ଅମରାବତୀ: ରାତି ଅଧରେ ଆନ୍ଧ୍ରପ୍ରଦେଶର ପୂର୍ବତନ ସରକାର ସମୟରେ ହୋଇଥିବା ‘ପ୍ରଜା ବେଦିକା’ ଘରେ ବୁଲଡୋଜର ବୁଲିଛି। ପୂର୍ବତନ ଟିଡିପି ସରକାର ଅମଳରେ ପ୍ରଜା ବେଦିକାର ନିର୍ମାଣ ହୋଇଥିଲା। ସରକାରକୁ ଆସିବା ପରେ ଏହି କୋଠା ବେଆଇନ ବୋଲି ଏବେର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ କହିଥିଲେ। ଏହାପରେ...
ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓଙ୍କ ତିନି ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ମୋଦି ସରକାର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିବା ପରେ ପୋମ୍ପିଓଙ୍କର ଏହା ପ୍ରଥମ ଭାରତ ଗସ୍ତ। ଏହା ଦ୍ୱାରା ଭାରତ ଏବଂ ଆମେରିକା ଦ୍ୱିପାକ୍ଷିକ ସଂପର୍କକୁ ଆହୁରି ମଜଭୁତ ହେବ। ଭାରତର...
ରାୟଗଡ଼ା: ରାୟଗଡ଼ାରେ ସମଲେଶ୍ୱରୀ ଏକ୍ସପ୍ରେସ୍ ଦୁର୍ଘଟଣାରେ ୨ ଜଣ ଷ୍ଟେସନ୍ ମାଷ୍ଟରଙ୍କ ସମେତ ତିନି ଜଣଙ୍କୁ ସସପେଣ୍ଡ୍ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ପାଇଁ କେଉଟଗୁଡ଼ା ଏବଂ ସିଙ୍ଗାପୁର ରୋଡ୍ ଷ୍ଟେସନ୍ ମାଷ୍ଟରଙ୍କ ସହିତ ଜଣେ କ୍ୟାବିନ୍ ମ୍ୟାନ୍ଙ୍କୁ ସସପେଣ୍ଡ୍ କରାଯାଇଥିବା ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ରେଳବାଇ ପକ୍ଷରୁ ଘଟଣା...
ଭୁବନେଶ୍ୱର: ଏମବିବିଏସ ଏବଂ ବିଡିଏସ୍ ନାମଲେଖା ପାଇଁ ରେଜିଷ୍ଟ୍ରେସନ୍ ଅବଧିକୁ ବୃଦ୍ଧି କରାଯାଇଛି। OJEE ୱେବସାଇଟ୍ରେ ରେଜିଷ୍ଟ୍ରେସନ୍ ସମୟ ବୃଦ୍ଧି ନେଇ ସୂଚନା ଦିଆଯାଇଛି। ପୂର୍ବରୁ ଜୁନ୍ ୨୫ ତାରିଖ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ୍ ପାଇଁ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ନୂଆ ନିର୍ଦ୍ଦେଶ ଅନୁଯାୟୀ ଏହାକୁ ଜୁନ୍ ୨୭...
ମୁମ୍ବାଇ: ୱେଷ୍ଟଇଣ୍ଡିଜର ମହାନ୍ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରା ଛାତିରେ ଯନ୍ତ୍ରଣା କାରଣରୁ ମଙ୍ଗଳବାର ମୁମ୍ବାଇସ୍ଥିତ ପରେଲର ଗ୍ଲୋବାଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମଙ୍ଗଳବାର ଲାରା ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭୂତ କରିଥିଲେ, ଯେଉଁ କାରଣରୁ ତାଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଯାଇଥିଲା। ଲାରାଙ୍କ ସ୍ୱାସ୍ଥାବସ୍ଥା ଦେଇ ଡାକ୍ତର କୌଣସି ସୂଚନା...
