• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

sree_04619_manmurdrd (1)
ସାମ୍ୱାଦିକଙ୍କ ଗଳା କାଟି ହତ୍ୟା

ମୁମ୍ବାଇ: ଏଠାରେ ଏକ ଆଞ୍ଚଳିକ ଖବର କାଗଜରେ କାର୍ଯ୍ୟରତ ଜଣେ ୩୮ ବର୍ଷୀୟ ସାମ୍ବାଦିକଙ୍କୁ ଦୁର୍ବୃତ୍ତମାନେ ଘର ମଧ୍ୟରେ ପଶି ଗଳାକାଟି ହତ୍ୟା କରିଛନ୍ତି। ଉକ୍ତ ସାମ୍ବାଦିକଙ୍କ ନାଁ ଆନନ୍ଦ ନାରାୟଣ। ମୁମ୍ବାଇର ଆନଟପ୍‌ ହିଲ୍‌ ନିକଟରେ ଥିବା ପେଣ୍ଟା ଗ୍ୟାଲାକ୍ସି ଆପାର୍ଟମେଣ୍ଟର ୭ମ ଫ୍ଲୋରରେ ଏହି ଘଟଣା...

22222
ରାସ୍ତାକଡ଼ରେ ଆମ୍ୱ,ପଣସର ପସରା

ଗଜପତି: ଗ୍ରୀଷ୍ମ ଋତୁରେ ବିଭିନ୍ନ ପ୍ରକାର ଫଳ ଦେଖିବାକୁ ମିଳିଥାଏ। ଗଜପତିର ମୋହନା ଅଞ୍ଚଳର ବଜାରହାଟ ଓ ରାସ୍ତାକଡ଼ ଦୋକାନରେ ଫଳ ପସରା ଦେଖିବାକୁ ମିଳିଛି। ଲୋକେ ପାହାଡ ଜଙ୍ଗଲରୁ ଆମ୍ୱ, ପଣସ ଆଦି ସଂଗ୍ରହ କରି ରାସ୍ତାକଡ଼ ଓ ବଜାର ବିକ୍ରି କରୁଛନ୍ତି। ରାସ୍ତାକଡ଼ରେ କିଏ ଆମ୍ୱ...

111
ଆୟୁଷ୍ମାନ ଯୋଜନାର CEO ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାର କାର୍ଯ୍ୟକାରିତା ନେଇ ଆଜି ସଚିବାଳୟରେ ଆଲୋଚନା ହୋଇଛି। ଓଡିଶା ଗସ୍ତରେ ଥିବା କେନ୍ଦ୍ରୀୟ ଟିମ୍ ସହ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବ ଆଲୋଚନା କରିଛନ୍ତି। ଆୟୁଷ୍ମାନ ଯୋଜନାର CEO ଓ ଅନ୍ୟ ଅଧତ୍କାରୀ ମଧ୍ୟ ଏହି ଆଲୋଚନାରେ...

susmitha_sen
ପୋଷ୍ୟ ସନ୍ତାନ ବୋଲି ଜାଣିବା ପରେ ଅଭିନେତ୍ରୀ ସୁସ୍ମିତାଙ୍କୁ ଏମିତି କହିଲେ ଝିଅ ରେନେ

ମୁମ୍ବାଇ: ବଲିଉଡ୍‌ରେ ଗୋଟେ ସମୟ ଥିଲା ଯେଉଁ ସମୟରେ କି ପରଦା ଉପରେ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ୍‌ ଲୋକଙ୍କ ମନ ଜିଣୁଥିଲେ। ତାଙ୍କ ଜିରୋ ଫିଗରରେ ସେ ସମସ୍ତଙ୍କୁ ଦିୱାନା ମଧ୍ୟ କରିଛନ୍ତି। ଏବେ କିନ୍ତୁ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏକ କଥା ଶେଆର୍‌...

