ନୀଳଗିରି(ବିଶ୍ୱମ୍ବର ଦାସ): ନୀଳଗିରି ଜଙ୍ଗଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ କେସିପୁର ପଞ୍ଚାୟତର ତରତରି ଗାଁର ରଶ୍ମି ମାରାଣ୍ଡି। ଗତ ୧୫ ତାରିଖରୁ ସେ ନିଖୋଜ ଥିଲେ। ଗତକାଲି କାଳବୈଶାଖୀ ପରେ ଜଙ୍ଗଲରୁ ଦୁର୍ଗନ୍ଧ ବାହାରିଥିଲା। ଲୋକେ ଜଙ୍ଗଲ ଭିତରେ ପଶି ଝିଅଟିର...
ନୂଆଦିଲ୍ଲୀ: ଆଜି ସର୍ବଦଳୀୟ ବୈଠକ ବସିବାକୁ ଯାଉଛି। ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ଏ ପ୍ରସଙ୍ଗ ସହ ଆଉ ୫ଟି ବିଷୟରେ ଏହି ବୈଠକରେ ଆଲୋଚନା ହେବ। ଏହି ସର୍ବଦଳୀୟ ବୈଠକରେ ସଂସଦକୁ ପ୍ରତିନିଧିତ୍ୱ କରୁଥିବା ସବୁ ରାଜନୈତିକ ଦଳର ନେତୃବୃନ୍ଦ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଦେଶରେ...
ନୂଆଦିଲ୍ଲୀ: ଗତକାଲି ଆଫଗାନିସ୍ତାନର ପୂର୍ବ ନାଂଗରହାର ପ୍ରାନ୍ତର ରାଜଧାନୀ ଜଲାଲାବାଦର ଏକ ପୁଲିସ ସୁରକ୍ଷାକର୍ମୀଙ୍କ ଚେକିଂ ପୋଷ୍ଟ ନିକଟରେ ଜଣେ ଆତଙ୍କବାଦୀ ନିଜ ଦେହରେ ବୋମା ଖଞ୍ଜି ଆତ୍ମଘାତୀ ବିସ୍ପୋରଣ କରିଛି। ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।...
ବିଶକେକ୍: ଭାରତ ସହ ଦ୍ୱିପାକ୍ଷିକ ଆଲୋଚନା ଆଶା ବହୁତ୍ କମ୍। ତଥାପି ଭାରତ ସହ ଭଲ ସମ୍ପର୍କ ନେଇ ଆଶା ଛାଡ଼ି ନାହାନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍। ଏସସିଓ ବୈଠକରେ ଯୋଗଦେବା ପୂର୍ବରୁ ଋଷିଆର ଖବର ସରବରାହ ସଂସ୍ଥା ସ୍ପଟନିକକୁ ଗତକାଲି ଏକ ସାକ୍ଷାତକାର ଦେଇ ଏହା...
କଳାହାଣ୍ଡି: କଳାହାଣ୍ଡି ଆମପାଣିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଝୁଳନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଚାଷ ଜମିରେ ଥିବା ଏକ ଗଛରେ ଝୁଳନ୍ତା ଅବସ୍ଥାରେ ମୃତଦେହଟିକୁ ଗ୍ରାମବାସୀ ମାନେ ଦେଖିବାକୁ ପାଇଥିଲେ। ତେବେ ଏହାର ଠିକ୍ ଅଳ୍ପ ଦୂରରେ ଜଣେ ଯୁବତୀ ଜଣକଙ୍କ...
ଭୁବନେଶ୍ୱର: ଆଜି ରାଜ୍ୟର କିଛି ଜିଲ୍ଲାରେ ଧୂଳିଝଡ଼, ବଜ୍ରପାତ ସହ ହାଲ୍କା ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧୦ଟା ୪୫ ଯାଏ ୧୩ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି...
