ଶ୍ରୀନଗର: କର୍ତ୍ତବ୍ୟ ଆଗରେ ହାର୍ ମାନିଛି ପ୍ରକୃତି। ପ୍ରକୃତିର କୋପ ବି ଦୃଢ଼ମନା ଯବାନଙ୍କ ମନୋବଳ ଭାଙ୍ଗିପାରିନାହିଁ। ବର୍ଷକ ବାର ମାସ, ଖରା ହେଉ ଅବା ବର୍ଷା କିମ୍ବା ଶୀତ ଦେଶ ମାତୃକାର ସେବାରେ ନିମଗ୍ନ ଯବାନଙ୍କ ଲାଗି ଯମ ପାଲଟିଥିବା ରୌଦ୍ରତାପ ବି ହାର୍ ମାନିବାକୁ ବାଧ୍ୟ...
ମୟୂରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପକାରାଗାରରେ ନିଜ ସ୍ୱାମୀକୁ ହତ୍ୟା କରି ବନ୍ଦୀ ଥିବା ସ୍ତ୍ରୀ ରାନୀ ମାଝୀଙ୍କୁ ଆଜି ମୁକ୍ତ କରାଯାଇଛି। ସରକାରଙ୍କ ତରଫରୁ ବନ୍ଦୀ ସୁଧାର କାର୍ଯ୍ୟକ୍ରମ ଅନୁସାରେ ଜେଲରୁ ତାଙ୍କୁ ମୁକ୍ତ କରାଯାଇଛି। ରାଇରଙ୍ଗପୁର ଉପକାରାଗାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ...
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଚନ୍ଦ୍ରକୁ ମଙ୍ଗଳ ଗ୍ରହର ଏକ ଅଂଶ ବୋଲି କହି ଅଡ଼ୁଆରେ ପଡ଼ିଛନ୍ତି। ତାଙ୍କୁ ଏଥିପାଇଁ ଟ୍ୱିଟରରେ ହଟହଟା ହେବାକୁ ପଡ଼ିଛି। ସେ ଗତକାଲି ରାତିରେ ଟ୍ୱିଟ୍ କରି କହିଥିଲେ, ଆମେ (ମହାକାଶ ଅଭିଯାନ ପାଇଁ) ଯେଉଁ ପ୍ରକାର ପାଣି ଭଳି ଅର୍ଥ ବ୍ୟୟ କରୁଛୁ...
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ଅତଳାଗଡ଼ା ହତ୍ୟା ଘଟଣାର ସୁରାକ ମିଳିଛି। ପାରିବାରିକ ଗଣ୍ଡଗୋଳରୁ ସାନଭାଇକୁ ବଡ଼ ଭାଇ ହତ୍ୟା କରିଥିବା ସ୍ପଷ୍ଟ ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ହେଉଛି ପ୍ରୀତମ ରାଉତରାୟ ଏବଂ ହତ୍ୟାକାରୀ ବଡ଼ଭାଇଙ୍କ ନାମ ହେଉଛି ମାମୁନ ରାଉତରାୟ। ସୂଚନା ଅନୁସାରେ ପ୍ରୀତମ କିଛିଦିନ...
ଲଣ୍ଡନ: ୫ଥରର ବିଶ୍ୱ ଚାମ୍ପିୟନ ତଥା ଚଳିତ ବିଶ୍ୱକପ୍ରେ ପ୍ରଥମ ୨ଟି ଯାକ ମ୍ୟାଚ୍ରେ ବିଜୟୀ ହୋଇଥିବା ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳକୁ ଆସନ୍ତାକାଲି ଭାରତ ଭେଟିବ। ଭାରତ ଓ ଅଷ୍ଟ୍ରେଲିଆ ବିଶ୍ୱକପ୍ ମ୍ୟାଚ୍ ଉପରେ ସମଗ୍ର ବିଶ୍ୱର ନଜର ରହିଛି। ନିକଟରେ ଅଷ୍ଟ୍ରେଲିଆ ଭାରତ ଆସି ଟିମ୍ ଇଣ୍ଡିଆକୁ...
ଓ୍ୱାଇନାଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ମିଛ କହି ସାଧାରଣ ନିର୍ବାଚନ ଜିତିଛନ୍ତି। କେରଳ ଓ୍ୱାଇନାଡ଼ ସାଂସଦ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ନିଜ ସଂସଦୀୟ କ୍ଷେତ୍ର ଗସ୍ତ ବେଳେ ଏହା କହିଛନ୍ତି। ସେ ମିଛ କହି ଓ ଲୋକଙ୍କ ମଧ୍ୟରେ ଘୃଣା ଭାବ ଜନ୍ମାଇ...
