• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

pm modi
ପରମାଣୁ ଯୁଦ୍ଧ ଧମକ ପରେ ପୁଣି ଏକ ନୂଆ ଷଡ଼ଯନ୍ତ୍ର ରଚିଲା ପାକିସ୍ତାନ

ଇସ୍‌ଲାମାବାଦ: ଭାରତ ଓ ଆମେରିକା ମଧ୍ୟରେ ବନ୍ଧୁତାକୁ ଦେଖି ରାଗରେ ବିଳିବିଳି ହେଉଛି ପାକିସ୍ତାନ। ଫ୍ରାନ୍ସରେ ଜି-୭ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, କାଶ୍ମୀର ସ୍ଥିତି ନେଇ ଟ୍ରମ୍ପଙ୍କ ସନ୍ତୋଷ ବ୍ୟକ୍ତ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ...

Moon Craters
ଚନ୍ଦ୍ରରେ ଥିବା ବିରାଟ ଗର୍ତ୍ତର ଫଟୋ ଫଠାଇଲା ‘ଚନ୍ଦ୍ରଯାନ-୨’

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠର ଆଉ କିଛି ଫଟୋ ପ୍ରେରଣ କଲା ‘ଚନ୍ଦ୍ରଯାନ-୨’। ‘ଚନ୍ଦ୍ରଯାନ-୨’ ସହ ଯାଇଥିବା ଟେରେନ୍‌ ମ୍ୟାପିଙ୍ଗ କ୍ୟାମେରା-୨ ଏହି ଫଟୋକୁ ଉତ୍ତୋଳନ କରିଛି। ଚନ୍ଦ୍ରପୃଷ୍ଠଠାରୁ ପ୍ରାୟ ୪ ହଜାର ୩୭୫ କିଲୋମିଟର ଦୂରରୁ ଏହି ଫଟୋ ଉଠା ଯାଇଛି। ଅଗଷ୍ଟ ୨୩ରେ ଏହି ଫଟୋ ଉତ୍ତୋଳନ କରାଯାଇଥିବା...

naveen patnaik
ମାଓ ମୁକାବିଲା ରଣନୀତି ବୈଠକ: କେନ୍ଦ୍ର ଆଗରେ ୩ ଦାବି ରଖିଲେ ନବୀନ

ନୂଆଦିଲ୍ଲୀ/ଭୁବନେଶ୍ୱର: ମାଓ ମୁକାବିଲା ରଣନୀତି ନେଇ ଦିଲ୍ଲୀରେ ହୋଇଥିବା ବୈଠକରେ ଭିତ୍ତିଭୂମିର ବିକାଶକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ଟେଲିଫୋନ୍ ଓ ବ୍ୟାଙ୍କିଂ ସେବା ସହିତ ରେଳ ଯୋଗାଯୋଗ କରିବାକୁ ସେ ଦାବି ଉଠାଇଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ମାଓ...

Former Chief Secretary  LI Parija
ପୂର୍ବତନ ମୁଖ୍ୟ ଶାସନ ସଚିବ ଏଲ୍.ଆଇ୍ ପରିଜାଙ୍କ ପରଲୋକ

କଟକ: ପୂର୍ବତନ ମୁଖ୍ୟ ଶାସନ ସଚିବ ଏଲ୍‌.ଆଇ ପରିଜାଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। କଟକର ଏକ ଘରୋଇ ହସ୍ପିଟାଲରେ ଆଜି ସକାଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଖ୍ୟାତନାମା ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜାଙ୍କ ପୁଅ ହେଉଛନ୍ତି ଏଲ୍‌.ଆଇ ପରିଜା।...

samsung
ଶସ୍ତା ହେଲା Samsungର ଏହି ଦୁଇଟି ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ସାମ୍‌ସଙ୍ଗ(Samsung) ତା’ର ୨ଟି ସ୍ମାର୍ଟଫୋନ୍‌ର ଦାମ୍‌ କମାଇଛି। ଏହି ଦୁଇଟି ସ୍ମାର୍ଟଫୋନ୍‌ ହେଲା- Galaxy M20 ଓ Galaxy M30। Galaxy M30ର ୪ଜିବି, ୬୪ଜିବି ୱାରେଣ୍ଟିର ମୂଲ୍ୟ ବର୍ତ୍ତମାନ ୧୩ ହଜାର ୯୯୦ଟଙ୍କା ରହିଛି। ଏହାର ଦାମ୍‌ ପୂର୍ବରୁ ୧୪ ହଜାର ୯୯୦ ଥିଲା। ସେହିପରି...

