ବାଲେଶ୍ୱର: ପୁଲିସ୍ ହାତରୁ ଖସିଗଲା କୁଖ୍ୟାତ ଡ୍ରଗ୍ସ ମାଫିଆ ମୁନ୍ନା ଖାଁ ଓରଫ ମିର୍ ରାହତ ଅଲ୍ଲୀ ଖାଁ। ଆଜି ସକାଳେ କଟକ କେନ୍ଦ୍ରାଞ୍ଚଳ ଗୁଇନ୍ଦା ଅବକାରୀ ବିଭାଗ ଓ ବାଲେଶ୍ୱର ପୁଲିସ୍ ମିଳିତ ଭାବେ ଜଳେଶ୍ୱରର ଶାସନବାଡ଼ ଗାଁ ସ୍ଥିତ ମୁନ୍ନାର ଘର ଉପରେ ଚଢ଼ଉ କରିଥିଲା।...
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୈଫ୍ ଅଲୀ ଖାନ୍ଙ୍କ ଝିଅ ସାରା ଅଲୀ ଖାନ୍ ଓ ଅଭିନେତା କାର୍ତ୍ତିକ ଆର୍ୟାନ୍ଙ୍କୁ ନେଇ ଏବେ ଚର୍ଚ୍ଚା। ଆପଣମାନେ ଭାବୁଥିବେ କାହିଁକି ଏହି ଦୁହିଁଙ୍କୁ ନେଇ ଏତେ ଚର୍ଚ୍ଚା ହେଉଛି। କଥାଟା ହେଲା, ନିକଟରେ ଉଭୟଙ୍କୁ ଷ୍ଟାର ସ୍କ୍ରିନ୍ ଆୱାର୍ଡସ୍ରେ ଦେଖିବାକୁ ମିଳିଥିଲା।...
କଟକ: କଟକରେ ଏନ୍କାଉଣ୍ଟର। ନରାଜ ବଜାର ଅଞ୍ଚଳରେ ଚୌଦ୍ୱାର ପୁଲିସ୍ ଓ ସ୍ପେଶାଲ ସ୍କ୍ୱାଡର ଏନ୍କାଉଣ୍ଟରରେ କୁଖ୍ୟାତ ଡକାୟତ ସଚିନ୍ ପାଓ୍ୱାର ଓରଫ୍ ବବ୍ଲୁ ଆହତ ହୋଇଛି। ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୩ଟା...
ନୂଆଦିଲ୍ଲୀ: ଚଳିତ ବର୍ଷ ଡିସେମ୍ବର ୩୧ ପରଠୁ ୨୦୦୦ ଟଙ୍କିଆ ନୋଟ୍ ବନ୍ଦ ହୋଇଯିବ, ଏହି ଖବର ସୋଶାଲ୍ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଖବରଟି ବି ଏମିତି ଯାହା ଶୁଣିଲେ କେହିବି ଚିନ୍ତାରେ ପଡ଼ି ଯିବେ। ତେବେ ପ୍ରକୃତରେ କ’ଣ ୨୦୦୦ ଟଙ୍କିଆ ନୋଟ୍ ବନ୍ଦ...
ନୂଆଦିଲ୍ଲୀ : ଆଲ୍କୋହଲ୍ ବା ନିଶାଦ୍ରବ୍ୟ ଶରୀର ପାଇଁ ହାନିକାରକ ବୋଲି ଏହା ସମସ୍ତେ ଜାଣନ୍ତି। କିନ୍ତୁ ନିକଟରେ ପେଟା ବା ‘ପିପୁଲ୍ ଫର୍ ଦି ଏଥିକାଲ୍ ଟ୍ରିଟ୍ମେଣ୍ଟ ଅଫ୍ ଆନିମଲ୍’ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ତଥ୍ୟ ପ୍ରଦାନ କରିଛି। ପେଟାର ତଥ୍ୟ ଅନୁସାରେ ‘କ୍ଷୀର ଅପେକ୍ଷା...
ନୂଆଦିଲ୍ଲୀ: ଟେନିସ୍ ତାରକା ସାନିଆ ମିର୍ଜାଙ୍କ ଭଉଣୀ ଅନମ୍ ମିର୍ଜା ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସାନିଆ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଅନମ୍ଙ୍କ ବିବାହର ଏକ ରସମ୍ ଅର୍ଥାତ୍ ମେହେନ୍ଦୀ ନାଇଟ୍ର ଫଟୋ ଶେଆର୍ କରିଛନ୍ତି। ଏଥିରେ ଉଭୟ ବହୁତ ସୁନ୍ଦର ଦିଶୁଛନ୍ତି। ସାନିଆ, ବ୍ଲାକ୍ ରଙ୍ଗର କ୍ରପ୍...
