• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

sbi
ଡିସେମ୍ବର ୩୧ ସୁଦ୍ଧା SBI ର ଏହି କାର୍ଡ ଡିଆକ୍ଟିଭ୍‌ ହୋଇଯିବ

ନୂଆଦିଲ୍ଲୀ: SBI ଗ୍ରାହକଙ୍କ ପାଇଁ ଏକ ଜରୁରୀ ସୂଚନା। ଆପଣଙ୍କ ପାଖରେ SBI ର Magstripe କିମ୍ବା Magnetic stripeର ଡେବିଟ୍‌ କାର୍ଡ ଅଛି କି? ତା’ହେଲେ ଆଉ ଡେରି ନ କରି ଆପଣ ଆପଣଙ୍କର ଘରୋଇ ଶାଖାକୁ ଯାଇ ଏହାକୁ ମାଗଣାରେ ରିପ୍ଲେସ୍‌ମେଣ୍ଟ କରି ନୂଆ EMV...

metro
ଚଳନ୍ତା ଟ୍ରେନ୍‌ ସାମ୍ନାକୁ ଡେଇଁ ପଡ଼ିଲେ ଯୁବକ

ନୂଆଦିଲ୍ଲୀ: ଚଳନ୍ତା ଟ୍ରେନ୍‌ ସାମ୍ନାକୁ ଡେଇଁ ପଡ଼ିଲେ ଯୁବକ। ଦ୍ରୁତ ଗତିରେ ଟ୍ରେନ୍‌ଟି ଆସୁଥିବାବେଳେ ହଠାତ୍‌ ଏହି ସମୟରେ ଜଣେ ଯୁବକ ଟ୍ରେନ୍‌ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଦିଲ୍ଲୀରେ ଏହି ଅଭାବନୀୟ ଘଟଣା ଘଟିଛି।  ସୂଚନା ଅନୁସାରେ, ନୋଇଡା ସେକ୍ଟର ୩୯ ମେଟ୍ରୋ ଷ୍ଟେସନ୍‌ରେ ଜଣେ ଯୁବକ...

airtel
Airtelର ନୂଆ ପ୍ଲାନ୍‌: ଅନ୍‌ଲିମିଟେଡ୍‌ କଲ୍ ସହ ମିଳିବ ଅନେକ ସୁବିଧା

ନୂଆଦିଲ୍ଲୀ: ଡିସେମ୍ବର ୬ ରୁ Airtel ଏହାର ନୂଆ Tariff plan ଗ୍ରାହକଙ୍କ ପାଇଁ ଲାଗୁ କରିଛି। ହକଙ୍କ ପାଇଁ କମ୍ପାନୀ ୩ଟି ନୂଆ ପ୍ଲାନ୍‌ ଲଞ୍ଚ୍‌ କରିଛି। ଯେଉଁଥିରେ ଗ୍ରାହକଙ୍କୁ ଯେକୌଣସି ନେଟ୍‌ୱର୍କକୁ ଅନ୍‌ଲିମିଟେଡ୍‌ କଲ୍ ମିଳିପାରିବ। ସୂଚନାଥାଉ କି, ଗତ ସପ୍ତାହରେ Airtel ଏହାର ନୂଆ Tariff...

accident
ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

ବାରିପଦା (ମାଣିକ ଲାଲ ପାଣି): ବିବାହ ଭୋଜିରେ ଯୋଗଦେଇ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ। ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଜ୍ୟୋତିପୁର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ...

new delhi
‘ଭାଇ, ମୁଁ ମରିବାକୁ ଯାଉଛି...ମୋ ପରିବାର ଓ ଛୁଆଙ୍କ ଧ୍ୟାନ ରଖିବ’

ନୂଆଦିଲ୍ଲୀ: ନୂଆଦିଲ୍ଲୀର ରାଣୀ ଝାନ୍ସି ରୋଡ୍‌ ସ୍ଥିତ ଅନାଜ୍‌ ମଣ୍ଡି ଅଞ୍ଚଳରେ ଥିବା ଏକ ଚାରି ମହଲା ବିଶିଷ୍ଟ ଫ୍ୟାକ୍ଟ୍ରିରେ ନିଆଁ ଲାଗି ୪୩ ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ସକାଳୁ ସକାଳୁ ଏହି ଅଗ୍ନିକାଣ୍ଡ ଘଟିଥିଲା। ସବୁଠାରୁ ବଡ଼ କଥା, ଯେଉଁ ସମୟରେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିଲା...