high court
ଦୋଷ ନ କରି ଦଣ୍ଡ: ୨୦ ବର୍ଷ ଜେଲ୍‌ରେ ରହିଲେ ସାଧୁ

କଟକ : ଦୋଷ ନ କରି ୨୦ ବର୍ଷ ଜେଲ୍‌ ଦଣ୍ଡ। ଦୀର୍ଘ ବର୍ଷ ଧରି ସଜ୍ଜା କାଟିବା ପରେ ନିର୍ଦ୍ଦୋଷ ପ୍ରମାଣିତ। ଗଞ୍ଜାମ ଜିଲ୍ଲା କୋଦଳା ବ୍ଲକ ଅଞ୍ଚଳରୁ ଏଭଳି ଏକ ସ୍ପର୍ଶକାତର ଘଟଣା ସାମ୍ନାକୁ ଆସିଛି। ଏକ ହତ୍ୟା ମାମଲାରେ ତଳ କୋର୍ଟରେ ଦୋଷୀ ସାବ୍ୟସ୍ତ...

naveen patnaik
ପୁରୀର ବିକାଶ ପାଇଁ ୫ ଶହ କୋଟିର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ପୁରୀ: ପୁରୀର ଭିତ୍ତିଭୂମି ବିକାଶ ଲାଗି ୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ୫୦୦ କୋଟି ଟଙ୍କାରେ ପୁରୀ ସହରରେ ନୂଆ ରାସ୍ତା, ସେତୁ, ପାର୍କିଂ ପ୍ଲେସ୍‌ ସମେତ ସହରର ଅନେକ...

astrology
ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ

ଆଜି ପବିତ୍ର ଜନ୍ମାଷ୍ଟମୀ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ବା ଜନ୍ମାଷ୍ଟମୀକୁ ନେଇ ଚାରିଆଡ଼େ ଉତ୍ସବମୁଖର। ହିନ୍ଦୁଧର୍ମର ବିଶ୍ୱାସ ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣ ବିଷ୍ଣୁଙ୍କ ଅଷ୍ଟମ ଅବତାର। ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ତଥା ରୋହିଣୀ ନକ୍ଷତ୍ରରେ ଶ୍ରୀକୃଷ୍ଣଙ୍କ ଜନ୍ମ। ତେବେ ଜାଣନ୍ତୁ ଆଜି ଆପଣଙ୍କର ଦିନଟି...

LordSriKrishna
କେବେ ଶୁଭିଥିଲା ଶ୍ରୀକୃଷ୍ଣଙ୍କ ଶେଷ ବଂଶୀସ୍ୱନ, ଜାଣନ୍ତି କି?

ଭୁବନେଶ୍ୱର: ରାଧା-କୃଷ୍ଣଙ୍କ ପ୍ରେମ କାହାଣୀକୁ ଆତ୍ମା ସହ ପରମାତ୍ମାଙ୍କ ମିଳନ ବୋଲି କୁହାଯାଏ। ଯେବେ ବି ପବିତ୍ର ପ୍ରେମର ଉଦାହରଣ ଦିଆଯାଏ, ସେତେବେଳେ ପୁରାଣବର୍ଣ୍ଣିତ ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କ ଅନାବିଳ ପ୍ରେମ କାହାଣୀ ହିଁ କୁହାଯାଏ। ଗୋପପୁରରେ ରାଧା-କୃଷ୍ଣଙ୍କ ପ୍ରେମକୁ ନେଇ ଅନେକ ବର୍ଣ୍ଣନା ପୁରାଣରେ ରହିଛି। ସେହି...

P Chidambaram
ଶେଷରେ ଗିରଫ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍‌

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କ ଲୁଚକାଳି ନାଟକରେ ଯବନିକା ପଡ଼ିଛି। ସିବିଆଇ ଏବଂ ଇଡିକୁ ଦୀର୍ଘ ୩୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପାଇଁ ଲୁଚିବାରେ ସକ୍ଷମ ହୋଇଥିବା ଚିଦାମ୍ବରମ୍‌ଙ୍କୁ ସିବିଆଇ ଗତକାଲି ତାଙ୍କୁ ତାଙ୍କ ଘରୁ ହିଁ ଉଠାଇ ନେଇଥିଲା। ଏହା...