lateesha-1200
ଅକ୍ସିଜେନ୍ ସିଲିଣ୍ଡର ଲଗାଇ ପରୀକ୍ଷା ଦେଲେ ଛାତ୍ରୀ

ଥିରୁଅନନ୍ତପୁରମ୍‌: ଦୃଢ ଇଚ୍ଛାଶକ୍ତି ଆଗରେ ସମସ୍ୟା ଶକ୍ତିହୀନ। ଆଉ ଏହି ଉକ୍ତିକୁ ବାସ୍ତବରେ ପରିଣତ କରିଦେଖାଇଛନ୍ତି, କେରଳର ୨୪ ବର୍ଷୀୟା ଛାତ୍ରୀ ଲାଥେଶା ଅଂସାରୀ। ଜଟିଳ ହାଡ଼ ଜନିତ ସମସ୍ୟା ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିବା ସତ୍ତ୍ୱେ ହ୍ୱିଲ୍ ଚେୟାରରେ ଅକ୍ସିଜେନ୍ ସିଲିଣ୍ଡର ଲଗାଇ IAS...

pic
୨୦୧୯ ସାଧାରଣ ନିର୍ବାଚନ ଥିଲା ସବୁଠାରୁ ବ୍ୟୟବହୁଳ

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ଦେଶ ଭାରତରେ ନିର୍ବାଚନ ଶେଷ ହୋଇଛି। ନିର୍ବାଚନରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, ତା’ର ହିସାବ ଏବେ ବିଭିନ୍ନ ସର୍ଭେ ସଂସ୍ଥା କରିବା ଆରମ୍ଭ କରିଛନ୍ତି। ରିପୋର୍ଟ ଅନୁଯାୟୀ ବିଶ୍ୱରେ ଭାରତର ଚଳିତ ସାଧାରଣ ନିର୍ବାଚନ ସବୁଠୁ ବ୍ୟୟବହୁଳ ଥିଲା। ୨୦୧୪...

riteish-deshmukh_5cf2163322-750x430
ଜେନେଲିଆଙ୍କୁ ଖୁସି କରିବା ପାଇଁ ରିତେଶ କଲେ ନୂଆ ହେୟାର ଷ୍ଟାଇଲ୍‌

ମୁମ୍ବାଇ: ରିତେଶ ଦେଶମୁଖ ନିଜ ପତ୍ନୀ ଜେନେଲିଆ ଡି’ସୁଜାଙ୍କୁ ସରପ୍ରାଇଜ୍‌ ଦେବା ପାଇଁ ନୂଆ ହେୟାର ଷ୍ଟାଇଲ୍‌ କରିଥିଲେ। କିନ୍ତୁ ସେ ଭାବି ନ ଥିଲେ, ତାଙ୍କୁ ଏଥିପାଇଁ ଟ୍ରଲ୍‌ର ଶିକାର ହେବାକୁ ପଡ଼ିବ। ପ୍ରଶଂସକ ତାଙ୍କ ହେୟାର ଷ୍ଟାଇଲ୍‌କୁ କେବଳ ବକ୍‌ବାସ ବୋଲି କହି ନାହାନ୍ତି, ବରଂ...

ajith-doval
ଅଜିତ୍‌ ଡୋଭାଲ୍‌ଙ୍କୁ ମୋଦି ଦେଲେ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌ଙ୍କୁ କ୍ୟାବିନେଟ୍ ରାଙ୍କ୍‌ ମିଳିଛି। ଆଗାମୀ ପାଞ୍ଚ ବର୍ଷ ଯାଏ ଏହା ଲାଗୁ ରହିବ। ମୋଦି ସରକାରଙ୍କ ଦ୍ୱିତୀୟ ପାଳି ଆରମ୍ଭ ହେବା ପରେ ଡୋଭାଲ୍‌ଙ୍କୁ ଏହି ପଦବୀ ମିଳିଛି। ୨୦୧୪ରେ ମୋଦି ସରକାର ଅମଳରେ ପ୍ରଥମ ଥର ପାଇଁ NSA...

ww
ପୁଅକୁ ଫ୍ୟାନ୍‌ରେ ଟାଙ୍ଗି ମାରିଦେଲା ବାପା

ବେଙ୍ଗାଲୁରୁ: ଚରମ ଆର୍ଥିକ ଦୁଃସ୍ଥିତି ଯୋଗୁ ଜଣେ ବାପା ତା’ର ନିଜର ୧୨ ବର୍ଷର ପୁଅକୁ ଫ୍ୟାନ୍‌ରେ ଟଙ୍ଗାଇ ହତ୍ୟା କରିଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୁଅକୁ ହତ୍ୟା କରିବା ବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କ ଝିଅ ମୋବାଇଲ୍‌ ଫୋନ୍‌ରେ ଏହାକୁ ରେକର୍ଡିଂ ମଧ୍ୟ କରିଛି। ବ୍ୟକ୍ତି...