• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Capture 1
‘ମୋ ପୁଅକୁ ବି ଜିଅନ୍ତା ଜାଳି ଦିଅ’

ହାଇଦ୍ରାବାଦ: ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ହତ୍ୟା କରି ଜାଳିଦେବା ଘଟଣାକୁ ନେଇ ସାରା ଦେଶରେ ଲୋକଙ୍କ ରାଗ ଦେଖିବାକୁ ମିଳିଛି। ରାସ୍ତାରୁ ଆରମ୍ଭ କରି ସୋଶାଲ୍‌ ମିଡିଆ ପର୍ଯ୍ୟନ୍ତ ସବୁଠି ଅଭିଯୁକ୍ତଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଉଠିଛି। ଏହି ଘଟଣାରେ...

odisha
ଏଣିକି ଫ୍ଲିପ୍‌କାର୍ଟରେ ମିଳିବ ଓଡ଼ିଶା ହସ୍ତଶିଳ୍ପ ସାମଗ୍ରୀ

ଭୁବନେଶ୍ୱର: ଏଣିକି ଅନଲାଇନ୍ ସପିଙ୍ଗ୍ କମ୍ପାନୀ ଫ୍ଲିପ୍‌କାର୍ଟରେ ମିଳିବ ଓଡ଼ିଶାର ହସ୍ତଶିଳ୍ପ ସାମଗ୍ରୀ। ଓଡ଼ିଶା ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତତନ୍ତ ସାମଗ୍ରୀ ଏହି ୱେବ୍‌ସାଇଟ୍ ମାଧ୍ୟମରେ ଉପଲବ୍ଧ କରାଇବା ନେଇ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ସହ ରାଜ୍ୟ ସରକାରଙ୍କ MoU ହୋଇଛି। ଏହି ବୁଝାମଣା ଅନୁସାରେ ଖୁବ୍‌ଶୀଘ୍ର ରାଜ୍ୟରେ...

odisha
ଆଜିଠୁ ଟ୍ରାଫିକ୍‌ ନିୟମ କଡ଼ାକଡ଼ି, ନିୟମ ଭାଙ୍ଗିଲେ ଗଣିବେ ମୋଟା ଅଙ୍କର ଜରିମାନା

ଭୁବନେଶ୍ୱର: ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ଆଜିଠୁ ନିସ୍ତାର ନାହିଁ। କେବଳ ଡ୍ରାଇଭିଂ ଲାଇସେନ୍ସ, ଫିଟ୍‌ନେସ୍‌, ପଲ୍ୟୁସନ୍‌ ଭଳି ଗାଡ଼ି କାଗଜପତ୍ରକୁ ଛାଡ଼ି ଦେଲେ ଅନ୍ୟ ସବୁ କ୍ଷେତ୍ରରେ ନୂଆ ଟ୍ରାଫିକ୍ ନିୟମକୁ ଆଜିଠୁ ସାରା ରାଜ୍ୟରେ କଡ଼ାକ଼ଡ଼ି ଭାବେ ଲାଗୁ କରାଯିବ। ଏଥିପାଇଁ ସବୁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ...

mini marathon
ବିଶ୍ୱ ଏଡ୍‌ସ ଦିବସ ଅବସରରେ ଓଟିଭି ପକ୍ଷରୁ ମିନି ମାରାଥନ୍‌ ଆୟୋଜିତ

ଭୁବନେଶ୍ୱର: ସାରା ବିଶ୍ୱ ଆଜି ପାଳନ କରୁଛି ଏଡ୍‌ସ ଦିବସ। ପ୍ରତିବର୍ଷ ଭଳି ଏଥର ବି ଏଡ୍‌ସ ବିରୋଧରେ ଦିଆଯାଉଛି ସଚେତନତାର ବାର୍ତ୍ତା। ଏଥରର ଥିମ୍ ରହିଛି “COMMUNITIES MAKE THE DIFFERENCE”। ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତିର ତଥ୍ୟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୯ ହଜାର...

odisha
କାଲିଠୁ ଆଉ ରକ୍ଷା ନାହିଁ ! ଟ୍ରାଫିକ୍‌ ପୁଲିସ୍‌ ନ ଧରିଲେ ବି ଗଣିବେ ଜରିମାନା

ଭୁବନେଶ୍ୱର: କାଲିଠୁ ଆଉ ରକ୍ଷା ନାହିଁ। କଡ଼ାକଡ଼ି ଭାବେ ଟ୍ରାଫିକ ନିୟମ ଯାଞ୍ଚ ହେବ। ଡିଏଲ୍ ଓ ଗାଡ଼ି କାଗଜପତ୍ର ଯାଞ୍ଚ ନ ହେଲେ ମଧ୍ୟ ଅନ୍ୟ ନିୟମ ସବୁ କଡ଼ାକଡ଼ି ପାଳନ କରାଯିବ ଏବଂ ଏସବୁର ଯାଞ୍ଚ ମଧ୍ୟ କଡ଼ାକଡ଼ି ହେବ। ଆପଣ ଭାବନ୍ତୁ ନାହିଁ ଯେ, ଟ୍ରାଫିକ୍‌...

