ଉନ୍ନାଓ: ଆଖି ବୁଜିଲେ ଆଉ ଜଣେ ଦୁଷ୍କର୍ମ ପୀଡ଼ିତା। ଆଜି ଆଉ ଜଣେ ଉତ୍ତର ପ୍ରଦେଶ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ଶରୀରର ଅଧିକାଂଶ ସ୍ଥାନ ପୋଡ଼ି ଯାଇଥିବାରୁ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଦୁଷ୍କର୍ମର ଶିକାର ହେବା ପରେ...
କଟକ: ବାରବାଟୀ ଷ୍ଟାଡିୟମ୍ରେ ଆଜି ହେବ ଭାରତ-ୱେଷ୍ଟଇଣ୍ଡିଜ୍ ନିର୍ଣ୍ଣାୟକ ମୁକାବିଲା। ଟସ୍ ଜିତି ଭାରତ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛି। ତେବେ ଚୂଡ଼ାନ୍ତ ଖେଳାଳିଙ୍କ ସ୍ଥାନରେ ଭାରତ ଗୋଟିଏ ପରିବର୍ତ୍ତନ କରିଛି। ଦୀପକ ଚହରଙ୍କ ସ୍ଥାନରେ ନବଦୀପ ସୈନିଙ୍କୁ ସାମିଲ କରାଯାଇଛି। ତିନିମ୍ୟାଚ୍ ବିଶିଷ୍ଟ ଏହି ଦିନିକିଆ ସିରିଜ୍...
ଆସିକା: ଦୁର୍ଘଟଣାର ଶିକାର ହୋଇ ଜଣେ ଯୁବକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତାରେ ପଡ଼ି ଛଟପଟ ହେଉଥିଲେ। ଏହି ସମୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସମ୍ପୃକ୍ତ ଯୁବକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ସୂଚନା ଅନୁସାରେ, ଆଜି ସକାଳେ ଗଞ୍ଜାମ ଜିଲ୍ଲା ଶେରଗଡ଼ ମାରୁଡି ଛକରେ ଏକ...
ମୁମ୍ବାଇ: ବଲିଉଡ୍ କିଙ୍ଗ୍ ଖାନ୍ ଶାହରୁଖଙ୍କୁ ନେଇ ପତ୍ନୀ ଗୌରୀ ଖାନ୍ ଏକ ଖୁଲାସା କରିଛନ୍ତି। ସେ କହିଛନ୍ତି ଶାହରୁଖଙ୍କୁ କୌଣସି ସ୍ଥାନକୁ ଯିବାକୁ ହେଲେ ଏଥିପାଇଁ ପ୍ରସ୍ତୁତ ହେବାକୁ ତାଙ୍କୁ ଅଧିକ ସମୟ ଲାଗିଥାଏ। ତାଙ୍କର(ଶାହରୁଖ) ଏକ ବଡ଼ ରୁମ୍ରେ ଖାଲି ୱାର୍ଡରୋବ୍(ଆଲ୍ମିରା)ରେ ଭର୍ତ୍ତି। ଗୌରୀ କହିଛନ୍ତି,...
ମୁମ୍ବାଇ: ଏବେ ପିଆଜ ଦର ଯେଉଁଭଳି ଭାବରେ ଆକାଶ ଛୁଆଁ ହୋଇଛି ଲୋକେ ହୀରା, ସୁନା ଅପେକ୍ଷା ପିଆଜକୁ ଅଧିକ ମୂଲ୍ୟବାନ ବୋଲି ଭାବି ନେଇଛନ୍ତି। ଏମିତି ବି ଦେଖାଯାଇଛି କେହି କେହି ମ୍ୟାରେଜ୍ ପାର୍ଟିରେ ଗିଫ୍ଟ ବଦଳରେ ପିଆଜ ଉପହାର ଦେଉଛନ୍ତି। ଏସବୁ ଭିତରେ ବଲିଉଡ୍ ଖିଲାଡି...
ଯାଜପୁର: ବିନା ଅନୁମତିରେ ତୀର୍ଥ କରିବାକୁ ଯାଇ ଦୁଇ ଜଣ ପ୍ରଧାନ ଶିକ୍ଷକ ଅଡୁଆରେ ପଡ଼ି ଯାଇଛନ୍ତି। ଏହି ଦୁଇ ପ୍ରଧାନ ଶିକ୍ଷକ ହେଲେ ଯାଜପୁର ଜିଲ୍ଲା କୋରାଇଗାଡ଼ିଆ ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲର ସରଣ କୁମାର ରାଉତ ଏବଂ ସହଡ଼ାକୋଳି ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲ୍ର ବିଦ୍ୟାଧର ସେଠୀ। ବିନା...
