ମୁମ୍ବାଇ: ବଲିଉଡ୍ର ଭାଇଜାନ୍ ସଲମାନ ଖାନ୍ ଓ କ୍ୟାଟ୍ରିନା କୈଫ୍ଙ୍କ ‘ଭାରତ’ ଫିଲ୍ମ ବକ୍ସ ଅଫିସରେ ପ୍ରଥମ ଦିନରୁ ହିଁ କମାଲ କରିଛି। ବୁଧବାର ଇଦ୍ ଉପଲକ୍ଷେ ସର୍ବ ଭାରତୀୟ ସ୍ତରରେ ଏହି ଫିଲ୍ମଟି ରିଲିଜ୍ ହୋଇଥିଲା। ପ୍ରଥମ ଦିନରେ ହିଁ ଫିଲ୍ମଟି ଦର୍ଶକଙ୍କ ଭରପୂର ପ୍ରଶଂସା ସାଉଁଟିଛି।...
ବେଙ୍ଗାଲୁରୁ: ଜୀବନରେ କିଛି ଲକ୍ଷ୍ୟ ନେଇ ଆଗକୁ ବଢିଲେ, ଯେକୌଣସି ପ୍ରତିକୂଳ ପରିସ୍ଥିତି ମଧ୍ୟ ବାଧା ସୃଷ୍ଟି କରିପାରେ ନାହିଁ। ନିଜ ଇଚ୍ଛାଶକ୍ତିକୁ ଦୃଢ କଲେ ଆପଣ ଯେକୌଣସି ସ୍ଥିତିର ବି ମୁକାବିଲା କରିପାରିବେ। ଏପରି ଜଣେ ମହିଳା ହେଉଛନ୍ତି ବେଙ୍ଗାଲୁରୁର ୬୮ ବର୍ଷୀୟା ଜନେତ୍ ୟଗ୍ନେଶ୍ୱରନ। ଏ...
ମୁମ୍ୱାଇ: ଭାଇଜାନ୍ ସଲମାନ୍ ଖାନ୍ଙ୍କ ଦବଙ୍ଗଗିରି। ସମସ୍ତଙ୍କ ସମ୍ମୁଖରେ ସିକ୍ୟୁରିଟି ଗାର୍ଡଙ୍କୁ ଚାପୁଡ଼ା ମାରିଲେ ସଲମାନ୍ ଖାନ୍। ଯାହାର ଏକ ଭିଡିଓ ସୋଶାଲ ମିଡିଆରେ ବର୍ତ୍ତମାନ ଭାଇରାଲ୍ ହୋଇଛି। ସୂଚନା ଅନୁସାରେ, ଫିଲ୍ମ ‘ଭାରତ’ର ପ୍ରମୋସନ୍ ପାଇଁ ମୁମ୍ବାଇର ଏକ ମଲ୍ରେ ପହଞ୍ଚିଥିଲେ ସଲମାନ୍। ଏହି ସମୟରେ ସଲମାନ୍ଙ୍କ...
ମୁମ୍ୱାଇ: ମୁମ୍ବାଇରେ ଜଣେ ଏୟାର ହଷ୍ଟେସଙ୍କୁ ତାଙ୍କ ସହଯୋଗୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସୋମବାର ରାତିରେ ସହଯୋଗୀଙ୍କ ଆପାର୍ଟମେଣ୍ଟରେ ବିଶ୍ରାମ ନେଉଥିବା ବେଳେ ତାଙ୍କୁ ଦୁଷ୍କର୍ମ କରାଯାଇଛି ବୋଲି ପୀଡ଼ିତା ଜଣକ କହିଛନ୍ତି। ଅଭିଯୋଗ ପରେ ତାଙ୍କ ସହଯୋଗୀଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷରେ ଘଟଣା ବେଳେ ଆପାର୍ଟମେଣ୍ଟରେ...
ମୁମ୍ବାଇ: ‘ମିଲେ ହୋ ତୁମ୍ ହମ୍ କୋ ବଡେ ନସିବୋଁ ସେ, ଚୁରାୟା ହୈ ମେନେ କିସ୍ମତ୍ କି ଲକିରୋଁ ସେ’। ଏହିଭଳି ଅନେକ ରୋମାଣ୍ଟିକ୍ ହିଟ୍ ଗୀତ ସହ ହିପ୍ହପ୍ ଗୀତ ଗାଇ ଫ୍ୟାନ୍ଙ୍କ ମନ ଜିଣିଥିବା ସିଙ୍ଗର ନେହା କକ୍କରଙ୍କ ଆଜି ହେଉଛି ୩୧ ତମ...
କୋରାପୁଟ: କୋରାପୁଟ ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନେଇ ଆଗୁଆ ପ୍ରସ୍ତୁତି ବୈଠକ ହୋଇଛି। କୌଣସି ପ୍ରାକୃତିକ ବିପର୍ଯ୍ୟୟରୁ ବର୍ତ୍ତିବା ସହ ଏହାର ମୁକାବିଲା କରିବା, ବାତ୍ୟା ବନ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ସାଧାରଣ ଜନତାଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅନ୍ୟାନ୍ୟ ସୁବିଧା ଯୋଗାଇ...
ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ୍ରେ ନାଗ ସାପ ! ବିଶ୍ୱାସ ହେଉ ନ ଥିଲେ ବି ସତ । ଗତକାଲି ରାତିରେ ଡାକ୍ତରଖାନା କ୍ୟାବିନ ଭିତରୁ ସାପଟିକୁ ଉଦ୍ଧାର କରାଯାଇଛି। ସାପଟିର ଲମ୍ୱ ସାଢ଼େ ତିନି ଫୁଟ। ହସ୍ପିଟାଲର କ୍ୟାବିନ୍ ନମ୍ୱର ୨ରେ ସାପଟି ଗୁଡ଼େଇ ହୋଇ ରହିଥିଲା। ସାପକୁ...
ମୁମ୍ବାଇ: ବକ୍ସ ଅଫିସ୍ରେ ସୁପରହିଟ୍ ସାବ୍ୟସ୍ତ ହୋଇଥିବା ଆୟୁଷ୍ମାନ ଖୁରାନାଙ୍କ ପିଲ୍ମ ‘ଅନ୍ଧାଧୁନ୍’ର ଖୁବଶୀଘ୍ର ତାମିଲ ରିମେକ୍ ହେବାକୁ ଯାଉଛି। ସୂଚନା ଅନୂଯାୟୀ, ସାଉଥ ସୁପରଷ୍ଟାର ଧନୁଷ୍ ଏହି ଫିଲ୍ମ ବନାଇବାକୁ ଚାହୁଁଛନ୍ତି। ଧନୁଷ୍ କେବଳ ସାଉଥ ଇଣ୍ଡଷ୍ଟ୍ରିରେ ନୁହେଁ, ବଲିଉଡରେ ବି ନିଜ ଅଭିନୟର କମାଲ ଦେଖାଇସାରିଛନ୍ତି।...