tiger
ଚିତା ଠାରୁ ଜୀବନ ରକ୍ଷା ପାଇଁ ଛୁଆ ‘ନ୍ୟାଲା’ର ସଂଘର୍ଷ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ:  ଦକ୍ଷିଣ ଆଫ୍ରିକାର କ୍ରୁଗର ନ୍ୟାସ୍‌ନାଲ୍‌ ପାର୍କରେ ସଫାରୀ ଗାଇଡ୍‌ ପକ୍ଷରୁ ଏକ ଭିଡିଓ ଜାରି ହୋଇଛି। ଭିଡିଓଟି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଭିଡିଓରେ ଦେଖିବାକୁ ମିଳିଛି-ଏକ ଛୁଆ ନ୍ୟାଲା(ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳୁଥିବା  ଏକ ପ୍ରଜାତି) ଚିତା ବାଘ ଠାରୁ ବର୍ତ୍ତିବା ପାଇଁ ତାକୁ ବାରମ୍ବାର...

representational image
ଡିଇଓଙ୍କ କ୍ୱାର୍ଟର୍ସରେ ଶିକ୍ଷକଙ୍କ ଆତ୍ମହତ୍ୟା !

କୋରାପୁଟ: କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ କ୍ୱାର୍ଟର୍ସରେ ଶିକ୍ଷକଙ୍କ ଆତ୍ମହତ୍ୟା ! ତେବେ କେଉଁ କାରଣରୁ ସମ୍ପୃକ୍ତ ଶିକ୍ଷକ ଜଣକ ଆତ୍ମହତ୍ୟା କଲେ, ତାହା ଜଣାପଡ଼ି ନାହିଁ। ସୂଚନା ଅନୁସାରେ, ଦଶମନ୍ତପୁର ବ୍ଲକ ଚିକାମ୍ୱା ପ୍ରାଥମିକ ସ୍କୁଲର ଶିକ୍ଷକ ଚିତ୍ତ ପଣ୍ଡା, ଡିଇଓଙ୍କ କାର୍ଯ୍ୟାଳୟରେ ଡେପୁଟେସନ୍‌ରେ ନିୟୋଜିତ ହୋଇଥିଲେ।...

hockey
ତ୍ରିରାଷ୍ଟ୍ରୀୟ ମହିଳା ଜୁନିୟର ହକି ଟୁର୍ଣ୍ଣାମେଣ୍ଟ ଜିତିଲା ଭାରତ

କ୍ୟାନବେରା (ଅଷ୍ଟ୍ରେଲିଆ): ଭାରତୀୟ ଜୁନିୟର ମହିଳା ହକି ଟିମ୍ ରବିବାର ଏଠାରେ ଆୟୋଜକ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ୧-୨ରେ ପରାସ୍ତ ହୋଇଛି। ପରାଜୟ ସତ୍ତ୍ୱେ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହି ଭାରତ ଏହି ତିନି ଦେଶକୁ ନେଇ ଆୟୋଜିତ ଟୁର୍ଣ୍ଣାମେଣ୍ଟ ଜିତି ନେଇଛି। ଭାରତ ଚାରୋଟି ମ୍ୟାଚରୁ...

soyabean
ଡାଇବେଟିସ୍‌ରୁ ମୁକ୍ତି ଚାହୁଁଛନ୍ତି କି ? ଖାଆନ୍ତୁ ‘ସୋୟାବିନ୍‌’

ବିଭିନ୍ନ ଗବେଷଣାରୁ ଏହା ପ୍ରମାଣିତ ହୋଇଛି ଯେ ଡାଇବେଟିସ୍ ରୋଗୀଙ୍କ ପାଇଁ ସୋୟାବିନ୍‌ ଲାଭଦାୟକ। ଡାକ୍ତର ବି ଡାଇବେଟିସ୍‌ ରୋଗୀଙ୍କୁ ଡାଏଟ୍‌ରେ ସୋୟାବିନ୍‌ ସାମିଲ କରିବା ପାଇଁ ପରାମର୍ଶ ଦେଇଥା’ନ୍ତି। ଏଥିରେ ଆଇସୋଫ୍ଲୋଭୋନେସ୍‌ ରହିଛି, ଯାହା ବ୍ଲଡ୍‌ ସୁଗାର ଓ କୋଲେଷ୍ଟ୍ରଲ୍‌ର ସ୍ତରକୁ କମ୍‌ କରିବା ପାଇଁ ସାହାଯ୍ୟ...

