ସମ୍ବଲପୁର( ସଞ୍ଜୟ ଜେନା ): ଅସଦାଚାରଣ ଅଭିଯୋଗରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲଦାର ପ୍ରଫୁଲ୍ଲ ବେହେରାଙ୍କୁ ପୁଲିସ୍ ଗିରଫ କରିଛି। ଗତକାଲି ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା ଏହାପରେ ତାଙ୍କୁ ସମ୍ବଲପୁର ଜେଲ୍ ପଠାଇ ଦିଆଯାଇଛି। ଜଣେ ଅତିରିକ୍ତ ମହିଳା ତହସିଲଦାର ତାଙ୍କ ବିରୋଧରେ ଅସଦାଚାରଣ ଅଭିଯୋଗ...
ହାଇଦ୍ରାବାଦ: କଥାରେ ଅଛି ବଡ଼ ଘର ବଡ଼ ଗୁମର କଥା। ଏହି ଢଗର ଅର୍ଥ ସମସ୍ତେ ଜାଣିଥିବେ। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ଯେଉଁଠି ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରାଯାଉଛି। ଖାଲି ଏତିକି ନୁହେଁ କେତେବେଳେ ତାଙ୍କୁ ଟାଣିଟାଣି ତ କେତେବେଳେ ଧକ୍କା ଦେଇ ମାଡ଼ ମାରିବାକୁ...
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ନର୍ସ ନିହାରିକା ହତ୍ୟା ମାମଲାରେ ଗୁମର ଖୋଜୁଛି ପୁଲିସ୍। ସନ୍ଦିଗ୍ଧ ପ୍ରେମିକ କିଶୋର ଆଞ୍ଚଲ ଓରଫ ରାଜାର ଆତ୍ମସମର୍ପଣ ପରେ ତାଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖାଯାଇ ପୁଲିସ୍ ପଚରାଉଚରା କରୁଛି। ଶେଷ ଥର ପାଇଁ ନିହାରିକାଙ୍କ ସହ କିଶୋର କୁଆଡ଼େ ଯାଇଥିଲେ ?...
ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୨୫ ଦିନରେ ୪ଟି ହାତୀଙ୍କ ମୃତ୍ୟୁ ଘଟିଛି। ଗତକାଲି ରାତି ୯ଟା ୫୧ ମିନଟ୍ରେ ମାଈ ହାତୀ ଗୌରୀ ପ୍ରାଣ ହରାଇଥିବା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଭୟଙ୍କର ହରପିସ୍ ଭୂତାଣୁ ସଂକ୍ରମଣ ଯୋଗୁ ଅସୁସ୍ଥ ଥିଲା ଗୌରୀ। ହାଇପାୱାର୍ ମେଡିସିନ୍...
ଭୁବନେଶ୍ୱର: ଜ୍ଞାନପୀଠ ପୁରସ୍କାର ବିଜୟିନୀ ତଥା ପ୍ରସିଦ୍ଧ ଲେଖିକା ପ୍ରତିଭା ରାୟଙ୍କ ସ୍ୱାମୀ ଅକ୍ଷୟ ଚନ୍ଦ୍ର ରାୟଙ୍କ ପରଲୋକ ହୋଇଯାଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ଗତକାଲି ଅପରାହ୍ନ ୪ଟାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ...
ଇସଲାମାବାଦ: ପାକିସ୍ତାନର ଏକ ନ୍ୟୁଜ୍ ଚ୍ୟାନେଲର ଲାଇଭ୍ ଟିଭି ଡିବେଟ୍ ଚାଲିଥିବା ବେଳେ ଜଣେ ବିଶ୍ଲେଷକ(ଆନାଲିଷ୍ଟ୍ ) ହଠାତ୍ ଗଳି ପଡ଼ିବାନେଇ ଏବେ ଚର୍ଚ୍ଚାରେ ଜୋରଦାର ଚାଲିଛି। ଏହାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗତ ୧୬ ତାରିଖରେ କାଶ୍ମୀର ପ୍ରସଙ୍ଗକୁ ନେଇ ଏହି...
ନୂଆଦିଲ୍ଲୀ: ନୂଆ ମୋଟରଯାନ ସଂଶୋଧିତ ଆଇନ୍ ଲାଗୁ ହେବାପରେ ଟ୍ରାଫିକ୍ ନିୟମ କଡ଼ାକଡ଼ି ହୋଇଛି। ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ନିକଟରୁ ପୁଲିସ୍ ମୋଟା ଅଙ୍କର ଜରିମାନା ଆଦାୟ କରୁଛି। ତେବ ଏସବୁ ଭିତରେ ଏବେ ଜଣେ ପୁଲିସ୍ କର୍ମୀଙ୍କ ଭିଡିଓ ବେଶ୍ ଭାଇରାଲ ହୋଇଛି। ଟ୍ରାଫିକ୍...
ବେଜିଂ: ଚୀନ୍ର ୟାଙ୍ଗ୍ତ୍ଜୀ ନଦୀ (Yangtze River)ରେ ଏକ ରହସ୍ୟମୟ କଳା ରଙ୍ଗର ପ୍ରାଣୀ ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ ହୋଇଛି। ଏହି ଭିଡିଓକୁ ନେଇ ଅନେକ ଲୋକ ଭିନ୍ନ ଭିନ୍ନ ମତ ରଖିଛନ୍ତି। ପାଣି ଭିତରେ ଦୃଶ୍ୟମାନ ଏହି ପ୍ରାଣୀକୁ ‘ପାଣି...
ଭୁବନେଶ୍ୱର: ପ୍ରତିଦିନ ଗୋଟିଏ ଗ୍ଲାସ୍ କ୍ଷୀର ପିଇବା ପାଇଁ ଡାକ୍ତର ପରାମର୍ଶ ଦେଇଥା’ନ୍ତି। କ୍ଷୀରରେ ଭରପୂର ମାତ୍ରାରେ କ୍ୟାଲସିୟମ୍ ଓ ପ୍ରୋଟିନ୍ ରହିଛି, ଯାହା ହାଡ଼ର ବିକାଶ କରିବା ସହିତ ଶରୀର ପାଇଁ ବହୁ ଉପକାରୀ ହୋଇଥାଏ। କିନ୍ତୁ ଅନେକ ସମୟରେ ଦେଖା ଯାଇଥାଏ ଯେ, କ୍ଷୀରକୁ ନ...
ନୂଆଦିଲ୍ଲୀ: କୌନ୍ ବନେଗା କରୋଡପତି ସିଜନ୍ ୧୧ରେ ଦ୍ୱିତୀୟ କରୋଡପତି ହୋଇଛନ୍ତି ଜଣେ ପାଚିକା। ମହାରାଷ୍ଟ୍ରର ଅମରାବତୀରେ ରହୁଥିବା ଏହି ମହିଳାଙ୍କ ଜୀବନର ସଂଘର୍ଷମୟ ଯାତ୍ରା ସମସ୍ତଙ୍କ ପାଇଁ ପ୍ରେରଣାଦାୟକ କହିଲେ ଅତ୍ୟୁକ୍ତି ହେବନାହିଁ। ବବିତା ତାଡେ ଯିଏକି ଏକ ସରକାରୀ ସ୍କୁଲରେ ୪୫୦ଜଣ ଛାତ୍ରଛାତ୍ରୀଙ୍କ ପାଇଁ ରୋଷେଇ...
ୱାଶିଂଟନ୍: ଆମେରିକାର ୱାଶିଂଟନ୍, ଡିସିର ଷ୍ଟ୍ରିଟସ୍ରେ ଦୁର୍ବୃତ୍ତଙ୍କ ଅତର୍କିତ ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ହ୍ୱାଇଟ୍ ହାଉସ୍ ଠାରୁ ୨ କି.ମି. ଦୂରରେ ଥିବା କଲୋମ୍ବିଆ ରୋଡ୍ରେ ଗୁରୁବାର ରାତି ପ୍ରାୟ ୧୦ଟା...
ଭୁବନେଶ୍ୱର: କାଳିଆ ଯୋଜନାରେ ହିତାଧିକାରୀଙ୍କ ତାଲିକାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବିଜେପି ବର୍ଷିଛି। ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ସ୍ଥାନୀୟ ବିଜେଡି ନେତାଙ୍କ ସୁପାରିସ ଅନୁସାରେ ଏହି ତାଲିକା ପ୍ରସ୍ତୁତ ହୋଇଛି। ଯାହାର ତଦନ୍ତ ଏକ ନିରପେକ୍ଷ ସଂସ୍ଥା ଦ୍ୱାରା...
ସାଲେପୁର: କଟକ ଜିଲ୍ଲା ସାଲେପୁରରେ ବହୁ ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ଫାଶୀ ଦଣ୍ଡାଦେଶ ଦିଆଯାଇଛି। କଟକ ସ୍ପେଶାଲ ପୋକ୍ସୋ କୋର୍ଟ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଗତବର୍ଷ ଏପ୍ରିଲ ୨୧ ତାରିଖରେ ସାଲେପୁର ଥାନା ଅଞ୍ଚଳର ଏକ...
କଟକ: ଅର୍ଥତତ୍ୱ ଚିଟ୍ଫଣ୍ଡ ମାମଲାରେ ଗିରଫ ହୋଇଥିବା ଆଶୀର୍ବାଦ ବେହେରାଙ୍କୁ ନେଇ ତାଙ୍କ ପୁଅ ସଞ୍ଜୟ ବେହେରା ପ୍ରତିକ୍ରିୟା ରଖିଛନ୍ତି। ଷଡ଼ଯନ୍ତ୍ର କରି ବାପାଙ୍କୁ ଗିରଫ କରାଯାଇଛି ବୋଲି କହିଛନ୍ତି ସଞ୍ଜୟ। ସଞ୍ଜୟ କହିଛନ୍ତି,“ ମୁଁ ଆଶୀର୍ବାଦ ବେହେରାଙ୍କ ପୁଅ। ବାପାଙ୍କୁ ଗିରଫ କରିବା ପରେ ମୁଁ ଆହୁରି...
ଉଦଳା (ମାନସ ପାଣି): ପୁଣି ସାମ୍ନାକୁ ଆସିଲା ଡାକ୍ତରଖାନାରେ ଝଡ଼ାଫୁଙ୍କା ଘଟଣାର ଚିତ୍ର। ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ପରେ ପରିବାର ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୁଣିଆର ସହାୟତା ନେଇଥିବା ଦେଖିବାକୁ ମିଳିଛି। ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଏହି ଘଟଣା ଘଟିଛି। ମେଡ଼ିକାଲ କର୍ମଚାରୀ...
କଟକ: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କରିଛି। ଏଥିସହିତ ହୋଟେଲ ମାଲିକ କମଳାକାନ୍ତ ଦାସ ମଧ୍ୟ ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି । ଅର୍ଥତତ୍ତ୍ୱ ଚିଟ୍ ଫଣ୍ଡ ମାମଲାରେ ଉଭୟଙ୍କ ସଂପୃକ୍ତି ଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା। ଆଜି ସକାଳ...
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ନିଜ ଆକାଶ ମାର୍ଗକୁ ବନ୍ଦ କଲା ପାକିସ୍ତାନ। ମୋଦିଙ୍କ ବିମାନ ଆଗାମୀ ଆମେରିକା ଗସ୍ତବେଳେ ପାକିସ୍ତାନ ଆକାଶ ମାର୍ଗ ଦେଇ ଯାଇ ପାରିବ ନାହିଁ ବୋଲି ପାକ୍ ବୈଦେଶିକ ମନ୍ତ୍ରୀ ଶାହା ମେହମ୍ମୁଦ କ୍ୟୁରେସି ସ୍ପଷ୍ଟ କରିଛନ୍ତି। ଏନେଇ ଭାରତୀୟ ଦୂତାବାସକୁ...
କଟକ: କଟକରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାଁ କାର୍ତ୍ତିକ ବାରିକ। କଟକ ଆଲାମଚାନ୍ଦ ବଜାରରେ ତାଙ୍କ ଘର। ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ନଣ୍ଡା ନାମକ ଜଣେ ଯୁବକ ତାଙ୍କ ଭାଇଙ୍କୁ ହତ୍ୟା କରିଛି ବୋଲି ମୃତ...
ଜୟପୁର: ବିଭିନ୍ନ ଦୁର୍ନୀତି ଅଭିଯୋଗରେ ବୈପାରୀଗୁଡ଼ା ସିଡିପିଓ ସୁରମା ମହାପାତ୍ରଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବିତ ନେଇ କୋରାପୁଟ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ହରେକୃଷ୍ଣ ପ୍ରଧାନ ସୂଚନା ଦେଇଛନ୍ତି। ସୁରମା ମହାପାତ୍ରଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆସିଥିଲା। ପ୍ରିସ୍କୁଲ କିଟ୍ କିଣାରେ ଅନିୟମିତତା ସହ ଅଙ୍ଗନବାଡି କର୍ମୀଙ୍କଠାରୁ ପିସି...
ଭୁବନେଶ୍ୱର: ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ଚରମବାଣୀ। ତୁରନ୍ତ ସରକାରୀ କ୍ୱାର୍ଟର୍ସ ଛାଡ଼ିବାକୁ ପୂର୍ବତନ ବିଧାୟକମାନଙ୍କୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଯଦି ପୂର୍ବତନ ବିଧାୟକମାନେ କ୍ୱାର୍ଟର୍ସ ନ ଛାଡ଼ନ୍ତି ତେବେ ପାଣି, ବିଜୁଳି ବନ୍ଦ କରି ଦିଆଯିବ ବୋଲି ବାଚସ୍ପତି କହିଛନ୍ତି। ନିର୍ବାଚନର ୫ ମାସ...