• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

wq-1
ଇସ୍ରାଏଲ ସହ ଡିଲ୍‌ କଲା ଭାରତ, କିଣିବ ଆଉ ୧୦୦ ‘ବାଲାକୋଟ୍‌’ ବୋମା

ନୂଆଦିଲ୍ଲୀ: ପାକିସ୍ତାନର ବାଲାକୋଟରେ ଏୟାର ଷ୍ଟ୍ରାଇକ୍‌ ସମୟରେ ଭାରତ ବ୍ୟବହାର କରିଥିବା ସ୍ପାଇସ ବୋମାକୁ ଏବେ ଅଧିକ ପରିମାଣରେ କିଣାଯିବ। ଆଉ ୧୦୦ଟି ସ୍ପାଇସ ବୋମା କିଣିବାକୁ ଆଜି ଭାରତ ସରକାର ଇସ୍ରାଏଲ୍‌ ସହ ଚୁକ୍ତି କରିଛନ୍ତି। ଏହି ବୋମାକୁ ବ୍ୟବହାର କରି ଭାରତୀୟ ବାୟୁସେନା ଫେବୃଆରୀ ୨୬ରେ...

ur-1
ନିଖୋଜ ବାୟୁସେନା ବିମାନକୁ ଖୋଜିବ ଡ୍ରୋନ୍‌

ନୂଆଦିଲ୍ଲୀ: ମଝି ଆକାଶରେ ଉଡ଼ୁଥିବା ବେଳେ ୪ ଦିନ ତଳେ ନିଖୋଜ ହୋଇଥିବା ଏଏନ୍‌-୩୨ ବିମାନର କୌଣସି ପତ୍ତା ମିଳିପାରୁ ନାହିଁ। ବାୟୁସେନା, ସ୍ଥଳ ସେନା ଓ ଇସ୍ରୋ ସର୍ଚ୍ଚ ଅପରେସନ କରୁଛନ୍ତି, ହେଲେ ବିମାନ କିମ୍ବା ଏହା ମଧ୍ୟରେ ଥିବା ୧୩ ଜଣଙ୍କର ଏଯାଏ କୌଣସି ସନ୍ଧାନ...

hovckey
ବୃହତ ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତ

ଭୁବନେଶ୍ୱର: ଆଜିଠାରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସରେ ଆୟୋଜକ ଭାରତୀୟ ହକି ଟିମ୍ ବୃହତ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଗୁରୁବାର ଭାରତ ତା’ର ପ୍ରଥମ ମ୍ୟାଚରେ ଅପେକ୍ଷାକୃତ ଦୁର୍ବଳ ରୁଷକୁ ୮-୦ର ବୃହତ ଗୋଲ୍ ବ୍ୟବଧାନରେ ପରାସ୍ତ କରିଛି। ମ୍ୟାଚରେ...

je
ବିଧାୟକଙ୍କ ନାଁରେ ଏତଲା ଦେଲେ ଜେଇଙ୍କ ପତ୍ନୀ

ବଲାଙ୍ଗିର: ପିଡବ୍ଲ୍ୟୁଡିର ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବସାଧାରଣରେ କାନଧରି ଉଠବସ କରାଇଥିବା ପାଟଣାଗଡ଼ର ବିଜେଡି ବିଧାୟକ ସରୋଜ ମେହେରଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି। ଏ ଘଟଣାକୁ ନେଇ ବିଭିନ୍ନ ବର୍ଗର ଲୋକେ ଅସନ୍ତୋଷ ପ୍ରକାଶ କରିବା ପରେ ବିଧାୟକ କ୍ଷମା ମାଗିଥିଲେ। ଏହା ସତ୍ତ୍ୱେ ସଂପୃକ୍ତ କନିଷ୍ଠ...

