ନୂଆଦିଲ୍ଲୀ: ଅସ୍ତ୍ରବିରତି ଉଲ୍ଲଂଘନ ଭାରତ ପକ୍ଷରୁ ପ୍ରଥମେ ହେଉଛି ବୋଲି ପାକିସ୍ତାନ ବାରମ୍ୱାର ଅଭିଯୋଗ କରୁଥିଲେ ମଧ୍ୟ ପ୍ରକୃତ ସତ କ’ଣ ତାହା ଏବେ ସାମ୍ନାକୁ ଆସିଛି। ନିକଟରେ ଜମ୍ମୁ କଶ୍ମୀରର ହାଜିପୁର ସେକ୍ଟରରେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା। ଯାହାର କଡ଼ା ଜବାବ ଭାରତୀୟ ଯବାନ...
ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତା ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ତେବେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପୂର୍ବରୁ ବିଜେପି ପକ୍ଷରୁ ସେପ୍ଟେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ବିଜେପି ଏହି ସେବା ସପ୍ତାହ କାର୍ଯ୍ୟକ୍ରମ ଆୟୋଜନ କରିଛି। ଏହି...
କଅଁଳ ବୟସରେ ନାଚିବାର ସଉକ ରଖିଥିଲେ ରାନୀ ପଣ୍ଡା। ଆଉ ବଡ଼ ହେଲେ ଜଣେ ଭଲ କଳାକାର ହେବାର ସ୍ୱପ୍ନ ଦେଖିଥିଲେ। ସେଥିପାଇଁ ପରିବାର ଲୋକଙ୍କ ଅଗୋଚରରେ ଘର ଛାଡ଼ି ପଳାଇ ଆସିଥିଲେ ରାଜଧାନୀ। ଭୁବନେଶ୍ୱର ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ଆରମ୍ଭ ହୋଇଥିଲା ତାଙ୍କର ସଂଘର୍ଷର ଜୀବନ। ଅଙ୍କାବଙ୍କା ନଈଟି...
ପୁରୀ : ପୁରୀ ଗଲେ ୫ ପ୍ରୋବେସନର ଆଇଏଏସ୍ ଅଫିସର । ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ଉନ୍ନତିକରଣ କାର୍ଯ୍ୟରେ ଏମାନେ ସହଯୋଗ କରିବେ। ଏହି ୫ ଅଫିସର ହେଲେ ସୂର୍ଯ୍ୟବଂଶୀ ମୟୂର ବିକାଶ, କୀର୍ତ୍ତିଭାସନ.ଭି, ଶୁଭଙ୍କର...
ଭୁବନେଶ୍ୱର : ଛାତ୍ର କଂଗ୍ରେସ ନେତା ଇତୀଶ ପ୍ରଧାନଙ୍କ ମନ୍ତବ୍ୟ ପାଇଁ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ପଟ୍ଟନାୟକ କହିଛନ୍ତି ଇତୀଶ ପିଲାଳିଆମି କରିଛନ୍ତି। ହତୋତ୍ସାହିତ ହୋଇ ସେ ଏମତି କହିଛନ୍ତି । ନିଜେ ତ ଗୋଟିଏ ଜାଗାରୁ ଲଢ଼ିଥିଲେ ଓ...
ମାଲକାନଗିରି: ମାଲକାନଗିରି ବଜାରରେ ଏବେ ପ୍ଲାଷ୍ଟିକ୍ ଅଣ୍ଡା ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଆଜି ହାଇଟେକ୍ କଲୋନୀରେ ରହୁଥିବା ଦିଗାମ୍ୱର ବେହେରା ଏକ ଦୋକାନରୁ ୪ଟି ଅଣ୍ଡା କିଣିଥିଲେ। ଅଣ୍ଡାକୁ ଫଟାଇଲା ପରେ ସେହି ଅଣ୍ଡା ଭିତରେ ଏକ ପ୍ଲାଷ୍ଟିକ୍ ଆବରଣ ଦେଖିଥିଲେ। ଅଣ୍ଡାର କେଶରକୁ ସେ ଉପରକୁ...
ଭୁବନେଶ୍ୱର: ବିଧାୟକଙ୍କୁ ପାଠ ପଢ଼ାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଧାୟକଙ୍କୁ ଶାଳୀନତାର ପାଠ ପଢ଼ାଇବା ସହ ସରଳ ଜୀବନଯାପନ ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ୨ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ବିଧାୟକଙ୍କୁ ଅନେକ ଟିପ୍ସ୍...
