• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

mm
ବାୟୁସେନାର ନିଖୋଜ ବିମାନରେ ଅଛନ୍ତି ଜଣେ ଓଡ଼ିଆ ଅଫିସର

ପୁନେ: ବାୟୁସେନାର ନିଖୋଜ ବିମାନ AN-32ରେ ରହିଛନ୍ତି ଜଣେ ଓଡ଼ିଆ ଅଫିସର। ସେହି ଓଡ଼ିଆ ଅଫିସର୍ ଜଣକ ହେଲେ ଗଂଜାମ ଜିଲ୍ଲାର ସୁନିତ ମହାନ୍ତି। ଫ୍ଲାଇଟ୍ ଲେଫ୍ଟନାଣ୍ଟ ସୁନିତ ମହାନ୍ତି AN-32 ବିମାନରେ ଥିଲେ। ତାଙ୍କ ଘର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବଲିଆପଲ୍ଲୀରେ ବୋଲି ଜଣାପଡ଼ିଛି। ଆସାମ ଜୋରହାଟ୍‌ରେ...

FAWAD
ଧୋନିଙ୍କୁ ସମାଲୋଚନା କଲେ ପାକିସ୍ତାନ ମନ୍ତ୍ରୀ

ନୂଆଦିଲ୍ଲୀ: ଚଳିତ ଆଇସିସି ବିଶ୍ୱକପରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଦ୍ୱାରା ବଳିଦାନ ବ୍ୟାଜ୍ ଲାଗିଥିବା ଗ୍ଲୋଭସ ପିନ୍ଧିବାକୁ ନେଇ ପାକିସ୍ତାନ ଆପତ୍ତି ଉଠାଇଛି। ଇମ୍ରାନ୍ ଖାନଙ୍କ ସରକାରରେ ବିଜ୍ଞାନ ଓ ଟେକ୍ନୋଲୋଜି ମନ୍ତ୍ରୀ ଥିବା ଚୌଧୁରୀ ଫୱାଦ ହୁସେନ୍ ଏହି ମାମଲାରେ ଧୋନିଙ୍କ ସମେତ...

f-1
ପାସପୋର୍ଟ ଆଣିବାକୁ ଭୁଲି ଗଲେ ପାଇଲଟ୍‌, ଆସି ପାରିଲେନି ପ୍ରଧାନମନ୍ତ୍ରୀ

ଢାକା: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ ଆଣିବାକୁ ଫିନଲ୍ୟାଣ୍ଡ ଯାଉଥିବା ସ୍ୱତନ୍ତ୍ର ବିମାନର ପାଇଲଟ୍‌ଙ୍କ ଏକ ଅଜବ କାଣ୍ଡ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି। ସେ ବାଂଲାଦେଶରୁ ସ୍ୱତନ୍ତ୍ର ବିମାନ ନେଇ ଫିନଲ୍ୟାଣ୍ଡ ଯିବାର ଥିଲା। ସେଠାରେ ସେ ୩ଟି ଦେଶ ଗସ୍ତରେ ଥିବା ବାଂଲା ପ୍ରଧାନମନ୍ତ୍ରୀ...

naveen
କାଳିଆ ଯୋଜନା ପାଇଁ ଅଧିକ ବ୍ୟୟ ବରାଦ କଲେ ରାଜ୍ୟ ସରକାର

ଭୁବନେଶ୍ୱର: କାଳିଆ ଯୋଜନା ପାଇଁ ଅଧିକ ଅର୍ଥ ବ୍ୟୟ ବରାଦ କରିଛନ୍ତି ରାଜ୍ୟ ସରକାର। ରାଜ୍ୟର ୩୨.୩୪ ଲକ୍ଷ ଚାଷୀ ପରିବାରକୁ ଆର୍ଥିକ ସହାୟତା ଦେବା ପାଇଁ ଅଧିକ ୩ ହଜାର ୨୩୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଆଜି ଏ ନେଇ କୃଷି ମନ୍ତ୍ରୀ ଅରୁଣ...

w-7
‘ଭାଏଗ୍ରା’ ଖୋଜୁ ଖୋଜୁ ଚାଲିଗଲା ଜୀବନ

କାଠମାଣ୍ଡୁ: ହିମାଳୟରେ ଦୁର୍ଲଭ ଔଷଧୀୟ ବୃକ୍ଷରୁ ମିଳୁଥିବା ‘ହିମାଲୟାନ ଭାଏଗ୍ରା’ ନାଁରେ ପରିଚିତ ଏକ କାମୋଦ୍ଦୀପକ ଜଡ଼ିବୁଟି ୟସରଗୁମ୍ବା ଖୋଜିବା କିଛି ଲୋକଙ୍କ ପାଇଁ ମହଙ୍ଗା ପଡ଼ିଛି। ଏହି ହିମାଳୟାନ ଭାଏଗ୍ରା ଖୋଜିବା ପାଇଁ ଯାଇଥିବା ଲୋକଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ଜଣେ...