ଭୁବନେଶ୍ୱର: ରଜ ବଜାରରେ ଦର୍ଶକଙ୍କୁ ଏକାସଙ୍ଗେ ଦୁଇ ଦୁଇଟି ଫିଲ୍ମ ଭେଟି ଦେବାକୁ ଯାଉଛି ତରଙ୍ଗ ସିନେ ପ୍ରଡକ୍ସନ୍ସ। ଆଜି ପରଦାକୁ ଆସୁଛି ‘ଗୋଲ୍ମାଲ୍ ଲଭ୍’ ଓ ‘ତୁ ମୋ ଲଭ୍ ଷ୍ଟୋରି-ଟୁ’। ‘ଗୋଲ୍ମାଲ୍ ଲଭ୍’ରେ ନୂଆ ଯୋଡ଼ି ବାବୁସାନ ଓ ତମନ୍ନା ଥିବା ବେଳେ ‘ତୁ ମୋ...
ମୁମ୍ବାଇ : ମ୍ୟୁଜିକାଲ ରିଏଲିଟି ଶୋ’ ‘ସାରେଗାମାପା ଲିଟିଲ୍ ଚ୍ୟାମ୍ପସ ୨୦୧୯’ର ଗତକାଲି ଗ୍ରାଣ୍ଡ ଫାଇନାଲ୍ ସରିଛି। ତିନିମାସ ଧରି ଚାଲିଥିବା ଏଇ ଶୋ’କୁ ତା’ର ୱିନର୍ ମିଳିଯାଇଛି। ଏହି ଶୋ’ର ବିଜେତା ୧୪ ବର୍ଷୀୟା ସୁଗନ୍ଧା ଦାତେ ହୋଇଥିବାବେଳେ ପ୍ରଥମ ରନରସ୍ ଅପ୍ ପ୍ରୀତମ ଆଚାର୍ଯ୍ୟ ଓ...
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଆଜି ଯୁବରାଜ ସିଂ ଅବସର ନେଇଛନ୍ତି। ଯୁବି ଅବସର ନେବେ ବୋଲି କେବଳ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। କିନ୍ତୁ ସତକୁ ସତ ବିଶ୍ୱକପ୍ ଚାଲିଥିବା ବେଳେ ଯୁବରାଜ ଏମିତି ଏକ ଘୋଷଣା କରି କୋଟି କୋଟି କ୍ରିକେଟ ପ୍ରେମୀଙ୍କୁ ଚକିତ କରିଛନ୍ତି। ୩୭...
ରାଞ୍ଚି: ଝାଡ଼ଖଣ୍ଡର ହଜାରିବାଗ ଜିଲ୍ଲା ଧାନୁଆ ଘାଟିରେ ଆଜି ସଡ଼କ ଦୁର୍ଘଟଣା ଘଟି ୧୧ ଯାତ୍ରୀଙ୍କ ମୃତ୍ୟ ଘଟିଛି। ଏଥିରେ ୨୫ ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ଡ୍ରାଇଭର ମହମ୍ମଦ ମୁଜାହିଦ୍, ଯାତ୍ରୀ ଉପେନ୍ଦ୍ର, ଆଦିତ୍ୟ କୁମାର, ଯୋଗେନ୍ଦ୍ର ପ୍ରସାଦ, ଭାରତୀ ଦେବୀ, ରାମ କ୍ରିଷନ ପ୍ରସାଦ, ରାମାନ୍ଦନ...
ଶ୍ରୀନଗର: ବହୁ ଚର୍ଚ୍ଚିତ କଠୁଆ ଦୁଷ୍କର୍ମ ଓ ହତ୍ୟା ମାମଲାରେ ୬ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମାମଲାର ଶୁଣାଣି କରି ପଠାନକୋର୍ଟର ଏକ ସ୍ୱତନ୍ତ୍ର କୋର୍ଟ ଗାଁ ମୁଖିଆ ସାଞ୍ଜି ରାମ, ଦୁଇଜଣ ପୋଲିସ ଅଧିକାରୀ ଦୀପକ ଖଜୁରିଆ ଓ ସୁରେନ୍ଦର ବର୍ମା, ହେଡ କନେଷ୍ଟବଳ ତିଲକ...