ନୂଆଦିଲ୍ଲୀ: କପଡ଼ା ଅପରିଷ୍କାର ହୋଇଗଲେ ଆମେ ଏହାକୁ ସଫା କରିଥାଉ। ହେଲେ ଆପଣ କେବେ ଶୁଣିଛନ୍ତି ସିମ୍ପାଜି କପଡ଼ା ସଫା କରିବା ? ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି କିଛି ଦୃଶ୍ୟ ଚୀନ୍ର ଏକ ଚିଡ଼ିଆଖାନାରେ ଦେଖିବାକୁ ମିଳିଛି। ସିମ୍ପାଜି-ମନୁଷ୍ୟ ଭିତରେ ଅନେକ ସମାନତା ରହିଛି, ଯାହା...
ଭୁବନେଶ୍ୱର: ୨୦୧୮ ବର୍ଷ ପାଇଁ ଆଜି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି। ୨୦୧୮ ବର୍ଷ ପାଇଁ ବିଶିଷ୍ଟ ନାଟ୍ୟକାର ତଥା ସଂଳାପକାର ବିଜୟ ମିଶ୍ରଙ୍କୁ ସମ୍ମାନଜନକ ‘ଜୟଦେବ ପୁରସ୍କାର‘ ପ୍ରଦାନ...
ଚେନ୍ନାଇ: ନୂଆ ମୋବାଇଲ୍ ଉପରେ ଦୋକାନୀମାନେ ଗ୍ରାହକଙ୍କୁ କିଛି ଅଫର୍ ଦେଇଥାନ୍ତି। ଅଫର୍ କହିଲେ ମୋବାଇଲ୍ ଦାମ୍ ଯେତିକି ଥାଏ ସେଥିରୁ କିଛି ଟଙ୍କା କମ୍ କରି ଗ୍ରାହକଙ୍କୁ ମୋବାଇଲ୍ ବିକି ଥାନ୍ତି। ହେଲେ ତାମିଲନାଡୁର ଜଣେ ମୋବାଇଲ୍ ଦୋକାନୀ ଗ୍ରାହକଙ୍କୁ ଆତ୍କୃଷ୍ଟ କରିବା ପାଇଁ ଏକ ନୂଆ...
ନୂଆଦିଲ୍ଲୀ: ପବ୍ଲିକ୍ ମୋବାଇଲ୍ ଫୋନ୍ ଚାର୍ଜିଂ ପଏଣ୍ଟରେ ମୋବାଇଲ୍ ଚାର୍ଜ କରୁଛନ୍ତି କି ? ତା’ହେଲେ ସାବଧାନ ହୋଇଯାଆନ୍ତୁ। ନ ହେଲେ ଆପଣ ଅସୁବିଧାରେ ପଡ଼ିପାରନ୍ତି। କାରଣ ଏବେ ପବ୍ଲିକ୍ ମୋବାଇଲ ଫୋନ୍ ଚାର୍ଜିଂ ପଏଣ୍ଟରେ ଗୁପ୍ତ ତଥ୍ୟ ଚୋରି ହେଉଥିବା ଅଭିଯୋଗ ହୋଇଛି। ଏନେଇ ବିଭିନ୍ନ ଜାତୀୟ...
ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଏହାର ନୂଆ Tariff ପ୍ଲାନ୍ ଡିସେମ୍ବର ୬ ରୁ ଲାଗୁ କରିଛି। କମ୍ପାନୀର ଏହି ନୂଆ All-in-one Tariff ପ୍ଲାନ୍ରେ ୧୯୯ ଟଙ୍କା, ୫୫୫ଟଙ୍କା ଓ ୨,୧୯୯ ଟଙ୍କାର ପ୍ଲାନ୍ ସାମିଲ ଅଛି। ହେଲେ ଆମେ ଏଠି ଆପଣଙ୍କୁ ଜିଓର ସେହି ପ୍ଲାନ୍ ସମ୍ପର୍କରେ...
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡାରେ ସୂଚନା ଅଧିକାର(ଆର୍ଟିଆଇ) କର୍ମୀଙ୍କୁ ଗୁଳିମାଡ଼ କରାଯାଇଛି। ତାଙ୍କ ନାଁ ଅଭିମନ୍ୟୁ ପଣ୍ଡା। ଆଜି ସକାଳେ ପାତ୍ର ସାହି ସ୍ଥିତ ନିଜ ବାସଭବନ ଆଗରେ ଅଭିମନ୍ୟୁ ଛିଡା ହୋଇଥିଲେ। ଏହି ସମୟରେ ଗୋଟିଏ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଗୁଳିମାଡ଼...
