ନୂଆଦିଲ୍ଲୀ: ସ୍ମାର୍ଟ ଫୋନ୍ କହିଲେ ଆଜିର ଦୁନିଆରେ ସାଧାରଣତଃ ଆଣ୍ଡ୍ରଏଡ ମୋବାଇଲକୁ ବୁଝାଏ। ଦେଶରେ ଏବେ ଏହି ମୋବାଇଲ ଫୋନ୍ ପ୍ରତ୍ୟେକ ଲୋକଙ୍କ ପାଖରେ ରହିଛି। ହେଲେ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ମନ୍ତ୍ରୀଙ୍କର ପସନ୍ଦ କିନ୍ତୁ ଆଣ୍ଡ୍ରୋଏଡ ମୋବାଇଲ ଫୋନ୍ ନୁହେଁ। ଆଣ୍ଡ୍ରୋଏଡ ମୋବାଇଲ ଫୋନ୍ ପରିବର୍ତ୍ତେ...
ସୁବର୍ଣ୍ଣପୁର: ଅନ୍ଲାଇନ୍ ବ୍ୟାଙ୍କିଙ୍ଗ୍ ବେଶ୍ ଲୋକାଦୃତ ହେଉଥିବା ବେଳେ, ଦିନକୁ ଦିନ ବଢୁଛି ସାଇବର୍ କ୍ରାଇମ୍ । ଅନ୍ଲାଇନ୍ ବ୍ୟବସ୍ଥାରେ ଟଙ୍କା ଠକେଇ ନେବା ଘଟଣା ଏବେ ନିତିଦିନିଆ ହୋଇଗଲାଣି। ନିକଟରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ମେଣ୍ଡାମାଳରେ ଜଣେ ବ୍ୟକ୍ତି ଏଭଳି ଠକେଇର ଶିକାର ହୋଇଛନ୍ତି। ଗୋବିନ୍ଦ...
ପାଟନା: ବିହାର ମୁଜାଫରନଗରରେ ବେକାବୁ ହୋଇଥିବା ଆକ୍ୟୁଟ ଏନସେଫାଲାଇଟିସ ସିଣ୍ଡ୍ରୋମ୍(ଏଇଏସ) ଜ୍ୱରରେ ୧୩୫ରୁ ଅଧିକ ଛୋଟ ଛୁଆଙ୍କର ମୃତ୍ୟୁ ହେଲାଣି। ତେବେ ନିଜ ସରକାରଙ୍କ ଭାବମୂର୍ତ୍ତି ଉପରେ ଲାଗିଥିବା ଦାଗ ଲିଭାଇବାକୁ ଯାଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୁଜାଫରନଗର ଜିଲ୍ଲା ସ୍ଥିତ ଶ୍ରୀକୃଷ୍ଣା ମେଡିକାଲ କଲେଜ ଓ...
ବରଗଡ଼: ଆଧୁନିକ ଯୁଗରେ ବି ଲୋକଙ୍କ ମନରେ ଅନ୍ଧବିଶ୍ୱାସ ବଞ୍ଚି ରହିଛି। ଏହି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଚାଙ୍ଗରିଆ ଗାଁର ଜଣେ ମୃତ ବ୍ୟକ୍ତିଙ୍କୁ ଝଡ଼ାଫୁଙ୍କା କରି ବଞ୍ଚାଇବାକୁ ପ୍ରୟାସ କରାଯାଉଥିବା ଦେଖିବାକୁ ମିଳିଛି। ଟାଲପାଲି ପଞ୍ଚାୟତ ଚାଙ୍ଗରିଆ ଗାଁର ଶପ୍ତଶିଳା ଭୋଇ ନାମ୍ନୀ...
ଭୁବନେଶ୍ୱର: ବ୍ଲାକମେଲିଂ ଏବଂ ବଟି ଆଦାୟବେଳେ ନକଲି ସାମ୍ବାଦିକ ଧରା ପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ସମେତ ୪ ନକଲି ସାମ୍ବାଦିକ ରହିଛନ୍ତି। ବରଗଡ଼ ପୁଲିସ୍ ଏମାନଙ୍କୁ ଗିରଫ କରିଛି। ଗିରଫ ନକଲି ସାମ୍ବାଦିକମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ଭାକରସାହିର ତପନ କୁମାର...
ବ୍ରହ୍ମପୁର(ଅଶୋକ ବହ୍ମା): ଏକ ହତ୍ୟା ମାମଲାରେ ଆଜି କଡ଼ା ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଗଞ୍ଜାମ ଜିଲ୍ଲାର କୁଲଟା ଗାଁର ମହେଶ୍ୱର ସାସମଲ ହତ୍ୟା ମାମଲାରେ ୧୯ ଜଣଙ୍କୁ ଆଜୀବନ କାରା ଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ଏଡିଜେ-୧ କୋର୍ଟ। ୨୦୦୭ କୁଲଟା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି...
ଢେଙ୍କାନାଳ : ପୁଣି ଅଲୋଡ଼ା ଶିଶୁକନ୍ୟା। ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ନିକଟ ତେରମାଇଲ ଛକରୁ ଉଦ୍ଧାର ହୋଇଛି ନବଜାତ ଶିଶୁକନ୍ୟା। ଏକ ବୁଦା ମୂଳରୁ ଶିଶୁକନ୍ୟାଟିକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ। ବୁଦାମୂଳରେ ଶିଶୁଟିକୁ ସ୍ଥାନୀୟ ଲୋକେ ଦେଖି ଥିଲେ। ତାକୁ ଉଦ୍ଧାର କରି ସ୍ଥାନୀୟ ଅଙ୍ଗନବାଡି କର୍ମୀଙ୍କୁ ହସ୍ତାନ୍ତର...
ମୁମ୍ୱାଇ: ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲା ଅନ୍ତର୍ଗତ ସାକୋଲିରେ ମଙ୍ଗଳବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି। ପୋଲ ଉପରୁ ଏକ ଟ୍ୟାକ୍ସି ତଳେ ଯାଇଥିବା ଚୁଲବନ୍ଦ ନଦୀରେ ଖସି ପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଟ୍ୟାକ୍ସି ଡ୍ରାଇଭର ଫେରାର ରହିଛି। ସୂଚନାଯୋଗ୍ୟ, ପୋଲ ଉପରେ ଟ୍ୟାକ୍ସିଟି...