ନୂଆଦିଲ୍ଲୀ: ଟ୍ରଷ୍ଟ ନାଁରେ ପାଣ୍ଠି ଯୋଗାଡ଼ କରି ଆତଙ୍କୀ କାର୍ଯ୍ୟକଳାପ ଚଳାଇଥିବା ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦ ଓ ତା’ର ୧୨ ସହଯୋଗୀଙ୍କ ନାଁରେ ପାକିସ୍ତାନ ସରକାର ମାମଲା ରୁଜୁ କରିଥିବା କଥା କହିଛନ୍ତି। ତେବେ ପାକିସ୍ତାନ ସରକାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ଭାରତ ସରକାର ଲୋକ ଦେଖାଣିଆ...
ବାରିପଦା (ମାଣିକଲାଲ୍ ପାଣି): ଆଜି ଶ୍ରୀକ୍ଷେତ୍ରରେ ହୋଇଛି ରଥଯାତ୍ରା। ମାତ୍ର ଆସନ୍ତାକାଲି ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାରେ ରଥ ଟଣା ଆରମ୍ଭ ହେବ। ଆଜି ଗୋଟି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଥ ଉପରେ ବିରାଜମାନ କରାଯାଇଥିଲା। ତା’ପରେ ଶ୍ରଦ୍ଧାଳୁମାନେ ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇଥିଲେ। ଆସନ୍ତାକାଲି...
ସୁରତ: ସୁରତର ରଥଯାତ୍ରା ପାଳନ ପରମ୍ପରା ବହୁ ବର୍ଷ ପୂରୁଣା। ଏଠାରେ ଥିବା ଇସ୍କନ ମନ୍ଦିରର ରଥଯାତ୍ରା ଅନ୍ୟତମ ପ୍ରସିଦ୍ଧ ରଥଯାତ୍ରା। ଏଠାରେ ୧୭ କିଲୋମିଟରର ମାର୍ଗରେ ରଥ ଟଣାଯାଇଥାଏ, ଯେଉଁଥିରେ ଯୋଗଦେବା ପାଇଁ ଦେଶବିଦେଶରୁ ଶ୍ରଦ୍ଧାଳୁ ଆସିଥା’ନ୍ତି। ସୁରତର ରେଲୱେ ଷ୍ଟେସନ୍ ଅଞ୍ଚଳରୁ ବାହାରୁଥିବା ଏହି ରଥଯାତ୍ରାରେ...
ମଥୁରା: ଦୀର୍ଘ ୫୦ ବର୍ଷ ହେଲା ଗୋଟିଏ ହାତୀ ତା’ ମାଲିକଙ୍କ ଦ୍ୱାରା ଶିକୁଳିରେ ବନ୍ଧା ହୋଇ ରହିଥିଲା। କିନ୍ତୁ ଆଜକୁ ଠିକ ୫ ବର୍ଷ ତଳେ ୱାଇଲ୍ଡ ଲାଇଫ୍ ଏସ୍ଓଏସ ନାମକ ଏନ୍ଜିଓ ପକ୍ଷରୁ ଏହି ହାତୀଟିକୁ ମାଲିକର କବଳରୁ ଉଦ୍ଧାର କରାଯାଇଥିଲା। ହାତୀଟିର ନାଁ ରାଜୁ।...
ବ୍ରହ୍ମପୁର: ଯୁଗେ ଯୁଗେ ଭକ୍ତର ଭାବରେ ବନ୍ଧା ପଡ଼ିଛନ୍ତି ଭଗବାନ। ଭକ୍ତିର ଶକ୍ତି ଏତେ ଅଧିକ ଯେ, ମହାପ୍ରଭୁ ତାଙ୍କ ପ୍ରିୟ ଭକ୍ତଙ୍କ ପାଇଁ ସବୁ ପ୍ରକାର ଆଡ଼ମ୍ବରକୁ ତ୍ୟାଗ କରିପାରନ୍ତି। ସେ ବାଲି ରଥରେ ତାଙ୍କ ଭକ୍ତ ବଳରାମ ଦାସଙ୍କୁ ଦର୍ଶନ ଦେଇପାରନ୍ତି ଆଉ ଦାସିଆ ବାଉରୀଙ୍କ...
ନୂଆଦିଲ୍ଲୀ: ଦେଶର ଯବାନମାନେ କେମିତି ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ବଳି ଚଢ଼ାଇ ଦିଅନ୍ତି, ତା’ର ଏକ ଦୃଶ୍ୟ ସାମ୍ନାକୁ ଆସିଛି। ଅମରନାଥ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ସୁରକ୍ଷାକର୍ମୀମାନେ ପାହାଡ଼ ଉପରୁ ଖସୁଥିବା ପଥରକୁ ରୋକିବା ପାଇଁ କେମିତି ପଦକ୍ଷେପ ନେଇଥିଲେ, ତା’ର ଏକ...
