଯ୍ୟୟର କାରଣ ଓ ନିରାକରଣ ବିଷୟରେ କହିଛନ୍ତି। ସମୀକ୍ଷା ବୈଠକରେ ମତ ରଖିବା ପରେ ବିଧାୟକ...