talking on phone
ବିନା ନେଟ୍‌ୱର୍କରେ ବି କରିପାରିବେ ଫୋନ୍‌ କଲ୍‌

ନୂଆଦିଲ୍ଲୀ: ସାଧାରଣତଃ ମୋବାଇଲ୍‌ରେ ନେଟ୍‌ୱର୍କ ନ ଥିଲେ ଆମେ କୌଣସି ସ୍ଥାନକୁ କଲ୍‌ କରି ପାରିନଥାଉ। ହେଲେ ଏଥିପାଇଁ ଆପଣଙ୍କୁ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ। ଏଣିକି ମୋବାଇଲ୍‌ରେ ନେଟ୍‌ୱର୍କ ନ ଥିଲେ ବି ଆପଣ କଲ୍‌ କରିପାରିବେ। ଭାରତରେ ଏପରି କିଛି ସର୍ଭିସ୍‌ ଲଞ୍ଚ୍‌ ହେବାକୁ...

anaconda
ତିନି ଦିନରେ ମଲେଣି ୨ ଆନାକୋଣ୍ଡା

ଭୁବନେଶ୍ୱର: ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆନାକୋଣ୍ଡା ଏବେ ବିପଦରେ।  ଗତ ତିନି ଦିନ ମଧ୍ୟରେ ୨ଟି ଆନାକୋଣ୍ଡାଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ୩ଟି ଏବେ ଅସୁସ୍ଥ ଅଛନ୍ତି। ଏହାକୁ ନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଯାଇଛି। ଚେନ୍ନାଇ ଚିଡ଼ିଆଖାନାରୁ ଗତ କିଛିଦିନ ତଳେ ୮ଟି ଆନାକୋଣ୍ଡାଙ୍କୁ ନନ୍ଦନକାନନ...

odisha
କାଲିଠୁ ସଡ଼କ ସୁରକ୍ଷା ନିୟମ କଡ଼ାକଡ଼ି

ଭୁବନେଶ୍ୱର: ସଡ଼କ ସୁରକ୍ଷା ନିୟମ ଆସନ୍ତାକାଲିଠୁ କଡ଼ାକଡ଼ି ହେବ। ସଂଶୋଧିତ ମୋଟର ଯାନ ଆଇନକୁ କଡ଼ାକଡ଼ି ଭାବେ ଡିସେମ୍ବର ପହିଲାରୁ ପାଳନ ପାଇଁ ପୂର୍ବ ନିର୍ଦ୍ଧାରିତ ସମୟ ସୀମାକୁ ରାଜ୍ୟ ସରକାର ଆଉ ୩ ମାସ ବୃଦ୍ଧି କରିବାପରେ ସଡ଼କ ସୁରକ୍ଷା ନିୟମକୁ ଜନସାଧାରଣ କିଭଳି ଭାବରେ ପାଳନ...

odisha
ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀର ମୃତ୍ୟୁ

ନୟାଗଡ଼: ମରଣ ମୁହଁରୁ ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀର ମୃତ୍ୟୁ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଭାଟସାହିରେ ଏହି ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ କଥା କଟାକଟିରୁ ହୋଇଥିବା ମରଣାନ୍ତକ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାଁ ମାନି ସିଂ। ତାଙ୍କ ସ୍ୱାମୀ...

odisha
ମା’ କୋଳରୁ ଗାଏବ ଛୁଆର ମିଳିଲା ମୃତଦେହ

କୋରାପୁଟ: ମା’ କୋଳରୁ ହଠାତ୍‌ ଗାଏବ ହୋଇଗଲା ୩ମାସର ଶିଶୁ କନ୍ୟା। ଆଉ ଖୋଜାଖୋଜି ପରେ ଘରଠୁ କିଛି ଦୂରରୁ ମିଳିଲା ମୃତଦେହ। ଏପରି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦଶମନ୍ତପୁରରେ ଘଟିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ଶିଶୁ କନ୍ୟାଙ୍କ...