fireman
୧୧ ଜଣଙ୍କ ଜୀବନ ବଞ୍ଚାଇଲେ ଏହି ‘ହିରୋ’ ଫାୟାର୍‌ମ୍ୟାନ୍‌

ନୂଆଦିଲ୍ଲୀ: ନିଜ ଜୀବନକୁ ପାଣି ଛଡ଼ାଇ ୧୧ ଜଣଙ୍କ ଜୀବନ ବଞ୍ଚାଇଥିବା ଫାୟାର୍‌ମ୍ୟାନ୍‌ ରାଜେଶ ଶୁକ୍ଲାଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଦିଲ୍ଲୀର ଅନାଜ୍‌ ମଣ୍ଡି ଅଞ୍ଚଳରେ ଘଟିଥିବା ଅଗ୍ନିକାଣ୍ଡ ପରେ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଥମେ ନିଆଁ ଲାଗିଥିବା ଅଞ୍ଚଳକୁ ପ୍ରବେଶ କରିଥିବା ଦିଲ୍ଲୀ ଅଗ୍ନିଶମ ବାହିନୀ...

auto
ଏବେ ରାତି ୧୦ରୁ ସକାଳ ୬ ପର୍ଯ୍ୟନ୍ତ ମହିଳାଙ୍କୁ ମାଗଣାରେ ଘରେ ଛାଡ଼ିବ ପୁଲିସ୍‌

ବେଙ୍ଗାଲୁରୁ: ଟିକେ ବିଳମ୍ବିତ ରାତି ହୋଇଗଲେ ଘର ହେଉ ଅବା ଅନ୍ୟ କୌଣସି ସ୍ଥାନକୁ ଯିବାକୁ ଅସୁବିଧା ହୋଇଥାଏ। ଏଣିକି ଏଥିପାଇଁ ଆପଣଙ୍କୁ ଆଉ ଆଦୌ ଚିନ୍ତା କରିବାକୁ ପଡ଼ିବ ନାହିଁ। ଏବେ ରାତି ୧୦ରୁ ସକାଳ ୬ ପର୍ଯ୍ୟନ୍ତ ମହିଳାଙ୍କୁ ମାଗଣାରେ ଘର ଛାଡ଼ିବ ପୁଲିସ୍‌। ଅର୍ଥାତ୍‌...

president
୧୨ ବର୍ଷ ପରେ ପୁରୁଣା ବନ୍ଧୁଙ୍କୁ ଭେଟିଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଦୀର୍ଘ ୧୨ ବର୍ଷ ପରେ ପୁରୁଣା ବନ୍ଧୁଙ୍କୁ ଭେଟିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ଓ ତାଙ୍କ ପୁରୁଣା ବନ୍ଧୁ ତଥା ପୂର୍ବତନ ସାଂସଦ ବୀରଭଦ୍ର ସିଂଙ୍କ ସାକ୍ଷାତ ଦୀର୍ଘ ୧୨ ବର୍ଷ ପରେ ଆଜି ହୋଇଛି। ଆଜି ଉତ୍କଳ ୟୁନିଭରସିଟିରି ପ୍ଲାଟିନମ୍‌ ଜୁବିଲିର ଉଦ୍‌ଯାପନୀ ସମାରୋହରେ...

odisha
ପ୍ରେମିକ-୪୨୦କୁ ବାନ୍ଧିଲା ପୁଲିସ୍‌

ଭଦ୍ରକ: ଲଭ୍‌, ସେକ୍ସ ଓ ଧୋକା। ଶେଷରେ ପ୍ରେମିକାକୁ ପ୍ରତାରଣା କରିବା ଅଭିଯୋଗରେ ବନ୍ଧା ହେଲା ପ୍ରେମିକ। ଯୁବତୀଙ୍କ ଅଭିଯୋଗ କ୍ରମେ ପ୍ରେମିକ ୪୨୦କୁ ପୁଲିସ୍‌ ଗିରଫ କରିଛି। ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ରାହାଞ୍ଜ ଅଞ୍ଚଳରେ। ସୂଚନା ଅନୁସାରେ, ଅସୁରା ଗାଁର ପ୍ରମୋଦ ଲେଙ୍କା ନାମକ ଜଣେ...

jio
ଜାଣନ୍ତୁ ଜିଓର ଏହି ନୂଆ Tariff ପ୍ଲାନ୍‌ ସମ୍ପର୍କରେ...