ଭୁବନେଶ୍ୱର: ମହାସାଗର ଆଉ ଜଳ ସମ୍ପଦ ପାଇଁ ପୃଥିବୀରେ ଜୀବଜଗତ ବଞ୍ଚିପାରିଛନ୍ତି। ଏଥିପାଇଁ ପୃଥିବୀକୁ ‘ୱାଟର୍ ପ୍ଲାନେଟ୍’ ବୋଲି କୁହାଯାଏ। ସମୁଦ୍ରର ମହତ୍ତ୍ୱ ଏବଂ ଏହାର ସଂରକ୍ଷଣ ପାଇଁ ପ୍ରତ୍ୟେକ ବର୍ଷ ୮ ଜୁନ୍ରେ ବିଶ୍ୱ ସମୁଦ୍ର ଦିବସ ପାଳନ କରାଯାଏ। ଚଳିତ ବର୍ଷ ସମୁଦ୍ର ଦିବସର ବିଷୟବସ୍ତୁ...
ଖୋର୍ଦ୍ଧା: ଖୋର୍ଦ୍ଧା ନିକଟ ବରୁଣେଇ ଜଙ୍ଗଲ ଆମ୍ୱ ତୋଟାରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଛି। ସକାଳେ ସ୍ଥାନୀୟ ଲୋକେ ତୋଟାକୁ ଯିବାବେଳେ ଆମ୍ୱ ଗଛରେ ଗାମୁଛାରେ ଝୁଲୁଥିବା ମୃତଦେହ ଦେଖିବାକୁ ପାଇଥିଲେ। ମୃତଦେହଟି ଝୁଲୁଥିବାର ଦେଖି ସ୍ଥାନୀୟ ଲୋକେ ଶିଳ୍ପାଞ୍ଚଳ ଫାଣ୍ଡିକୁ ଖବର ଦେଇଥିଲେ। ଫାଣ୍ଡି...
ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆଜି କେରଳ ଛୁଇଁଛି ମୌସୁମୀ ବାୟୁ। ପାଗ ଅନୁକୂଳ ରହିଲେ ୭ ଦିନ ଭିତରେ ଓଡ଼ିଶା ଛୁଇଁବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆହୁରି କୁହାଯାଇଛି ଯେ,୧୩ ତାରିଖରୁ ଦକ୍ଷିଣ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ...
ଅନୁଗୁଳ: ଘରୋଇ କଳିର ସମାଧାନ ପାଇଁ ଥାନାରେ ଉଦ୍ୟମ ବେଳେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା କଣିହାଁ ଥାନାରେ ଏହି ଘଟଣା ଘଟିଛି। ଅନୁଗୁଳ ଜିଲ୍ଲା ବଡ଼ଗୁଣ୍ଡୁରି ଗାଁରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳକୁ ନେଇ ଥାନାରେ ଏତଲା ହୋଇଥିଲା। ସ୍ୱାମୀ ଦୀପକ ବାରିକଙ୍କ ନାଁରେ...
ମୁମ୍ୱାଇ: ଟେଲି ଜଗତର କୁଇନ୍ କହିଲେ ଜିତେନ୍ଦ୍ର ତନୟା ଏକତା କପୁରଙ୍କୁ ହିଁ ବୁଝାଇଥାଏ। ୪୪ ବର୍ଷରେ ପାଦ ଥାପି ସାରିଥିବା ଏକତା ଏବେ ବି ସିଙ୍ଗଲ। ବହୁ ହିଟ୍ ଟିଭି ସିରିଏଲ ଏକତାଙ୍କ ନାମରେ ରହିଛି। ଶାଶୁ-ବୋହୂ, ବିବାହ ଆଦି ପରମ୍ପରାକୁ ଟିଭି ପରଦାରେ ଜୀବନ୍ତ ଭାବେ...
ଦୁବାଇ: ଦୁବାଇରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏଥିରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ୧୨ ଜଣ ଭାରତୀୟ ରହିଛନ୍ତି। ମୃତାହତଙ୍କ ସମ୍ପର୍କରେ ଦୁବାଇରେ ଅବସ୍ଥାପିତ ଭାରତୀୟ ଦୂତାବାସରୁ ସୂଚନା ପ୍ରଦାନ କରାଯାଇଛି। ସମସ୍ତ ଭାରତୀୟଙ୍କ ପରିଚୟ ମିଳିଛି। ସେମାନେ କେରଳ, ଆନ୍ଧ୍ର ଏବଂ...