ଶ୍ରୀନଗର: ଜମ୍ମୁ କଶ୍ମୀରର କୁଲଗାମ ଜିଲ୍ଲାରେ ହୋଇଥିବା ଏକ ବିସ୍ଫୋରଣରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଆହତ ହୋଇଛନ୍ତି। କୁଲଗାମ ଜିଲ୍ଲା ଚଦେର ଗାଁରେ ଏହି ବିସ୍ଫୋରଣ ହୋଇଛି। ଘଟଣାସ୍ଥଳରେ ହିଁ ଜଣେ ସାଧାରଣ ନାଗରିକ ନଜିର ଅହମଦଙ୍କ ମୃତ୍ୟୁ ହୋଇଛି। ଅନ୍ୟ...
ସୋପିଆନ୍: ଦକ୍ଷିଣ କଶ୍ମୀରର ସୋପିଆନ୍ରେ ଥିବା ଐତିହାସିକ ମୋଗଲ ରାସ୍ତାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପିକ୍ନିକ୍ ପାଇଁ ଯାଉଥିବା କମ୍ପ୍ୟୁଟର ଛାତ୍ରଛାତ୍ରୀଙ୍କ ଟେମ୍ପୋ ଘାଟିରୁ ଖସି ପଡ଼ିବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୯ ଜଣ ଛାତ୍ରୀ ଅଛନ୍ତି। ଏହି ଦୁର୍ଘଟଣାରେ ଆହତ...
ଭଦ୍ରକ/ବାଲେଶ୍ୱର: ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରୁ ପୁଣି ଉଦ୍ଧାର ହୋଇଛି ନାଗ ଛୁଆ । ସକାଳେ ଗୋଖାଦିଗି ସାହିର ଲକ୍ଷ୍ମୀଧର ମଲିକ ତାଙ୍କ ଘରେ ଏକ ନାଗ ଛୁଆ ବୁଲୁଥିବାର ଦେଖିବାକୁ ପାଇଥିଲେ। ଏ ନେଇ ପରିବାର ଲୋକେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ। ସ୍ନେକ ହେଲ୍ପଲାଇନ...
ମ୍ୟାଞ୍ଚେଷ୍ଟର: ଚଳିତ ବିଶ୍ୱକପର ଗୁରୁବାର ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ମ୍ୟାଚରେ ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟକା ଲାଗିଛି। ଟିମର ଷ୍ଟାର୍ ଓପ୍ନର ରୋହିତ୍ ଶର୍ମା ମାତ୍ର ୧୮ ରନ୍ କରି ପ୍ୟାଭିଲିୟନ୍ ଫେରିଛନ୍ତି। ଭାରତ ଷଷ୍ଠ ଓଭରର ଅନ୍ତିମ ଭଲରେ ଇଣ୍ଡିଜ୍ ପେସର କେମାର...
ମ୍ୟାଞ୍ଚେଷ୍ଟର: ବିଶ୍ୱକପରେ ୫ମ ବିଜୟ ସହ ସେମି ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିବାକୁ ଲକ୍ଷ୍ୟ ରଖିଥିବା ଟିମ୍ ଇଣ୍ଡିଆ ପ୍ରତିପକ୍ଷ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଟିମ୍ ଇଣ୍ଡିଆ ଗତ ଶନିବାର ଲୋ-ସ୍କୋରିଂ ମ୍ୟାଚ୍ରେ ଆଫଗାନିସ୍ତାନକୁ ମାତ ଦେଇଥିଲେ। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍...
ଲଣ୍ଡନ: ବିଶ୍ୱକପ୍ କ୍ରିକେଟ୍ ୨୦୧୯ରେ ଟ୍ରଫି ପାଇଁ ଲଢ଼େଇ ଯେତିକି ପାଖେଇ ଆସୁଛି, ପଏଣ୍ଟ ଟେବୁଲରେ ଓଲଟପାଲଟ ମଧ୍ୟ ସେତିକି ହେଉଛି। ତେବେ ସମଗ୍ର ବିଶ୍ୱରେ ୧୯୯୨ ବିଶ୍ୱକପ ଭଳି ୨୦୧୯ରେ ସ୍ଥିତି ସୃଷ୍ଟି ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଏହା ପଛରେ ପାକିସ୍ତାନ ହିଁ ରହିଛି।...
