ଭୁବନେଶ୍ୱର: ଆଜି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା-୨୦୧୯(ଓଜେଇଇ)ର ଫଳ ପ୍ରକାଶ ପାଇଛି। ଉଭୟ ଅନଲାଇନ ଓ ଅଫ୍ଲାଇନ ରେଜଲ୍ଟ ପ୍ରକାଶ ପାଇଛି। ଏମ୍ବିଏରେ ପ୍ରଦୀପ କୁମାର କମ୍ପ ଟପ୍ପର ହୋଇଛନ୍ତି। ଏମ୍ସିଏରେ ସ୍ମିତାରାଣୀ ଚୌଧୁରୀ ଟପ୍ପର ହୋଇଛନ୍ତି। ସେହିପରିଏମ୍.ଟେକରେ ପ୍ରଦୀପ କୁମାର ବାରିକ, ଏମ୍ .ଫାର୍ମରେ ଅତ୍ୟୁର୍ମିଲା ଚକ୍ରବର୍ତ୍ତୀ...
ଭୁବନେଶ୍ୱର : ଆପଣ ଏଟିଏମ୍ରୁ ଟଙ୍କା ବାହାରିବା କଥା ତ ଭଲ ଭାବେ ଜାଣିଥିବେ। ହେଲେ ଏପରି ଏଟିଏମ୍ ବିଷୟରେ ଶୁଣିଛନ୍ତି ଯେଉଁଥିରୁ ବାହାରୁଥିବ ପ୍ରେମ, ଲଭ୍ ଏବଂ ରୋମାନ୍ସ। ଏହା ଶୁଣି ଆପଣ ନିହାତି ଆଶ୍ଚର୍ଯ୍ୟ ହୋଇଯାଉଥିବେ। କିନ୍ତୁ ଆଜ୍ଞା ବେଶି ଆଉ ଭାବନ୍ତୁ ନାହିଁ। ଏହା...
କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ):କିଛି ଦିନର ଶିଥିଳତା ପରେ ପୁଣି କ୍ରାଇମବ୍ରାଞ୍ଚ ଓ ଅର୍ଥନୈତିକ ଶାଖା ତତ୍ପର ହୋଇପଡିଛି। ଗ୍ୟାଙ୍ଗଷ୍ଟର ଟିଟୋର କେନ୍ଦ୍ରାପଡା ସହରରେ ଥିବା ଦିଲରାପୁର ସ୍ଥିତ ବାସଭବନରେ ଆଜି ଭୋର ତିନିଟା ବେଳେ କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ ଚଢ଼ାଉ କରିଥିଲା। ଟିଟୋର ଦୁଇ ଭାଇ ଆସପକ ଅଲ୍ଲି...
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ଟ୍ୱିଟରେ ମୋଦି ଉଲ୍ଲେଖ କରିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କୁ ତାଙ୍କ ଜନ୍ମଦିନ ପାଇଁ ଅନେକ ଶୁଭକାମନା, ତାଙ୍କର ସ୍ୱାସ୍ଥ୍ୟ ଭଲ ରହୁ...
ନୂଆଦିଲ୍ଲୀ: ୧୭ ତମ ଲୋକସଭାର ବାଚସ୍ପତି ହେଲେ ବିଜେପି ସାଂସଦ ଓମ୍ ବିର୍ଲା। ବାଚନିକ ଭୋଟ ମାଧ୍ୟମରେ ସର୍ବସମ୍ମତି କ୍ରମେ ସେ ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ବାଚସ୍ପତି ଭାବେ ଓମ୍ ବିର୍ଲାଙ୍କ ନାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ପ୍ରସ୍ତାବ ରଖିଥିଲେ। ରାଜସ୍ଥାନ କୋଟା ଲୋକସଭାରୁ...
କୋଲକାତା: ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଜଣେ ପ୍ରସିଦ୍ଧ ମଡେଲଙ୍କୁ ଅସଦାଚରଣ କରାଯାଇଥିବାର ଅଭିଯୋଗ ସାମ୍ନାକୁ ଆସିଛି। ୨୦୧୦ ମସିହାର ମିସ ଇଣ୍ଡିଆ ୟୁନିଭର୍ସ ହୋଇଥିବା ଉଷସୀ ସେନଗୁପ୍ତାଙ୍କୁ କିଛି ଯୁବକ ଅସଦାଚରଣ କରିଥିବା ସେ ଅଭିଯୋଗ କରିଛନ୍ତି। ଏହାସହ ଏହି ଘଟଣା ସମ୍ବନ୍ଧିତ ଅସଦାଚରଣର ଏକ ଭିଡିଓକୁ ମଧ୍ୟ...
କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗେରୁପଡ଼ା ଗାଁରେ ଗତକାଲି ରାତିରେ ସର୍ଟ ନିଆଁରୁ ଅଗ୍ନିକାଣ୍ଡ ଘଟି ଜଣେ ନାବାଳିକା ଜୀବନ୍ତ ଜଳି ଯାଇଛନ୍ତି। ମା’ ଓ ୨ ପିଲା ଗୁରୁତର ହୋଇ ପଡ଼ିଛନ୍ତି। ଗେରୁପଡ଼ା ଗାଁର ଗୋଟିଏ ପରିବାରର ମା’, ୧୩ ବର୍ଷ ଓ ୧୫ ବର୍ଷର...
ଛତ୍ରପୁର : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ପାଣ୍ଡିରିପଡ଼ା ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ପୁଅଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ସୁଶାନ୍ତ ନାୟକ। ସୁଶାନ୍ତଙ୍କ ଦୁଇ ସହଯୋଗୀ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ସନ୍ଧ୍ୟାରେ...
ଭୁବନେଶ୍ୱର: ଆଜି ରାଜ୍ୟର କିଛି ଜିଲ୍ଲାରେ ଧୂଳିଝଡ଼, ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧୨ଟା ୧୫ଯାଏ ୬ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ...
ରାଉରକେଲା: କେନ୍ଦ୍ର ଏବଂ ରାଜ୍ୟ ସରକାର କୃଷି ଓ ଗୋପାଳନ ସହ ଦୁଗ୍ଧ ଉତ୍ପାଦନକୁ ଗୁରୁତ୍ୱ ଦେଇ ଚାଷୀଙ୍କୁ ଉତ୍ସାହିତ କରୁଛନ୍ତି। ବିଭିନ୍ନ ସରକାରୀ ଦୁଗ୍ଧ ଉତ୍ପାଦନ ଏବଂ ଗୋପାଳନ କେନ୍ଦ୍ରକୁ ରାଷ୍ଟ୍ରୀୟ ଗୋକୁଳ ଯୋଜନାରେ ସାମିଲ କରାଯାଇଛି। ଏହି ଯୋଜନାରେ ରାଉରକେଲା ନିକଟ କୁଆରମୁଣ୍ଡାରେ ଥିବା ସରକାରୀ...
ଢେଙ୍କାନାଳ : ଜମ୍ମୁ ଓ କଶ୍ମୀରର ପୁଲଓ୍ୱାମାରେ ଆଇଇଡି ବିସ୍ଫୋରଣରେ ସହିଦ ହୋଇଥିବା ଓଡ଼ିଆ ଯବାନ ଅଜିତ ସାହୁଙ୍କ ମରଶରୀର ଆଜି ଓଡ଼ିଶା ଆସିବ। ସୋମବାର ଜମ୍ମୁ ଓ କଶ୍ମୀରର ପୁଲୱାମାରେ ଅରିହଲ୍ ଅଞ୍ଚଳରେ ଆତଙ୍କବାଦୀମାନେ ଯବାନଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ। ଯବାନଙ୍କ ଗାଡ଼ି ଯିବା ବେଳେ...
ନୂଆଦିଲ୍ଲୀ: ଭାରତ ବିପକ୍ଷ ମ୍ୟାଚ୍ ହାରିବା ପରେ ପାକିସ୍ତାନ ଦଳକୁ ସୋଶାଲ୍ ମିଡିଆରେ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ୁଛି। କିନ୍ତୁ ଏହାରି ମଧ୍ୟରେ ଟେନିସ୍ ତାରକା ସାନିଆ ମିର୍ଜା ଓ ପାକିସ୍ତାନ ଅଭିନେତ୍ରୀ ବୀଣା ମଲ୍ଲିକଙ୍କ ଟ୍ୱିଟର୍ ଓ୍ୱାର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭାରତୀୟ ଟେନିସ୍...