• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

121024-xkdeeykter-1559471104
ଇଫତାର୍‌ ପାର୍ଟିରେ ଅତିଥିଙ୍କୁ ଦୁର୍ବ୍ୟବହାର ଘଟଣା: ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କଲା ଭାରତ

ଇସଲାମାବାଦ: ପାକିସ୍ତାନରେ ଭାରତୀୟ ହାଇକମିଶନଙ୍କ ଇଫ୍‌ତାର ପାର୍ଟିରେ ଯୋଗ ଦେବାକୁ ଆସିଥିବା ଅତିଥିଙ୍କୁ ଦୁର୍ବ୍ୟବହାର ଘଟଣାକୁ ବିଭିନ୍ନ ଆଡୁ ନିନ୍ଦା କରାଯାଇଛି। ଏହି ପ୍ରସଙ୍ଗରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବୈଦେଶିକ ବ୍ୟାପାର ଓ ପ୍ରତିରକ୍ଷା ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ପୂର୍ବରୁ ଏହି ପ୍ରସଙ୍ଗରେ...

Arvind-kejriwal-Announces-D-644x362
ମେଟ୍ରୋ ଟ୍ରେନ୍‌ରେ ମାଗଣାରେ ଯିବେ ମହିଳା

ନୂଆଦିଲ୍ଲୀ: ମହିଳାଙ୍କ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା କରିଛନ୍ତି। ମେଟ୍ରୋ ଟ୍ରେନରେ ଏଣିକି ମହିଳାମାନେ ମାଗଣାରେ ଯାତ୍ରା କରିପାରିବେ। ଏଥିସହ ଡିଟିସି ଓ କ୍ଲଷ୍ଟର ବସରେ ମଧ୍ୟ ମହିଳାଯାତ୍ରୀମାନେ ମାଗଣାରେ ଯାଇପାରିବେ। ଏଥିପାଇଁ ଦିଲ୍ଲୀ ସରକାରଙ୍କର ୧୨ଶହ କୋଟି ଟଙ୍କା ରାଜସ୍ୱ ହାନି ହେବ। ଦିଲ୍ଲୀ ସରକାର...

12
ସବୁ ମେଡିକାଲ କଲେଜର ୧୦ ପ୍ରତିଶତ ସିଟ୍ ବୃଦ୍ଧି ପାଇବ

ଭୁବନେଶ୍ୱର: ଦେଶର ସବୁ ସରକାରୀ ମେଡିକାଲ କଲେଜ ଓ ଶିକ୍ଷାନୁଷ୍ଠାନରେ ଅଣ୍ଡର ଗ୍ରାଜୁଏଟ୍ ଓ ପିଜି ସିଟ୍ ସଂଖ୍ୟା ୧୦ ପ୍ରତିଶତ ବୃଦ୍ଧି କରାଯିବ। ଅର୍ଥନୈତିକ ପଛୁଆ ବର୍ଗଙ୍କ ପାଇଁ ଏହି ୧୦ ପ୍ରତିଶତ କୋଟା ବୃଦ୍ଧି କରାଯାଇଛି। ଏନେଇ ମେଡିକାଲ କଲେଜଗୁଡ଼ିକ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ...

health min
ସାଇକେଲ୍‌ ଚଢ଼ି ଅଫିସ୍‌ ଆସିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। କାର୍ଯ୍ୟଭାର ଗ୍ରହଣ କରିବାର ପ୍ରଥମ ଦିନରେ ସେ ସାଇକେଲ୍ ଚଢ଼ି ଅଫିସ୍ ଆସିଥିଲେ। ଅଫିସ୍‌ରେ ପହଞ୍ଚିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କର୍ମଚାରୀମାନେ ତାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ। ସେ ସମସ୍ତଙ୍କୁ ଧନ୍ୟବାଦ ଦେବା...

22
‘ଫୋନି’କୁ ପୂରିଲା ମାସେ; ଅଣ୍ଟା ସଳଖି ଛିଡ଼ା ହୋଇପାରିନି ଶିକ୍ଷା ଭିତ୍ତିଭୂମି

ପୁରୀ: ବାତ୍ୟା ‘ଫୋନି’କୁ ଆଜି ମାସେ ପୂରିଛି। ଆଜିର ଏହି ଦିନରେ ମାତ୍ର ୪ ଘଣ୍ଟାର ପ୍ରଳୟରେ ସବୁକିଛି ଛାରଖାର, ନଷ୍ଟଭ୍ରଷ୍ଟ ହୋଇଯାଇଥିଲା। ‘ଫୋନି’ ଖାଲି ମୁଣ୍ଡ ଉପରୁ ଛାତ କି ପେଟର ଭାତ ଛଡ଼ାଇ ନେଇଛି ତାହା ନୁହେଁ, ବରଂ ଉପକୂଳ ଜିଲ୍ଲାର ଆଗାମୀ ଭବିଷ୍ୟତଙ୍କ ସୁନେଲୀ...

11
ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ; ଦୁଇ ଆତଙ୍କୀ ନିହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ଶୋପିଆନ ଜିଲ୍ଲା ମୋଲୁ-ଚିତ୍ରଗାମରେ ଯବାନଙ୍କ ସହ ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମୋଲୁ-ଚିତ୍ରଗାମରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ଗତ ରାତିରୁ ମିଳିତ ବାହିନୀ ଅପରେସନ ଆରମ୍ଭ କରିଥିଲେ। ମିଳିତ ବାହିନୀ ଚାରିପଟୁ ଘେରି ଯିବା...

4444
ଅବହେଳିତ ଅବସ୍ଥାରେ ଚତୁର୍ଥ ଶତାବ୍ଦୀର ପ୍ରାଚୀନ ବୌଦ୍ଧପୀଠ

ବରଗଡ଼: ଅବହେଳିତ ଏବଂ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ନିଆପାଲିରେ ଥିବା ଚତୁର୍ଥ ଶତାଦ୍ଦୀର ବୌଦ୍ଧ ପୀଠ। ରକ୍ଷଣାବେକ୍ଷଣ ଅଭାବରୁ ଲୋପ ପାଇବାକୁ ବସିଲାଣି ପୁରୁଣା କୀର୍ତ୍ତିରାଜି ସମ୍ବଳିତ ପୋଥି ଏବଂ ତଥ୍ୟ ସମୂହ। ମନ୍ଦିରର ଛାତ ଓ କାନ୍ଥରେ ଫାଟ ତିଆରି ହୋଇ...

111
ଆମ୍ୱ ତୋଳୁଥିବା ମହିଳାଙ୍କୁ ହାତୀ ଦଳିଦେଲା

ଢେଙ୍କାନାଳ: ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଢେଙ୍କାନାଳ ଗୁଣଦେଇ ଗାଁର ଗୋଲାପ ସାହୁ। ମହିଳା ଜଣକ ପାଖ ଆମ୍ବ ତୋଟାରୁ ଆମ୍ବ ଗୋଟାଉ ଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଘଟଣାସ୍ଥଳରେ ହିଁ ଗୋଲାପଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ୫୫...