3333
ରୋଗୀଙ୍କୁ ୮ କିଲୋମିଟର ଖଟରେ ବୋହିଲେ ସିଆର୍‌ପିଏଫ୍‌ ଯବାନ

ରାୟପୁର: କେବଳ ଯୁଦ୍ଧ ମୈଦାନରେ ବୀରତ୍ୱ ଦେଖାଇ ଜଣେ ଯବାନ ପ୍ରଂଶସିତ ହୁଏନି, ଅନେକ ସମୟରେ ତାର ମାନବିକତା ପାଇଁ ମଧ୍ୟ ପ୍ରଶଂସିତ ହୋଇଥାଏ। ଯାହାର ଉଦାହରଣ ଦେଖିବାକୁ ମିଳିଛି ଛତିଶଗଡ଼ ସୁକମା ଜିଲ୍ଲାର କୋଣ୍ଡାସାବଲି ଅଞ୍ଚଳରେ । ଏଠାରେ ପାଟ୍ରୋଲିଂ କରୁଥିବା ଜଣେ ସିଆର୍‌ପିଏଫ୍‌ ଯବାନ  ଜଣ୍ଡିସ ...

raurkela-123
ଦୁଇଟି ହାଇୱା ଓ ଚାରୋଟି ଗାଡ଼ି ପୋଡ଼ି ଦେଲେ ଦୁର୍ବୃତ୍ତ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡର ସିମଡେଗା ଜିଲ୍ଲାର ଗୋରା ବାଲିଘାଟରେ ଦୁଇଟି ହାଇୱା ସହିତ ଚାରୋଟି ଗାଡ଼ିକୁ କେହି ଦୁର୍ବୃତ୍ତ ପୋଡ଼ି ଦେଇଛନ୍ତି। ତେବେ ଏହା ନକ୍ସଲମାନଙ୍କ କାମ ବୋଲି କୁହାଯାଉଛି। ନକ୍ସଲମାନେ ମୋଟର ସାଇକେଲ୍‌ରେ ଆସି ଗାଡ଼ି ଜାଳିବା ସହ ଗୁଳି ଫୁଟାଇଥିବା କୁହାଯାଉଛି।...

ww
ସାନଭାଇ ଓ ବୋହୂଙ୍କୁ ଦଉଡ଼ିରେ ବାନ୍ଧି ମାଡ଼ ମାରିଲା ବଡ଼ଭାଇ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ରାମକଣି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସାନ ଭାଇ ଓ ଭାଇ ବୋହୂକୁ ଦଉଡ଼ିରେ ବାନ୍ଧି ବିଚ୍ ରାସ୍ତାରେ ନିସ୍ତୁକ ମାଡ଼ ମାରିଛି ବଡ଼ ଭାଇ। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଛି।...

333
କାଠ ଘରେ ଲାଗିଗଲା ନିଆଁ

ଶିମ୍‌ଲା: ଗତକାଲି ଶିମଲା ଲକ୍କଡ୍ ବଜାରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା ପରେ ପ୍ରଚଣ୍ଡ ଶବ୍ଦ ହେବା ସହ ଧୂଆଁ ବାହାରିଥିଲା। ସୂଚନା ମୁତାବକ, ଲକ୍କଡ ବଜାରର ବସଷ୍ଟାଣ୍ଡ ନିକଟରେ ଥିବା ଏକ କାଠ ତିଆରି ୬ ମହଲା ଘରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ପରେ...

33
ଚାଲି ଚାଲି ଦୁଃଖ ବୁଝିଲେ ବିଡିଓ

ମାଲକାନଗିରି: ଲୋକଙ୍କ ସମସ୍ୟା ବୁଝିବା ପାଇଁ ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ଚାଲିଚାଲି ଗଲେ ବିଡିଓ। ଦୀର୍ଘ ୩ଘଣ୍ଟା କାଳ ଚାଲିବା ପରେ ଗାଁରେ ପହଞ୍ଚି ଥିଲେ। ସେଠାରେ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ଏଭଳି କାମ କରି ପ୍ରଶଂସା ସାଉଁଟିଛନ୍ତି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା...

msdhonigloves
ଧୋନିଙ୍କ ଗ୍ଲୋଭ୍‌ସକୁ ବିରୋଧ କଲା ଆଇସିସି

ଲଣ୍ଡନ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଏବଂ ବର୍ତ୍ତମାନ ଟିମର ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ଆଇସିସି ବଡ଼ ଝଟକା ଦେଇଛି। ଆଇସିସି ଧୋନିଙ୍କ ଗ୍ଲୋଭସରେ ଥିବା ଭାରତୀୟ ପାରା ସ୍ପେଶାଲ୍ ଫୋର୍ସର ପ୍ରତୀକ ଚିହ୍ନକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି। ଏ ନେଇ ଆଇସିସି ବିସିସିଆଇକୁ ଅବଗତ...

IMG-20190507-WA0179
ଆସିଲା 'ଫୋନି'ର ଚୂଡ଼ାନ୍ତ ରିପୋର୍ଟ, କମିଲା କ୍ଷୟକ୍ଷତି ଆକଳନ

ଭୁବନେଶ୍ୱର: ମାସକ ପୂର୍ବରୁ ଆସିଥିବା ସାମୁଦ୍ରିକ ଝଡ଼ ‘ଫୋନି’ ଉପକୂଳ ଓଡ଼ିଶାକୁ ଛାରଖାର କରିଦେଇଥିବା ବେଳେ ଏବେ ଏହାର କ୍ଷୟକ୍ଷତିର ଆକାଳନକୁ କମାଇ ଦିଆଯାଇଛି। ଫୋନି ଯୋଗୁ ରାଜ୍ୟରେ ମୋଟ ୧୧,୯୪୨ କୋଟି ଟଙ୍କାର କ୍ଷୟକ୍ଷତି ହେବ ବୋଲି ଆକଳନ କରାଯାଇ ଥିବା ବେଳେ ଏବେ ଏହାକୁ ୯,୩୩୬ କୋଟି...