taxpayer_bandit2523
ଟିକସ ନଠକିଲେ ମିଳିବ ପୁରସ୍କାର

ନୂଆଦିଲ୍ଲୀ: ଏନ୍‌ଡିଏ ସରକାର ସମୟରେ ସବୁଠାରୁ ଅଧିକ ଟିକସଦାତା ଟିକସ ଦେବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ସେମାନଙ୍କ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଥିବାରୁ ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାର ନିଆରା ପ୍ରୟାସ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଯେଉଁ ଟିକସଦାତାମାନେ ଠିକ୍‌ ସମୟରେ ଟିକସ ପୈଠ କରିବେ...

strum
ତିନି ବର୍ଷରେ ବଜ୍ରପାତ ନେଲାଣି ୧,୨୫୬ ଜୀବନ

ଭୁବନେଶ୍ୱର: ଆକାଶରୁ ଖସୁଛି ମୃତ୍ୟୁ। ରାଜ୍ୟରେ ବିପତ୍ତି ସାଜିଛି ବଜ୍ରପାତ। ଏଇ ୨ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ୧୦ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ଖାଲି ମଣିଷ ନୁହଁନ୍ତି, ଗୃହପାଳିତ ପଶୁ ବି ବାଦ୍ ପଡ଼ୁନାହାନ୍ତି ଏହି ପ୍ରକୃତି କୋପରୁ। ସରକାରୀ ତଥ୍ୟ ଅନୁସାରେ ଗତ ୩ ବର୍ଷରେ...

2dfn5d3g_virat-kohli-afp_625x300_07_November_18
ବିରାଟ କୋହଲିଙ୍କ ନୂଆ ରେକର୍ଡ

ନୂଆଦିଲ୍ଲୀ: ବ୍ୟାଟିଂରେ ରେକର୍ଡ ପରେ ରେକର୍ଡ କରିଚାଲିଥିବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶ୍ୱକପ ମ୍ୟାଚରେ ଭାରତ ୬ ୱିକେଟରେ ବିଜୟୀ ହୋଇଥିଲା। ଅଧିନାୟକ ଭାବେ ବିରାଟଙ୍କ ଏହା ଦିନିକିଆ କ୍ୟାରିୟରର ୫୦ତମ ବିଜୟ...

Pankaj_Nangia__IMG_2429_0
କ୍ୟାବିନେଟ୍‌ରେ ବଢୁଛି ଅମିତ୍‌ ଶାହଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ: ମୋଦି-୧ ସରକାରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ବେଶ ପ୍ରଭାବଶାଳୀ ଥିବା ରାଜନାଥ ସିଂହ ମୋଦି-୨ ସରକାରରେ ଅଲୋଡ଼ା ହୋଇ ପଡ଼ିଥିବା ଭଳି ମନେ ହେଉଛି। ମୋଦି-୨ ସରକାରରେ ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ କରାଯାଇଛି। ଏପରିକି ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ପରେ ସେ ୨ ନଂ କ୍ୟାବିନେଟ୍‌ ମନ୍ତ୍ରୀ।...

y-2
ପୁଣି ରାମ ମନ୍ଦିର ପ୍ରସଙ୍ଗ ଉଠାଇଲେ ସୁବ୍ରମଣ୍ୟମ୍‌ ସ୍ୱାମୀ

ନୂଆଦିଲ୍ଲୀ: ବିବାଦୀୟ ଅଯୋଧ୍ୟା ଜମିରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ମୋଦି ସରକାର ଘୋଷଣା କରନ୍ତୁ ବୋଳି ଆଜି ବିଜେପି ନେତା ସୁବ୍ରମଣ୍ୟମ୍‌ ସ୍ୱାମୀ ଦାବି କରିଛନ୍ତି। ସ୍ୱାମୀ ଟ୍ୱିଟ୍‌ କରି କହିଛନ୍ତି ଯେ “ରାମଜନ୍ମଭୂମି ନ୍ୟାସ କିମ୍ବା ଭିଏଚପି ଦ୍ୱାରା ମୋଦି ସରକାର...

