• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

watching movie
ଗର୍ଲଫ୍ରେଣ୍ଡ୍‌ଙ୍କ ସହ ‘ମର୍ଦ୍ଦାନୀ-୨’ ଫିଲ୍ମ ଦେଖୁଥିଲେ; ହଲ୍‌ରେ ପହଞ୍ଚିଗଲେ ସ୍ତ୍ରୀ, ଆଉ ତା’ପରେ...

ଅହମଦାବାଦ: ମହଙ୍ଗା ପଡ଼ିଲା ଗର୍ଲଫ୍ରେଣ୍ଡ୍‌ ସହ ହଲ୍‌ରେ ଫିଲ୍ମ ଦେଖିବା। ଲୁଚିଛପି ଜଣେ ବ୍ୟକ୍ତି ଗର୍ଲଫ୍ରେଣ୍ଡ୍‌ଙ୍କ ସହ ହଲ୍‌ରେ ଫିଲ୍ମ ଦେଖୁଥିଲେ, ଏହି ସମୟରେ ହଠାତ୍‌ ପହଞ୍ଚି ଯାଇଥିଲେ ସ୍ତ୍ରୀ। ଆଉ ତା’ପରେ ଆରମ୍ଭ ହୋଇଯାଇଥିଲା ହଙ୍ଗାମା। ଗୁଜରାଟର ଅହମଦାବାଦରେ ଏମିତି କିଛି ଘଟଣା ଘଟିଛି। ଜଣେ ବ୍ୟକ୍ତି...

elephant
ଡିଜେ ଶୁଣି ପିକ୍‌ନିକ୍‌ ସ୍ପଟ୍‌କୁ ପଳାଇ ଆସିଲା ହାତୀ, ଆଉ ତା’ପରେ...

ବାରିପଦା: ବଣ ଭୋଜି ସହ ଡିଜେର ଧୂମ୍‌। ସମସ୍ତେ ମଉଜ ମସ୍ତିରେ ବ୍ୟସ୍ତ ଥିବା ବେଳେ ଡିଜେ ଶବ୍ଦ ଶୁଣି ହଠାତ୍‌ ଜଙ୍ଗଲରୁ ବଣଭୋଜି ସ୍ଥଳ(ପିକ୍‌ନିକ୍‌ ସ୍ପଟ୍‌)କୁ ପଶି ଆସିଲା ହାତୀ। ଭୋଜି ପାଇଁ ରଖାଯାଇଥିବା ପନିପରିବା ଖାଇବା ସହ ନଷ୍ଟ କରି ଦେଇଥିଲା ହାତୀ। ମୟୂରଭଞ୍ଜ ଜିଲ୍ଲା...

school
ସ୍କୁଲ୍‌କୁ ଗାଡ଼ି ନେଇ ଆସିବା ମନା

ଭୁବନେଶ୍ୱର: ଏଣିକି କମ୍ ବୟସର ଛାତ୍ରଛାତ୍ରୀ ସ୍କୁଲକୁ ଗାଡ଼ି ନେଇ ଆସିବା ହେଲା ମନା। ୧୮ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀ ସ୍କୁଲ୍‌କୁ ମୋଟରଚାଳିତ ଗାଡ଼ି ନ ଆଣିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି। ଏନେଇ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ...

accident
ଘାଟିରୁ ୨୦ ଫୁଟ୍ ତଳକୁ ଖସିଲା ଅଟୋ

କଲ୍ୟାଣସିଂହପୁର: ଏକ ଅଟୋ ଘାଟିରୁ ୨୦ ଫୁଟ୍ ତଳକୁ ଖସି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆଶାକର୍ମୀ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଅଟୋ ଡ୍ରାଇଭର ଯୁଧିଷ୍ଠିର ନାୟକ। ଆହତଙ୍କୁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ରାୟଗଡ଼ା ଜିଲ୍ଲା କାଶୀପୁର...

dharmendra pradhan
ଗଡ଼ିଲା ଦେଶର ପ୍ରଥମ ଦୂରଗାମୀ ସିଏନ୍‌ଜି ବସ୍‌

ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ପାଇଁ ଦୂରଗାମୀ ସିଏନ୍‌ଜି ବସ୍‌ର ଶୁଭାରମ୍ଭ ହୋଇଛି। ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିଛନ୍ତି। ଟାଇପ୍-ଫୋର୍ କମ୍ପୋଜିଟ୍‌ ସିଲିଣ୍ଡର ଏହି ସିଏନ୍‌ଜି ବସ୍ ୧ ହଜାର କିଲୋମିଟର ପର୍ଯ୍ୟନ୍ତ ଯାତାୟାତ କରିପାରିବ। ପୂର୍ବରୁ ସିଏନ୍‌ଜି ବସ୍‌ ଗୁଡ଼ିକ ଥରେ ଫିଲ୍...

