କେନ୍ଦୁଝର: ସାଥୀ ବନ୍ଦୀର ମୃତ୍ୟୁ ଦଣ୍ଡାଦେଶ ଶୁଣି ବିଚାରାଧୀନ କଏଦୀର ହୃଦ୍ଘାତରେ ମୃତ୍ୟୁ ଘଟିଛି। କେନ୍ଦୁଝର ଜେଲ୍ରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ତୁରୀ ମୁଣ୍ଡା। ଏକ ନାବାଳିକା ଦୁଷ୍କର୍ମ ମାମଲାରେ ତୁରୀ ଜେଲ୍ରେ ଥିଲେ। ଆଜି ସକାଳୁ ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।...
ନୂଆଦିଲ୍ଲୀ: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର। Railway Recruitment Cell(RRC) ଖାଲି ପଡ଼ିଥିବା କ୍ଲର୍କ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରୁଛି। ଜୁନିଅର୍ କ୍ଲର୍କ ପାଇଁ ୧୭୧ଟି ପଦବୀ ଓ ସିନିଅର୍ କ୍ଲର୍କ ପାଇଁ ୮୦ଟି ପଦବୀ ଖାଲି ପଡ଼ିଛି।...
କଟକ: ବ୍ଲାକ୍ରେ ବାରବାଟୀ ମ୍ୟାଚ୍ର ଟିକେଟ୍ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଆସନ୍ତା ରବିବାରରେ ହେବାକୁ ଥିବା ଭାରତ-ୱେଷ୍ଟ୍ଇଣ୍ଡିଜ୍ ଦିନିକିଆ ମ୍ୟାଚ୍ ପାଇଁ ରାଜ୍ୟରେ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଥିବା ବେଳେ ବ୍ଲାକର୍ମାନେ ଏହାର ଫାଇଦା ଉଠାଇବା ପାଇଁ ଚେଷ୍ଟା କରୁଛନ୍ତି। କୌଣସି ଲୁଚାଛପାରେ ନୁହେଁ ବରଂ ଖୋଲାଖୋଲି...
କେନ୍ଦ୍ରାପଡ଼ା: ପେଟ୍ରୋଲ ପମ୍ପ୍ର କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ଦୁର୍ବୃତ୍ତମାନେ ପ୍ରାୟ ୫୦ ହଜାର ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫ ନମ୍ବର କ ଜାତୀୟ ରାଜପଥର ହଜାରୀ ଛକ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପ୍ରୁ ଏହି...
କଟକ: ଆସନ୍ତା ରବିବାର କଟକ ବାରବାଟୀ ଷ୍ଟାଡିୟମ୍ରେ ହେବାକୁ ଥିବା ଭାରତ- ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ ମ୍ୟାଚ୍ ପାଇଁ କମିଶନରେଟ ପୁଲିସ୍ ପକ୍ଷରୁ କଟକରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ପ୍ରବଳ ଭିଡ଼ ଓ ଲୋକମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ହେବେନାହିଁ ଏହାକୁ ଦୃଷ୍ଟିରେ ରଖି ଏହି ପାର୍କିଂ...
ନୂଆଦିଲ୍ଲୀ: ଲୋକପ୍ରିୟ ମାଗାଜିନ୍ ଫୋର୍ବସ ପକ୍ଷରୁ ଭାରତର ସେଲେବ୍ରିଟିଙ୍କ ତାଲିକା ପ୍ରକାଶ ପାଇଛି। ଏଥିରେ ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକ ବିରାଟ କୋହଲି ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଖିଲାଡି ଷ୍ଟାର ଅକ୍ଷୟ କୁମାର ଦୁଇ ନମ୍ବର ସ୍ଥାନରେ ଅଛନ୍ତି। ଅନ୍ୟପକ୍ଷରେ ୨୦୧୬ରୁ ତାଲିକାର ଶୀର୍ଷରେ ଥିବା...
ଭୁବନେଶ୍ୱର: ଡେରିରେ ହେଲେ ବି ଶୀତ ଫେରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ହାଡ଼ଭଙ୍ଗା ଶୀତ ଆରମ୍ଭ ହେଲାଣି। ତେବେ ଆଗକୁ ଆହୁରି ଶୀତ ବଢ଼ିବ। ରାଜ୍ୟରେ ଶୀତର ପ୍ରକୋପ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ତାପମାତ୍ରା ୧ରୁ ୨ ଡିଗ୍ରୀ...
ଆଠଗଡ଼: ପିକ୍ନିକ୍ରୁ ଫେରି ଛାତ୍ରଛାତ୍ରୀ ଅସୁସ୍ଥ। କଟକ ଜିଲ୍ଲା ଆଠଗଡ଼ ଅନ୍ତର୍ଗତ ଖୁଣ୍ଟୁଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୧୪୫ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ ପିକ୍ନିକ୍ କରିବାକୁ ଯାଇଥିଲେ। ତେବେ ସେଠାରୁ ଫେରିବା ପରେ ସେମାନଙ୍କ ମଧ୍ୟରୁ ୯୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ଅଖାଦ୍ୟ...