66
ମାଟ୍ରିକ ପାସ୍‌ କଲେ ୪ ଶିଶୁ ଶ୍ରମିକ

ମୟୂରଭଞ୍ଜ: ଦାରିଦ୍ର୍ୟ ପାଇଁ ଦିନେ ବହିବସ୍ତାନୀରେ ବାନ୍ଧି ଦେଇଥିଲେ ଡ଼ୋରି। ଖେଳକୁଦ ବୟସରେ ବିଭିନ୍ନ ସ୍ଥାନରେ ଶିଶୁ ଶ୍ରମିକ ଭାବରେ କାମ କରି ଘରର ଗୁଜରାଣ ମେଣ୍ଟାଉଥିଲେ। କିନ୍ତୁ ପ୍ରଶାସନର ସହାୟତାରେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ପୁଣିଥରେ ତାଙ୍କ ହାତରେ ଧରାଇ ଦିଆଯାଇଥିଲା ବହିବସ୍ତାନୀ। ଏହି...

chield
ଚିକିତ୍ସା କଲେନି ଡାକ୍ତର, ଚାଲିଗଲା ଶିଶୁର ଜୀବନ

ମାଲକାନଗିରି: ଚିକିତ୍ସା ଅବହେଳାରୁ ଦେଢ଼ ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଛି। ମାଲକାନଗିରି ଜିଲ୍ଲା ଖଇରପୁଟ ମେଡିକାଲରେ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଉକ୍ତ ଶିଶୁକନ୍ୟାକୁ ସୋମବାର ଦିନ ପରିବାର ଲୋକେ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲକୁ ନେଇଥିଲେ। ମାତ୍ର ଚିକିତ୍ସା କରିବା ପରିବର୍ତ୍ତେ...

RAIN
ସାବଧାନ! ଏହିସବୁ ଜିଲ୍ଲାରେ ହୋଇପାରେ ବଜ୍ରପାତ ସହ ବର୍ଷା

ଭୁବନେଶ୍ୱର: ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୭ଟି ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛ। ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ସତର୍କ ସୂଚନା ଜାରି କରିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୋଳ, କେନ୍ଦୁଝର, କନ୍ଧମାଳ ଓ ବୌଦ୍ଧ। କାଳବୈଶାଖୀ...

Untitled-1
ରେପୋ ରେଟ୍, ରିଭର୍ସ ରେପୋ ରେଟ୍ କ'ଣ ?

ଭୁବନେଶ୍ୱର: ଭାତୀୟ ରିଜର୍ଭ ବ୍ୟାଙ୍କ(ଆର.ବି.ଆଇ) ପ୍ରତି ଦୁଇ ମାସରେ ଥରେ ଏହାର ମୁଦ୍ରାନୀତି ସମୀକ୍ଷା ବୈଠକ କରିଥାଏ। ସେଥିରେ ସୁଧହାର, ବୈଧାନିକ ଜମାରାଶି, ନଗଦ ଜମାରାଶି ଭଳି କେତେକ ପାଣ୍ଠିର ପରିମାଣ ବା ପ୍ରତିଶତ କେତେ ରହିବ, ତାହା ନିର୍ଦ୍ଧାରଣ କରାଯାଏ। ଆପଣ ଅନେକ ସମୟରେ ରେପୋ ରେଟ୍,...

Jagan desk smiling
ରାସ୍ତା ମଝିରେ କ୍ୟାନ୍ସର ରୋଗୀଙ୍କୁ ସାହାଯ୍ୟ କଲେ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ୍‌: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ୱାଇଏସ୍‌ଆର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀ ଆଜି ଏକ ମନଛୁଆଁ ଏବଂ ଅନୁକରଣୀୟ ଉଦାହରଣ ସୃଷ୍ଟି କରିଛନ୍ତି। ଜଗନ ମୋହନ ସରକାରୀ କାମରେ ବିଶାଖାପଟନମ ଏୟାରପୋର୍ଟ ନିକଟରେ ଯାଉଥିବା ବେଳେ ହଠାତ୍‌ ରାସ୍ତାରେ ଛିଡ଼ା ହୋଇଥିବା କିଛି ପିଲାଙ୍କ ଉପରେ...