odisha
ଚିକିତ୍ସା ପାଇଁ ଆସିଥିବା ଛାତ୍ରୀଙ୍କ ସହ ଏମିତି କଲେ ଡାକ୍ତର

ମାଲକାନଗିରି(ଜିତେନ୍ଦ୍ର ବେଉରା): ଚିକିତ୍ସା ପାଇଁ ଆସିଥିବା ଜଣେ ଛାତ୍ରୀଙ୍କ ସହ ଡାକ୍ତର ଏଭଳି ବ୍ୟବହାର କରିଛନ୍ତି, ଯାହା ଆପଣ ବିଶ୍ୱାସ କରିପାରିବେ ନାହିଁ। ଅମାନୁଷିକ ଭାବେ ଜଣେ ଡାକ୍ତର ଛାତ୍ରୀଙ୍କ ନାକ, କାନ, ପାଟିରେ ଔଷଧ ପକାଇ ଦେବା ସହ ଓଢଣୀରେ ତାଙ୍କ ପାଟିକୁ ବନ୍ଦ କରି ଦେଇଥିଲେ।...

Capture 1
ମହିଳା ଡାକ୍ତରଙ୍କ ମୃତଦେହ ମିଳିବାର ୨ ଦିନ ପରେ ମିଳିଲା ଆଉ ଜଣେ ମହିଳାଙ୍କ ଡେଡ୍‌ବଡି

ହାଇଦ୍ରାବାଦ: ହାଇଦ୍ରାବାଦର ଶମଶାବାଦ ଅଞ୍ଚଳରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ଜିଅନ୍ତା ଜାଳି ହତ୍ୟା କରିବାର ଦୁଇ ଦିନ ପରେ ପୁଣି ସେହି ଅଞ୍ଚଳରୁ ଅନ୍ୟ ଜଣେ ମହିଳାଙ୍କ ମୃତଦେହ ମିଳିଛି। ତେବେ ସମ୍ପୃକ୍ତ ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ଏହି ଅଜଣା ମହିଳା ଜଣକ...

fas tag 1
ଡିସେମ୍ବର ୧ ନୁହେଁ ୧୫ରୁ ଲାଗୁ ହେବ ଫାସ୍‌ଟ୍ୟାଗ୍‌

ନୂଆଦିଲ୍ଲୀ: ଚଳିତ ବର୍ଷ ଡିସେମ୍ବର ୧ରୁ ନୁହେଁ ବରଂ ଡିସେମ୍ବର ୧୫ରୁ ଦେଶର ସମସ୍ତ ଟୋଲ୍‌ଗେଟ୍‌ରେ ଫାସ୍‌ଟ୍ୟାଗ୍‌ ଲାଗୁ ହେବ। ଏନେଇ କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଡିସେମ୍ବର ୧ ପରିବର୍ତ୍ତେ ୧୫ରୁ ଫାସ୍‌ଟ୍ୟାଗ୍‌ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।...

gdp
କମିଲା ଦେଶର ଅଭିବୃଦ୍ଧି ହାର

ନୂଆଦିଲ୍ଲୀ: ଦେଶର ଅଭିବୃଦ୍ଧି ଖରାପ ଚାଲିଥିବା ବେଳେ ଏବେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକ ଅଭିବୃଦ୍ଧି ହାର ୪.୫ ରହିଛି। ଯାହାକି ଦୀର୍ଘ ୭ ବର୍ଷ ମଧ୍ୟରେ ସବୁଠାରୁ ନିମ୍ନ ଅଭିବୃଦ୍ଧି ହାର। ଫଳରେ ମୋଦି ସରକାରଙ୍କୁ ଏକ ଝଟ୍‌କା ଲାଗିଥିବା କୁହାଯାଉଛି। ତିନି ମାସ ପୂର୍ବରୁ...

spider
ଘରେ ବୁଢ଼ିଆଣୀ ଜାଲ ରହିଛି କି ? ସଫା କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

Natural way to keep spiders out of House: ଘର ସଫା କରିବା ପରେ ବୁଢ଼ିଆଣୀ ଜାଲ ବା ଅଳନ୍ଧୁ ଦେଖିଲେ ଆମେ ଚିନ୍ତାରେ ପଡ଼ିଥାଉ। ବୁଢ଼ିଆଣୀ ଜାଲ ଦ୍ୱାରା ଘର ଅପରିଷ୍କାର ଦେଖାଯାଏ। ତା’ସହିତ ଘରକୁ ନକାରାତ୍ମକ ଶକ୍ତି ମଧ୍ୟ ପ୍ରବେଶ କରିଥା’ନ୍ତି ବୋଲି ବାସ୍ତୁରେ...