Hasan Ali
ଭାରତୀୟ ଯୁବତୀଙ୍କୁ ବିବାହ କଲେ ପାକିସ୍ତାନୀ କ୍ରିକେଟର

ଇସଲାମାବାଦ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ତେବେ ଏହି ସମୟରେ ପାକିସ୍ତାନର ଜଣେ କ୍ରିକେଟର ଭାରତୀୟ ଯୁବତୀଙ୍କୁ ବିବାହ କରି ସମସ୍ତଙ୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ପାକିସ୍ତାନର ଫାଷ୍ଟ୍‌ ବୋଲର୍‌ ହସନ୍ ଅଲୀ ଭାରତୀୟ ନାଗରିକ ଶାମିଆ...

daniet
ମହିଳାଙ୍କୁ ଲାଗିଲା କିଡ୍‌ନୀରେ ଷ୍ଟୋନ୍‌ ହୋଇଛି, ଆଉ ଡାକ୍ତରଖାନାରେ ପହଞ୍ଚିବା ପରେ...

ୱାଶିଂଟନ୍‌: ଜଣେ ମହିଳା ପାଖାପାଖି ୯ ମାସର ଗର୍ଭବତୀ ଥିଲେ। ହେଲେ ତାଙ୍କୁ ଏହା ଜଣା ନଥିଲା।  ତାଙ୍କୁ ଲାଗୁଥିଲା କି ତାଙ୍କ କିଡ୍‌ନୀରେ ଷ୍ଟୋନ୍‌ ହୋଇଛି। ଯାହା ଫଳରେ ତାଙ୍କୁ ଯନ୍ତ୍ରଣା ହେଉଛି। ଯେତେବେଳେ ଉକ୍ତ ମହିଳା ଜଣକ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଗଲେ, ସେଠାରେ...

kashmir issue
କାଶ୍ମୀର ପ୍ରସଙ୍ଗରେ ପୁଣି ମୁଣ୍ଡ ପୂରାଇଲେ ଟ୍ରମ୍ପ୍‌, ମଧ୍ୟସ୍ଥି ପାଇଁ ଇଚ୍ଛା ପ୍ରକାଶ କଲେ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥି କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି, କଶ୍ମୀରକୁ ନେଇ ଯେଉଁ ବିବାଦ ରହିଛି ଏଥିରେ ମୁଖ୍ୟ କାରଣ ଧର୍ମ। ଏହି ବିବାଦର ସମାଧାନ ହେବା ଦରକାର ବୋଲି ଟ୍ରମ୍ପ ଗତକାଲି ଗଣମାଧ୍ୟମକୁ କହିଛନ୍ତି।...

rail line
ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣରେ ବିଳମ୍ବକୁ ନେଇ ତେଜିଲା ଅସନ୍ତୋଷ

ରାଉରକେଲା: ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣରେ ଅହେତୁକ ବିଳମ୍ବକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ଏନେଇ ଆଜି ରାଉରକେଲା ବିଶ୍ରା ଛକରୁ ଏକ ରାଲି ବାହାରି ରାଉରକେଲା ଷ୍ଟେସନ୍‌ରେ ପହଞ୍ଚିଛି। ସେଠାରେ ଆନ୍ଦୋଳନକାରୀମାନେ ପ୍ରତିବାଦ କରିଛନ୍ତି। ତାଳଚେର -ବିମଳାଗଡ ପ୍ରକଳ୍ପ ପାଇଁ ୨୦୮୮ ଏକର ଜମି ଆବଶ୍ୟକ ହେଉଥିଲେ ମଧ୍ୟ...

Mohammed Zahur Khayyam
ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଖୟାମ୍ ହାଶ୍‌ମି

ମୁମ୍ବାଇ: ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ମହମ୍ମଦ ଜହୁର ଖୟାମ୍‌ ହାଶ୍‌ମୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଗତକାଲି ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଫୁସ୍‌ଫୁସ୍‌ରେ ସଂକ୍ରମଣ ଯୋଗୁ ସେ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଥିଲେ।...

ot
ଚନ୍ଦୁର ଖୁସି: ୩୭୦ ଉଚ୍ଛେଦ ପରେ କଶ୍ମୀର ଝିଅକୁ ବାହାହେବ!

