ଭୋପାଲ: ମଧ୍ୟପ୍ରଦେଶରେ ଚାଲିଥିବା ଦେଶର ସବୁଠାରୁ ବଡ଼ ସେକ୍ସ ସ୍କାଣ୍ଡାଲର ଖୁଲାସା ହେବାପରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏଥିରେ ପାଖାପାଖି ୪୦ରୁ ଅଧିକ କଲ୍ ଗାର୍ଲ ନିୟୋଜିତ ଥିଲେ। ସେମାନଙ୍କ ମଧ୍ୟରେ କିଛି ବଲିଉଡ୍ ଅଭିନେତ୍ରୀ ମଧ୍ୟ ସାମିଲ ଥିବା କୁହାଯାଉଛି। ଏହି ବଡ଼...
ଭୁବନେଶ୍ୱର: ବରମୁଣ୍ଡା ବସ୍ଷ୍ଟାଣ୍ଡର ହେବ ନବକଳେବର। ରାଜ୍ୟ କ୍ୟାବିନେଟ୍ରେ ଏନେଇ ନିଷ୍ପତ୍ତି ହୋଇଛି। ବସ୍ଷ୍ଟାଣ୍ଡର ନବୀକରଣ ପାଇଁ ୧୭୦କୋଟି ଟଙ୍କା ଖର୍ଚ୍ଚ ହେବ। ୨ବର୍ଷରେ ବସ୍ଷ୍ଟାଣ୍ଡର ନବୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ସମୁଦାୟ ୧୦ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି। ଚଳିତବର୍ଷ...
ନୂଆଦିଲ୍ଲୀ: ନୂଆ ସଂଶୋଧିତ ମୋଟରଯାନ ଆଇନ ଲାଗୁ ହେବାପରେ ନିୟମ ଉଲ୍ଲଂଘନକାରୀଙ୍କ ନିକଟରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ଏସବୁ ଭିତରେ କିଛି ଗୁଜବ ଖବର ମଧ୍ୟ ପ୍ରଚାର ହେଉଥିବା ଦେଖିବାକୁ ମିଳିଛି। ହାପ୍ ସ୍ଲିଭ୍ ସାର୍ଟ ଓ ଲୁଙ୍ଗୀ ବନିୟାନ୍ ପିନ୍ଧି ଗାଡ଼ି ଚଲାଇଲେ ବି...
ନ୍ୟୁୟର୍କ: ଭାରତରେ ଆସି ପୁଞ୍ଜି ନିବେଶ କରିବାକୁ ସାରା ବିଶ୍ୱର ନିବେଶକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମନ୍ତ୍ରଣ କରିଛନ୍ତି। ନ୍ୟୁୟର୍କରେ ଅନୁଷ୍ଠିତ ବ୍ଲୁମ୍ବର୍ଗ ଗ୍ଲୋବାଲ୍ ବିଜିନେସ୍ ଫୋରମ୍ରେ ମୋଦି କହିଛନ୍ତି, ‘ଭାରତରେ ଏବେ ପୁଞ୍ଜି ବିିନିଯୋଗ କରିବାର ସୁବର୍ଣ୍ଣ ସୁଯୋଗ ଅଛି। ଆପଣଙ୍କର ଟେକ୍ନୋଲୋଜି, ଆମର ପ୍ରତିଭା, ଆପଣଙ୍କର...
ନୂଆଦିଲ୍ଲୀ: ଦୁର୍ବଳ ହେଲା ଭେରି ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମ(ଘୂର୍ଣ୍ଣିଝଡ଼) ‘ହିକ୍କା’। ଏହା ଡିପ୍ ଡିପ୍ରେସନ୍ରେ ପରିଣତ ହେବାପରେ ଦୁର୍ବଳ ହୋଇଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମଙ୍ଗଳବାର ରାତିରେ ଓମାନ ଉପକୂଳ ଦେଇ ଗତି କଲାବେଳେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ହିକ୍କା’ ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମରେ...
ନୂଆଦିଲ୍ଲୀ: ଆପଣ ଏସିଡିଟି (ଗ୍ୟାସ୍-ପେଟରେ ଜଳାପୋଡ଼ା) ପାଇଁ ଆଣ୍ଟି ଏସିଡିଟି ମେଡିସିନ୍ Ranitidine ଖାଉଛନ୍ତି କି? ତେବେ ହୁସିଆର ହୋଇ ଯାଆନ୍ତୁ କାହିଁକି ନା ଏହି ମେଡିସିନ୍କୁ ନେଇ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଜାରି କରିଛି। ଏଥିରେ କୁହାଯାଇଛି ଯେ,...
ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀ ଓ ପେନ୍ସନ୍ ଭୋଗୀଙ୍କ ପାଇଁ ଖୁସି ଖବର। ଏଣିକି ଦରମା ଓ ପେନ୍ସନ୍ ପାଇଁ ସେମାନଙ୍କୁ ଆଉ ପରବର୍ତ୍ତୀ ମାସର ପହିଲା ତାରିଖକୁ ଅପେକ୍ଷା କରିବାକୁ ପଡିବ ନାହିଁ। କାରଣ ଏବେ ଦରମା ମାସର ଶେଷ କାର୍ଯ୍ୟ ଦିବସରେ ହିଁ ମିଳିବ। ରାଜ୍ୟ...
ବ୍ରହ୍ମପୁର: ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଗତକାଲି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଜଣେ ଯୁବକଙ୍କୁ ଚାପୁଡ଼ା ମାରିବା ଭିଡ଼ିଓ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ତେବେ ଏହି ଘଟଣା ଏବେ ଏକ ନୂଆ ମୋଡ଼ ନେଇଛି। ସାଂସଦ ଯେଉଁ ଯୁବକଙ୍କୁ ଚାପୁଡ଼ା...
ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପଡ଼ିଲା ତାଲା। ମାସକ ମଧ୍ୟରେ ୪ଟି ହାତୀଙ୍କ ମୃତ୍ୟୁକୁ ନେଇ ଜୋରାଦାର ବିରୋଧ ପରେ ପ୍ରାଣୀ ଉଦ୍ୟାନରେ ତାଲା ପଡ଼ିଛି।। ଆଜି କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ନେତୃତ୍ୱରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସମ୍ମୁଖରେ ଶହ ଶହ କର୍ମୀ ଧାରଣାରେ ବସିଛନ୍ତି। ପ୍ରାଣୀ...
ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ଅବିଶ୍ରାନ୍ତ ବର୍ଷା ଲାଗି ରହିଛି। ତେବେ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିଲା। ଏହି ଜିଲ୍ଲା ଗୁଡ଼ିକ ହେଲା-ପୁରୀ, ଖୋର୍ଦ୍ଧା,...
ନୂଆଦିଲ୍ଲୀ: ଶକ୍ତିଶାଳୀ ହୋଇ ମାଡ଼ି ଆସୁଛି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ହିକ୍କା’। ଆଜି ଅପରାହ୍ଣ ସୁଦ୍ଧା ଓମାନ ଉପକୂଳରେ ଏହା ପହଞ୍ଚିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ହୋଇପାରେ। ଆଜି ଭୋର ସମୟରେ ଓମାନ ଉପକୂଳରୁ ୭୦ କିଲୋମିଟର ଦୂରରେ ଏହା କେନ୍ଦ୍ରୀଭୂତ ହୋଇଥିଲା। ‘ହିକ୍କା’ ପଶ୍ଚିମ-ଦକ୍ଷିଣପଶ୍ଚିମ...
ଭୁବନେଶ୍ୱର: ଏଣିକି ଅଫିସ୍ କିମ୍ବା ବିଭିନ୍ନ ମିଟିଂରେ ଆଉ ବ୍ୟବହାର ହେବନି ପ୍ଲାଷ୍ଟିକ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ଯେଉଁଥିରେ ସବୁ ଅଫିସରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ରହିଛି। ଏମିତିକି ଅଫିସ୍ ମାନଙ୍କରେ ପ୍ଲାଷ୍ଟିକ୍ ପାଣି...
ବ୍ରହ୍ମପୁର: ମଞ୍ଚ ଉପରେ ସର୍ବ ସମ୍ମୁଖରେ ଯୁବକଙ୍କୁ ଶକ୍ତ ଚାପୁଡ଼ା ମାରିଲେ ବିଜେଡି ସାଂସଦ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଗତକାଲି ଅନୁଷ୍ଠିତ ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ବୈଠକରେ ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସଂଗ୍ରାମ ସାହୁ ବ୍ରହ୍ମପୁରର ବିଜେଡି...
ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦ୍ୱିତୀୟ ଥର ଭେଟିଛନ୍ତି। ଏହି ଅବସରରେ ଟ୍ରମ୍ପ ‘ହାଓଡି ମୋଦି’ କାର୍ଯ୍ୟକ୍ରମକୁ ଆସିଥିବାରୁ ମୋଦି ଧନ୍ୟବାଦ ଜଣାଇଥିଲେ। ଆସନ୍ତା ୨୭ ତାରିଖରେ ମଧ୍ୟ ମୋଦି , ଟ୍ରମ୍ପଙ୍କ ମଧ୍ୟରେ ପୁଣି ଏକ ସାକ୍ଷାତ ହେବ। ଏହି...