ନୂଆଦିଲ୍ଲୀ: ଆଇପିଏଲର ତ୍ରୟୋଦଶ ସଂସ୍କରଣରେ ଅଷ୍ଟ୍ରେଲିଆର ଫାଷ୍ଟ୍ ବୋଲର୍ ବୋଲର ପ୍ୟାଟ୍ କମିନ୍ସ ଇତିହାସ ରଚିଛନ୍ତି। କୋଲକାତା ନାଇଟ୍ ରାଇଡର୍ସ କମିନ୍ସଙ୍କୁ ୧୫.୫୦ କୋଟି ଟଙ୍କାରେ କିଣିଛି। ଆଇପିଏଲ୍ ଇତିହାସରେ କମିନ୍ସ ଦ୍ୱିତୀୟ ଦାମୀ ଖେଳାଳି ହୋଇଛନ୍ତି। ଏହା ପୂର୍ବରୁ ଯୁବରାଜ ସିଂହଙ୍କୁ ୨୦୧୫ରେ ଦିଲ୍ଲୀ ଡେୟାରଡେଭିଲ୍ସ (ବର୍ତ୍ତମାନ...
ଭୁବନେଶ୍ୱର: ଆସନ୍ତା ୨୨ରେ କଟକ ବାରବାଟୀ ଷ୍ଟାଡିୟମ୍ରେ ହେବାକୁ ଥିବା ଭାରତ-ୱେଷ୍ଟ୍ଇଣ୍ଡିଜ୍ ମଧ୍ୟରେ ଦିନିକିଆ ମ୍ୟାଚ୍ ପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଉଭୟ ଦଳର ଟିମ୍। ଉଭୟ ଦଳର ଖେଳାଳି ଭୁବନେଶ୍ୱର ସ୍ଥିତ Mayfair Lagoonରେ ରହିଛନ୍ତି। ଖେଳାଳିଙ୍କୁ ସେମାନଙ୍କ ପସନ୍ଦ ଅନୁସାରେ ଖାଦ୍ୟ ପରଷା ଯିବାପାଇଁ ହୋଟେଲ୍...
ଗୁରୁଗ୍ରାମ: ଏକ ପ୍ରାଇଭେଟ୍ ଏୟାରଲାଇନ୍ସର ଜଣେ ଏୟାର୍ ହଷ୍ଟେସ୍ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବୁଧବାର ଦିନ ଗୁରୁଗ୍ରାମର ଡିଏଲ୍ଏଫ୍ ୩ ଫେଜ୍ରେ ଥିବା ଏକ ପିଜି(Paying Guest)ରୁ ଏୟାର୍ ହଷ୍ଟେସ୍ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପଶ୍ଚିମବଙ୍ଗର ସିଲିଗୁଡ଼ିରେ ଏୟାର୍ ହଷ୍ଟେସ୍ଙ୍କ ପରିବାର ରୁହନ୍ତି। ପିଜି ଘର ମାଲିକଙ୍କ...
ଭୁବନେଶ୍ୱର: ବିନା ହେଲ୍ମେଟ୍ରେ ବାଇକ୍ ଚଲାଇ ଟ୍ରାଫିକ୍ ନିୟମ ଉଲ୍ଲଘଂନ ଅଭିଯୋଗରେ ଓଲିଉଡ୍ ଷ୍ଟାର ବାବୁଶାନ୍ଙ୍କ ନାଁରେ ୧୦୦୦ ଟଙ୍କାର ଚାଲାଣ କଟିଛି। ସେ ବିନା ହେଲ୍ମେଟ୍ରେ ବାଇକ୍ ଚଲାଉଥିବା ନେଇ ସୋଶାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଭିଡିଓଟି ସୋଶାଲ୍ ମିଡିଆରେ ଭାଇରାଲ ହେବାପରେ କମିଶନରେଟ୍...
ବଣାଇ (ରଞ୍ଜିତ ଚୌଧୁରୀ): ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା କେନ୍ଦ୍ରିକଲା ନିକଟ ଜଙ୍ଗଲରେ ଏହି ହତ୍ୟାକାଣ୍ଡ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଯୁବକଙ୍କ ମୁଣ୍ଡ ଓ ମୁହଁରେ କ୍ଷତ ଚିହ୍ନ ଥିବାବେଳେ...
