ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବିଡିଏ ଅଧିକାରୀ। BDA ସେକ୍ସନ୍ ଅଫିସର ବିଭୂତି ଭୂଷଣ ରାୟଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି। ଭୁବନେଶ୍ୱରର ଝାରପଡା, ଜିଜିପି କଲୋନୀ ସ୍ଥିତ ଘର ସମେତ ଅଫିସ୍ରେ ଭିଜିଲାନ୍ସ ଟିମ୍ ଚଢ଼ଉ କରୁଛି। ଏମିତିକି ଜଗତସିଂହପୁର ସ୍ଥିତ ବିଭୂତିଙ୍କ...
ବଣାଇ(ରଞ୍ଜିତ ଚୌଧୁରୀ): ବିବାହ ଭୋଜିରୁ ଦେଖା ସାକ୍ଷାତ, ତା’ପରେ ଆରମ୍ଭ ହେଲା ପ୍ରେମ। ଆଉ ଆର୍ମି ଯବାନଙ୍କୁ ହୃଦୟ ଦେଇ ବସିଲେ ଜଣେ ଆଦିବାସୀ ନାବାଳିକା। ଯବାନ ଜଣକ ବି ଚାକିରି କରାଇ ଦେବାର ବିଶ୍ୱାସ ଦେଇ ନାବାଳିକାଙ୍କ ହୃଦୟ ଜିତିଥିଲେ। ହେଲେ ପ୍ରେମିକାଙ୍କ ବିଶ୍ୱାସରେ ବିଷ ଦେଇ...
ସୋର: ରାସ୍ତା ମଝିରେ ଫାଟିଲା ବସ୍ର ଆଗ ଚକ। ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଚପରପଦା ନିକଟରେ ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ତେବେ ସୋର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା...
ଭୁବନେଶ୍ୱର: ଚଳିତ ବର୍ଷ CBSE ଓ ICSE ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଲାଗି ତାରିଖ ଘୋଷଣା ହୋଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଫେବୃଆରୀ ୧୫ରୁ CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ। CBSE ଦଶମ...
ପୁଣେ: ପ୍ରସିଦ୍ଧ ଅଭିନେତା ତଥା ଥିଏଟର କଳାକାର ଶ୍ରୀରାମ ଲାଗୁଙ୍କ ପରଲୋକ ହୋଇଯାଇଛି। ଗତକାଲି ପୁଣେ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଶ୍ରୀରାମ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ। ମରାଠୀ ଥିଏଟରରେ ସେ...
ବାସୁଦେବପୁର: ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଦୁଇ ଶିଶୁଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର। ଏଥିରେ ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ରହିଛି। ମୃତକଙ୍କ ନାଁ କାଳିଆ ମଲିକ (୬)। ଗୁରୁତର ଶିଶୁର ନାଁ ଅନିରୁଦ୍ଧ ମଲିକ (୬)। ଭଦ୍ରକ ଜିଲ୍ଲା କରଞ୍ଜଆଡିଆ ଗାଁରେ...
ନୂଆଦିଲ୍ଲୀ: ଆପଣ ସୁନା କିଣିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଟିକେ ଅପେକ୍ଷା କରନ୍ତୁ। କାରଣ ସୁନା ଦର ଆଉ କିଛି ମାସ ପରେ କମିବାର ସମ୍ଭାବନା ରହିଛି। ଏବେ ସୁନା ଦର ୧୦ ଗ୍ରାମ୍ ପ୍ରତି ୩୯ ହଜାର ଟଙ୍କା ରହିଛି। ଏକ୍ସପର୍ଟଙ୍କ କହିବା...
ଭୁବନେଶ୍ୱର: ପ୍ଲାଷ୍ଟିକ୍ ଦିଅନ୍ତୁ, ଆହାର ଖାଆନ୍ତୁ। ଅଧା କିଲୋ ବର୍ଜ୍ୟ ପ୍ଲାଷ୍ଟିକ୍ ଦେଲେ ତା’ ବଦଳରେ ମିଳିବ ଗୋଟିଏ ଆହାର ମିଲ୍। ତେବେ ଜଣେ ବ୍ୟକ୍ତି ସର୍ବାଧିକ ଗୋଟିଏ ଦିନରେ ୧ କିଲୋ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ଦେଇ ଆହାର ମିଲ୍ ପାଇଁ କୁପନ୍ ନେଇ ପାରିବେ। ଆଜିଠାରୁ...
