ଭୁବନେଶ୍ୱର: କ୍ୟାପିଟାଲ୍ ହସ୍ପିଟାଲ୍ ଯାଇ ଆଜି ନିଜ ଦାନ୍ତର ଚିକିତ୍ସା କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରାୟ ଅଧ ଘଣ୍ଟା କାଳ ସେ ସେଠାରେ ରହିଥିଲେ। ଗତ ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀଙ୍କ ଦାନ୍ତରେ ରୁଟ୍ କେନାଲ୍ ହୋଇଥିଲା। ଆଜି ଫିଲିଂ କରାଯାଇଥିଲା। କ୍ୟାପିଟାଲ୍ ହସ୍ପିଟାଲର ଡାକ୍ତର ସୌମେନ୍ଦ୍ର ଷଡଙ୍ଗୀ...
ନୂଆଦିଲ୍ଲୀ: କଂଗ୍ରେସ ପାଇଁ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଜେରା ବେଳେ ସମସ୍ତଙ୍କୁ ଚକିତ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି। ଇଡି ପକ୍ଷରୁ ଗତକାଲି ଗାନ୍ଧି ପରିବାରର ଜ୍ୱାଇଁ ରବର୍ଟ ଭଦ୍ରାଙ୍କ ଘନିଷ୍ଠ ସହଯୋଗୀ ତଥା ଦୁବାଇର ବ୍ୟବସାୟୀ...
ପୁଲୱାମା: ସମଗ୍ର ବିଶ୍ୱରେ ପବିତ୍ର ଇଦ-ଉଲ-ଫିତର ପାଳନ ହେଉଥିବା ବେଳେ ଜମ୍ମୁ-କଶ୍ମୀରରେ ଆଜି ଆତଙ୍କବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି। ୨ରୁ ୩ ଜଣ ସଶସ୍ତ୍ର ଆତଙ୍କବାଦୀ ଜମ୍ମୁ-କଶ୍ମୀରର ପୁଲୱାମାରେ ଜଣେ ମହିଳାଙ୍କୁ ଘରେ ପଶି ହତ୍ୟା କରିଛନ୍ତି। ଏହି ଘଟଣାରେ ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି। ଆଜି...
ନୂଆଦିଲ୍ଲୀ: ଫୁଡ୍ ଏଗ୍ରୀଗେଟର କମ୍ପାନୀ ‘ଜୋମାଟୋ’ ତା’ର କର୍ମଚାରୀଙ୍କ ପାଇଁ ଏକ ନୂଆ ଯୋଜନା ଆରମ୍ଭ କରିଛି। ଏଣିକି କମ୍ପାନୀର ଯେଉଁ ବ୍ୟକ୍ତି ବାପା ହେବେ, ତାଙ୍କୁ ୨୬ ସପ୍ତାହ ଛୁଟି ଦିଆଯିବ। ତା’ସହିତ ତାଙ୍କୁ ୭୦ ହଜାର ଟଙ୍କାର ସହାୟତା ବି ଦିଆଯିବ। ସାଧାରଣତଃ ମହିଳାମାନଙ୍କୁ ମ୍ୟାର୍ଟନିଟି...
ନୂଆଦିଲ୍ଲୀ: ଆଜି ନିଟ୍(ନାସ୍ନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ)ର ପରୀକ୍ଷା ଫଳ ପ୍ରକାଶ ପାଇଛି। ଏ ସମ୍ପର୍କର ସୂଚନା ଦେଇଛି ଏନ୍ଟିଏ(ନାସ୍ନାଲ୍ ଟେଷ୍ଟିଙ୍ଗ୍ ଏଜେନ୍ସି) । ଏହି ପରୀକ୍ଷାକୁ ସର୍ବଭାରତୀୟ ପ୍ରି-ମେଡିକାଲ ଟେଷ୍ଟ ବୋଲି କୁହାଯାଏ। ଏଥିରେ ରାଜସ୍ଥାନର ନଳୀନ ଖଣ୍ଡେଲୱାଲ ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛି। ସେ...
ଶ୍ରୀନଗର: ପୁଣି ଥରେ ଶ୍ରୀନଗରରେ ପଥର ଫିଙ୍ଗାଳି ମାତିଛନ୍ତି। କିଛି ଦିନର ବ୍ୟବଧାନ ପରେ ଏମାନେ ଜାମ୍ମୁ ଓ କାଶ୍ମୀରରେ ପଥର ଫିଙ୍ଗିବା ସହ ପାକିସ୍ତାନ ପତାକା ଉଡ଼ାଇଛନ୍ତି। ଶ୍ରୀନଗର ସ୍ଥିତ ଜାମିଆ ମସଜିଦ୍ରେ ଇଦ୍ ନମାଜ ପାଠ ପରେ ବିପୁଳ ସଂଖ୍ୟାରେ ଲୋକେ ଏକତ୍ରିତ ହୋଇ ସେନା...
ଜୟପୁର: ରାଜସ୍ଥାନ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଏକ ବୈଠକ ବେଳେ ପର୍ଣ୍ଣ ଭିଡିଓ ଚାଲିବା ଖବରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁଯାୟୀ, ଗତ ସୋମବାର ସଚିବାଳୟର ଏନ୍ଆଇସି ରୁମ୍ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଚିବ...
ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀଙ୍କ ସହ ଚାହା ପିଇବାକୁ ଆପଣଙ୍କ ଇଚ୍ଛା ଅଛି କି? ଆପଣ କହିବେ ଏହା ଅସମ୍ଭବ। କିନ୍ତୁ ନା, ଏହା ମଧ୍ୟ ସମ୍ଭବ। ଏପରି ସ୍ୱପ୍ନ ବି ପୂରଣ ହେବାକୁ ଯାଉଛି। ଦେଶବାସୀଙ୍କ ପାଇଁ ଭଳି କି ଭଳି ଯୋଜନା ନେଇ ଆସୁଥିବା ମୋଦି ସରକାର...
ପୁରୀ: ଆଗାମୀ ରଥଯାତ୍ରା ପାଇଁ ବରିଷ୍ଠ ଅଧିକାରୀଙ୍କୁ ସରକାର ଦାୟିତ୍ୱ ବାଣ୍ଟିଛନ୍ତି। ଜୁନ ୧୭ ତାରିଖରେ ହେବାକୁ ଥିବା ଦେବସ୍ନାନ ପୂର୍ଣ୍ଣିମାଠାରୁ ଜୁଲାଇ ୧୫ ତାରିଖରେ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଦାୟିତ୍ୱ ବଣ୍ଟନ କରାଯାଇଛି। ରେଳ ସୁରକ୍ଷା ଦାୟିତ୍ୱରେ ରହିବେ ADG ପ୍ରଣବିନ୍ଦୁ ଆଚାର୍ଯ୍ୟ। SRP କଟକ ତାଙ୍କୁ...
ଉଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ତୋଟାପଡା ଜେନା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ଯାଇଛି। ଅଗ୍ନିକାଣ୍ଡରେ ୭ଟି ପରିବାରର ୧୪ ବଖରା ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି ରାତିରେ ଗାଁର ଚିନ୍ତାମଣି ଜେନାଙ୍କ ଘରେ ପ୍ରଥମେ ନିଆଁ ଲାଗିଥିଲା। ଚାହୁଁ ଚାହୁଁ ପାଖ ୭ଟି ଘରକୁ ମାଡ଼ି ଯାଇଥିଲା...