ନୂଆଦିଲ୍ଲୀ: ମାଙ୍କଡ଼ ଏମିତି ଏକ ପଶୁ, ଯିଏକି ଅନ୍ୟ ପଶୁଙ୍କ ଠାରୁ ବୁଦ୍ଧିମାନ ବୋଲି କୁହାଯାଏ। ମାଙ୍କଡ଼ ମଣିଷର ନକଲ କରିବାରେ ପୂରାପୂରି ମାହିର। ତାହା କପଡ଼ା ଧୋଇବା ହେଉ ଅବା ବୋତଲରେ ପାଣି ପିଇବା ଇତ୍ୟାଦି। ମଣିଷକୁ ଦେଖିଲେ ମାଙ୍କଡ଼ ସବୁକିଛି ନକଲ କରିଥାଏ। ତେବେ ମାଙ୍କଡ଼ମାନେ...
ସୁନ୍ଦରଗଡ଼: ଦୁନିଆରେ ଏମିତି ବହୁତ ଜିନିଷ ଅଛି ଯାହା ଏବେବି ରହସ୍ୟମୟ ହୋଇ ରହିଛି। ତେବେ ଓଡ଼ିଶାରେ ଏମିତି ଏକ ରହସ୍ୟମୟ ଗୁମ୍ଫା ଅଛି ଯାହା ବିଷୟରେ ହୁଏତ ଆପଣ ଜାଣିନଥିବେ। ଏହି ଗୁମ୍ପାଟି ପ୍ରକୃତିର ଆଶ୍ଚର୍ଯ୍ୟ କହିଲେ କିଛି କମ୍ ହେବ ନାହିଁ। ଘଞ୍ଚ ଜଙ୍ଗଲ ମଧ୍ୟରେ...
ଭୁବନେଶ୍ୱର: ନୂଆ ଟ୍ରାଫିକ୍ ନିୟମ କଡ଼ାକଡ଼ି ହେବାପରେ ଚେକିଂ ଜୋରଦାର ହେଉଛି। ଆଉ ଯେଉଁମାନେ ଧରା ପଡ଼ୁଛନ୍ତି ସେମାନଙ୍କ ନିକଟରୁ ମୋଟା ଅଙ୍କର ଫାଇନ୍ ଆଦାୟ କରୁଛି ଟ୍ରାଫିକ୍ ପୁଲିସ୍। ତେବେ ହେଲ୍ମେଟ୍ ନ ପିନ୍ଧି ବାଇକ୍ ଚଲାଇବା ଜଣେ ଓଡ଼ିଆ ଅଭିନେତାଙ୍କ ପାଇଁ ମହଙ୍ଗା ପଡ଼ିଛି। ରାଜଧାନୀ...
ଭୁବନେଶ୍ୱର: ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ହେବା ପରେ ରାଜ୍ୟରେ ଦୁର୍ଘଟଣା କମିଛି। ଗତବର୍ଷ ତୁଳନାରେ ଚଳିତବର୍ଷ ୪.୫ ପ୍ରତିଶତ ଦୁର୍ଘଟଣା କମିଛି। ଦୁର୍ଘଟଣାରେ ମୃତ୍ୟୁ ହାର ୧୨ପ୍ରତିଶତ କମିଛି। ସଡକ ସୁରକ୍ଷା ନେଇ ରାଜଧାନୀର ଲୋକସେବା ଭବନରେ ଆଜି ବସିଥିବା ରାଜ୍ୟ ସୁରକ୍ଷା ପରିଷଦର ଦ୍ୱିତୀୟ...
କୋଲୋରାଡୋ: ଯେତେବେଳେ ଆମେ ଅନ୍ଲାଇନ୍ରେ କିଛି ଅର୍ଡର କରିଥାଉ ଏହାକୁ ଡେଲିଭରି ମ୍ୟାନ୍ ପ୍ରାୟତଃ ଘର ବାହାରେ ରଖି ଦେଇ ପଳାଇଥାନ୍ତି। ଯାହା ଫଳରେ ଏହା ଚୋରି ହୋଇଯାଇଥାଏ। ଆମେରିକାର ଜଣେ ମହିଳାଙ୍କ ସହ ଏମିତି କିଛି ଘଟଣା ବାରମ୍ବାର ଘଟିବା ଫଳରେ ଶେଷରେ ସେ ଚୋରକୁ ବୁଦ୍ଧି...
ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ...
ହାଇଦ୍ରାବାଦ: ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାରେ ପ୍ରତ୍ୟେକ ଦିନ ନୂଆ ଖୁଲାସା ହେବାରେ ଲାଗିଛି। ଏବେ ତ ସାମ୍ନାକୁ ଏମିତି ଏକ ଘଟଣା ଆସିଛି ଯାହା ଜାଣିଲେ ଆପଣ ବି ଆଚମ୍ବିତ ହୋଇଯିବେ। ମିଳିଥିବା ସୂଚନା ଅନୁସାରେ, ମହିଳା ଡାକ୍ତରଙ୍କୁ ଗଣ ଦୁଷ୍କର୍ମ କରିଥିବା...