• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

pic88
ବୋହିନେଲେ ସୋରିଷ ତେଲ...

କେନ୍ଦୁଝର: ଓଲଟିଗଲା ସୋରିଷ ତେଲ ବୋଝେଇ ମିନି ଟ୍ରକ୍। ଲୋକେ ଉଦ୍ଧାର କରିବେ କ’ଣ, ତେଲ ଲୁଟିବାରେ ଲାଗିଲେ। ଘଟଗାଁ ଥାନା ନିକଟ ୨୦ ନମ୍ବର ଜାତୀୟ ରାଜପଥର ଗୋଳାବନ୍ଧ ଗାଁ ନିକଟରେ ଏପରି କିଛି ଘଟଣା ଦେଖିବାକୁ ମିଳିଛି। ଭାରସାମ୍ୟ ହରାଇବା ଯୋଗୁ ଜାତୀୟ ରାଜପଥ କଡ଼କୁ...

pic0
ଅଜଣା ରୋଗରେ ୨ ମୃତ

କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ଟିକରପଡ଼ା ଗାଁରେ ଅଜଣା ରୋଗ ଆତଙ୍କ ଦେଖାଦେଇଛି। ଏଥିରେ ଆକ୍ରାନ୍ତ ହୋଇ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ତୁଳସା କ୍ରିଷ୍ଣାନୀ ଓ ଦୁଦୁରୀ କ୍ରିଷ୍ଣାନୀ। ଗାଁର ଆଉ କିଛି ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଗ୍ରାମବାସୀ...

pic9
ମେଡିକାଲ୍‌ରେ ନର୍ସଙ୍କ ଟିକ୍‌ଟକ୍‌ ଭିଡିଓ ଭାଇରାଲ୍‌

ମାଲକାନଗିରି: ଟିକ୍‌ଟକ୍‌ ପ୍ରେମରେ ମେଡିକାଲ୍ କର୍ମଚାରୀ। ଗୁରୁତ୍ୱପୂର୍ଣ୍ଣ ଏସ୍‌ଏନ୍‌ସିୟୁ ବିଭାଗ ଭିତରେ ଚାଲିଛି ଟିକ୍‌ଟକ୍‌ ଭିଡିଓ। ଏପରି କିଛି ଘଟଣାର ଭିଡିଓ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓରେ ରହିଛନ୍ତି ହସ୍ପିଟାଲ୍‌ର ନର୍ସ ସମେତ କିଛି ମହିଳା କର୍ମଚାରୀ। ଅଫିସ୍‌ରେ କାର୍ଯ୍ୟ ଚାଲିଥିବା ସମୟରେ...

Salman-Khan
ସଲମାନ୍‌ଙ୍କ ଦବଙ୍ଗଗିରି, ସାମ୍ୱାଦିକଙ୍କ କ୍ୟାମେରା ଛଡ଼ାଇ ନେଲେ

ମୁମ୍ୱାଇ: ଭାଇଜାନ୍ ସଲମାନ ଖାନ୍‌ଙ୍କ ଆଉ ଏକ ଦବଙ୍ଗଗିରି। ତାଙ୍କ ନାମରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର, ଧମକ ଏବଂ ମୋବାଇଲ୍ ଛଡ଼ାଇବାର ଅଭିଯୋଗ ଆସିଛି। ଏ ନେଇ ମୁମ୍ବାଇର ସାମ୍ବାଦିକ ଅଶୋକ ପାଣ୍ଡେ ଅନ୍ଧେରୀ କୋର୍ଟରେ ମାମଲା ରୁଜୁ କରିଛନ୍ତି। ଆସନ୍ତା ୧୨ ତାରିଖରେ ଏହାର ଶୁଣାଣି ହେବ। ଅଭିଯୋଗ...

pic8
ଦୁବାଇରେ ଫସି ରହିଥିବା ୯ ଓଡ଼ିଆ ଶ୍ରମିକ ଉଦ୍ଧାର

ଭୁବନେଶ୍ୱର: ଦୁବାଇରେ ଫସି ରହିଥିବା ୧୦ ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୯ ଜଣଙ୍କୁ ଉଦ୍ଧାର କରାଯାଇଛି। ଏମାନେ ସମସ୍ତେ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି। ସୂଚନା ଅନୁସାରେ ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଜିଲ୍ଲାର ୧୦ ଜଣ ଓଡ଼ିଆ ଶ୍ରମିକ ଦୁବାଇକୁ କାମ କରିବାକୁ ଯାଇଥିବା ବେଳେ ସେଠାରେ କମ୍ପାନୀ ସେମାନଙ୍କୁ...

mao poster
ଫିରିଙ୍ଗିଆରେ ମାଓ ପୋଷ୍ଟର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା କଟାପାଙ୍ଗ ଗ୍ରାମ ନିକଟ ରାସ୍ତାରେ ମାଓ ପୋଷ୍ଟର ଓ ବ୍ୟାନର ଲାଗିଛି। ମାଓପୋଷ୍ଟର ଦେଖିବା ପରେ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। କେକେବିଏନ୍‌  ମାଓବାଦୀ ସଙ୍ଗଠନ ପକ୍ଷରୁ ପୋଷ୍ଟର ଲଗାଯାଇଛି । ପୋଷ୍ଟରରେ ସରକାରଙ୍କ ଦମନ ନୀତିକୁ ବିରୋଧ କରି ଆଜି 24 ଘଣ୍ଟିଆ...