ନୂଆଦିଲ୍ଲୀ: ମୋବାଇଲ୍ ଚୋରି ହୋଇଗଲେ ଆମକୁ ବହୁତ ଦୁଃଖ ଲାଗିଥାଏ। ଆଉ ଯଦି ତାହା ନୂଆ ମୋବାଇଲ୍ ହୋଇଥାଏ ତେବେ ଆହୁରି ମନ ଖରାପ ହୋଇଥାଏ। ଏବେ ନା ଆପଣଙ୍କୁ ଆଉ ଦୁଃଖ ଲାଗିବ ନା ମନ ଖରାପ ହେବ। କାହିଁକି ନା ଏବେ ଚୋରି କିମ୍ବା ହଜି...
ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆସନ୍ତା ୨୭ ତାରିଖରେ ରାଷ୍ଟ୍ରପତି ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ୨୭ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ଓ ୨୮ ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗୋପାଳପୁର ଗସ୍ତ କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ...
ଭୁବନେଶ୍ୱର: ଝାଡ଼ଖଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ନବରଙ୍ଗପୂର ଓ ନୂଆପଡ଼ା। ଏହାସହ ଅନ୍ୟ ଜିଲ୍ଲା ଗୁଡ଼ିକରେ...
ସୋର: ଫେସବୁକ୍ରେ ଗଢ଼ି ଉଠିଲା ସମ୍ପର୍କ। ସମ୍ପର୍କରୁ ପ୍ରେମ ଆଉ ତା’ପରେ ଦେଖା ସାକ୍ଷାତ। ହେଲେ ପ୍ରେମିକ କ’ଣ ଜାଣିଥିଲେ ଏହି ଦେଖାସାକ୍ଷାତ ଏମିତି ମହଙ୍ଗା ପଡ଼ିବ ବୋଲି ! ଲୁଚିଛପି ଦେଖା କରିବାକୁ ଆସିଥିବା ପ୍ରେମିକଙ୍କୁ ଗାଁ ଲୋକେ ଧରି ଜୋରଜବରଦସ୍ତ ବାହାଘର କରାଇଛନ୍ତି । ବାଲେଶ୍ୱର...
ଭୁବନେଶ୍ୱର: ପବ୍ଲିକ୍ ସେକ୍ଟର ବ୍ୟାଙ୍କର ୪ଟି ଅଫିସର୍ସ ୟୁନିୟନ ପକ୍ଷରୁ ଆସନ୍ତା ୨୬ ଓ ୨୭ ତାରିଖରେ ବ୍ୟାଙ୍କ ଧର୍ମଘଟ ନେଇ ଚେତାବନୀ ଦିଆଯାଇଛି। ସରକାରଙ୍କ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ ଅଫିସର୍ସ ୟୁନିୟନ ସାରା ଦେଶରେ ଏହି ଧର୍ମଘଟ ଡାକରା ଦେଇଛି। ଅଲ୍ ଇଣ୍ଡିଆ ବ୍ୟାଙ୍କ୍...
ବେଜିଂ: ହସ ସବୁବେଳେ ସ୍ୱାସ୍ଥ୍ୟ ପାଇଁ ଭଲ, ଏହା ସମସ୍ତେ ଜାଣନ୍ତି। ହେଲେ ହସ ବି ଏମିତି ଘାତକ ହୋଇପାରେ..! ଜଣେ ମହିଳାଙ୍କ ସହ ଏମିତି କିଛି ଘଟିଛି ଯାହା ଜାଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ। ମହିଳା ଜଣକ ଏତେ ଜୋର୍ରେ ହସିଲେ ଯେ ତାଙ୍କର ମାଢ଼ି...
ଭୁବନେଶ୍ୱର: ରାଜୁଆ ନଦୀରେ ବନ୍ୟା ପାଣି ମାଡ଼ି ଆସିବାରୁ ଖୋର୍ଦ୍ଧା ଓ କଣାସ ବ୍ଲକର ୬ଟି ପଞ୍ଚାୟତ ଉବୁଟୁବୁ। ୨୫ରୁ ଅଧିକ ଗାଁ ପାଣିଘେରରେ ରହିଛି। ଘର ବାହାର ସବୁଠୁ ଲହଡ଼ି ଭାଙ୍ଗୁଛି ବନ୍ୟା ଜଳ। ହଜାର ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଏପରିକି କିଛି ଗାଁ...
ଭୁବନେଶ୍ୱର: ଏଣିକି ଆଚାର୍ଯ୍ୟ ବିହାର, ବାଣୀବିହାର ଓ ଜୟଦେବ ବିହାର ଛକରେ ଥିବା ବସ୍ ଷ୍ଟପ୍ ଗୁଡ଼ିକରେ ଆଉ ବସ୍ ରହିବ ନାହିଁ। ଏହିସବୁ ଛକରେ ଟ୍ରାଫିକ୍ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ସତ୍ସଙ୍ଗ ବିହାର ସମ୍ମୁଖରେ ଏକ ନୂଆ ବସ୍ ଷ୍ଟପ୍ କରାଯାଇଛି। ଯାତ୍ରୀମାନେ ଯେଭଳି ବସ୍...
ଭୁବନେଶ୍ୱର/ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନେଲେ ପି.କେ ମିଶ୍ର। ନୃପେନ୍ଦ୍ର ମିଶ୍ରଙ୍କ ଅବସର ପରେ ଗୁଜରାଟ କ୍ୟାଡର ଆଇଏଏସ୍ ପ୍ରମୋଦ କୁମାର ମିଶ୍ର ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ସମ୍ବଲପୁର ବାସିନ୍ଦା ପ୍ରମୋଦ ହେଉଛନ୍ତି ୧୯୭୨ ବ୍ୟାଚ୍ ଗୁଜରାଟ କ୍ୟାଡର ଆଇଏଏସ୍। ପିକେ...
ଭୁବନେଶ୍ୱର: ସାହସିକତା ପାଇଁ ଯାଜପୁର ଜିଲ୍ଲା କୋରେଇ ହାଇସ୍କୁଲର ୨ଜଣ ଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଦୁଇ ଛାତ୍ର ହେଲେ- ସେକ୍ ତସିଫ୍ ରାଜା ଓ ମହମ୍ମଦ ସୋଆଇବ। ଜୀବନକୁ ବାଜି ଲଗାଇ ସେକ୍ ତସିଫ୍ ଓ ମହମ୍ମଦ ଜଣେ ୬ ବର୍ଷର ଛାତ୍ରଙ୍କ...
ସମ୍ବଲପୁର (ସଞ୍ଜୟ ଜେନା): ହୀରାକୁଦ ଡ୍ୟାମ୍ର ୬ଟି ଗେଟ୍ ବନ୍ଦ କରାଯାଇଛି। ପୂର୍ବରୁ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଥିବା ବେଳେ ବର୍ତ୍ତମାନ ୬ଟି ଗେଟ୍କୁ ବନ୍ଦ ରଖାଯାଇଛି। ଫଳରେ ଏବେ ମାତ୍ର ୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ବର୍ତ୍ତମାନ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି...
କଟକ: ସଡ଼କ ଦୁର୍ଘଟଣାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ। କଟକ ରେଭେନ୍ସା କଲେଜ ନିକଟରେ ଆଜି ଦିନ ପ୍ରାୟ ୨ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ମୃତ ଛାତ୍ରୀଙ୍କ ନାଁ ଅନ୍ନପୂର୍ଣ୍ଣା ଚୌଧୁରୀ। ଚୌଦ୍ୱାରରେ ତାଙ୍କ ଘର। ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ ତୃତୀୟ ବର୍ଷର ଛାତ୍ରୀ। ସୂଚନା...
ଭୁବନେଶ୍ୱର: ବିଦ୍ୟୁତ୍ ଚୋରି ରୋକିବାକୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ଏଣିକି ବିଦ୍ୟୁତ୍ ଚୋରି ନେଇ ଖବର ଦେଲେ ମିଳିବ ଅର୍ଥ ପୁରସ୍କାର। ଜରିମାନା ଆଦାୟର ୧୦ ପ୍ରତିଶତ ଖବରଦାତାଙ୍କୁ ଦିଆଯିବ। ଏନେଇ ଆଜି ସେସୁ ସିଇଓ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି। ବିଦ୍ୟୁତ୍ ଚୋରି ନେଇ...