bsnl
BSNL ର ଖ୍ରୀଷ୍ଟ୍‌ମାସ୍‌ ଗିଫ୍ଟ: ଜାଣନ୍ତୁ ଏହି ଧମାକାଦାର ଅଫର୍‌ ବିଷୟରେ

ନୂଆଦିଲ୍ଲୀ: ଖ୍ରୀଷ୍ଟ୍‌ମାସ୍‌ର ଦିନକ ପୂର୍ବରୁ BSNL ଏହାର ଗ୍ରାହକମାନଙ୍କୁ ଖ୍ରୀଷ୍ଟ୍‌ମାସ୍‌ ଗିଫ୍ଟ ଭାବେ ନୂଆ ଆକର୍ଷଣୀୟ ଉପହାର ଦେଇଛି। ୧,୯୯୯ ଟଙ୍କାର ପ୍ଲାନ୍‌କୁ ରିଭାଇଜ୍‌ କରାଯାଇ କମ୍ପାନୀ ପକ୍ଷରୁ ଏହାର ଭାଲିଡିଟି(ବୈଧତା)କୁ ୬୦ ଦିନ ଯାଏ ବୃଦ୍ଧି କରାଯାଇଛି। ଏବେ ଏହି ପ୍ଲାନ୍‌ ୩୬୫ ଦିନ ବଦଳରେ ୪୨୫...

odisha
ଏଥର ଗଣତନ୍ତ୍ର ଦିବସରେ ଦେଖିବାକୁ ମିଳିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼

ନୂଆଦିଲ୍ଲୀ/ଭୁବନେଶ୍ୱର: ଦିଲ୍ଲୀରେ ଗଣତନ୍ତ୍ର ଦିବସ ଉତ୍ସବ ସମାରୋହରେ ଏଥର ପୁଣି ଦେଖିବାକୁ ମିଳିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼। ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଅନୁମତି ମିଳିବା ସହ ଅଂଶଗ୍ରହଣ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଏକ ଚିଠି ଆସିଛି। ଏଥର ମୋଟ୍ ୧୬ଟି ରାଜ୍ୟକୁ ପ୍ରଜ୍ଞାପନ...

odisha
ଗୋଟିଏ ଦିନରେ ପଦ ଗଲା, ପ୍ରାଣ ବି ଗଲା

ରାୟଗଡ଼ା: ଗୋଟିଏ ଦିନରେ ପ୍ରଥମେ ପଦ ଗଲା, ପରେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ବି ଚାଲିଗଲା। ସଡ଼କ ଦୁର୍ଘଟଣାରେ ରାୟଗଡ଼ା ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ଘଟିଛି। ୨୦୧୭ ମସିହା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନକୁ ଗତକାଲି କୋର୍ଟ ରଦ୍ଦ କରିବା ପରେ...

odisha
‘ଯାହାବି କିଛି ଭୁଲ୍‌ ବୁଝାମଣା ଥିଲା, ତାହା ଏବେ ଦୂର ହୋଇଛି’

ଭୁବନେଶ୍ୱର: ପୁରୀରେ ମଙ୍ଗୁ ମଠ ଭଙ୍ଗାଯିବା ପ୍ରସଙ୍ଗରେ ଆଜି ଶିଖ୍‌ମାନଙ୍କର ଏକ ପ୍ରତିନିଧି ଦଳ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର, ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଓ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟି ଆଲୋଚନା କରିଛନ୍ତି। ଆଲୋଚନା ପରେ ପଞ୍ଜାବ...

sura routray
‘ଦାବି ପୂରଣ ନ ହେଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆତ୍ମାହୁତି ଦେବି’

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିର୍ବାଚନମଣ୍ଡଳୀ ଅଧିନରେ ଥିବା ୨୭ଟି ଗାଁର ସ୍ଥିତିବାନ ସଂପତ୍ତିକୁ ପୂର୍ବ ସ୍ଥିତିକୁ ଫେରାଇବା ସହ ଦାରେୁଠଙ୍ଗ ଡମ୍ପିଂୟାର୍ଡକୁ ସ୍ଥାନାନ୍ତର କରିବାର ନାଁ ଧରୁ ନାହାନ୍ତି ସରକାର। ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ନିଦାବିଷ୍ଣୁ ସାଜିଛି।  ଆସନ୍ତା ୩୫ ଦିନ ମଧ୍ୟରେ ଏହି...

sambit
ସାପ ମୁଣ୍ଡକୁ ଧରି କ୍ୟାମେରା ଆଗରେ ପୋଜ୍‌ ଦେଲେ ବିଜେଡି ବିଧାୟକ, ଭିଡିଓ ଭାଇରାଲ

ଭୁବନେଶ୍ୱର: ପାରାଦୀପର ବିଜେଡି ବିଧାୟକ ସମ୍ବିତ ରାଉତରାୟଙ୍କ ସାପ ଖେଳ ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୧୧ ସେକେଣ୍ଡର ଏହି ଟିକ୍‌ଟକ୍‌ ଭିଡିଓରେ ଦେଖିବାକୁ ମିଳିଛି, ସମ୍ବିତ କିଭଳି ଭାବରେ ଗୋଟିଏ ଢମଣା ସାପର ମୁଣ୍ଡକୁ ଧରି କ୍ୟାମେରା ଆଗରେ ପୋଜ୍ ଦେଉଛନ୍ତି। ଅନ୍ୟପକ୍ଷରେ...

operation theatre
ପୁଣିଥରେ ଜୀବନ ଫେରି ପାଇବେ ମୃତ ବ୍ୟକ୍ତି ! ଡାକ୍ତର କଲେ ଏମିତି ଦାବି...

ନୂଆଦିଲ୍ଲୀ: ମରି ଯାଇଥିବା ଲୋକ ପୁଣିଥରେ ଜୀବନ ଫେରି ପାଇପାରିବେ ! ଏସମ୍ପର୍କରେ ଭାବିବା ତ ଦୂରର କଥା।   କେହି କହିଲେ ବି ବିଶ୍ୱାସ କରିହେବନି । କିନ୍ତୁ ଡାକ୍ତର ଏମିତି ଦାବି କରିଛନ୍ତି। ସତରେ କ’ଣ ଏହା ସମ୍ଭବପର ହୋଇପାରିବ ? ମେଡିକାଲ୍‌ ସାଇନ୍ସରେ ଅନ୍ୟ ଅଙ୍ଗ...

hemanta
ଅଧୁରା ରହିଯିବ କି ହେମନ୍ତଙ୍କ ସ୍ୱପ୍ନ ? ଦ୍ୱିତୀୟ ଥର ଗାଦିରେ ବସିବା ଲକ୍ଷ୍ୟରେ ରଘୁବର

ରାଞ୍ଚି: ଝାଡ଼ଖଣ୍ଡର ମୋଟ ୮୧ଟି ବିଧାନସଭା ଆସନର ନିର୍ବାଚନ ଫଳାଫଳ ପାଇଁ ଭୋଟ୍‌ ଗଣତି ଚାଲିଛି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌), ଆର୍‌ଜେଡି ଓ କଂଗ୍ରେସ ମେଣ୍ଟ ଆଗରେ ଥିବା ବେଳେ ବିଜେପି ପଛରେ ରହିଛି। ଲାଟେଷ୍ଟ୍‌ ଟ୍ରେଣ୍ଡ୍‌ ଅନୁଯାୟୀ ଜେଏମ୍‌ଏମ୍‌ ଓ କଂଗ୍ରେସ ମିଶି ୪୦ଟି ଆସନରେ...

odisha
ଜିଅନ୍ତା ଜଳିଗଲେ ମା’-ଝିଅ

ସୁନ୍ଦରଗଡ଼: ଘରେ କୌଣସି କାରଣରୁ ନିଆଁ ଲାଗି ଯିବାରୁ ମାଆ ଓ ଝିଅ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକ ଦ୍ୱୟ ହେଲେ ଗୋଲାପୀ ମେହେର(୬୦) ଓ ତାଙ୍କ ଝିଅ ଲକ୍ଷ୍ମୀ ମେହେର (୩୫)। ସୂଚନା ଅନୁସାରେ, ଗତକାଲି ରାତିରେ ଗୋଲାପୀ ଓ ତାଙ୍କ ଝିଅ ଘର ଭିତର ପଟୁ...

horse 11
ଘୋଡ଼ାର ଦାମ୍‌ ୧୦ କୋଟି

ନୂଆଦିଲ୍ଲୀ: ଆମେ ଆଜି ଆପଣଙ୍କୁ ଏମିତି ଏକ ଘୋଡ଼ା ବିଷୟରେ କହିବୁ ଯାହାର ଦାମ୍‌, ଖାଦ୍ୟପେୟ ଆଦି ବିଷୟରେ ଜାଣିଲେ ଆପଣଙ୍କ ହୋସ୍‌ ଉଡ଼ିଯିବ। ଏହା ଏମିତି ଏକ ଘୋଡ଼ା, ଯାହା ସମ୍ଭ୍ରାନ୍ତ ବ୍ୟକ୍ତିଙ୍କ ସ୍ୱପ୍ନ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଏହି ଘୋଡ଼ାର ଦାମ୍‌ ଏତେ...

odisha
ଛାତ୍ରୀଙ୍କୁ ମାଡ଼ ମାରି ଜେଲ୍‌ ଗଲେ ପ୍ରଧାନ ଶିକ୍ଷୟିତ୍ରୀ

ପାରାଦୀପ: ମହଙ୍ଗା ପଡ଼ିଲା ଦଣ୍ଡ ମୁକ୍ତ ଅଞ୍ଚଳରେ ଦଣ୍ଡ ଦେବା। ଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପୁଲିସ୍ ଗିରଫ କରିଛି। କୋର୍ଟ ଚାଲାଣ ପରେ ଜାମିନ୍ ନାମଞ୍ଜୁର ହେବାରୁ ପ୍ରଧାନ ଶିକ୍ଷୟିତ୍ରୀ ଜଣକ ଏବେ ଜେଲ୍‌ରେ ଥିବା ଜଣାପଡ଼ିଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା...

fire
କପଡ଼ା ଗୋଦାମରେ ନିଆଁ, ଜୀଅନ୍ତା ଜଳିଗଲେ ୯ ଜଣ

ନୂଆଦିଲ୍ଲୀ: ୧୫ ଦିନ ମଧ୍ୟରେ ଦିଲ୍ଲୀରେ ପୁଣି ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। କିରାରି ଅଞ୍ଚଳରେ ଥିବା ଏକ କପଡ଼ା ଗୋଦାମରେ ନିଆଁ ଲାଗି ୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି।  କିରାରିରେ ଅଞ୍ଚଳରେ ଥିବା ଏକ ୩ ମହଲା ବିଶିଷ୍ଟ ବିଲ୍ଡିଂର...

fire mishap
କୁଡିଆରେ ଖେଳୁ ଥିବାବେଳେ ଲାଗିଗଲା ନିଆଁ, ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ

ଉମରକୋଟ: ମକା କିଆରିରେ ଥିବା କୁଡିଆରେ ଖେଳୁଥିବା ବେଳେ ହଠାତ୍‌ ନିଆଁ ଲାଗିଯିବା ଫଳରେ ୨ ଭଉଣୀଙ୍କ ମୃତ୍ୟୁ ଘଟିଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍‌ ଅନ୍ତର୍ଗତ ମଇନାପଦର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ଏଲିନା ସାନ୍ତା(୩) ଓ ସୁଜାତା ସାନ୍ତା(୪)। ସୌଭାଗ୍ୟବଶତଃ...

constable
ଚମତ୍କାର ! ପୁଲିସ୍‌ କନଷ୍ଟେବଳଙ୍କ ଜୀବନ ବଞ୍ଚାଇଲା ପର୍ସ

ଫିରୋଜାବାଦ: ନାଗରିକତା ସଂଶୋଧନ ଆଇନକୁ ବିରୋଧ ବେଳେ ହିଂସାକୁ ଅଟକାଇବାକୁ ଯାଇ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଦ୍ୱିତୀୟ ଜୀବନ ପାଇଛନ୍ତି ପୁଲିସ୍‌ କନଷ୍ଟେବଳ ବିଜେନ୍ଦ୍ର କୁମାର (୨୪)। ଶୁକ୍ରବାର ଦିନ ଉତ୍ତର ପ୍ରଦେଶ ଫିରୋଜାବାଦରେ ହିଂସା ପ୍ରଦର୍ଶନ ବେଳେ ଗୋଟିଏ ଗୁଳି ବିଜେନ୍ଦ୍ର ପିନ୍ଧିଥିବା ବୁଲେଟ୍‌ ପ୍ରୁଫ ଜ୍ୟାକେଟ୍‌...

hyderabad
ପୁଣିଥରେ ହେବ ହାଇଦ୍ରାବାଦ ଗଣଦୁଷ୍କର୍ମ ଅଭିଯୁକ୍ତଙ୍କ ପୋଷ୍ଟ ମର୍ଟମ୍‌, ଗଠନ ହେଲା ଡାକ୍ତରୀ ଟିମ୍‌

ହାଇଦ୍ରାବାଦ: ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୁଣିଥରେ ଅଭିଯୁକ୍ତଙ୍କ ଶବକୁ ପୋଷ୍ଟମର୍ଟମ କରିବା ପାଇଁ ଏମ୍ସ ଜିନି ଜଣ ସିନିଅର୍‌ ଫରେନ୍ସିକ୍‌ ଏକ୍ସପର୍ଟଙ୍କୁ ନେଇ ଏକ ଟିମ୍‌ ଗଠନ କରିଛି। ଏହି ୩ ଜଣ ଡାକ୍ତର...