pic6
କାକଟପୁରରୁ ଜଗା ପାଇଁ ଆସିଲା ଫଳଭାର

ପୁରୀ: ଜ୍ୱରରେ ପୀଡ଼ିତ ଅଛନ୍ତି ଶ୍ରୀଜିଉ। ତେଣୁ ଅଣସର ଘରେ ଚାଲିଛି ଗୁପ୍ତସେବା। ଶ୍ରୀଜିଉଙ୍କ ଅଙ୍ଗରେ ଫୁଲୁରି ତେଲ ଲାଗି ହେବା ପରେ ପୀଡ଼ା ଲାଘବ ହୋଇଛି। ତେବେ ମହାପ୍ରଭୁ ଜ୍ୱରରେ ପୀଡ଼ିତ ଥିବାରୁ ତାଙ୍କ ପାଇଁ ପ୍ରାଚୀ ନଦୀ ତଟ କାକଟପୁର ଅଞ୍ଚଳରୁ ଫଳଭାର ଆସିଛି। କାକଟପୁର...

mumbai-dadar-
ପୁରୁଣା ୧୦ ଟଙ୍କିଆ ନୋଟ ଦେଲେ ବୋଲି ଗ୍ରାହକଙ୍କୁ ଛୁରୀ ଭୁସି ଦେଲେ ଦୋକାନୀ

ମୁମ୍ୱାଇ: ୧୦ ଟଙ୍କାକୁ ନେଇ ରାସ୍ତା ମଝିରେ ମହାଭାରତ। ମହାରାଷ୍ଟ୍ରର ଦାଦର ଅଞ୍ଚଳରେ ପୁରୁଣା ଦଶ ଟଙ୍କିଆ ନୋଟକୁ ନେଇ ଗ୍ରାହକଙ୍କ ସହ ବଚସା ହେବା ପରେ ପରିବା ବିକାଳି ଜଣଙ୍କ ଗ୍ରାହକଙ୍କୁ ହତ୍ୟା କରିଥିବା ସ୍ଥାନୀୟ ପୁଲିସ କହିଛି। ସୋମବାର ବିଳମ୍ୱିତ ରାତିରେ ହନିଫ୍ ସିଦ୍ଦିକି ନାମକ...

loot
ସ୍କୁଟିରୁ ଠେଲି ମୋବାଇଲ୍‌ ସୋରୁମ୍‌ ମାଲିକାଣୀଙ୍କୁ ଲୁଟିଲେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଲୁଟେରାଙ୍କ ଆତଙ୍କ ଦେଖାଦେଇଛି। ଆଜି ସକାଳେ ସ୍କୁଟିରେ ଯାଉଥିବା ଜଣେ ମୋବାଇଲ୍‌ ସୋରୁମ୍‌ ମାଲିକାଣୀ ଓ ତାଙ୍କ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟେରା ଲୁଟ୍‌ କରିଛନ୍ତି ବୋଲି ଏୟାର୍‌ ଫିଲ୍ଟ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ସକାଳେ ମୋବାଇଲ ସୋରୁମର ମାଲିକାଣୀ...

pic2
ଏମିତି ଚାଲିଛି ହରିଶ୍ଚନ୍ଦ୍ର ଯୋଜନା, ଜୀବିତଙ୍କୁ ମୃତ ଦର୍ଶାଇ ନେଇଗଲେ ଟଙ୍କା

କେନ୍ଦ୍ରାପଡ଼ା: ଗରିବ ଲୋକଙ୍କ ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ କିଛି ଅସାଧୁ କର୍ମଚାରୀଙ୍କ ପାଇଁ ଏହି ଯୋଜନା ବାଟବଣା ହେବାରେ ଲାଗିଛି। କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ଈଶ୍ୱରପୁର ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଅଭିଯୋଗ ଅନୁସାରେ...

saroj meher
ବିଧାୟକ ସରୋଜ ମେହେର ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବଲାଙ୍ଗିର: ଜେଲ୍ ଯିବାର ଦିନକ ପରେ ଅସୁସ୍ଥ ହୋଇ ପଡ଼ିଛନ୍ତି ପାଟଣାଗଡ଼ ବିଜେଡି ବିଧାୟକ ସରୋଜ ମେହେର। ଜେଲରେ ଅସୁସ୍ଥ ଅନୁଭବ କରିବାରୁ ଗତକାଲି ସରୋଜଙ୍କୁ ପାଟଣାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ କେଉଁ କାରଣରୁ ସେ ଅସୁସ୍ଥ ହୋଇପଡିଛନ୍ତି ସେ ସମ୍ପର୍କରେ ସ୍ପଷ୍ଟ ଜଣା ପଡିନାହିଁ। କନିଷ୍ଠ...

pic4
ଚନ୍ଦ୍ରବାବୁ ତିଆରି କରିଥିବା କୋଠାକୁ ଭାଙ୍ଗିଦେଲେ ଜଗନ ରେଡ୍ଡୀ

ଅମରାବତୀ: ରାତି ଅଧରେ ଆନ୍ଧ୍ରପ୍ରଦେଶର ପୂର୍ବତନ ସରକାର ସମୟରେ ହୋଇଥିବା ‘ପ୍ରଜା ବେଦିକା’ ଘରେ ବୁଲଡୋଜର ବୁଲିଛି। ପୂର୍ବତନ ଟିଡିପି ସରକାର ଅମଳରେ ପ୍ରଜା ବେଦିକାର ନିର୍ମାଣ ହୋଇଥିଲା। ସରକାରକୁ ଆସିବା ପରେ ଏହି କୋଠା ବେଆଇନ ବୋଲି ଏବେର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ କହିଥିଲେ। ଏହାପରେ...