ଭୁବନେଶ୍ୱର : ଆପଣଙ୍କ ଆଖିରେ ଯଦି କେହି କଳା କପଡ଼ା ବାନ୍ଧି ଦିଅନ୍ତି ତା’ହେଲେ ଆପଣଙ୍କୁ ଚତୁଃର୍ଦିଗ ଅନ୍ଧକାର ଦିଶିବ। ଏହି ସମୟରେ ଯଦି କିଛି ଦେଖିକି ଆପଣଙ୍କୁ କହିବାକୁ କୁହାଯାଏ, ସେତେବେଳେ ଆପଣ କ’ଣ କରିବେ। ଆମେ ନିଶ୍ଚିତ ଯେ, ଆପଣ କିଛି କହି ପାରିବେ ନାହିଁ।...
ମୁମ୍ୱାଇ: ପୂର୍ବତମ ମିସ୍ ୟୁନିଭର୍ସ ଓ ବଲିଉଡ ହିରୋଇନ ସୁସ୍ମିତା ସେନ୍ ଏବେ ଫିଲ୍ମରେ ସକ୍ରିୟ ନ ଥିଲେ ମଧ୍ୟ ନିଜ ପର୍ସନାଲ ଲାଇଫକୁ ନେଇ ଲାଇମଲାଇଟରେ ରହୁଛନ୍ତି। ୪୩ ବର୍ଷରେ ବି ସିଙ୍ଗଲ ଥିବା ସୁସ୍ମିତା ବୟଫ୍ରେଣ୍ଡ ବଦଳାଇବାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ୨ ପୋଷ୍ୟକନ୍ୟା...
ନୂଆଦିଲ୍ଲୀ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ପ୍ରାୟ ୧୪ ହଜାର କୋଟି ଟଙ୍କା ନେଇ ଫେରାର ହୋଇଯାଇଥିବା ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଆଜି ଆଉ ଏକ ଝଟ୍କା ଲାଗିଛି। ସ୍ୱିଜରଲ୍ୟାଣ୍ଡ ଅଧିକାରୀମାନେ ସେଠାରେ ଥିବା ନିରବ ଓ ତାଙ୍କ ଭଉଣୀ ପୂର୍ବୀ ମୋଦିଙ୍କ ନାଁରେ ଥିବା ପ୍ରାୟ ୪ଟି...
ଗଜପତି: ଗୀତ ଗାଇଲେ ଗଜପତି ଏସ୍ପି ସାରା ଶର୍ମା। ଷ୍ଟୁଡିଓରେ ପ୍ରଫେସନାଲ୍ ସିଙ୍ଗର ଭଳି ଗୀତ ରେକର୍ଡ କରିଛନ୍ତି ଏସ୍ପି। ଏସ୍ପିଙ୍କର ଏହି ଗୀତ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହେବାକୁ ଲାଗିଛି। ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ନେଇ ଗଜପତି ଏସ୍ପି ଏହି ନିଆରା ପଦକ୍ଷେପ ନେଇଛନ୍ତି।...
ଶ୍ରୀନଗର: ନୂଆ ସରକାର ଗଠନ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଦିନିକିଆ କାଶ୍ମୀର ଗସ୍ତ କରିବେ। ଗସ୍ତ ବେଳେ ରାଜ୍ୟରେ ସାମରିକ ଓ ବେସାମରିକ କାର୍ଯ୍ୟକଳାପ ନେଇ ଆଲୋଚନା କରିବେ। ଏଥି ସହ ହୁରିୟାତ ନେତାଙ୍କ ସହ କଥାବାର୍ତ୍ତା ନେଇ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ସହ...