ନୂଆଦିଲ୍ଲୀ: ରିଲାଏନ୍ସ ଜିଓର ନୂଆ Tariff plans ଡିସେମ୍ବର ୬ ରୁ ଲାଗୁ ହୋଇଛି। ଏହାପୂର୍ବରୁ କମ୍ପାନୀ ଏହାର ନୂଆ ପ୍ଲାନ୍‌ All-in-one plan ଘୋଷଣା କରିଥିଲା। ଏହି ନୂଆ Tariff plan ୧୯୯ ଟଙ୍କା, ୫୫୫ଟଙ୍କା ଓ ୨,୧୯୯ ଟଙ୍କାରେ ଉପଲ୍ଲବ୍ଧ। ୧୯୯ ଟଙ୍କାର ପ୍ଲାନ୍‌…. ଏହି...

nawazuddin
ନୱାଜୁଦ୍ଦିନ୍‌ଙ୍କ ଭଉଣୀ ସାୟମାଙ୍କ ପରଲୋକ

ମୁମ୍ବାଇ: ବଲିଉଡ୍ ଅଭିନେତା ନୱାଜୁଦ୍ଦିନ୍‌ ସିଦ୍ଦିକିଙ୍କ ଭଉଣୀ ସାୟମା ତାମସୀ ସିଦ୍ଦିକିଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୬ ବର୍ଷ ବୟସ ହୋଇଥିଲା। ଗତ ୮ ବର୍ଷ ଧରି ସେ କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ। ପୁନେର ଏକ ହସ୍ପିଟାଲ୍‌ରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା...

122343
ବିଧାୟକଙ୍କୁ ତାଲା ପକାଇ ଗାଡ଼ି ଜାଳିଦେଲେ

ତାଳଚେର: ଘରେ ଶୋଇଥିବା ଥିବା ଅବସ୍ଥାରେ ବିଧାୟକଙ୍କୁ ବାହାର ପଟୁ ତାଲା ପକାଇ ଗାଡ଼ିରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ। ଘଟଣା ଘଟିଛି ଅନୁଗୁଳ ଜିଲ୍ଲାରେ। ସୂଚନା ଅନୁସାରେ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଗତକାଲି ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ଅନ୍ତର୍ଗତ ନନ୍ଦିରା ଗାଁ ସ୍ଥିତ କ୍ୟାମ୍ପ ଅଫିସରେ...

helmet
ହେଲ୍‌ମେଟ୍‌ ପାଇଁ ଫାଇନ୍‌ ଦେଲେ ହାଇୱା ଡ୍ରାଇଭର

ପଦ୍ମପୁର: ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହେବା ପରେ ଟ୍ରାଫିକ୍‌ ଉଲ୍ଲଂଘନକାରୀଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ୁଛି। ହେଲ୍‌ମେଟ୍‌ ପାଇଁ ଫାଇନ୍‌ ଦେଲେ ହାଇୱା ଡ୍ରାଇଭର। କଥାଟା ଶୁଣିକି ଅଜବ ଲାଗୁଥିଲେ ବି ସତ। ଜଣେ ହାଇୱା ଚାଳକଙ୍କୁ ହେଲ୍‌ମେଟ୍‌ ପାଇଁ ଚାଲାଣ କାଟିବାକୁ ପଡ଼ିଛି। ଅଭିଯୋଗ...

odisha
ଅଟୋ ଓଲଟି ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ: ସ୍କୁଲରୁ ଅଟୋରେ ଫେରୁଥିବା ବେଳେ ରାସ୍ତାରେ ଓଲଟି ପଡ଼ିଲା ଗାଡ଼ି। ଫଳରେ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଆହତ ୪...

ram nath kovind
ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ସନ୍ଧ୍ୟା ସାଢ଼େ ୭ଟାରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ସେ ରାଜଭବନରେ ରାତ୍ରୀ ଯାପନ କରିବାର କାର୍ଯ୍ୟକ୍ରମ ରହିଛି। ୮ ତାରିଖ ସକାଳ ୯ଟା ୫୦ରେ ସେ ଖୋର୍ଦ୍ଧା ବରୁଣେଇ ପାହାଡ ସ୍ଥଳକୁ ଯାଇ ସେଠାରେ...

odisha
ସହାୟତା ନାଁରେ ୭୦ ଲକ୍ଷ ଟଙ୍କା ନେଇ ଛୁ ମାରିଲେ ଏହି ମହିଳା

ବଲାଙ୍ଗିର: କାହାକୁ ଚାକିରି କରାଇ ଦେବେ କହି, କାହାର ଝିଅର ବାହାଘର କରାଇ ଦେବେ କହି ଓ କାହାର ଜମିବାଡ଼ି କରେଇ ଦେବେ ଇତ୍ୟାଦି କହି ଜଣେ ମହିଳା ଲୋକଙ୍କଠୁ ୭୦ ଲକ୍ଷ ଟଙ୍କା ଠକି ନେଇ ଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀ...