ଭୁବନେଶ୍ୱର: ନୂଆ ସମ୍ଭାବନା ନେଇ ଆସୁଥିବା ନୂଆବର୍ଷକୁ ଫିକା କରିପାରେ ବର୍ଷା। ଏବେ ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଏହି ଶୀତର ଲହରି ଆସନ୍ତା ଜାନୁଆରୀ ୧ ପର୍ଯ୍ୟନ୍ତ ଲାଗି ରହିବ। ତେବେ ଜାନୁଆରୀ ୧ ଓ ୨ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର...
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବାଇପାସ୍ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍କୁ ପଛ ପଟୁ କୁକୁଡା ବୋଝେଇ ଗାଡ଼ି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଜଣ କୁକୁଡା ବୋଝେଇ ଗାଡ଼ିର ଡ୍ରାଇଭର ଶତ୍ରୁଘ୍ନ ଯାଦବ ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣାରେ କୁକୁଡା...
ଜଗତସିଂହପୁର: ଭିଜିଲାନ୍ସ ଜାଲରେ CESUର କନିଷ୍ଠ ଯନ୍ତ୍ରୀ ଦିପ୍ତୀ ପ୍ରକାଶ ସ୍ୱାଇଁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ପକ୍ଷରୁ ତାଙ୍କ ଘରେ ଚଢ଼ଉ ହୋଇଛି। ଆଜି ଭୋର ସମୟରୁ ଦୀପ୍ତିଙ୍କ ଜଗତସିଂହପୁରର ଗୋପାଳସାଗର ମଙ୍ଗଳା କଲୋନୀ ସ୍ଥିତ ବାସଭବନ, ବିସପିତ୍ତଳ ସ୍ଥିତ ପୈତୃକ ଘର,...
ଭୁବନେଶ୍ୱର: ବାଲେଶ୍ୱର ସ୍ଥିତ ଶୋଭାରାମପୁରରେ ଗତକାଲି ନିର୍ମାଣାଧୀନ ରେଲ୍ୱେ ଓଭରବ୍ରିଜ୍ର ଏକ ବିମ୍ ଖସି ପଡ଼ିବା ଫଳରେ ଖୋର୍ଦ୍ଧା-ଖଡଗପୁର ରୁଟ୍ରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏନେଇ ଆଜି କିଛି ଟ୍ରେନ୍ ବାତିଲ୍ ହୋଇଥିବା ବେଳେ କିଛି ଟ୍ରେନ୍ର ସମୟ ସୂଚୀରେ ପରିବର୍ତ୍ତନ ହୋଇଛି। ଏନେଇ ରେଲ୍ୱେ ପକ୍ଷରୁ...
ଭୁବନେଶ୍ୱର: ପ୍ରାୟ ୧୨ ଘଣ୍ଟା ପରେ ଖୋର୍ଦ୍ଧା-ଖଡଗପୁର ରୁଟ୍ରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି। ଗତକାଲି ବାଲେଶ୍ୱର ସ୍ଥିତ ଶୋଭାରାମପୁରରେ ନିର୍ମାଣାଧୀନ ରେଲ୍ୱେ ଓଭରବ୍ରିଜ୍ର ଏକ ବିମ୍ ଖସି ପଡିବା ଫଳରେ ଖୋର୍ଦ୍ଧା-ଖଡଗପୁର ରୁଟ୍ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏଥିରେ ରେଲ୍ୱେର ଇଲେକ୍ଟ୍ରିକ୍ ତାର ଛିଣ୍ଡି ଯାଇଥିଲା।...
ଲକ୍ଷୌ: ବିନା ହେଲ୍ମେଟ୍ରେ ଶନିବାର ଦିନ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ସ୍କୁଟିରେ ବସାଇ ନେଇଥିବା ଗାଡି ଚାଳକଙ୍କ ନାଁରେ ଚାଲାଣ କଟିଛି। ଲକ୍ଷୌ ପୁଲିସ୍ ଗାଡ଼ି ଚାଳକ ତଥା କଂଗ୍ରେସ ନେତା ଧୀରଜ ଗୁର୍ଜରଙ୍କ ନାଁରେ ୬ ହଜାର ୩ଶହ ଟଙ୍କା ଚାଲାଣ କାଟିଛି। ଅବସରପ୍ରାପ୍ତ ଆଇପିଏସ୍...
ପୁରୀ: ନୂଆବର୍ଷ ପୂର୍ବରୁ ପୁରୀ ଶ୍ରୀମନ୍ଦିରର ମେଘନାଦ ପାଚେରିକୁ ରଙ୍ଗୀନ ଆଲୋକମାଳାରେ ସଜା ଯାଇଛି। ଯାହାକି ଶ୍ରୀମନ୍ଦିରକୁ ଆହୁରି ଅଧିକ ସୌନ୍ଦର୍ଯ୍ୟମୟ କରିଛି। ପ୍ରଥମେ ମେଘନାଦ ପାଚେରିର ଚତୁଃପାର୍ଶ୍ୱରେ ବିଭିନ୍ନ ପ୍ରକାରର ବୃକ୍ଷ ଲଗା ଯାଇଥିଲା। ଏହାପରେ ରଙ୍ଗୀନ ଆଲୋକମାଳାରେ ମେଘନାଦ ପାଚେରିକୁ ସୁସଜ୍ଜିତ କରାଯାଇଛି। ଏହା ଏତେ...
ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ସୂଚନା ଅଧିକାର କର୍ମୀ(ଆର୍ଟିଆଇ) ଅଭିମନ୍ୟୁ ପଣ୍ଡାଙ୍କ ହତ୍ୟା ଘଟଣାର ଫର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ୨ଜଣ ସୁପାରି କିଲରଙ୍କ ସମେତ ୫ ଜଣଙ୍କୁ କନ୍ଧମାଳ ପୁଲିସ୍ ଗିରଫ କରିଛି। ସେମାନେ ହେଲେ ବାଲିଗୁଡ଼ାର ବ୍ୟବସାୟୀ କେ.ବିଶ୍ଵଜିତ ପାତ୍ର, ବିଦ୍ୟୁତ୍ ବିଭାଗର ଚୁକ୍ତି...
ପାଲଲହଡ଼ା: ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ୍ ଅନ୍ତର୍ଗତ ଭୀମକାଣ୍ଡ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବିପରୀତ ଦିଗରୁ ଆସୁଥିବା ଏକ ଯାତ୍ରୀବାହୀ ବସ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ସ୍କୁଟି ଆରୋହୀ...
ପ୍ୟାରିସ: ଏମିତି ଏକ ବାଇକ୍ ଯାହା ରାସ୍ତାରେ ଗଡ଼ିବା ସହ ଆକାଶରେ ମଧ୍ୟ ଉଡ଼ିବ। ବାସ୍ ଏଥିପାଇଁ ଆପଣଙ୍କୁ ମାତ୍ର ଗୋଟିଏ ସ୍ୱିଚ୍ ପ୍ରେସ୍ କରିବାକୁ ପଡ଼ିବ। ଏମିତି କିଛି ଫିଚର୍ ନେଇ ଫ୍ରାନ୍ସର ଏକ କମ୍ପାନୀ ଏଭଳି ଇଲେକ୍ଟ୍ରିକ୍ ବାଇକ୍ ତିଆରି କରୁଛି। ଫ୍ଲାଇଂ ବାଇକ୍ LMV...
ଭୁବନେଶ୍ୱର: ୱେବ୍ ଚ୍ୟାନେଲ ଅର୍ଗସର ସାମ୍ବାଦିକା ସ୍ୱାତୀ ଜେନାଙ୍କୁ ଆକ୍ରମଣର ପ୍ରତିବାଦ କରି ଭୁବନେଶ୍ୱର ରସୁଗଲଡ଼ ସ୍ଥିତ ଏସ୍ପ୍ଲାନେଡ୍ ମଲ୍ ସମ୍ମୁଖରେ ସାମ୍ବାଦିକଙ୍କ ପକ୍ଷରୁ ଧାରଣା ଦିଆଯାଇଛି। ସାମ୍ବାଦିକମାନେ ମଲ୍ ସମ୍ମୁଖରେ ଧାରଣାରେ ବସି ଏହି ଘଟଣାର ପ୍ରତିବାଦ କରିଛନ୍ତି। ଏସ୍ପ୍ଲାନେଡ୍ରେ ଗତକାଲି ୱେବ୍ ଚ୍ୟାନେଲ ଅର୍ଗସର ସାମ୍ବାଦିକା ସ୍ୱାତୀ ଜେନା...
ଭୁବନେଶ୍ୱର: କେନ୍ଦ୍ରୀୟ ଅବକାରୀ ବିଭାଗର ଆସିଷ୍ଟାଣ୍ଟ କମିଶନର ଅର୍ଜୁନ କୁମାର ଧଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ବାସଭବନରୁ ଆଜି ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି।...
ମୁମ୍ବାଇ: ରୋଷେଇ ଘରଠୁ ଆରମ୍ଭ କରି ବାଥରୁମ୍ ପର୍ଯ୍ୟନ୍ତ ସବୁ କିଛି ସଫା ସୁତୁରା କଲେ ଖୋଦ୍ ବଲିଉଡ୍ ଭାଇଜାନ୍ ସଲମାନ୍ ଖାନ୍। ଆପଣ ଭାବୁଥିବେ ଆମେ ଆପଣଙ୍କୁ ଏକ’ଣ କହୁଛୁ। କଥାଟା ବି ଏମିତି ଯେ କେହିବି ଏହାକୁ ଶୁଣିଲେ ବିଶ୍ୱାସ କରିବେ ନାହିଁ। ହେଲେ ଘଟଣାଟି...
ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଗତକାଲି ରାଜ୍ୟର ୯ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବା ବେଳେ ଆଜି ୧୫ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଏହା ସହିତ ପୁଣି ଥରେ ସୋନପୁର ସବୁଠୁ ଥଣ୍ଡା ସହରରେ ପରିଣତ ହୋଇଛି।...
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପୁଲିସ୍ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି। ଅବସରପ୍ରାପ୍ତ ଆଇପିଏସ୍ ଅଫିସର ଏସ୍. ଆର. ଦାରାପୁରୀଙ୍କ ପରିବାରକୁ ଭେଟିବାକୁ ଯିବା ସମୟରେ ପୁଲିସ୍ ତାଙ୍କୁ ଅଟକାଇବା ସହ ଦୁର୍ବ୍ୟବହାର କରିଥିବା ପ୍ରିୟଙ୍କା ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ପ୍ରିୟଙ୍କା...
ଭୁବନେଶ୍ୱର: ନୂଆ ରୂପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଦେଖିବାକୁ ମିଳିଛି। ହେଲେ ଏଥର ରାଜନୀତି ମଇଦାନରେ ନୁହେଁ, ବରଂ କଳା ଜଗତରେ ସେ ପାଦ ଥାପିଛନ୍ତି। କଥାଟା ଶୁଣିକି ଅଜବ ଲାଗୁଥିଲେ ମଧ୍ୟ ସତ। ବର୍ତ୍ତମାନର ରାଜନୈତିକ ଓ ସାମାଜିକ ସ୍ଥିତିକୁ ନେଇ ତାରା ବାହିନୀପତି...
ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ସୁରକ୍ଷା ଦାୟିତ୍ୱରେ ଥିବା ୪ CISF ଯବାନ ନିଲମ୍ବିତ ହୋଇଛନ୍ତି। ଦାୟିତ୍ୱରେ ଅବହେଳା ଲାଗି ୪ ଜଣ ଯବାନଙ୍କୁ CISF କର୍ତ୍ତୃପକ୍ଷ ନିଲମ୍ବନ କରିଛନ୍ତି। ଗତକାଲି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ପରିସରର ପ୍ଲେଟ୍ ମିଲ୍ ନିକଟରୁ କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସ ଟିମ୍ ଦୁଇ...
ଭୁବନେଶ୍ୱର: କଥାରେ ଅଛି ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ। ଏଠି ଏହି କଥା କହିବାର ତାତ୍ପର୍ଯ୍ୟ ଯେ, ବଡ଼ ବଡ଼ିଆଙ୍କୁ ସବୁ ଦୋଷ ମାଫ୍। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ବିଜୁ ଯୁବ ଜନତା ଦଳ(BYJD)ର ଏକ ରାଲିରେ। ରାଜ୍ୟରେ ନୂଆ ଟ୍ରାଫିକ୍ ନିୟମ...
ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ(ପିଏ) ଦେବ ନାରାୟଣ ପଣ୍ଡାଙ୍କ ମୃତଦେହ ସତୀଗୁଡ଼ା ଡ୍ୟାମରୁ ଉଦ୍ଧାର ହୋଇଛି। ଗତକାଲି ସନ୍ଧ୍ୟାରେ ଅଫିସ୍ରୁ ଘରକୁ ଫେରୁଥିବା ବେଳେ ଦେବନାରାୟଣ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ଏନେଇ ପରିବାର ଲୋକେ ମାଲକାନଗିରି ଥାନାରେ ଏତଲା ଦେଇଥିଲେ। ଏହାପରେ ଆଜି ସତୀଗୁଡା...
ନୂଆଦିଲ୍ଲୀ: ଆପଣ SBI ଏଟିଏମ୍ କାର୍ଡ ବ୍ୟବହାର କରୁଛନ୍ତି କି ? ତା’ହେଲେ ଆପଣଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଖବର। କାହିଁକି ନା SBI, ଏଟିଏମ୍ରୁ ଟଙ୍କା ଉଠାଇବା ନିୟମରେ ପରିବର୍ତ୍ତନ ଆଣିଛି। ଜାନୁଆରୀ ୧ରୁ ଏହି ନୂଆ ନିୟମ ଲାଗୁ ହେବ। SBI, OTP ଆଧାରିତ...