ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ମହିଳା ଏଭେରେଷ୍ଟ ଆରୋହଣକାରୀ କଳ୍ପନା ଦାଶଙ୍କ ମୃତ ଦେହ ଆଜି ଅପରାହ୍ନ ୩ଟା ସୁଦ୍ଧା ବେସ କ୍ୟାମ୍ପ-୨କୁ ଅଣାଯିବାର ସମ୍ଭାବନା ରହିଛି। ତାଙ୍କ ମର ଶରୀରକୁ ଆଣିବା ପାଇଁ ୬ଜଣ ସେରପା ଯାଇଥିବା ବେଳେ ଆଉ ୪ଜଣ ସେରପା ବେସ କ୍ୟାମ୍ପ-୨ ପର୍ଯ୍ୟନ୍ତ ଦଉଡ଼ି...
ବାଲେଶ୍ୱର: ହାଇଦ୍ରାବାଦରୁ ପାଖାପାଖି ୧୦୦ଟି ନୂଆ ସାଇକେଲ ଚୋରି କରି ଓଡ଼ିଶା ପଳାଇ ଆସିଥିବା ଜଣେ ବ୍ୟକ୍ତିକୁ ବାଲେଶ୍ୱର ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ବାଲେଶ୍ୱର କମର୍ଦ୍ଦା ଅଞ୍ଚଳର ଦୀପକ ଜେନା। ସୂଚନା ଅନୁସାରେ ଦୀପକ ହାଇଦ୍ରାବାଦର ଏକ ସାଇକେଲ ଶୋ’ରୁମ୍ରେ ରହି...
କଟକ: କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ମାଳବିହାରପୁର ଗାଁରେ ଏକ ଘରୋଇ କଳିକୁ ନେଇ ହତ୍ୟାକାଣ୍ଡ ଘଟିଛି। ଟାଙ୍ଗିଆ ଚୋଟରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଲେ ମାମି ଖଟୁଆ। ସୂଚନା ଅନୁସାରେ ମୃତ ମାମିଙ୍କ ଭାଇ କୃପାସିନ୍ଧୁ ଜେନା ମଧ୍ୟ ଗୁରୁତର...
ଭୁବନେଶ୍ୱର : ରାଜ୍ୟରେ ଲଗାତର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ଶପଥ ଗ୍ରହଣ କରିବେ। ଦିନ ସାଢ଼େ ୧୦ଟାରେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଶପଥ ଗ୍ରହଣ...
ଭୁବନେଶ୍ୱର: ୧୯୯୯ କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଚଳି ଜଣାଇଲେ ବାୟୁସେନା ମୁଖ୍ୟ ଚିଫ ମାର୍ଶାଲ ବି.ଏସ. ଧାନୋଆ। ୧୯୯୯ କାରଗିଲ ଯୁଦ୍ଧ ସମୟରେ ସଫେଦ ସାଗର ଅପରେସନ ବେଳେ ଆଇଏଏଫ ସ୍କ୍ୱାର୍ଡନ ଲିଡର ଅଜୟ ଆହୁଜା ସହିଦ ହୋଇଥିଲେ। ତାଙ୍କୁ ସମ୍ମାନ ଜଣାଇ ବାୟୁସେନା ମୁଖ୍ୟ...
ଭୁବନେଶ୍ୱର: ପାହାଡ଼ ଶଯ୍ୟାରେ ଚିରନିଦ୍ରାରେ ଶୋଇ ଯାଇଛନ୍ତି ପାହାଡ଼ି କନ୍ୟା କଳ୍ପନା। ତାଙ୍କ ବିୟୋଗରେ କେବଳ ପରିବାର ନୁହେଁ, ସାରା ରାଜ୍ୟରେ ଖେଳି ଯାଇଛି ଶୋକ। ଅନ୍ୟପକ୍ଷେ ତାଙ୍କ ମରଶରୀର ଏଯାଏ ଘରେ ପହଞ୍ଚି ପାରିନି। ତାଙ୍କର ମରଶରୀର କେତେବେଳେ ଆସି ପହଞ୍ଚିବ, ପରିବାର ଲୋକେ ଅପେକ୍ଷା କରି...
ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟ କଂଗ୍ରେସ ସାଂଘାତିକ ପରାଜୟକୁ ସାମ୍ନା କରିଛି। ଏକ ଜାତୀୟ ଦଳ ବିରୋଧୀ ଦଳର ମର୍ଯ୍ୟଦା ବି ହରାଇଲା ଏଥର। କାହିଁକି ଏପରି ହେଲା ? ନିର୍ବାଚନୀ ପ୍ରସ୍ତୁତିରେ କେଉଁଠି ରହିଗଲା ତ୍ରୁଟି ? ସମୀକ୍ଷା ବୈଠକରେ ଏସବୁର କାରଣ ଖୋଜିବ ଦଳ।...
ଭୋପାଲ: ଝିଅକୁ ଅଙ୍ଗନବାଡ଼ି ପଠାଇ ସାରା ଦେଶରେ ପ୍ରଶଂସାର ପାତ୍ର ହୋଇଛନ୍ତି ମଧ୍ୟପ୍ରଦେଶ କଟନୀ ଜିଲ୍ଲାର ଜିଲ୍ଲାପାଳ ଡକ୍ଟର ପଙ୍କଜା ଜୈନ। ଘରୋଇ ସ୍କୁଲ ଅପେକ୍ଷା ଗୋଟିଏ ଛୋଟ ଛୁଆର ପ୍ରାଥମିକ ଶିକ୍ଷା ପାଇଁ ଅଙ୍ଗନବାଡି ସବୁଠୁ ଭଲ ବୋଲି ଚିନ୍ତା କରି ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି...
ରାଞ୍ଚି: ବିହାର ଓ ଝାରଖଣ୍ଡରେ ଆରଜେଡିର ଲଜ୍ଜାଜନକ ପରାଜୟ ପରେ ଜେଲ୍ରେ ଥିବା ଏହାର ପ୍ରତିଷ୍ଠାତା ଲାଲୁ ପ୍ରସାଦ କିଛି ବି ଖାଇ ନଥିଲେ। ତେବେ ଦୁଇ ଦିନ ଉପାସ ରହିବା ପରେ ଗତକାଲି ରାତିରେ ଲାଲୁ ଖାଦ୍ୟ ଗ୍ରହଣ କରିଛନ୍ତି। ସାଧାରଣ ନିର୍ବାଚନରେ ଆରଜେଡି ନୈରାଶ୍ୟଜନକ ପ୍ରଦର୍ଶନ...
ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅଜୟ ଦେବଗନଙ୍କ ବାପା ତଥା ପ୍ରସିଦ୍ଧ ଆକ୍ସନ ନିର୍ଦ୍ଦେଶକ ବିରୁ ଦେବଗନଙ୍କର ଆଜି ହେଦାନ୍ତ ହୋଇଯାଇଛି। ଆଜିମୁମ୍ବାଇ ସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସଂଧ୍ୟା ୬ଟା ବେଳେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଫିଲ୍ମ କ୍ରିଟିକ୍ ତରନ୍ ଆଦର୍ଶ...
ଭଦ୍ରକ: ଏକ ଅସ୍ଥାୟୀ ଅଙ୍ଗନଓ୍ୱାଡ଼ି କେନ୍ଦ୍ରରେ ଆଜି ଅଗ୍ନିକାଣ୍ଡ ଘଟିଛି। ଘରର ଚାଳ ସମ୍ପୂର୍ଣ୍ଣ ପୋଡ଼ି ଯାଇଛି। ହେଲେ ଏହି କେନ୍ଦ୍ରରେ ଥିବା ୧୨ ଜଣ ଶିଶୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବିଦେଇପୁର ପଞ୍ଚାୟତର ଅସ୍ଥାୟୀ ମହାଳିକସାହି ଅଙ୍ଗନବାଡି କେନ୍ଦ୍ରରେ ଘଟିଛି ଏଭଳି...