ଚୌଦ୍ୱାର: କଟକ ଜିଲ୍ଲା ଚୌଦ୍ୱାର ସର୍କଲ ଜେଲ୍ରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତ କଏଦୀ ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅନ୍ତର୍ଗତ ମାଳିସାହି ଗାଁର ଦେବ ପ୍ରକାଶ ବେହେରା (୨୧)। ସେ ଗତ ଜୁନ୍ ୨୦ ତାରିଖରୁ ଜେଲ୍ରେ ଥିଲେ। ସୂଚନା ଅନୁସାରେ, ଗତକାଲି...
ଲକ୍ଷ୍ନୌ: ବିବାହ ପାଇଁ ସବୁ କିଛି ପ୍ରସ୍ତୁତ ହୋଇ ସାରିଥିଲା। ବରଯାତ୍ରୀଙ୍କୁ ପାଛୋଟି ନେବାଠୁ ଆରମ୍ଭ କରି ସେମାନଙ୍କର ଖାଇବା ପିଇବା ଆଦି ସବୁର ବନ୍ଦୋବସ୍ତ ହୋଇଥିଲା। ହେଲେ ଏ କ’ଣ ହଠାତ୍ ବିବାହ କରିବା ପାଇଁ ମନା କରିଦେଲେ ଯୁବତୀ। କାରଣ ଜାଣିଲେ ଆପଣ ବି ଆଚମ୍ବିତ...
ଲବଙ୍ଗ ତେଲରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ସ୍ୱାସ୍ଥ୍ୟ ଜନିତ ଅନ୍ୟ ସମସ୍ୟା ସହିତ ସୁନ୍ଦର ତ୍ୱଚା ପାଇଁ ବି ଏହାକୁ ବ୍ୟବହାର କରାଯାଏ। ଏଥିରେ ଆଣ୍ଟିସେପ୍ଟିକ୍ ଗୁଣ ସହିତ ଭିଟାମିନ୍ ସି, ଭିଟାମିନ୍ ଏ , ଆଣ୍ଟି-ବ୍ୟାକ୍ଟେରିଆଲ୍ ଓ ଆଣ୍ଟି-ଇନ୍ଫ୍ଲାମେଣ୍ଟାରୀ ଗୁଣ ରହିଛି। ଆଉ ଏସବୁ...
ମାଲକାନଗିରି: ଗାଡ଼ି ଛାଡ଼, ଘୋଡ଼ା ଚଢ଼। ଏକଥା ଆମେ କହୁନୁ, ଟ୍ରାଫିକ୍ ନିୟମର ଝିନ୍ଝଟ୍ରୁ ବର୍ତ୍ତିବା ପାଇଁ ଏବେ ଏମିତି ତରିକା ଆପଣାଇଛନ୍ତି ମାଲ୍କାନଗିରି ସଦର ମହକୁମାର ଯତୀଶ ମିସ୍ତ୍ରୀ। ଯତୀଶଙ୍କର ମୋଟର ସାଇକେଲ୍ଟିଏ ଅଛି ହେଲେ ସେ କିନ୍ତୁ ଟ୍ରାଫିକ୍ ଚେକିଂରୁ ବର୍ତ୍ତିବା ପାଇଁ ଘୋଡ଼ା କିଣି...
ଭୁବନେଶ୍ୱର: ଚଳିତ ମାସ ଶେଷ ସୁଦ୍ଧା ନଚେତ୍ ଜାନୁଆରୀ ପହିଲାରେ ରାଜ୍ୟରେ ପିଆଜ ଦର କମିବ। ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ସୂଚନା ଦେଇଛନ୍ତି। ପିଆଜ ଦର ନିୟନ୍ତ୍ରଣ ନେଇ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଯୋଗାଣ...
ମୁମ୍ବାଇ: ନିକଟରେ ନୂଆ ଲୁକ୍ରେ ବଲିଉଡ୍ର ଜଣେ ଅଭିନେତାଙ୍କ ଫଟୋ ଭାଇରାଲ୍ ହୋଇଛି। ଆପଣ ବି ହଠାତ୍ ତାଙ୍କୁ ଦେଖିଲେ ଚିହ୍ନି ପାରିବେ ନାହିଁ। ଲମ୍ବା ଚୁଟି, ଲମ୍ବା ଦାଢ଼ି ଓ ତା’ସହିତ ଟୋପି ପିନ୍ଧିଛନ୍ତି। ଏହି ଅଭିନେତାଙ୍କର ଏହି ନୂଆ ଲୁକ୍ର ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍...
ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବସ୍ତର ଜଙ୍ଗଲରେ ଟପ୍ ମାଓବାଦୀ ନେତା ରମନ୍ନାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହୃଦ୍ଘାତରେ ତା’ର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ରମନ୍ନାର ମୃତ୍ୟୁ ନେଇ ପୁଲିସ୍ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। ଗତ କିଛି ଦିନ ଧରି ରମନ୍ନା...