ହାଇଦ୍ରାବାଦ: ପ୍ରସିଦ୍ଧ ତେଲୁଗୁ ହାସ୍ୟ ଅଭିନେତା ଭେନୁ ମାଧବଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ। ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ୩୯ ବର୍ଷୀୟ ଏହି ହାସ୍ୟ ଅଭିନତାଙ୍କୁ ଆଇସିୟୁର ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି। ଦୀର୍ଘଦିନ ହେବ ସେ କିଡ୍ନୀ...
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବ୍ରାହ୍ମଣୀ ସେତୁର ଏକ ସ୍ଲାବ୍ ଭାଙ୍ଗି ଯାଇଛି। ଯାହାଫଳରେ ୧୪୩ ନମ୍ୱର ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି। ପ୍ରାୟ ୩ କିଲୋମିଟର ଯାଏ ରାସ୍ତା ଜାମ୍ ରହିଛି। ତେଣୁ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୧ ପ୍ଲାଟୁନ୍ ପୁଲିସ୍...
ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ କର୍ମଚାରୀଙ୍କ ପାଇଁ ଲାଗୁ ହେଲା ବାୟୋମେଟ୍ରିକ ଆଟେଣ୍ଡାନ୍ସ ରେଜିଷ୍ଟର୍ ସିଷ୍ଟମ୍। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶ ଜାରି କରାଯାଇଛି। ଫଳରେ କର୍ମଚାରୀମାନେ କାର୍ଯ୍ୟାଳୟରେ ଲାଗିଥିବା ବୟୋମେଟ୍ରିକ ଆଟେଣ୍ଡାନ୍ସ ରେଜିଷ୍ଟ୍ରି ମେସିନ୍ରେ ନିଜର ଉପସ୍ଥାନ ପକାଇବେ। ଏହି ମେସିନରେ ଆଟେଣ୍ଡାନ୍ସ ରେଜିଷ୍ଟ୍ରି...
ଇସଲାମାବାଦ: ଶେଷରେ ସତ ମାନିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ଆଫଗାନିସ୍ତାନରେ ଲଢ଼ିବା ପାଇଁ ଅଲ୍କାଏଦା ଓ ଅନ୍ୟ ଆତଙ୍କବାଦୀ ସଂଗଠନକୁ ପାକିସ୍ତାନର ସେନା ଏବଂ ଗୁଇନ୍ଦା ସଂସ୍ଥା ଆଇଏସଆଇ ପକ୍ଷରୁ ଟ୍ରେନିଂ ଦିଆଯାଇଥିବା କଥାକୁ ଇମ୍ରାନ ଖାନ୍ ସ୍ୱୀକାର କରିଛନ୍ତି। ଜାତିସଂଘର ସାଧାରଣ ପରିଷଦ ବୈଠକରେ କହୁକହୁ...
ପାଟଣା: ଗୋଟିଏପଟେ ପିଆଜ ଦର ଆକାଶଛୁଆଁ ହେବାପରେ ଲୋକମାନଙ୍କ ଚିନ୍ତା ବଢ଼ି ଯାଇଥିବାବେଳେ ଅନ୍ୟପଟେ ଚୋରିର ଉଦ୍ଦେଶ୍ୟ ମଧ୍ୟ ବଦଳି ଯାଇଛି। ଆପଣ ସୁନା, ରୁପା କିମ୍ବା ଦାମୀ ସାମଗ୍ରୀ ଚୋରି ହେବାକଥା ନିଶ୍ଚୟ ଶୁଣିଥିବେ ହେଲେ କେବେ ପିଆଜ ଚୋରି ହେବାକଥା ଶୁଣିଛନ୍ତି କି? କଥାଟା ଶୁଣିକି...
ଭୋପାଳ: ଟ୍ରାଫିକ୍ ପୁଲିସ୍ ଚାଲାଣ କାଟିବାରୁ ରାଗିକି ଗାଡ଼ିରେ ନିଆଁ ଲଗାଇଦେଲେ ଯୁବକ। ଆଉ ଘଟଣାସ୍ଥଳରୁ ଖସି ପଳାଇଲେ। ମଧ୍ୟପ୍ରଦେଶର ଇନ୍ଦୋର ଏଭଳି ଘଟଣା ସାମ୍ନାକୁ ଆସିଛି। ଗତ ରବିବାର ରାତିରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଟ୍ରାଫିକ୍ ପୁଲିସ୍ ପ୍ରଥମେ ଯୁବକଙ୍କୁ ଅଟକାଇ ଥିଲେ। ଏହାପରେ...