ଉଦଳା: ଔଷଧ କିଣିଲା ବେଳେ ତାହାର ବ୍ୟାଚ୍ ନମ୍ବର ଓ ଏକ୍ସପାଏରୀ ତାରିଖ ଦେଖି କିଣିବାକୁ ଲୋକଙ୍କୁ ସରକାର ସଚେତନ କରୁଛନ୍ତି। ଏକ୍ସପାଏରୀ ତାରିଖ ପରେ ଔଷଧ ରୋଗୀଙ୍କ ସ୍ୱାସ୍ଥ୍ୟ ସୁଧାରିବା ପରିବର୍ତ୍ତେ ଆହୁରି ବିଗାଡ଼ି ଦିଏ। ଏପରିକି ରୋଗୀଙ୍କୁ ବେଳେ ବେଳେ ମୃତ୍ୟୁ ମୁଖରେ ବି ପକାଇ...
ସମ୍ବଲପୁର: ହୀରାକୁଦ ଡ୍ୟାମର ନିଷିଦ୍ଧାଞ୍ଚଳରେ ଫଟୋ ଉଠାଇ ଫସିଲେ ଓଲିଉଡ୍ର ୩ ଅଭିନେତ୍ରୀ। ଡ୍ୟାମ୍ର ନିଷିଦ୍ଧାଞ୍ଚଳରେ ଏହି ଅଭିନେତ୍ରୀମାନେ ଫଟୋ ଉଠାଇବା ସହ ଭିଡିଓ ମଧ୍ୟ କରିଛନ୍ତି। ଯାହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ସବୁଠାରୁ ବଡ଼ କଥା ଏହି ଭାଇରାଲ ଭିଡିଓରେ ଜଣେ ମନ୍ତ୍ରୀଙ୍କ ଝିଅଙ୍କୁ...
ପାଟନା: ପୁଣିଥରେ ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି) ଅଧ୍ୟକ୍ଷ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଘରେ ହାଇଡ୍ରାମା ଦେଖିବାକୁ ମିଳିଛି। ପାଟନା ସ୍ଥିତ ରାବିଡି ଦେବୀଙ୍କ ବାସଭବନରେ ରବିବାର ସନ୍ଧ୍ୟାରେ ହାଇଭୋଲ୍ଟେଜ୍ ଡ୍ରାମା ଦେଖିବାକୁ ମିଳିଥିଲା। ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପଙ୍କ ସ୍ତ୍ରୀ ଐଶ୍ୱର୍ଯ୍ୟା,...
ଖୋର୍ଦ୍ଧା: ଖୋର୍ଦ୍ଧାର ଏକ କ୍ଲିନିକ୍ରେ ହୋଇଥିବା ଗୁଳିମାଡ଼ ଘଟଣାରେ ଗୁରୁତର ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଏହି ଗୁଳିମାଡ଼ରେ ଗୁରୁତର ହୋଇଥିବା ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ଦାସଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଛି। ସୂଚନାଯୋଗ୍ୟ ଯେ, ଗତକାଲି ସନ୍ଧ୍ୟାରେ ଡାକ୍ତର...
ନୂଆଦିଲ୍ଲୀ: ଯଦି ଆପଣ ଆପଣଙ୍କର ଆଧାର ନମ୍ବରକୁ PAN (Permanent Account Number) ସହ ଲିଙ୍କ୍ କରି ନାହାନ୍ତି, ତା’ହେଲେ ଆଉ ବିଳମ୍ବ କରନ୍ତୁ ନାହିଁ। ତୁରନ୍ତ ଆଧାର-ପାନ୍ ଲିଙ୍କ୍ କରାନ୍ତୁ। କାହିଁକି ନା ଆଧାର-ପାନ୍ ଲିଙ୍କ୍ କରିବାର ଶେଷ ତାରିଖ ହେଉଛି ଚଳିତବର୍ଷ ଡିସେମ୍ବର ୩୧। ଚଳିତ...
ଯାଜପୁର: ସପ୍ତାହ ତଳେ ବାହା ହୋଇଥିଲେ। ଆଉ ଖୁସିରେ ବାପ ଘରକୁ ଆସିଥିଲେ ବୁଲିବାକୁ। ହେଲେ ସେ ଜାଣି ନ ଥିଲେ ନୂଆ କରି ଘର ସଂସାର ଆରମ୍ଭ କରିବା ପୂର୍ବରୁ ତାଙ୍କ ସହ ଏମିତି କିଛି ଘଟିବ। ଆଉ ଏସବୁ ପଛରେ କାରଣ କ’ଣ ଜାଣନ୍ତି ?...
ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନକୁ ନେଇ ପଶ୍ଚିମବଙ୍ଗରେ ଦେଖାଦେଇଥିବା ଆନ୍ଦୋଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି। ବିଶେଷ କରି ପଶ୍ଚିମବଙ୍ଗରେ ଦକ୍ଷିଣ ପୂର୍ବ ରେଳପଥର ବିଭିନ୍ନ ଷ୍ଟେସନରେ ଲୋକମାନଙ୍କ ଦ୍ୱାରା ବିକ୍ଷୋଭ ଯୋଗୁ ଓଡିଶାକୁ ଏବଂ ଓଡିଶା ମଧ୍ୟଦେଇ ଯାତାୟାତ କରୁଥିବା ଟ୍ରେନ୍ ପ୍ରଭାବିତ ହୋଇଛି। ଓଡ଼ିଶା...
ଭୁବନେଶ୍ୱର: ବରଗଡ଼ ଜିଲ୍ଲାର ଜିଲ୍ଲା ପରିଷଦ ସଭ୍ୟ ନିଖୋଜ ଘଟଣା ନାଟକୀୟ ମୋଡ଼ ନେଇଛି। ଯେଉଁମାନେ ନିଖୋଜ ଥିଲେ ବୋଲି ଅଭିଯୋଗ ହୋଇଥିଲା ସେମାନଙ୍କ ସହିତ ୯ ଜଣ ଜିଲ୍ଲା ପରିଷଦ ସଭ୍ୟ ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେମାନେ କହିଛନ୍ତି, ସମସ୍ତେ ମାର୍ଚ୍ଚ...
ନୂଆଦିଲ୍ଲୀ: ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି କି ? ଖାସ୍ କରି ଆପଣ ରେଲ୍ୱେ ଚାକିରି କରିବା ପାଇଁ ଇଚ୍ଛୁକ ଅଛନ୍ତି କି ? ତା’ହେଲେ ଆଉ ବିଳମ୍ବ କାହିଁକି ? ତୁରନ୍ତ ଦିଲ୍ଲୀ ମେଟ୍ରୋରେ ଖାଲି ପଡ଼ିଥିବା ପଦବୀ ପାଇଁ ଆବେଦନ କରନ୍ତୁ। ଦିଲ୍ଲୀ...
ରାୟପୁର: ବାପା ତା’ ପାଖରେ ନାହାନ୍ତି….ନା ଆଉ କେବେ ଫେରିବେ। ହେଲେ ସହିଦ ବାପାଙ୍କ ପ୍ରତିମୂର୍ତ୍ତିକୁ ଦେଖି ଜଣେ କୁନି ଝିଅ ଭାବି ନେଇଛି ବାପା ତା’ ପାଖରେ ଅଛନ୍ତି। ଏହି କୁନି ଝିଅ ଜାଣିବି ନାହିଁ ତା’ ବାପା ଆଉ ଏହି ଦୁନିଆରେ ନାହାନ୍ତି। ୨୦୧୮ ମସିହା...
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରୀନା କପୁର୍ ଆଜିକାଲି ତାଙ୍କ ଫିଲ୍ମକୁ ନେଇ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି। ଏତେ ବ୍ୟସ୍ତ ଯେ ତାଙ୍କୁ ଶେଷରେ ଏୟାରପୋର୍ଟରେ ହିଁ ମେକ୍ଅପ୍ ନେବାକୁ ପଡ଼ିଛି। ଯାହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳୁଛି, ଏୟାରପୋର୍ଟରେ କରୀନା...
ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଫୋନ୍ ନିର୍ମାତା କମ୍ପାନୀ ସାମ୍ସଙ୍ଗ୍ ଏହାର Galaxy A70s ଫୋନ୍ର ଦାମ୍ କମ୍ କରିଛି। ମିଳିଥିବା ସୂଚନା ଅନୁସାରେ, କମ୍ପାନୀ Galaxy A70s ଫୋନ୍ର ଦାମ୍ ୩ ହଜାର ଟଙ୍କା ପର୍ଯ୍ୟନ୍ତ କମାଇଛି। ମୋବାଇଲ୍ର ଦାମ୍ କମିବା ପରେ ଆପଣ ନୂଆ ମୂଲ୍ୟରେ କେବଳ...