ରାୟଗଡ଼ା: ସମଲେଶ୍ୱରୀ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ। ରାୟଗଡ଼ା ସିଙ୍ଗାପୁର ରୋଡ୍-କେଉଟଗୁଡ଼ା ମଝିରେ ଏହି ଦୁର୍ଘଟଣା ଘଟିଛି। ସାମ୍ନାରୁ ଆସୁଥିବା ଏକ ଇଂଜିନ ସମଲେଶ୍ୱରୀକୁ ଧକ୍କା ଦେବାରୁ ଏଥିରେ ନିଆଁ ଲାଗିଥିବା ଜଣାପଡ଼ିଛି। ଆଜି ଅପରାହ୍ନ ସାଢେ ୪ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି।...
ଲଣ୍ଡନ: ଚଳିତ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍ ହାରିବା ପରେ ପାକିସ୍ତାନ କଡ଼ା ସମାଲୋଚନାର ଶିକାର ହୋଇଥିଲେ। ଏହି ପରାଜୟ ପ୍ରଶଂସକଙ୍କୁ ଯେତିକି ବାଧିଥିଲା, ତା’ଠାରୁ ଅଧିକ ପାକିସ୍ତାନ କ୍ରିକେଟ୍ ଟିମର କୋଚ୍ ମିକି ଆର୍ଚରଙ୍କୁ ମର୍ମାହତ କରିଥିଲା। ଗୋଟିଏ ପଟେ ସୋଶାଲ ମିଡିଆରେ ପାକିସ୍ତାନୀ ଖେଳାଳିଙ୍କୁ ଜୋରଦାର...
ଭୁବନେଶ୍ୱର:୨ କୋଟିପତିଙ୍କୁ ମାତ୍ ଦେଇ ବାଲେଶ୍ୱରରୁ ସାଂସଦ ଭାବରେ ନିର୍ବାଚିତ ହେବା ପରେ ଏବେ କେନ୍ଦ୍ରମନ୍ତ୍ରୀ ହୋଇଥିବା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓରଫ ପ୍ରତାପ ନନାଙ୍କୁ ନେଇ ଚର୍ଚ୍ଚା ଏବେ କାହିଁରେ କ’ଣ। ସେ କେବଳ ଓଡ଼ିଶାରେ ସୀମିତ ନରହି ଏବେ ସାରା ଦେଶରେ ପରିଚିତି ଓ ଖ୍ୟାତି...
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଲୁଟେରା ଆତଙ୍କ ଦେଖାଦେଇଛି। ଗତକାଲି ଶିଶୁପାଳଗଡରେ ବିଳମ୍ୱିତ ରାତିରେ ଜଣେ ଅବସରପ୍ରାପ୍ତ କର୍ମଚାରୀ ଓ ତାଙ୍କ ପତ୍ନୀଙ୍କୁ ମାଡ ମାରି ଘରୁ ଲୁଟ୍ କରିଛନ୍ତି ଲୁଟେରା। ଏନେଇ ଧଉଳି ଥାନାରେ ଏକ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ପ୍ରଥମେ ଲୁଟେରାମାନେ ଝରକା ଗ୍ରୀଲ୍ ତାଡ଼ି...
ଆଲିଗଡ଼: କଚୋଡ଼ି ଓ ସିଙ୍ଗଡ଼ା ବିକ୍ରି କରି ଜଣେ ବ୍ୟକ୍ତି ବର୍ଷକୁ ୬୦ରୁ ୧ କୋଟି ଟଙ୍କା ଆୟ କରୁଥିବା ଜାଣିବା ପରେ ଆୟକର ବିଭାଗ ସଂପୃକ୍ତ ବ୍ୟବସାୟୀଙ୍କୁ ନୋଟିସ୍ କରିଛି। ଉତ୍ତର ପ୍ରଦେଶର ଆଲିଗଡ଼ରେ ଥିବା ପ୍ରସିଦ୍ଧ ‘ମୁକେଶ କଚୋଡ଼ି’ ଦୋକାନ ମାଲିକଙ୍କୁ ଫିଲ୍ମ ଷ୍ଟାଇଲ୍ରେ ଆୟକର...
ରାଞ୍ଚି:ଝାରଖଣ୍ଡର ଗଢ଼ୱାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଏକ ଯାତ୍ରୀବାହୀ ବସ୍ଟି ଗଭୀର ଘାଇକୁ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୯ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ୍...