bjp mp
ଦୁଇ ଘଣ୍ଟାରେ ୨ ଥର କ୍ଷମା ମାଗିଲେ ପ୍ରଜ୍ଞା ଠାକୁର

ନୂଆଦିଲ୍ଲୀ: ମହାତ୍ମାଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେକୁ ‘ଦେଶଭକ୍ତ’ କହିବା ପ୍ରସଙ୍ଗରେ ଆଜି ଦୁଇ ଘଣ୍ଟାରେ ଦୁଇ ଥର ସଂସଦରେ କ୍ଷମା ମାଗିଛନ୍ତି ଭୋପାଳର ବିଜେପି ସାଂସଦ ପ୍ରଜ୍ଞା ଠାକୁର। ତେବେ ପ୍ରଜ୍ଞା ଠାକୁର ନିଃସର୍ତ୍ତ କ୍ଷମା ମାଗନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି। ବାଚସ୍ପତି ଓମ୍ ବିର୍ଲାଙ୍କ ଆଗରେ...

odisha
ପର୍ଯ୍ୟଟନ ମନ୍ତ୍ରୀଙ୍କ ସପକ୍ଷରେ ବାହାରିଲେ ପ୍ରମିଳା

ଭୁବନେଶ୍ୱର: ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ବିବାଦୀୟ ହାଇଦ୍ରାବାଦ ଗସ୍ତକୁ ନେଇ ସରକାରଙ୍କୁ ଷଣ୍ଢୁଆସୀ ଆକ୍ରମଣ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ଆଉ ଏପରି ସମୟରେ ମନ୍ତ୍ରୀଙ୍କ ସପକ୍ଷରେ ବାହାରିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେ ବିଜେପିକୁ ତାଚ୍ଛଲ୍ୟ କରି...

odisha
ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

ଭୁବନେଶ୍ୱର: ଅବଧି ପୂର୍ବରୁ ବିଧାନସଭାର ଶୀତ ଅଧିବେଶନକୁ ବନ୍ଦ ରଖିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଛି ବିଜେପି। ‘ମନମାନି, ଅଗଣତାନ୍ତ୍ରିକ, ସେଚ୍ଛାଚାରିତା ଭାବରେ ଏକ ନିର୍ଦ୍ଦିଷ୍ଟ ଦଳର ଚାପରେ ବାଚସ୍ପତି ଗୃହକୁ ବନ୍ଦ କରିଥିଲେ। ଏକ ନିର୍ଲଜ ଭାବରେ ଓଡ଼ିଶାରେ ସରକାର ଚାଲିଛି, ଯିଏ...

actor
ଟ୍ରେନ୍‌ରେ ଏମିତି ଅବସ୍ଥାରେ ଯାତ୍ରା କଲେ ଏହି ଅଭିନେତା

ମୁମ୍ବାଇ: ଅଭିନେତା, ଅଭିନେତ୍ରୀଙ୍କ କଥା ଉଠିଲେ ପ୍ରଥମେ ଆମ ମନକୁ ଚାଲିଆସେ ସେମାନଙ୍କର ଆଡ଼ମ୍ବରପୂର୍ଣ୍ଣ ଜୀବନଯାପନ ଶୈଳୀ। ହେଲେ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ, ବଲିଉଡ୍‌ର ଏମିତି ଜଣେ ଅଭିନେତା ଯିଏ ତାଙ୍କର ଆଡ଼ମ୍ବରପୂର୍ଣ୍ଣ ଜୀବନ ଶୈଳୀ ଭୁଲି ଟ୍ରେନ୍‌ରେ ଜଣେ ସାଧାରଣ ଲୋକଙ୍କ ଭଳି ଯାତ୍ରା କରିଛନ୍ତି।...

odisha
ଟ୍ରକ୍‌ ଚେସିସ୍‌ରେ ଥିଲା ୭ ଫୁଟର ଅଜଗର

କଳାହାଣ୍ଡି: ଟ୍ରକ୍‌ ଚେସିସ୍‌ରେ ଥିଲା ୭ ଫୁଟର ଅଜଗର ସାପ। ଡ୍ରାଇଭରଙ୍କୁ ଏସମ୍ପର୍କରେ ପୂର୍ବରୁ ଜଣା ନ ଥିଲା। ଯେତେବେଳେ ଗାଡ଼ିର ଚକ ଯାଞ୍ଚ କରିବା ପାଇଁ ସେ ଗାଡ଼ିରୁ ଓହ୍ଲାଇ ଥିଲେ, ଏହି ସମୟରେ ଚେସିସ୍‌ରେ ଭିତରେ ଏତେ ବଡ଼ ଅଜଗର ଦେଖି ସେ ଭୟଭୀତ ହୋଇଯାଇଥିଲେ।...