ଭୁବନେଶ୍ୱର(ବିଶ୍ୱବନ୍ଦିତା ସ୍ୱାଇଁ): ଗତକାଲି ଏକ ଐତିହାସିକ ନିର୍ଣ୍ଣୟ ନିଆଗଲା। ଦୀର୍ଘ ୭୦ ବର୍ଷ ହେଲା ଦେଶରେ ଯାହା ହୋଇପାରି ନଥିଲା ମୋଦି ସରକାର କାଲି ତାହା କରି ଦେଖାଇଛନ୍ତି। ଦେଶଠାରୁ ଜମ୍ମୁ-କଶ୍ମୀରକୁ ଅଲଗା ରଖିଥିବା ସମ୍ବିଧାନର ‘ଅସ୍ଥାୟୀ’ ଧାରା ୩୭୦କୁ ଗତକାଲି ମୋଦି ସରକାର ଉଚ୍ଛେଦ କରିଛନ୍ତି। ଅର୍ଥାତ ଜମ୍ମୁ-କଶ୍ମୀର...

monsoon.jpg.image.784.410
ବର୍ଷା ଦିନରେ ଏହିପରି ନିଅନ୍ତୁ ସ୍ୱାସ୍ଥ୍ୟର ଯତ୍ନ

ଭୁବନେଶ୍ୱର: ଖରା ଦାଉରୁ ରକ୍ଷା ପାଇବାକୁ ସମସ୍ତେ ଚାତକ ପରି ବର୍ଷାକୁ ଅପେକ୍ଷା କରିଥାନ୍ତି। ବର୍ଷା ହେଲେ ଗରମରୁ ନିସ୍ତାର ମିଳିଥାଏ ସତ କିନ୍ତୁ ଏହା ଅନେକ ରୋଗକୁ ଡାକି ଆଣିଥାଏ। ଏହି ଋତୁକୁ ସଙ୍କ୍ରମଣ ଋତୁ କହିଲେ ମଧ୍ୟ କିଛି ଅତ୍ୟୁକ୍ତି ହେବ ନାହିଁ। ଏହି ଦିନରେ...

Nitish_Kumar_PTI
ବିହାରରେ ବିଜେପି-ଜେଡିୟୁ ମଧ୍ୟରେ ଫାଟ

ନୂଆଦିଲ୍ଲୀ: ବିଜେପି ଓ ତା’ର ବିହାର ସହଯୋଗୀ ନୀତୀଶ କୁମାରଙ୍କ ଜେଡିୟୁ ମଧ୍ୟରେ ଦିନକୁ ଦିନ ବିବାଦ ତୀବ୍ର ହେବାରେ ଲାଗିଛି। ବିଜେପି ସାଂସଦ ଗୋପାଲ ନାରାୟଣ ସିଂହ ବିଜେପି-ଜେଡିୟୁ ମେଣ୍ଟ ଉପରେ ଏକାଧିକ ପ୍ରଶ୍ନ ଉଠାଇଛନ୍ତି। ସେ ବିଜେପି ଓ ଜେଡିୟୁ ମେଣ୍ଟ ସ୍ୱାର୍ଥର ଗଠବନ୍ଧନ ବୋଲି...

Untitled-design-1_opt
ଆଫଗାନିସ୍ତାନକୁ ୩୧୨ ରନର ଟାର୍ଗେଟ୍ ଦେଲା ୱେଷ୍ଟଇଣ୍ଡିଜ୍

ଲିଡ୍ସ: ଚଳିତ ଆଇସିସି ବିଶ୍ୱକପର ୪୨ତମ ମ୍ୟାଚ୍ ୱେଷ୍ଟଇଣ୍ଡିଜ୍ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୧୧ ରନ୍ କରିଛି। ଫଳରେ ଆଫଗାନିସ୍ତାନକୁ ମ୍ୟାଚ୍ ଜିତିବା ପାଇଁ ୩୧୨ ରନ୍ କରିବାକୁ ପଡ଼ିବ।...

Economic_Survey_EPS21
ସଂସଦରେ ଉପସ୍ଥାପିତ ହେଲା ଅର୍ଥନୀତିକ ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ସାଧାରଣ ବଜେଟ୍‌ ଆଗତ ହେବାର ଗୋଟିଏ ଦିନ ପୂର୍ବରୁ ସଂସଦ ଗୃହରେ ଇକନମିକ୍‌ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିରେ ବର୍ତ୍ତମାନର ଆର୍ଥିକ ସ୍ଥିତି ବାବଦରେ ତଥ୍ୟ ଦିଆଯିବା ସହିତ ବିଭିନ୍ନ ସମସ୍ୟାର ମୁକାବିଲା କରିବା ପାଇଁ କ’ଣ କ’ଣ ପଦକ୍ଷେପ ନିଆଯିବ,...