ଭୁବନେଶ୍ୱର: ଓଡ଼ିଶା ସରକାର ଶନିବାର ଦିନ ୪ ଜଣ ଆଇପିଏସ୍ ଅଫିସରଙ୍କୁ ଅତିରିକ୍ତ ଡିଜି ପାହ୍ୟା(ଏଡିଜି)କୁ ପଦୋନ୍ନତି କରିଛନ୍ତି। ୧୯୯୫ ବ୍ୟାଚର ଆଇପିଏସ୍ ଆର.କେ ଶର୍ମା, ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସନ୍ତୋଷ ବାଲାଙ୍କୁ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଥିବାବେଳେ ସେହି ବ୍ୟାଚର ରିତୁ ଅରୋରାଙ୍କୁ ମଧ୍ୟ ଏଡିଜି...
ନୂଆଦିଲ୍ଲୀ: ପ୍ରତ୍ୟେକ ଦିନ ନୂଆ ନୂଆ ଟେକ୍ନୋଲୋଜି ସାମ୍ନାକୁ ଆସିବା ସହ ଏଥିରେ କିଛି ପରିବର୍ତ୍ତନ ମଧ୍ୟ ହେଉଛି। ସାଧାରଣତଃ ଆମେ ପର୍ସନାଲ୍ କମ୍ପ୍ୟୁଟର୍, ମୋବାଇଲ୍ ଫୋନ୍ର ଟେକ୍ନୋଲୋଜିରେ ପରିବର୍ତ୍ତନ ଦେଖିବାକୁ ପାଇଥାଉ ହେଲେ ଏବେ ହେଡ୍ଫୋନ୍ରେ ପରିବର୍ତ୍ତନ ଦେଖିବାକୁ ମିଳିବ। ଅର୍ଥାତ୍ ଖୁବ୍ ଶୀଘ୍ର ସୂର୍ଯ୍ୟଙ୍କ କିରଣରେ...
କଟକ: ସୁପର ସଣ୍ଡେରେ ସୁପର ଶୋ’। ଆଜି ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ୱେଷ୍ଟଇଣ୍ଡିଜ୍। ସିରିଜିର୍ ଏହା ନିର୍ଣ୍ଣାୟକ ମ୍ୟାଚ୍ ହୋଇଥିବାରୁ ଜିତିବା ଲକ୍ଷ୍ୟରେ ଉଭୟ ଦଳ। ତେବେ ମ୍ୟାଚ୍ ପୂର୍ବରୁ ଗତକାଲି ଉଭୟ ଦଳ ନେଟ୍ ପ୍ରାକ୍ଟିସ୍ କରିଛନ୍ତି। ବିଶାଖାପାଟନମରେ ବିଜୟ ହାସଲ କରିଥିବା ଟିମ୍ ଇଣ୍ଡିଆ ବାରବାଟୀରେ...
ମୁମ୍ବାଇ: ମହାରାଷ୍ଟ୍ରରେ ଋଣଗ୍ରସ୍ତ ଚାଷୀଙ୍କୁ ମିଳିବ ଆଶ୍ୱସ୍ତି। ୨ ଲକ୍ଷ ଟଙ୍କା ଯାଏ କୃଷି ଋଣ ଛାଡ଼ କରିବା ପାଇଁ ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି। ନୂଆ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଏସମ୍ପର୍କରେ ଘୋଷଣା କରିଛନ୍ତି। ଏଥିପାଇଁ ସରକାର ୨୦୧୯ ସେପ୍ଟେମ୍ବର ୩୦କୁ କଟ୍ଅଫ୍ ତାରିଖ ଧାର୍ଯ୍ୟ କରିଛନ୍ତି।...
ମୁମ୍ୱାଇ: ଲୋକପ୍ରିୟ ଟେଲିଭିଜନ୍ ଶୋ’ ‘ଇଣ୍ଡିଆନ୍ ଆଇଡଲ୍ ୧୧’ର ଆଗାମୀ ଏପିସୋଡ୍ରେ କମେଡିଆନ୍ ଭାରତୀ ସିଂହ ତାଙ୍କ ସ୍ୱାମୀ ହର୍ଷ ଲିମ୍ୱାଚିୟାଙ୍କ ସହିତ ଯୋଗ ଦେଉଛନ୍ତି। ତେଣୁ ଦର୍ଶକଙ୍କ ପାଇଁ ଏହି ଏପିସୋଡ୍ଟି ମନୋରଞ୍ଜନର ଭରପୂର ଖୋରାକ୍ ଯୋଗାଇବ ବୋଲି ଆଶା କରାଯାଉଛି। ଏହି ଏପିସୋଡ୍ର ନାମ ‘ଶାଦି...
କଟକ: ଆସନ୍ତାକାଲି ବାରବାଟୀରେ ଖେଳାଯିବାକୁ ଥିବା ତୃତୀୟ ତଥା ଅନ୍ତିମ ଦିନିକିଆରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର ନବନିର୍ବାଚିତ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ବାରବାଟୀରେ...
ମୁମ୍ବାଇ: ନାଗରିକତା ସଂଶୋଧନ ଆଇନ୍ (ସିଏଏ)କୁ ନେଇ ଟ୍ୱିଟ୍ କରିବା ବଲିଉଡ୍ ଅଭିନେତା ଫରହାନ୍ ଅଖତରଙ୍କୁ ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ ଏକ ହିନ୍ଦୁ ସଂଗଠନ ପକ୍ଷରୁ ହାଇଦ୍ରାବାଦର ଏକ ଥାନାରେ ଅଭିଯୋଗ କରାଯାଇଛି। ତାଙ୍କ ବିରୋଧରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିବା ନେଇ ଅଭିଯୋଗ...
ବାରିପଦା (ମାଣିକଲାଲ୍ ପାଣି): ଏବେ ଚାଲିଛି ପର୍ଯ୍ୟଟନର ଋତୁ ଏବଂ ଆଗକୁ ପାଳନ ହେବ ନୂଆବର୍ଷ। ହେଲେ ତା’ପୂର୍ବରୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ବିଭିନ୍ନ ହୋଟେଲ୍ ଓ ଲଜ୍ରେ ଦେହ ବ୍ୟବସାୟ ଚାଲୁଥିଲା। ଏପରିକି ଦେହ ବ୍ୟବସାୟ ପାଇଁ ଡିଲ୍ ମଧ୍ୟ ହେଉଥିଲା। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ...
ନୂଆଦିଲ୍ଲୀ: ଲୋକମାନଙ୍କ ଉପରେ ପୁଣିଥରେ ମହଙ୍ଗା ମାଡ଼ ହେବ। କାହିଁକି ନା ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ପ୍ୟାକେଜଡ୍ ଖାଦ୍ୟର ମୂଲ୍ୟ ବୃଦ୍ଧି ପାଇପାରେ। ଏଗୁଡ଼ିକର ଉତ୍ପାଦ ଖର୍ଚ୍ଚ ବୃଦ୍ଧି ପାଇଥିବାରୁ ସାମଗ୍ରୀ ଗୁଡ଼ିକର ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ଦରବୃଦ୍ଧି ଲୋକଙ୍କ...
ନୂଆଦିଲ୍ଲୀ: ଦେଶ-ଦୁନିଆର ଅନେକ ସ୍ଥାନରେ ଯୁବକମାନେ ରୋଜଗାର ପାଇଁ ଏଠିସେଠି ଘୂରି ବୁଲୁଛନ୍ତି। ସେମାନଙ୍କ ପାଖରେ ଭଲ ଡିଗ୍ରୀ ଓ ଦକ୍ଷତା ଥାଇ ମଧ୍ୟ ସେମାନଙ୍କୁ କୌଣସି ଚାକିରି ମିଳୁନାହିଁ। ଏଭଳି ସ୍ଥିତିରେ ଏବେ ଜଣେ କୋଟିପତି ବିଜ୍ନେସ୍ ମ୍ୟାନ୍ ଏମିତି ଏକ ଚାକିରି ଅଫର୍ ଦେଇଛନ୍ତି ଯେଉଁଥିରେ...
ହାଇଦ୍ରାବାଦ: ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାରେ ନେଇ ପ୍ରତ୍ୟେକ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଗତ କିଛିଦିନ ତଳେ ଜଣାପଡ଼ିଥିଲା, ମହିଳା ଡାକ୍ତରଙ୍କୁ ଗଣ ଦୁଷ୍କର୍ମ କରିଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣ ଅଭିଯୁକ୍ତ ପୂର୍ବରୁ ଆହୁରି ୯ ଜଣ ମହିଳାଙ୍କ ସହ...
ମୁମ୍ବାଇ: ଅଫିସ୍ରେ ଶୋଷଣ ଘଟଣା ଆମକୁ ବହୁତ କଷ୍ଟ ଲାଗିଥାଏ। ହେଲେ ଏହାର ଅର୍ଥ ନୁହେଁ ଯେ ଆମେ ଏସବୁକୁ ନେଇ ଚୁପ୍ ରହିବୁ। ବରଂ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ। ଏଭଳି କିଛି କହିଛନ୍ତି ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନ। ଏନେଇ ସେ ତାଙ୍କ...
କଟକ: କଟକ ବାରବାଟୀ ଷ୍ଟାଡିୟମ୍ରେ ଆସନ୍ତାକାଲି ହେବାକୁ ଥିବା ଭାରତ-ୱେଷ୍ଟ୍ଇଣ୍ଡିଜ୍ ଦିନିକିଆ ମ୍ୟାଚ୍ ପାଇଁ ବାରବାଟୀରେ ଟିମ୍ ଇଣ୍ଡିଆ ପହଞ୍ଚିଛନ୍ତି। ନେଟ୍ ପ୍ରାକ୍ଟିସ୍ ପାଇଁ ଟିମ୍ ଇଣ୍ଡିଆ ଏଠାରେ ପହଞ୍ଚିଛନ୍ତି। ଅପରାହ୍ଣରେ ୱେଷ୍ଟ୍ଇଣ୍ଡିଜ୍ ଟିମ୍ ନେଟ୍ ପ୍ରାକ୍ଟିସ୍ କରିବେ। ଅନ୍ୟପକ୍ଷରେ ମ୍ୟାଚ୍ ପାଇଁ ଟ୍ୱିନ୍ସିଟି ପୁଲିସ୍ କମିଶନର ସୁଧାଂଶୁ...