ଚେନ୍ନାଇ: ପରିବାରବାଦର ଆଉ ଏକ ଚିତ୍ର ସାମ୍ନାକୁ ଆସିଛି। ତାମିଲନାଡୁର ପ୍ରମୁଖ ବିରୋଧୀ ଦଳ ଡିଏମକେ ପରିବାରବାଦକୁ ଖୋଲା ପ୍ରୋତ୍ସାହନ ଦେଇଛି। ଯେଉଁ ଡିଏମକେ ଯୁବ ବାହିନୀର ମୁଖ୍ୟ ଭାବେ ଏମକେ ଷ୍ଟାଲିନ ୩୫ ବର୍ଷ ଧରି କାର୍ଯ୍ୟ କରିଥିଲେ, ଏବେ ଏହାର ଦାୟିତ୍ୱ ତାଙ୍କ ପୁଅ ତଥା...
ଭୋପାଲ: ସରକାରୀ ହସ୍ପିଟାଲ୍ରେ ରୋଗୀ ସେବାର ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର ମହାରାଜା ଯଶବନ୍ତରାଓ ହସ୍ପିଟାଲ୍ରେ ଜଣେ ପୁରୁଷ ଓ ମହିଳା ରୋଗୀଙ୍କୁ ଗୋଟିଏ ଷ୍ଟ୍ରେଚର୍ରେ ଶୁଆଇ ଏକ୍ସରେ କରିବାକୁ ନିଆଯାଇଥିବା ସାମ୍ନାକୁ ଆସିଛି। ଏହି ସରକାରୀ ହସ୍ପିଟାଲ୍ର କର୍ତ୍ତୃପକ୍ଷଙ୍କ ଏଭଳି ଆଚରଣକୁ ଦେଖି ସମସ୍ତେ...
ନୂଆଦିଲ୍ଲୀ: ସଂସଦରେ ପ୍ରଥମ ଥର ପାଇଁ ବିତର୍କରେ ଭାଗ ନେଇଛନ୍ତି ଆସିକା ସାଂସଦ ପ୍ରମିଳା ବିଷୋୟୀ। ବାଚସ୍ପତି ପ୍ରମିଳାଙ୍କୁ ବିତର୍କରେ ଭାଗ ନେବାକୁ ସୁଯୋଗ ଦେଇଛନ୍ତି। ବିତର୍କର ପ୍ରଥମ ଦିନରେ ସେ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, “ଆଶା, ଅଙ୍ଗନବାଡ଼ି କର୍ମୀଙ୍କ ଦରମା...
ଅହମ୍ମଦାବାଦ: ମହାପ୍ରଭୁ କାଳିଆ ହେଉଛନ୍ତି ସମସ୍ତଙ୍କ ଠାକୁର। ଭକ୍ତିରେ ଯିଏ ଡାକିଲା ତା’ ସହ ଭଗବାନଙ୍କ ଭାବ ଦିଆନିଆ ଚାଲେ। ତେଣୁ କାଳିଆ ସାଆନ୍ତେଙ୍କୁ କେବଳ ଓଡ଼ିଶାରେ ନୁହେଁ ଓଡ଼ିଶା ବାହାରେ ବି ପୂଜନ୍ତି ଭକ୍ତ। ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ଅବସରରେ ପୁରୀ ବଡଦାଣ୍ଡରେ ରଥ ଗଡିଲା...
କୋଲକାତା: ପଶ୍ଚିମବଙ୍ଗ ଟିଏମସି ଦଳର ସାଂସଦ ତଥା ଅଭିନେତ୍ରୀ ନୁସ୍ରତ୍ ଜହାଁ ଆଜି କୋଲକାତା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ହୋଇଥିବା ରଥଯାତ୍ରାରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ନିମନ୍ତେ ନୁସ୍ରତ୍ଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ କରାଯାଇଥିଲା। ଏହି ଅବସରରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ...
ନୂଆଦିଲ୍ଲୀ: ଦେଶରେ ନିଯୁକ୍ତି ଅଭାବରୁ ବେକାରୀ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଗତ ୫ ବର୍ଷରେ ବେକାରୀ ସମସ୍ୟା ୪୫ ବର୍ଷ ରେକର୍ଡ ମଧ୍ୟ ଭାଙ୍ଗିଛି। ହେଲେ ସରକାରୀ ସ୍ତରରେ ପ୍ରାୟ ୭ ଲକ୍ଷ ପଦବୀ ଫାଙ୍କା ପଡ଼ିଥିବା ସରକାର ଲୋକସଭାରେ କହିଛନ୍ତି। ୨୦୧୮ ମସିହା ମାର୍ଚ୍ଚ ମାସ...