ପୁଣେ: ଗାଁ ଲୋକଙ୍କୁ ଅସ୍ତ୍ରଶସ୍ତ୍ର ଦେଖାଇ ଆତଙ୍କ ସୃଷ୍ଟି କରିବା ଅଭିଯୋଗରେ ପୁଣେର ଖେଦ ପୁଲିସ୍ ଜଣେ କର୍ଣ୍ଣେଲ ଓ ୩୦ରୁ ୪୦ ଜଣ ଯବାନଙ୍କ ନାଁରେ ମାମଲା ରୁଜୁ କରିଛି। ଗୁଲାନି ଗାଁରେ କର୍ଣ୍ଣେଲ ଓ ୩୦ରୁ ୪୦ ଜଣ ଯବାନ ପ୍ରବେଶ କରି ଜଣେ ବ୍ୟକ୍ତିଙ୍କ...
ସାହାରନପୁର: ଉତ୍ତର ପ୍ରଦେଶର ସାହାନରପୁରରେ ଏକ ଭୟଙ୍କର ଘଟଣା ଘଟିଛି। ବୁଲା କୁକରମାନେ ବାରଣ୍ଡାରେ ଶୋଇଥିବା ଜଣେ ୩ ମାସର ଶୁଶୁକୁ ଝୁଣି ମାରି ଦେବା ପରେ ତା’ ଶରୀରରୁ ମୁଣ୍ଡକୁ ନେଇ ଚାଲି ଯାଇଛନ୍ତି। ପରିବାର ଲୋକ ଶିଶୁର ମୁଣ୍ଡ ବିହୀନ ଶରୀର ଠାବ କରିବା ପରେ...
ନୂଆଦିଲ୍ଲୀ: ଗୁଜରାଟ୍ରେ ଖାଲି ପଡ଼ିଥିବା ୨ଟି ଯାକ ରାଜ୍ୟସଭା ସିଟ୍ରେ ଅଲଗା ଅଲଗା ନିର୍ବାଚନ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କଂଗ୍ରେସକୁ ଜବରଦସ୍ତ ଝଟ୍କା ଲାଗିଛି। ସୁପ୍ରିମକୋର୍ଟ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିବା ସହ ନିର୍ବାଚନ କମିଶନଙ୍କୁ ଅଲଗା ଅଲଗା ନିର୍ବାଚନ କରିବାକୁ ସବୁଜ ସଙ୍କେତ...
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜ ପଦରୁ ଇସ୍ତଫା ଦେବାକୁ ଜିଦ୍ କରିଥିଲେ। ଏହାକୁ ନେଇ ସମଗ୍ର ଦେଶରେ ରାଜନୀତିକ ହଟଚମଟ ସୃଷ୍ଟି ହୋଇଥିଲା। ତେବେ ସମୟ ବଦଳିବା ସହ ରାହୁଲଙ୍କ ମୁଡରେ ମଧ୍ୟ ପରିବର୍ତ୍ତନ ଆସିଥିବା ଜଣାପଡ଼ିଛି।...
ନୂଆଦିଲ୍ଲୀ: ଜମ୍ମୁ-କଶ୍କୀରରେ ଆତଙ୍କବାଦର ମୂଳପୋଛ କରିବାକୁ ମୋଦି ସରକାର ଅପରେସନ ଅଲଆଉଟକୁ ଅହେତୁକ ସଫଳତା ମିଳିଛି। ହେଲେ ଏହି ଅପରେସନ ଅଲଆଉଟ୍କୁ ଆତଙ୍କବାଦୀମାନେ ଫୁ’ କରି ଉଡ଼ାଇଛନ୍ତି। ୨୦୧୪ ତୁଳନାରେ ୨୦୧୮ରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରାୟ ୩ଗୁଣ ବୃଦ୍ଧି ପାଇଛି। ୨୦୧୪ରେ ୨୨୨ଟି ଆତଙ୍କୀ କାର୍ଯ୍ୟକଳାପ ଘଟଣା...